Manomoy Ray (@manomoyray) 's Twitter Profile
Manomoy Ray

@manomoyray

I'm such a happy person :)

ID: 1504037572762165248

calendar_today16-03-2022 10:11:25

5,5K Tweet

368 Followers

684 Following

Soumyajit Pattnaik (@soumyajitt) 's Twitter Profile Photo

VK Pandian’s Return to the Spotlight: Two Videos, Many Speculations Two back-to-back videos have once again placed VK Pandian in the media glare. The first, on August 20, showed Leader of Opposition & former CM Naveen Patnaik walking hand in hand with VK Pandian after being

Biju Janata Dal (@bjd_odisha) 's Twitter Profile Photo

ସରକାରଙ୍କ ବିଫଳତା ଲୁଚାଇବାକୁ ବିଜେପି ବିଧାୟକଙ୍କ ଅବାଂଛିତ ମନ୍ତବ୍ୟ। ବାଲି ମାଫିଆଙ୍କୁ ବିଧାୟକ ସରୋଜ ପାଢ଼ୀ ଚାନ୍ଦା ମାଗିବା ଅଡିଓ ଭାଇରାଲ ହୋଇଥିଲା। ୨୦୨୭ ପଞ୍ଚାୟତ ନିର୍ବାଚନ ଓ ୨୦୨୯ରେ ସାଧାରଣ ନିର୍ବାଚନରେ ସଫଳତା ହାସଲ କରିବ ବିଜୁ ଜନତା ଦଳ। ଡବଲ୍ ଇଞ୍ଜିନ୍ ସରକାର ସମସ୍ତ କ୍ଷେତ୍ରରେ ବିଫଳ ହୋଇଛି। #ହଟାଅବିଜେପି

ସରକାରଙ୍କ ବିଫଳତା ଲୁଚାଇବାକୁ ବିଜେପି ବିଧାୟକଙ୍କ ଅବାଂଛିତ ମନ୍ତବ୍ୟ।

ବାଲି ମାଫିଆଙ୍କୁ ବିଧାୟକ ସରୋଜ ପାଢ଼ୀ ଚାନ୍ଦା ମାଗିବା ଅଡିଓ ଭାଇରାଲ ହୋଇଥିଲା।

୨୦୨୭ ପଞ୍ଚାୟତ ନିର୍ବାଚନ ଓ ୨୦୨୯ରେ ସାଧାରଣ ନିର୍ବାଚନରେ ସଫଳତା ହାସଲ କରିବ ବିଜୁ ଜନତା ଦଳ।

ଡବଲ୍ ଇଞ୍ଜିନ୍ ସରକାର ସମସ୍ତ କ୍ଷେତ୍ରରେ ବିଫଳ ହୋଇଛି।

#ହଟାଅବିଜେପି
Swayam Prakash (@swayam4odisha) 's Twitter Profile Photo

ଅଗଷ୍ଟରେ ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି ଆରମ୍ଭ ହେବାର ଥିଲା, କିନ୍ତୁ ଏଯାଏଁ ଆରମ୍ଭ ହୋଇନି। ବଳଙ୍ଗା ପୀଡିତା ଭିଡିଓରେ କହିଥିଲେ (ଯାହା ଭାଇରାଲ ହୋଇଥିଲା) ୩ ଜଣ ଦୁର୍ବୃତ୍ତ ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ, ଏହି ଦିଗରେ ମାମଲାର ତଦନ୍ତ ଆଗେଇଲା ନାହିଁ ପେପର ଲିକ ହେବା ପରେ OTET ପରୀକ୍ଷା ଯାହା ଅଗଷ୍ଟ ୩୧ରେ ହେବାର ଥିଲା,

ଅଗଷ୍ଟରେ ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି ଆରମ୍ଭ ହେବାର ଥିଲା, କିନ୍ତୁ ଏଯାଏଁ ଆରମ୍ଭ ହୋଇନି।

