ମǟռօʝ քǟʀɨɖǟ (@mannu77) 's Twitter Profile
ମǟռօʝ քǟʀɨɖǟ

@mannu77

Father||Lover||Believer||
succinctly sarcastic!!

ID: 83591435

calendar_today19-10-2009 12:48:41

11,11K Tweet

2,2K Followers

631 Following

ମǟռօʝ քǟʀɨɖǟ (@mannu77) 's Twitter Profile Photo

ଯେତେବେଳେ ଛାଡ଼ପତ୍ର ରେ ସମ୍ପତ୍ତି ରୁ ଅଧା ଦବାକୁ ପଡ଼େ...😰

ନାକ ବାଳ ଉପାଡ଼ିଲେ କାଟେ କି ନାଁ ପରୀକ୍ଷା କରିବାକୁ ଗୋଟେ ବାଳ ଉପାଡୁଥିଲି.. ଯାହା ବସ୍ ରେ ପାଖରେ ଶୋଇଥିବା ଲୋକର ପ୍ରତିକ୍ରିୟା ଥିଲା ,ଚାପୁଡ଼ା ଟେ ଖାଇ ଜାଣିଲି ଯେ ଭାରି କାଟୁଥିବ ! 😰

ମǟռօʝ քǟʀɨɖǟ (@mannu77) 's Twitter Profile Photo

କାହିଁକି ଏ ମାଉସୀ ମାନେ Ripped Jeans ପିନ୍ଧିକି ବାହାରୁଛନ୍ତି କେଜାଣି ? 😀

କାଲି ରାତିର ବାକି ଅଛି ନା ସତରେ କଳିକାଳ ଆସିଗଲାଣି କେଜାଣି ? ,🤔🤔

ମǟռօʝ քǟʀɨɖǟ (@mannu77) 's Twitter Profile Photo

ସକାଳୁ ଆଇଁଷ ଟିକେ ନ ଆଣିବାରୁ ଘରଣି ସାଦା ଉପରେ ରୋଷେଇ କରିଥିଲେ! #ଛାଡଖାଇ

ସକାଳୁ ଆଇଁଷ ଟିକେ ନ ଆଣିବାରୁ ଘରଣି ସାଦା ଉପରେ ରୋଷେଇ କରିଥିଲେ! 
#ଛାଡଖାଇ
ମǟռօʝ քǟʀɨɖǟ (@mannu77) 's Twitter Profile Photo

ସେ କେଡେ ଶାନ୍ତ, ଧିର, ଭଦ୍ର, ଶିକ୍ଷିତ, ଜ୍ଞାନୀ, ଗୁଣି ଲୋକ ହଉନା କାହିଁକି ମଶା, ମାଛି ଙ୍କୁ ଜୀବନ ରେ ବହୁବାର କୁଭାଷା ରେ ଗାଳି ଦେଇଥିବା ସୁନିