MITESH GUPTA
@mitesh_guptabjp
ID: 178999584
16-08-2010 06:54:32
705 Tweet
234 Followers
457 Following
ଅନେକ ଦିନରୁ ଭଦ୍ରକରେ ମେଡ଼ିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ ଦାବି କରାଯାଉଥିଲା । ଆମ ସରକାର ଆସିଲେ ଏହି ଦାବି ପୂରଣ କରିବାକୁ ଆମର ନିର୍ବାଚନୀ ପ୍ରତିଶ୍ରୁତି ମଧ୍ୟ ଥିଲା । ଆଜି ବଜେଟ ଉପସ୍ଥାପନ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଏହି ଦାବି ଉପରେ ମୋହର ଲଗାଇବା ପରେ ସମଗ୍ର ଭଦ୍ରକ ଆଜି ଉତ୍ସବ ମୁଖରିତ ହୋଇଛି ।