Dr Rabindra Narayan Behera (@mpjajpur2024) 's Twitter Profile
Dr Rabindra Narayan Behera

@mpjajpur2024

Member of Parliament,Loksabha, Jajpur,BJP Odisha State Executive Member
Chairman Voice of Jajpur
General Secy National NGO Federation, Ex Director NIC

ID: 700994688375877632

linkhttp://drrnbehera.in calendar_today20-02-2016 10:45:32

1,1K Tweet

567 Followers

301 Following

Dr Rabindra Narayan Behera (@mpjajpur2024) 's Twitter Profile Photo

ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବାହାଦଲାପୁର ନିବାସୀ ମୋର ସାଙ୍ଗ ବିଶ୍ୱଜିତଙ୍କ ସାନଭାଇର ଅକାଳ ଦେହାନ୍ତ ସମ୍ବାଦ ଶୁଣି ମୁଁ ଗଭୀର ଦୁଃଖିତ। ହୃଦ୍‌ଘାତ ହେତୁ ମାତ୍ର ୪୬ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ସେ ସମୟରେ ମୁଁ ଦିଲ୍ଲୀରେ ଥିବାରୁ ସ୍ୱୟଂ ଯାଇ ସମ୍ବେଦନା ଜଣାଇ ପାରିନଥିଲି, ଯାହା ପାଇଁ ମନ ଭାରାକ୍ରାନ୍ତ।

ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବାହାଦଲାପୁର ନିବାସୀ ମୋର ସାଙ୍ଗ ବିଶ୍ୱଜିତଙ୍କ ସାନଭାଇର ଅକାଳ ଦେହାନ୍ତ ସମ୍ବାଦ ଶୁଣି ମୁଁ ଗଭୀର ଦୁଃଖିତ। 

ହୃଦ୍‌ଘାତ ହେତୁ ମାତ୍ର ୪୬ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ସେ ସମୟରେ ମୁଁ ଦିଲ୍ଲୀରେ ଥିବାରୁ ସ୍ୱୟଂ ଯାଇ ସମ୍ବେଦନା ଜଣାଇ ପାରିନଥିଲି, ଯାହା ପାଇଁ ମନ ଭାରାକ୍ରାନ୍ତ।
Dr Rabindra Narayan Behera (@mpjajpur2024) 's Twitter Profile Photo

ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାଏମା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଶିକ୍ଷା ବିକାଶ ସମିତି, ଓଡ଼ିଶା, ଦ୍ୱାବିଂଶ ବାର୍ଷିକ ଉତ୍ସବ-୨୦୨୫ରେ ଅତିଥି ଭାବେ ଯୋଗ ଦେଲି। ଏହି ଅବସରରେ ଧର୍ମଶାଳା ବିଧାୟକ ଶ୍ରୀ ହିମାଂଶୁ ଶେଖର ସାହୁ ଓ ଅନେକ ବରିଷ୍ଠ, ବୁଦ୍ଧିଜୀବୀ ଯୋଗ ଦେଇଥିଲେ। ଏହି କ୍ରମରେ ଉପସ୍ଥିତ

ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାଏମା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଶିକ୍ଷା ବିକାଶ ସମିତି, ଓଡ଼ିଶା, ଦ୍ୱାବିଂଶ ବାର୍ଷିକ ଉତ୍ସବ-୨୦୨୫ରେ ଅତିଥି ଭାବେ ଯୋଗ ଦେଲି।

ଏହି ଅବସରରେ ଧର୍ମଶାଳା ବିଧାୟକ ଶ୍ରୀ ହିମାଂଶୁ ଶେଖର ସାହୁ ଓ ଅନେକ ବରିଷ୍ଠ, ବୁଦ୍ଧିଜୀବୀ ଯୋଗ ଦେଇଥିଲେ।

ଏହି କ୍ରମରେ ଉପସ୍ଥିତ
Dr Rabindra Narayan Behera (@mpjajpur2024) 's Twitter Profile Photo

ଯାଜପୁର ଜିଲ୍ଲା କୋରାଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶଙ୍ଖଚିଲା ସ୍ଥିତ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଶୁଭ ୧୮୩ତମ ଆବିର୍ଭାବ ମହୋତ୍ସବ ତତ୍ ସହିତ ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ଶୁଭା ଗମନର ପ୍ରଥମ ବାର୍ଷିକ ସ୍ମୃତି ଉତ୍ସବ ଏବଂ ସତସଙ୍ଗ କେନ୍ଦ୍ରର ବାର୍ଷିକ ଉତ୍ସବରେ ଯୋଗ ଦେଇ ଅସୀମ କୃପା ଲାଭ କରିବା

