𝐑𝐚𝐝𝐡𝐞 𝐑𝐚𝐝𝐡𝐞 ❤️ (@mohanty_1998) 's Twitter Profile
𝐑𝐚𝐝𝐡𝐞 𝐑𝐚𝐝𝐡𝐞 ❤️

@mohanty_1998

__The heart will break, but broken live on

ID: 1328127027656867840

calendar_today16-11-2020 00:05:55

1,1K Tweet

13,13K Followers

73 Following

𝐑𝐚𝐝𝐡𝐞 𝐑𝐚𝐝𝐡𝐞 ❤️ (@mohanty_1998) 's Twitter Profile Photo

କଷ୍ଟ ତ ସେତେବେଳେ ହେଇଥାଏ ... ଯେତେବେଳେ ମଣିଷ ଜଣଙ୍କୁ ନିଜର କରିବାକୁ ଯାଇ ନିଜର ସବୁ କିଛି ହରେଇ ସାରି ବି,ନିଜର କରିପାରିନଥାଏ । 💔🥀

𝐑𝐚𝐝𝐡𝐞 𝐑𝐚𝐝𝐡𝐞 ❤️ (@mohanty_1998) 's Twitter Profile Photo

ନିଜ କର୍ମ ଉପରେ ବିଶ୍ୱାସ କରନ୍ତୁ ଲୋକ ମାନଙ୍କ କଥାରୁ କଣ ମିଳିବ, ସେମାନେ ଗୋଟିଏ ମୁହୁର୍ତ୍ତ୍ଵରେ ପ୍ରଶଂସାରେ ପୋତି ଦେଉଥିବେ ତ ଆଉ ଗୋଟେ ମୁହୁର୍ତ୍ତ୍ଵରେ ନିନ୍ଦାରେ ଭସେଇ ଦିଅନ୍ତି ll

𝐑𝐚𝐝𝐡𝐞 𝐑𝐚𝐝𝐡𝐞 ❤️ (@mohanty_1998) 's Twitter Profile Photo

ମନଟା ପରିଷ୍କାର ରଖନ୍ତୁ କାରଣ ଶେଷ ହିସାବଟା ଅର୍ଥର ନୁହେଁ କର୍ମର ହେବ l

𝐑𝐚𝐝𝐡𝐞 𝐑𝐚𝐝𝐡𝐞 ❤️ (@mohanty_1998) 's Twitter Profile Photo

ଖୋଜି ଥିଲେ ମିଳିଯାଇଥାନ୍ତା ସେ, ହେଲେ ମୁଁ ଖୋଜିବା ଛାଡି ଦେଲି କାରଣ ସେ ହଜିନଥିଲା ବଦଳି ଯାଇଥିଲା l 💔🥀

𝐑𝐚𝐝𝐡𝐞 𝐑𝐚𝐝𝐡𝐞 ❤️ (@mohanty_1998) 's Twitter Profile Photo

ଦିନେ ତୁମେ ପଛକୁ ଚାହିଁ ଅନୁଭବ କରିବ ଯେ, ଯାହାର କିଛି ମୂଲ୍ୟ ନଥିଲା, ତାକୁ ନେଇ ତୁମେ ଅଧିକ ଚିନ୍ତା କରୁଥିଲ !

𝐑𝐚𝐝𝐡𝐞 𝐑𝐚𝐝𝐡𝐞 ❤️ (@mohanty_1998) 's Twitter Profile Photo

ଜାଣି ନାହିଁ ମୁଁ କଣ ପାଇବା ପାଇଁ ଚାହୁଁଥିଲି, ସେଥିରେ ମୁଁ ନିଜେ ହିଁ ହଜି ଗଲି... l 💔🥀

𝐑𝐚𝐝𝐡𝐞 𝐑𝐚𝐝𝐡𝐞 ❤️ (@mohanty_1998) 's Twitter Profile Photo

କିଛି ଲୋକ ମହାଭାରତ ର ଶକୁନି ପରି ହୋଇଥାନ୍ତି ହସିବେ ତୁମ ସହିତ କିନ୍ତୁ ଖେଳିବେ ତୁମ ବିରୁଦ୍ଧରେ l