ବଳଙ୍ଗା ପୀଡିତା ଭିଡିଓରେ କହିଥିଲେ (ଯାହା ଭାଇରାଲ ହୋଇଥିଲା) ୩ ଜଣ ଦୁର୍ବୃତ୍ତ ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ, ଏହି ଦିଗରେ ମାମଲାର ତଦନ୍ତ ଆଗେଇଲା ନାହିଁ

ପେପର ଲିକ ହେବା ପରେ OTET ପରୀକ୍ଷା ଯାହା ଅଗଷ୍ଟ ୩୧ରେ ହେବାର ଥିଲା,
Rojalini Sahoo (@rojalinisahoo15) 's Twitter Profile Photo

କୁଚକ୍ରି ଗୋଷ୍ଠୀ ନିଜର ଅପାରଗତା ଲୁଚାଇବା ପାଇଁ ବ୍ୟକ୍ତିଗତ ଆକ୍ଷେପ କରିବାକୁ ପଛାଉ ନାହାନ୍ତି । ଏହା ସୁସ୍ଥ ରାଜନୀତିରେ ଗ୍ରହଣୀୟ ନୁହେଁ । ରାଜ୍ୟବାସୀ ଠିକ୍ ବୁଝି ସାରିଛନ୍ତି ରାଜ୍ୟର ଉନ୍ନତି ପାଇଁ କିଏ କାର୍ଯ୍ୟ କରୁଥିଲା ଆଉ କରୁଛି ମଧ୍ୟ । #Odisha #Bjp #BJPAntiOdisha youtube.com/watch?v=Vb37QU…

Kedar Mishra (@mishrakedar1) 's Twitter Profile Photo

In Modi's India even university certificates have become classified documents. I don't know what's there in that degree. More you hide it more it will be a matter of mystery. The judge can protect the privacy of the PM but how can he stop the imagination and doubts of the

Swayam Prakash (@swayam4odisha) 's Twitter Profile Photo

5T-ମୋ ସରକାର ହେଲା ଆମ ଶାସନ। ନାଁ ପରିବର୍ତ୍ତନରେ ରେକର୍ଡ। ଶେଷରେ ବିଜେପି ସରକାର ମାନିଲା ନବୀନ ସରକାର ସମୟରେ ପ୍ରଚଳିତ ବ୍ୟବସ୍ଥା ଶ୍ରେଷ୍ଠ ଥିଲା। #Odisha

5T-ମୋ ସରକାର ହେଲା ଆମ ଶାସନ। ନାଁ ପରିବର୍ତ୍ତନରେ ରେକର୍ଡ।

ଶେଷରେ ବିଜେପି ସରକାର ମାନିଲା ନବୀନ ସରକାର ସମୟରେ ପ୍ରଚଳିତ ବ୍ୟବସ୍ଥା ଶ୍ରେଷ୍ଠ ଥିଲା।

#Odisha
Naveen Patnaik (@naveen_odisha) 's Twitter Profile Photo

Humble tributes to Bharat Ratna recipient and Nobel Laureate #MotherTeresa on her birth anniversary. She was a beacon of compassion and kindness. Her extraordinary dedication to serve the impoverished, underprivileged and vulnerable with boundless love is an inspiration for all.

Congratulate #Odisha weightlifter, Preetismita Bhoi on winning Gold medal in the Women’s 44KG event at the Commonwealth Weightlifting Championships 2025, #Ahmedabad. May she continue to excel and bring more laurels. Best wishes. #OdishaForSports #CWC2025

Congratulate #Odisha weightlifter, Preetismita Bhoi on winning Gold medal in the Women’s 44KG event at the Commonwealth Weightlifting Championships 2025, #Ahmedabad. May she continue to excel and bring more laurels. Best wishes.