ବିଶିଷ୍ଟ ଶିଶୁ ସାହିତ୍ୟିକ ପଲ୍ଲୀକବି ନନ୍ଦକିଶୋର ବଳଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି। BJP Odisha

ବିଶିଷ୍ଟ ଶିଶୁ ସାହିତ୍ୟିକ ପଲ୍ଲୀକବି ନନ୍ଦକିଶୋର ବଳଙ୍କ ଜୟନ୍ତୀରେ  ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି।
<a href="/BJP4Odisha/">BJP Odisha</a>
Dr Rabindra Narayan Behera (@mpjajpur2024) 's Twitter Profile Photo

Joined as Chief Guest in Interview Times magazine function on Gen G or Z Generation at Bhubaneswar organised by Sri Dibyajyoti Sahu, Chief Editor. Gen Z are future of Bharat and key pillars of Biksit Bharat. Ambassador of Newsland joined as Inaurator along with my colleagues in

ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ସାରଙ୍ଗପୁର ପ୍ରାଥମିକ ବିଦ୍ୟାଳୟ ଠାରେ ଆୟୋଜିତ ରସୁଲପୁର ମଣ୍ଡଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ତ୍ରିଂସତିତମ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲି। ଏହି ଅବସରରେ ଅନ୍ୟତମ ଅତିଥି ଭାବେ କଟକ ଟାଙ୍ଗୀ ସ୍ଥିତ ଟ୍ରେଟ୍ରାହେଡ୍ରନ୍ କଲେଜର ମୁଖ୍ୟ ଶ୍ରୀ ତ୍ରିଦେବ

ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ସାରଙ୍ଗପୁର ପ୍ରାଥମିକ ବିଦ୍ୟାଳୟ ଠାରେ ଆୟୋଜିତ ରସୁଲପୁର ମଣ୍ଡଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ତ୍ରିଂସତିତମ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲି।

ଏହି ଅବସରରେ ଅନ୍ୟତମ ଅତିଥି ଭାବେ କଟକ ଟାଙ୍ଗୀ ସ୍ଥିତ ଟ୍ରେଟ୍ରାହେଡ୍ରନ୍ କଲେଜର ମୁଖ୍ୟ ଶ୍ରୀ ତ୍ରିଦେବ
Dr Rabindra Narayan Behera (@mpjajpur2024) 's Twitter Profile Photo

ଆଜି ଯାଜପୁରରେ ଆୟୋଜିତ କୃଷି ଯନ୍ତ୍ରପାତି ମେଳାରେ ଯୋଗଦେଇ କୃଷି ଅଧିକାରୀ ଓ ଚାଷୀ ଭାଇମାନଙ୍କ ସହ କୃଷିର ଉନ୍ନତି ପାଇଁ ଭାବନା ଆଦାନ-ପ୍ରଦାନ କଲି। ସଫଳ ଚାଷୀଙ୍କୁ ପୁରସ୍କୃତ କରି ମୁଁ ବହୁତ ଖୁସି। କୃଷକଙ୍କୁ ସଶକ୍ତ କରିବା ଏବଂ ଯାଜପୁରର କୃଷିକୁ ଏକ ନୂଆ ପରିଚୟ ଦେବା ପାଇଁ ଆମେ ସର୍ବଦା ଚେଷ୍ଟା ଜାରି ରଖିବୁ। 🌾🙏

ଆଜି ଯାଜପୁରରେ ଆୟୋଜିତ କୃଷି ଯନ୍ତ୍ରପାତି ମେଳାରେ ଯୋଗଦେଇ କୃଷି ଅଧିକାରୀ ଓ ଚାଷୀ ଭାଇମାନଙ୍କ ସହ କୃଷିର ଉନ୍ନତି ପାଇଁ ଭାବନା ଆଦାନ-ପ୍ରଦାନ କଲି। ସଫଳ ଚାଷୀଙ୍କୁ ପୁରସ୍କୃତ କରି ମୁଁ ବହୁତ ଖୁସି।

