Dr.Santosh kumar Mahapatra (@mrsantoshkmaha1) 's Twitter Profile
Dr.Santosh kumar Mahapatra

@mrsantoshkmaha1

State Treasurer BJP Odisha (OBC Morcha), Damodar Group & President of Damodar Foundation. Politician, Entrepreneur, Social worker & Sports Coach.

ID: 1446541044342935552

calendar_today08-10-2021 18:20:57

278 Tweet

21 Followers

200 Following

Dr.Santosh kumar Mahapatra (@mrsantoshkmaha1) 's Twitter Profile Photo

ଆଜି (୬ ଏପ୍ରିଲ ୨୦୨୫ ) କୁଶପଲ୍ଲୀ ଚାମୁଣ୍ଡା ମନ୍ଦିରରେ ଆୟୋଜିତ ରାଜ୍ୟର ମଣ୍ଡଳ ସ୍ତରୀୟ ପାର୍ଟି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଣ୍ଡଳର ସଭାପତି ଏବଂ ସମସ୍ତ ସଦସ୍ୟମାନଙ୍କ ସହ ଆଜିର ଭାରତୀୟ ଜନତା ପାର୍ଟିର ୪୬ତମ ପ୍ରତିଷ୍ଠା ଦିବସର ଉଦ୍ଦେଶ୍ୟ ଏବଂ ମଣ୍ଡଳର ଉନ୍ନତିମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କଲି।

ଓଡିଶା ସରକାରରେ ବାଣିଜ୍ୟ, ପରିବହନ ଏବଂ ଖଣି, ଇସ୍ପାତ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୁତି ଭୂଷଣ ଜେନା ଭାଇଙ୍କ ସରକାରୀବାସ ଭବନ ରେ ମନ୍ଦିର ପ୍ରତିଷ୍ଠା ଓ ବିଭିନ୍ନ ଆଧ୍ୟାତ୍ମିକ ଅନୁଷ୍ଠାନ ର ଉତ୍ସବ ପାଳନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ..

ଓଁ ଶ୍ରୀ ହନୁମନ୍ତୟେ ନମଃ 🙏 ପବିତ୍ର ବିଷୁବ ସଂକ୍ରାନ୍ତି (ପଣା ସଂକ୍ରାନ୍ତି) ତଥା ଓଡ଼ିଆ ନବବର୍ଷ ଉପଲକ୍ଷେ ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ହୁମ୍ମା ଠାରେ ଆୟୋଜିତ ବଜରଙ୍ଗୀ ମହୋତ୍ସବ କାର୍ଯ୍ୟକ୍ରମରେ ଯୋଗଦେଲି।

ଓଁ ଶ୍ରୀ ହନୁମନ୍ତୟେ ନମଃ 🙏

ପବିତ୍ର ବିଷୁବ ସଂକ୍ରାନ୍ତି (ପଣା ସଂକ୍ରାନ୍ତି) ତଥା ଓଡ଼ିଆ ନବବର୍ଷ ଉପଲକ୍ଷେ ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ହୁମ୍ମା ଠାରେ ଆୟୋଜିତ ବଜରଙ୍ଗୀ ମହୋତ୍ସବ କାର୍ଯ୍ୟକ୍ରମରେ ଯୋଗଦେଲି।
Dr.Santosh kumar Mahapatra (@mrsantoshkmaha1) 's Twitter Profile Photo

ଛତ୍ରପୁର ନିର୍ବାଚନ ମଣ୍ଡଳସ୍ତରୀୟ ବିଜେପିର ସକ୍ରିୟ ସଦସ୍ୟ କର୍ମଶାଳାରେ ଯୋଗଦେଲି ଏବଂ ସକ୍ରିୟ ସଦସ୍ୟମାନେ କିପରି ତୃଣମୂଳ ସ୍ତରରୁ ଦଳର ସଂଗଠନକୁ ଦୃଢ଼ୀଭୂତ କରିବେ ଏନେଇ ମାର୍ଗଦର୍ଶନ କରିଥିଲି। କର୍ମଶାଳାରେ ଆସ୍କା ସାଂସଦ ଅନୀତା ଶୁଭଦର୍ଶନୀ ଏବଂ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ସମେତ କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ।

ପବିତ୍ର ମହାବିଷୁବ ' ପଣା ' ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷରେ ରାଜ୍ୟ କୋଷାଧ୍ୟକ୍ଷ ସନ୍ତୋଷ କୁମାର ମହାପାତ୍ର ଖଣ୍ଡଦେଉଳି ଗ୍ରାମର ମେରୁ ସଂକ୍ରାନ୍ତି ପର୍ବରେ ଗ୍ରାମର ବିଶିଷ୍ଟ କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନଙ୍କ ସହ ସାକ୍ଷାତ କରି ମନ୍ଦିରର ଉନ୍ନତି କିପରି ହେବ ସେ ସମ୍ବନ୍ଧରେ ହୃଦୟସ୍ପର୍ଶି ବାର୍ତ୍ତା ପ୍ରକାଶ କରିଥିଲେ