#OdishaForSports #CWC2025
Naveen Patnaik (@naveen_odisha) 's Twitter Profile Photo

ମା'ମାନଙ୍କ ସଶକ୍ତିକରଣ ସର୍ବଦା ରହିଛି ବିଜୁ ଜନତା ଦଳର ପ୍ରାଥମିକତା। ମମତା ହେଉ କି ମିଶନ ଶକ୍ତି, ପୋଷଣ ବଜେଟଠୁ ଆରମ୍ଭ କରି ପଞ୍ଚାୟତସ୍ତରରେ ମହିଳାଙ୍କ ପାଇଁ ୫୦% ଓ ଲୋକସଭାରେ ୩୩% ସ୍ଥାନ ସଂରକ୍ଷଣ କରିବା ହେଉ ସବୁବେଳେ ମା'ଙ୍କ ହକ୍ ଓ ଅଧିକାରକୁ ମିଳିଛି ସମ୍ମାନ। ମହିଳା ସମାନତା ଦିବସରେ ଆମେ ଏପରି ଏକ ସମାଜ ଗଢ଼ିବା ପାଇଁ ଆମ

ମା'ମାନଙ୍କ ସଶକ୍ତିକରଣ ସର୍ବଦା ରହିଛି ବିଜୁ ଜନତା ଦଳର ପ୍ରାଥମିକତା।

ମମତା ହେଉ କି ମିଶନ ଶକ୍ତି, ପୋଷଣ ବଜେଟଠୁ ଆରମ୍ଭ କରି ପଞ୍ଚାୟତସ୍ତରରେ ମହିଳାଙ୍କ ପାଇଁ ୫୦% ଓ ଲୋକସଭାରେ ୩୩% ସ୍ଥାନ ସଂରକ୍ଷଣ କରିବା ହେଉ ସବୁବେଳେ ମା'ଙ୍କ ହକ୍ ଓ ଅଧିକାରକୁ ମିଳିଛି ସମ୍ମାନ।

ମହିଳା ସମାନତା ଦିବସରେ ଆମେ ଏପରି ଏକ ସମାଜ ଗଢ଼ିବା ପାଇଁ ଆମ
Biju Janata Dal (@bjd_odisha) 's Twitter Profile Photo

ମହିଳାଙ୍କ ସମାନତାରେ, ବିଜୁ ଜନତା ଦଳ ସବୁବେଳେ ଆଗରେ। ବିଜୁ ଜନତା ଦଳର ସରକାରରେ ମା'ମାନେ ଥିଲେ ଆଗରେ। ମିଶନ ଶକ୍ତି ହେଉ କି ମହିଳାଙ୍କ ପାଇଁ ସ୍ୱତନ୍ତ୍ର ବଜେଟ୍, ସବୁ କ୍ଷେତ୍ରରେ ମା'ମାନଙ୍କୁ ସମାନ ଅଧିକାର ପ୍ରଦାନ ଦ୍ୱାରା ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି। ସଭାପତି ଶ୍ରୀ Naveen Patnaik ଙ୍କ ଦୃଢ଼ ନେତୃତ୍ୱରେ

ମହିଳାଙ୍କ ସମାନତାରେ, ବିଜୁ ଜନତା ଦଳ ସବୁବେଳେ ଆଗରେ।

ବିଜୁ ଜନତା ଦଳର ସରକାରରେ ମା'ମାନେ ଥିଲେ ଆଗରେ। ମିଶନ ଶକ୍ତି ହେଉ କି ମହିଳାଙ୍କ ପାଇଁ ସ୍ୱତନ୍ତ୍ର ବଜେଟ୍, ସବୁ କ୍ଷେତ୍ରରେ ମା'ମାନଙ୍କୁ ସମାନ ଅଧିକାର ପ୍ରଦାନ ଦ୍ୱାରା ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି।

ସଭାପତି ଶ୍ରୀ Naveen Patnaik ଙ୍କ ଦୃଢ଼ ନେତୃତ୍ୱରେ
Kedar Mishra (@mishrakedar1) 's Twitter Profile Photo

ଗଣତନ୍ତ୍ର କି ମାଡତନ୍ତ୍ର? #India #Delhi #Bjp #NarendraModi #RekhaGupta #Cm #KedarMishra #TheSamata Watch Full Video on YouTube: 👇 youtube.com/watch?v=dcEq05…

Biju Janata Dal (@bjd_odisha) 's Twitter Profile Photo

Humble tributes to Bharat Ratna awardee and Nobel Laureate #MotherTeresa on her birth anniversary. She served the poor, downtrodden with selfless devotion. May her spirit of selfless devotion continue to inspire humanity.