କୃଷକଙ୍କୁ ସଶକ୍ତ କରିବା ଏବଂ ଯାଜପୁରର କୃଷିକୁ ଏକ ନୂଆ ପରିଚୟ ଦେବା ପାଇଁ ଆମେ ସର୍ବଦା ଚେଷ୍ଟା ଜାରି ରଖିବୁ। 🌾🙏
Dr Rabindra Narayan Behera (@mpjajpur2024) 's Twitter Profile Photo

ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ମଧୁବନହାଟ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ତ୍ରିଂଶତମ ବାର୍ଷିକ ଉତ୍ସବ -୨୦୨୫-୨୬ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କଲି। ଏହି ଅବସରରେ ଅନ୍ୟତମ ଅତିଥି ଭାବେ ବରିଷ୍ଠ ଓ ବୁଦ୍ଧିଜୀବୀ ମାନେ ଯୋଗ ଦେଇଥିଲେ। ଏହି କ୍ରମରେ ଉପସ୍ଥିତ ଶିକ୍ଷକ ଓ

ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ମଧୁବନହାଟ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ତ୍ରିଂଶତମ ବାର୍ଷିକ ଉତ୍ସବ -୨୦୨୫-୨୬ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କଲି।

ଏହି ଅବସରରେ ଅନ୍ୟତମ ଅତିଥି ଭାବେ ବରିଷ୍ଠ ଓ ବୁଦ୍ଧିଜୀବୀ ମାନେ ଯୋଗ ଦେଇଥିଲେ।

ଏହି କ୍ରମରେ ଉପସ୍ଥିତ ଶିକ୍ଷକ ଓ
Dr Rabindra Narayan Behera (@mpjajpur2024) 's Twitter Profile Photo

ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର ସୌଭାଗ୍ୟ ପାଇଲି। ମା ବିଦ୍ୟା ସରସ୍ଵତୀଙ୍କ ଚରଣରେ ଶିର ନମାଇ ଛୋଟ ଛୋଟ ଶିଶୁମାନଙ୍କ ସହ ଏହି ଅନୁଷ୍ଠାନର ଆନନ୍ଦ ଉପଭୋଗ କରିବା ମୋ ପାଇଁ ଅତ୍ୟନ୍ତ ଆତ୍ମତୃପ୍ତିକର ଅନୁଭୂତି ଥିଲା।

ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବରେ  ମୁଖ୍ୟ ଅତିଥି ଭାବେ ଯୋଗ ଦେବାର ସୌଭାଗ୍ୟ ପାଇଲି।

ମା ବିଦ୍ୟା ସରସ୍ଵତୀଙ୍କ ଚରଣରେ ଶିର ନମାଇ ଛୋଟ ଛୋଟ ଶିଶୁମାନଙ୍କ ସହ ଏହି ଅନୁଷ୍ଠାନର ଆନନ୍ଦ ଉପଭୋଗ କରିବା ମୋ ପାଇଁ ଅତ୍ୟନ୍ତ ଆତ୍ମତୃପ୍ତିକର ଅନୁଭୂତି ଥିଲା।
Dr Rabindra Narayan Behera (@mpjajpur2024) 's Twitter Profile Photo

ବିଶିଷ୍ଟ ନାଟ୍ୟକାର କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି। BJP Odisha

ବିଶିଷ୍ଟ ନାଟ୍ୟକାର କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି।
<a href="/BJP4Odisha/">BJP Odisha</a>
Dr Rabindra Narayan Behera (@mpjajpur2024) 's Twitter Profile Photo

ରାଷ୍ଟ୍ରୀୟ କୃଷକ ଦିବସ ଅବସରରେ ସମସ୍ତ ଚାଷୀ ଭାଈ ଓ ଭଉଣୀମାନଙ୍କୁ ଅନେକ ଅନେକ ଶୁଭେଚ୍ଛା। ସାରା ଦେଶର ମୁଁହରେ ଆହାର ଯୋଗାଉଥିବା କୃଷକ ଭାଈଭଉଣୀଙ୍କ ସର୍ବାଙ୍ଗୀନ ଉନ୍ନତି ଆମର ପ୍ରାଥମିକତା। ଚାଷୀ ଓ ଚାଷର ଉନ୍ନତି ପାଇଁ ଧାନର ଏମଏସପିକୁ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା କୁ ବୃଦ୍ଧି କରିବା ସହ ପିଏମ କିଷାନ, ସିଏମ କିଷାନ, ଫସଲ ବୀମା ଆଦି