Zone-14 ର ବିଭିନ୍ନ ପଞ୍ଚାୟତର ବିଜେପିର କାର୍ଯ୍ୟକର୍ତ୍ତା ମାନଙ୍କର ପାରିବାରିକ ଓ ବୈବାହିକ କାର୍ଯ୍ୟକ୍ରମ ରେ ଯୋଗ ଦେଲି ।

ଗଞ୍ଜାମ ପଞ୍ଚାୟତ ସମିତି ଅଞ୍ଚଳର ଆୟୋଜିତ ମିଶ୍ରଣ ପର୍ବରେ ଯୋଗଦେଲି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଙ୍କ ଦୃଢ଼ ନେତୃତ୍ୱ ଏବଂ ବିକଶିତ ଭାରତ ଗଠନ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବ୍ଲକ୍ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ,ପୂର୍ବତନ ଅଧ୍ୟକ୍ଷ ଶ୍ରୀ ସୁରଥ ପ୍ରଧାନ, ବ୍ଲକର ବହୁ ସରପଞ୍ଚ, ସମିତିସଭ୍ୟ ଦଳରେ ଯୋଗଦେଲେ।

ବିକାଶ ପୁରୁଷ, ଆମ ସମସ୍ତଙ୍କର ପ୍ରେରଣା ପୁଞ୍ଜ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଙ୍କୁ ଓଡ଼ିଶାର ପବିତ୍ର ଭୂମିକୁ ହାର୍ଦ୍ଦିକ ସ୍ବାଗତ l

ମାନ୍ୟବର ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ଡ଼ଃ.ମୁକେଶ ମହାଲିଙ୍ଗଙ୍କୁ ଜନ୍ମଦିନ ଅବସରରେ ଢେର ସାରା ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ଏହି ଅବସରରେ ମା' ପାଟଣେଶ୍ୱରୀଙ୍କ ନିକଟରେ ମାନ୍ୟବର ମନ୍ତ୍ରୀଙ୍କର ସୁସ୍ଥ ଓ ନିରାମୟ ଜୀବନଚର୍ଯ୍ୟା କାମନା କରୁଛି।

ବସନ୍ତ ପଞ୍ଚମୀ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୯ତମ ପରାକ୍ରମ ଦିବସ (ଜନ୍ମଦିବସ) ଅବସରରେ ନେତାଜୀ ଗୁରୁକୁଳ, ଖଣ୍ଡଦେଉଳି ଠାରେ ସମ୍ମାନିତ ଅତିଥି ଭାବେ ଯୋଗଦେଲି।

ବସନ୍ତ ପଞ୍ଚମୀ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୯ତମ ପରାକ୍ରମ ଦିବସ (ଜନ୍ମଦିବସ) ଅବସରରେ
ନେତାଜୀ ଗୁରୁକୁଳ, ଖଣ୍ଡଦେଉଳି ଠାରେ ସମ୍ମାନିତ ଅତିଥି ଭାବେ ଯୋଗଦେଲି।
Dr.Santosh kumar Mahapatra (@mrsantoshkmaha1) 's Twitter Profile Photo

ଦଳର ସାଧାରଣ ସମ୍ପାଦକ ବିରଞ୍ଚି ଭାଇଙ୍କ ମାତୃବିୟୋଗର ଏକାଦଶାହରେ ବ୍ରହ୍ମଗିରି ସ୍ଥିତ ବାସଭବନ ଠାରେ ମହାନ ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କଲୁ।

ଦଳର ଦୁଇଜଣ ବରିଷ୍ଠ ନେତା ସଜ୍ଜନ ଭାଇ ଓ ସାରଦା ଭାଇ, ସଂଯୋଗ କ୍ରମେ ଦୁହିଁଙ୍କର ଆଜି ଜନ୍ମଦିନ। ଉଭୟ ସମର୍ପିତ ତଥା ପ୍ରେରଣାଦାୟୀ ବ୍ୟକ୍ତିତ୍ୱ। ଉଭୟ ନେତାଙ୍କ ଚଲାପଥ କୁସୁମିତ ହେଉ ଏହାହିଁ କାମନା କରୁଛୁ।

ଆମ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୋ ଖଣ୍ଡିଦେଉଳି ଗ୍ରାମ ସ୍ଥିତ ଶହୀଦ ଭଗତ ସିଂହ ଡିଗ୍ରୀ ମହାବିଦ୍ୟାଳୟରେ ଶିକ୍ଷା ସମାପ୍ତ କରିଥିବା ଶିକ୍ଷାର୍ଥୀଙ୍କ ବିଦାୟ ସମ୍ବର୍ଦ୍ଧନା ଓ ବାର୍ଷିକ ଉତ୍ସବରେ ସମ୍ମାନିତ ଅତିଥି ମାନ୍ୟବର ବିଧାୟକ ଶ୍ରୀ Krushna Chandra Nayak ଙ୍କ ସହ କାର୍ଯ୍ୟକ୍ରମର ମୁଖ୍ୟ ବକ୍ତା ଭାବରେ ଯୋଗଦେଲି