𝐑𝐚𝐝𝐡𝐞 𝐑𝐚𝐝𝐡𝐞 ❤️ (@mohanty_1998) 's Twitter Profile Photo

ସବୁ ପ୍ରାର୍ଥନା ବି ଫିକା ପଡିଯାଏ ଯଦି ମନର ମଣିଷ ଟା ଭାଗ୍ୟରେ ନ ଥାଏ l 💔🥀

𝐑𝐚𝐝𝐡𝐞 𝐑𝐚𝐝𝐡𝐞 ❤️ (@mohanty_1998) 's Twitter Profile Photo

ପବିତ୍ର ଦୁର୍ଗା ପୂଜା ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି ! ଦୁର୍ଗତି ନାଶିନୀ ମା' ଦୁର୍ଗାଙ୍କ ଅପାର କୃପାରୁ ସମସ୍ତଙ୍କ ଜୀବନ ସୁଖ ଓ ମଙ୍ଗଳମୟ ହେଉ।🙏

𝐑𝐚𝐝𝐡𝐞 𝐑𝐚𝐝𝐡𝐞 ❤️ (@mohanty_1998) 's Twitter Profile Photo

ଯେଉଁ ଦିନଠାରୁ ତୁମେ ତୁମର ତୁଳନା ଅନ୍ୟ କାହାସହ କରିବ ନାହିଁ ! ସେହି ଦିନ ଠାରୁ ତୁମେ ଅତୁଳନୀୟ ହୋଇଯିବ !

𝐑𝐚𝐝𝐡𝐞 𝐑𝐚𝐝𝐡𝐞 ❤️ (@mohanty_1998) 's Twitter Profile Photo

ସବୁ ପ୍ରେମ ଯଦି ସଫଳ ହେବ, ସେ ତକିଆ କି କଣ ଆଉ ଲୁହରେ ଭିଜିବ ସବୁ ପ୍ରେମର ଅନ୍ତ ଯଦି ବିବାହ ହେବ, ସେ ମଶାଣି କି ଆଉ ଜୁଇ ରେ ଜଳିବ l 💔🥀

𝐑𝐚𝐝𝐡𝐞 𝐑𝐚𝐝𝐡𝐞 ❤️ (@mohanty_1998) 's Twitter Profile Photo

ନିଜର କରି ଦେଇଥିଲି, କିନ୍ତୁ ଜୀବନ ଗୋଟିଏ ଭଲ ଶିକ୍ଷା ଦେଲା—ଯେତେ ଭଲ ହେଲେ ବି, କେହି କେବେ ନିଜର ହୁଏନାହିଁ 💔🥀

𝐑𝐚𝐝𝐡𝐞 𝐑𝐚𝐝𝐡𝐞 ❤️ (@mohanty_1998) 's Twitter Profile Photo

ଡିସେମ୍ବର 31 ବର୍ଷର ଶେଷ ଦିନ। ବର୍ଷର ସେହି ଶେଷ ପୃଷ୍ଠା ଯୋଉ ପୃଷ୍ଠା ରେ ଲେଖା ଥାଏ କିଛି ଅକୁହା ବେଦନା ଅସମ୍ପୂର୍ଣ୍ଣ ସ୍ୱପ୍ନ , କିଛି ଭଙ୍ଗା ସମ୍ପର୍କ , କିଛି ଲୁହ , କିଛି କୋହ ଆଉ କିଛି ଛାତି ତଳେ ସାଇତା ଯନ୍ତ୍ରଣା ଯାହା କାହା ଆଗେ କହି ହୁଏନି ସହିବି ହୁଏନି। ବର୍ଷ ଯାକର ସ୍ମୁତି 🥹 #ବିଦାୟ2025

𝐑𝐚𝐝𝐡𝐞 𝐑𝐚𝐝𝐡𝐞 ❤️ (@mohanty_1998) 's Twitter Profile Photo

ଜୀବନ ଆମକୁ ସବୁକିଛି ଶିଖାଏ, ସମୟ ଆସିଲେ ସତ୍ୟଟା ପ୍ରକାଶ କରେ। ଭୁଲ ରାସ୍ତା ମଧ୍ୟ ଶିକ୍ଷା ଦିଏ, ସେଇଠାରୁ ସଫଳତା ଫୁଟି ଉଠେ।

𝐑𝐚𝐝𝐡𝐞 𝐑𝐚𝐝𝐡𝐞 ❤️ (@mohanty_1998) 's Twitter Profile Photo

ତୁମକୁ ପାଇବାର ଭାଗ୍ୟ ତ ମୋର ନାହିଁ ବାସ ଭଗବାନଙ୍କୁ ଡାକେ - ତୁମେ ଚାହୁଁଥିବା ମଣିଷ ତୁମକୁ ମିଳିଯାଉ l 💔🥀