ରାଷ୍ଟ୍ରୀୟ କୃଷକ ଦିବସ ଅବସରରେ ସମସ୍ତ ଚାଷୀ ଭାଈ ଓ ଭଉଣୀମାନଙ୍କୁ ଅନେକ ଅନେକ ଶୁଭେଚ୍ଛା। 
ସାରା ଦେଶର ମୁଁହରେ ଆହାର ଯୋଗାଉଥିବା କୃଷକ ଭାଈଭଉଣୀଙ୍କ ସର୍ବାଙ୍ଗୀନ ଉନ୍ନତି ଆମର ପ୍ରାଥମିକତା। 
ଚାଷୀ ଓ ଚାଷର ଉନ୍ନତି ପାଇଁ ଧାନର ଏମଏସପିକୁ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା କୁ ବୃଦ୍ଧି କରିବା ସହ ପିଏମ କିଷାନ, ସିଏମ କିଷାନ, ଫସଲ ବୀମା ଆଦି
Dr Rabindra Narayan Behera (@mpjajpur2024) 's Twitter Profile Photo

ଯାଜପୁର ଜିଲ୍ଲାର ଅନନ୍ୟ ସର୍ବପୁରାତନ ଅହିଆସ ଉଚ୍ଚ ବିଦ୍ୟାଳୟର ୭୯ତମ ପୂର୍ତ୍ତି ଉତ୍ସବ ହୀରକ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କଲି। ଏହି ଅବସରରେ ଓଡ଼ିଶା ସରକାରଙ୍କ ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ, ଭାଜପାର ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ଗୌତମ ରାୟ ଓ ଅନ୍ୟ

ଯାଜପୁର ଜିଲ୍ଲାର ଅନନ୍ୟ ସର୍ବପୁରାତନ ଅହିଆସ ଉଚ୍ଚ ବିଦ୍ୟାଳୟର ୭୯ତମ ପୂର୍ତ୍ତି ଉତ୍ସବ ହୀରକ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କଲି।

ଏହି ଅବସରରେ ଓଡ଼ିଶା ସରକାରଙ୍କ ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ, ଭାଜପାର ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ଗୌତମ ରାୟ ଓ ଅନ୍ୟ
Dr Rabindra Narayan Behera (@mpjajpur2024) 's Twitter Profile Photo

ପ୍ରଖର ରାଷ୍ଟ୍ରବାଦୀ, ସୁଶାସନର ମାର୍ଗଦର୍ଶକ, ବିଶ୍ୱବନ୍ଦିତ ଜନନାୟକ, ଆଧୁନିକ ଭାରତର ଶିଳ୍ପୀ, ଆମ ସମସ୍ତଙ୍କର ପ୍ରେରଣା ପୁଞ୍ଜ ପୂର୍ବତନ ପ୍ରଧାନମନ୍ତ୍ରୀ 'ଭାରତ ରତ୍ନ' ଅଟଳ ବିହାରୀ ବାଜପେୟୀ ଜୀଙ୍କ ଜୟନ୍ତୀରେ ଶତ ଶତ ପ୍ରଣାମ। ଏହି ଅବସରରେ ସମସ୍ତଙ୍କୁ 'ସୁଶାସନ ଦିବସ'ର ଶୁଭକାମନା। ​ଜଣେ ପ୍ରଖର ରାଷ୍ଟ୍ରଭକ୍ତ ଓ ମାନବତାବାଦୀ ନେତା

ପ୍ରଖର ରାଷ୍ଟ୍ରବାଦୀ, ସୁଶାସନର ମାର୍ଗଦର୍ଶକ, ବିଶ୍ୱବନ୍ଦିତ ଜନନାୟକ, ଆଧୁନିକ ଭାରତର ଶିଳ୍ପୀ, ଆମ ସମସ୍ତଙ୍କର ପ୍ରେରଣା ପୁଞ୍ଜ ପୂର୍ବତନ ପ୍ରଧାନମନ୍ତ୍ରୀ 'ଭାରତ ରତ୍ନ' ଅଟଳ ବିହାରୀ ବାଜପେୟୀ ଜୀଙ୍କ ଜୟନ୍ତୀରେ ଶତ ଶତ ପ୍ରଣାମ। ଏହି ଅବସରରେ ସମସ୍ତଙ୍କୁ 'ସୁଶାସନ ଦିବସ'ର ଶୁଭକାମନା।

