Saroj Kumar Nayak (@nayakeskay) 's Twitter Profile
Saroj Kumar Nayak

@nayakeskay

Adventure Tourism Consultant, Cyclist, Enterprenuer, Traveller, Foodie, Event Manager

ID: 75019718

linkhttp://infiniteevents.co.in calendar_today17-09-2009 14:06:45

23,23K Tweet

1,1K Takipçi

1,1K Takip Edilen

Saroj Kumar Nayak (@nayakeskay) 's Twitter Profile Photo

ନିଯୁକ୍ତି ମେଳା #ଓଡ଼ିଶା_ବିଜେପି_ସରକାର ଙ୍କର - ରାଉରକେଲା ପୁଲିସ ଜିଲ୍ଲାରେ ଗୃହରକ୍ଷୀ ନିଯୁକ୍ତି ପରୀକ୍ଷା - ୧୦୭ ପଦବି ପାଇଁ ୯,୦୬୧ ପ୍ରାର୍ଥୀ - ଆବେଦନକାରୀଙ୍କ ତାଲିକାରେ ବି.ଟେକ୍‌ ଓ ଗ୍ରାଜୁଏଟ୍‌ ଛାତ୍ରଛାତ୍ରୀ - ଶିକ୍ଷାଗତ ଯୋଗ୍ୟତା ପଞ୍ଚମ ଶ୍ରେଣୀ ପାସ୍‌ - ଦିନକୁ ପାରିଶ୍ରମିକ ୬୧୨ ଟଙ୍କା ଅର୍ଥାତ୍‌ ମାସକୁ ୧୮ ହଜାର ୩୬୦

ନିଯୁକ୍ତି ମେଳା #ଓଡ଼ିଶା_ବିଜେପି_ସରକାର ଙ୍କର

- ରାଉରକେଲା ପୁଲିସ ଜିଲ୍ଲାରେ ଗୃହରକ୍ଷୀ ନିଯୁକ୍ତି ପରୀକ୍ଷା
- ୧୦୭ ପଦବି ପାଇଁ ୯,୦୬୧ ପ୍ରାର୍ଥୀ
- ଆବେଦନକାରୀଙ୍କ ତାଲିକାରେ ବି.ଟେକ୍‌ ଓ ଗ୍ରାଜୁଏଟ୍‌ ଛାତ୍ରଛାତ୍ରୀ
- ଶିକ୍ଷାଗତ ଯୋଗ୍ୟତା ପଞ୍ଚମ ଶ୍ରେଣୀ ପାସ୍‌
- ଦିନକୁ ପାରିଶ୍ରମିକ ୬୧୨ ଟଙ୍କା ଅର୍ଥାତ୍‌ ମାସକୁ ୧୮ ହଜାର ୩୬୦