Humble tributes to Bharat Ratna awardee and Nobel Laureate #MotherTeresa on her birth anniversary. She served the poor, downtrodden with selfless devotion. May her spirit of selfless devotion continue to inspire humanity.
Kedar Mishra (@mishrakedar1) 's Twitter Profile Photo

ରାଜନୀତିର ଚେନ୍। #India #Delhi #Bjp #NarendraModi #RekhaGupta #Cm #KedarMishra #TheSamata Watch Full Video on YouTube: 👇 youtube.com/watch?v=dcEq05…

Biju Janata Dal (@bjd_odisha) 's Twitter Profile Photo

ଚାଷ ପାଇଁ ସାର ମିଳୁନି, ଡବଲ୍ ଇଞ୍ଜିନ୍ ସରକାର ଚାଷୀଙ୍କ କଥା ଶୁଣୁନି। କଥା କୁହା ସରକାର କେବେ ଆଉ କାମ କରିବ? #ହଟାଅବିଜେପି #BJPAntiPeople #BJPAntiOdisha

ଚାଷ ପାଇଁ ସାର ମିଳୁନି, ଡବଲ୍ ଇଞ୍ଜିନ୍ ସରକାର ଚାଷୀଙ୍କ କଥା ଶୁଣୁନି।

କଥା କୁହା ସରକାର କେବେ ଆଉ କାମ କରିବ?

#ହଟାଅବିଜେପି #BJPAntiPeople #BJPAntiOdisha
Naveen Patnaik (@naveen_odisha) 's Twitter Profile Photo

ଜାତୀୟ ଶିକ୍ଷକ ସମ୍ମାନରେ ସମ୍ମାନିତ ହେବାକୁ ଯାଉଥିବା ଓଡ଼ିଶାର ବସନ୍ତ କୁମାର ରଣା ଓ ତରୁଣ କୁମାର ଦାଶଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି। ଶିକ୍ଷାଦାନ କ୍ଷେତ୍ରରେ ଉଭୟଙ୍କ ସଫଳତା ସାରା ରାଜ୍ୟ ପାଇଁ ଗୌରବର ବିଷୟ। ଦୁହିଁଙ୍କ ଆହୁରି ସଫଳତା କାମନା କରୁଛି। #Odisha

Dr. Amar Patnaik (@amar4odisha) 's Twitter Profile Photo

Ama Shasan (ଆମ ଶାସନ)!!! Once again, duplicating! This time copying Mo Sarkar of Naveen Patnaik after first deprecating it & shutting it down! This is the hallmark of this great “Duplicate Sarkar”! Hey Bhagwan! Thoda to sharam karo! Mohan Charan Majhi BJP Odisha

Ama Shasan (ଆମ ଶାସନ)!!!
Once again, duplicating!
This time copying Mo Sarkar of Naveen Patnaik after first deprecating it & shutting it down!
This is the hallmark of this great “Duplicate Sarkar”!

Hey Bhagwan! Thoda to sharam karo!

Mohan Charan Majhi
BJP Odisha
Dr. Amar Patnaik (@amar4odisha) 's Twitter Profile Photo

ଆମ ଶାସନ!!! ପୁଣି ଥରେ ନକଲ ! ଏଥର Naveen Patnaikଙ୍କର ମୋ ସରକାରକୁ ପ୍ରଥମେ ନିନ୍ଦା କରି ବନ୍ଦ କରିବା ପରେ ତାକୁ ନକଲ କରି ଆମ ଶାସନ! ଏହା ଏହି ମହାନ "ନକଲି ସରକାର"ର ଚିହ୍ନ! ହେ ଭଗବାନ! ଟିକେ ତ ଲାଜ ରଖ ! Mohan Charan Majhi BJP Odisha #Odisha

ଆମ ଶାସନ!!!
ପୁଣି ଥରେ ନକଲ !
ଏଥର Naveen Patnaikଙ୍କର ମୋ ସରକାରକୁ ପ୍ରଥମେ ନିନ୍ଦା କରି ବନ୍ଦ କରିବା ପରେ  ତାକୁ ନକଲ  କରି ଆମ ଶାସନ!
ଏହା ଏହି ମହାନ "ନକଲି ସରକାର"ର ଚିହ୍ନ!
ହେ ଭଗବାନ! ଟିକେ ତ ଲାଜ ରଖ !
Mohan Charan Majhi BJP Odisha

#Odisha
Rojalini Sahoo (@rojalinisahoo15) 's Twitter Profile Photo

ଗୁଜୁରାଟୀ କ୍ୟାଡରଙ୍କ ହାତରେ ଶ୍ରୀ ମନ୍ଦିର ପରିଚାଳନା ଦାଇତ୍ଵ ଟେକି ଦେଇଛନ୍ତି ବିଜେପି ସରକାର । ଏହା କଣ ବିଜେପି ସରକାରଙ୍କ ଓଡିଆ ଅସ୍ମିତା ପ୍ରୀତି ? #Odisha #Puri #SriMandira #JaiJagannatha #BJP #BjpAntiOdisha #OdiaAsmita

ଗୁଜୁରାଟୀ କ୍ୟାଡରଙ୍କ ହାତରେ ଶ୍ରୀ ମନ୍ଦିର ପରିଚାଳନା ଦାଇତ୍ଵ ଟେକି ଦେଇଛନ୍ତି ବିଜେପି ସରକାର ।
ଏହା କଣ ବିଜେପି ସରକାରଙ୍କ ଓଡିଆ ଅସ୍ମିତା ପ୍ରୀତି ?
#Odisha #Puri #SriMandira #JaiJagannatha #BJP #BjpAntiOdisha #OdiaAsmita
Biju Janata Dal (@bjd_odisha) 's Twitter Profile Photo

'ଆମ ଶାସନ' ହେଉଛି '#5T ଓ ମୋ ସରକାର' ବ୍ୟବସ୍ଥାର କପି ପେଷ୍ଟ। ପୂର୍ବରୁ ସମାଲୋଚନା କରୁଥିବା ଯୋଜନାର କେବଳ ନାମ ପରିବର୍ତ୍ତନ କରି ଲାଗୁ କରୁଛନ୍ତି ରାଜ୍ୟ ସରକାର। ଆମ ଶାସନକୁ ମିଶାଇ ୨୫ ଯୋଜନାର ନାମ ପରିବର୍ତ୍ତନ କରି ଲାଗୁ ହୋଇଛି। #ହଟାଅବିଜେପି #BJPAntiPeople #BJPAntiOdisha

'ଆମ ଶାସନ' ହେଉଛି '#5T ଓ ମୋ ସରକାର' ବ୍ୟବସ୍ଥାର କପି ପେଷ୍ଟ।

ପୂର୍ବରୁ ସମାଲୋଚନା କରୁଥିବା ଯୋଜନାର କେବଳ ନାମ ପରିବର୍ତ୍ତନ କରି ଲାଗୁ କରୁଛନ୍ତି ରାଜ୍ୟ ସରକାର।

ଆମ ଶାସନକୁ ମିଶାଇ ୨୫ ଯୋଜନାର ନାମ ପରିବର୍ତ୍ତନ କରି ଲାଗୁ ହୋଇଛି।

#ହଟାଅବିଜେପି #BJPAntiPeople #BJPAntiOdisha