​ଜଣେ ପ୍ରଖର ରାଷ୍ଟ୍ରଭକ୍ତ ଓ ମାନବତାବାଦୀ ନେତା
Dr Rabindra Narayan Behera (@mpjajpur2024) 's Twitter Profile Photo

ବିଜେପିର ବରିଷ୍ଠ ନେତ୍ରୀ ତଥା କୋରାଇର ପୂର୍ବତନ ବିଧାୟିକା ଶ୍ରୀମତୀ ସଞ୍ଚିତା ମହାନ୍ତିଙ୍କ ଅକାଳ ବିୟୋଗ ଓଡ଼ିଶା ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି। ଜଣେ ଦକ୍ଷ ସଂଗଠିକା, ସରଳମନା ଏବଂ ନିଷ୍ଠାପର ଜନପ୍ରତିନିଧି ଭାବେ ସେ ସଦା ସାଧାରଣ ଲୋକଙ୍କ ସେବାରେ ନିଜକୁ ସମର୍ପିତ କରିଥିଲେ। ତାଙ୍କର ସେବା, ସଂଘର୍ଷ ଓ ନେତୃତ୍ୱ ସଦା ସ୍ମରଣୀୟ ହୋଇ

ବିଜେପିର ବରିଷ୍ଠ ନେତ୍ରୀ ତଥା କୋରାଇର ପୂର୍ବତନ ବିଧାୟିକା ଶ୍ରୀମତୀ ସଞ୍ଚିତା ମହାନ୍ତିଙ୍କ ଅକାଳ ବିୟୋଗ ଓଡ଼ିଶା ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି।

ଜଣେ ଦକ୍ଷ ସଂଗଠିକା, ସରଳମନା ଏବଂ ନିଷ୍ଠାପର ଜନପ୍ରତିନିଧି ଭାବେ ସେ ସଦା ସାଧାରଣ ଲୋକଙ୍କ ସେବାରେ ନିଜକୁ ସମର୍ପିତ କରିଥିଲେ। ତାଙ୍କର ସେବା, ସଂଘର୍ଷ ଓ ନେତୃତ୍ୱ ସଦା ସ୍ମରଣୀୟ ହୋଇ
Narendra Modi (@narendramodi) 's Twitter Profile Photo

Congratulations to all the Padma Awardees for their outstanding contributions to our nation. Their excellence, dedication and service across diverse fields enrich the fabric of our society. The honour reflects the spirit of commitment and excellence that continues to inspire

Nitin Nabin (@nitinnabin) 's Twitter Profile Photo

यह बजट विकसित भारत 2047 के लक्ष्य को संकल्प से सिद्धि तक लेकर जाएगा। #ViksitBharatBudget

Mohan Charan Majhi (@mohanmodisha) 's Twitter Profile Photo

କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭ରେ ଓଡ଼ିଶାର ବିକାଶ ପାଇଁ ଏକ ସୁଦୂରପ୍ରସାରୀ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟର ଅର୍ଥନୈତିକ ପ୍ରଗତିକୁ ତ୍ୱରାନ୍ୱିତ କରିବା ଦିଗରେ ଜାତୀୟ ଜଳମାର୍ଗ-୫ (NW-5) ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ଏହି ପ୍ରକଳ୍ପ ମାଧ୍ୟମରେ ପାରାଦ୍ୱୀପ ଓ ଧାମରା ପରି ପ୍ରମୁଖ ବନ୍ଦରଗୁଡ଼ିକୁ କଳିଙ୍ଗନଗର, ତାଳଚେର ଏବଂ ଅନୁଗୁଳ

BJP Odisha (@bjp4odisha) 's Twitter Profile Photo

ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ମାନନୀୟ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ୨୦୨୬-୨୦୨୭ ଆର୍ଥିକ ବର୍ଷ ପାଇଁ ଆଗତ କେନ୍ଦ୍ର ବଜେଟ୍‌ରେ ଚାଷୀ, ମହିଳା, ଯୁବବର୍ଗ, ବେତନଭୋଗୀ, ମଧ୍ୟବିତ୍ତ, ବ୍ୟବସାୟ, ଏମ୍‌ଏସ୍‌ଏମ୍‌ଇ, ସ୍ୱାସ୍ଥ୍ୟ ସେବା, ନିଯୁକ୍ତି, ଶିକ୍ଷା, ପ୍ରତିରକ୍ଷା ପରି