Naveen Patnaik (@naveen_odisha) 's Twitter Profile
Naveen Patnaik

@naveen_odisha

President, Biju Janata Dal.

ID: 3489768920

linkhttp://www.bjdodisha.org.in/naveen-patnaik/ calendar_today08-09-2015 05:43:50

17,17K Tweet

3,6M Takipçi

23 Takip Edilen

Naveen Patnaik (@naveen_odisha) 's Twitter Profile Photo

ଓଡ଼ିଶା ଆମ ମା', ମାଟି ଆଉ ମମତା। ଅନେକ ମହାପୁରୁଷଙ୍କ ପ୍ରଚେଷ୍ଠା ଓ ତ୍ୟାଗ ବଳରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହୋଇଛି। ଓଡ଼ିଶା ଦିବସ ଅବସରରେ ସେମାନଙ୍କୁ ସ୍ମରଣ କରିବା ସହ ତାଙ୍କ ପ୍ରଦର୍ଶିତ ମାର୍ଗ ଅନୁସରଣ କରି ଆସନ୍ତୁ ଓଡ଼ିଶାକୁ ବିକାଶର ଶିଖରରେ ପହଞ୍ଚାଇବା। ବନ୍ଦେ ଉତ୍କଳ ଜନନୀ 🙏 #OdishaDibasa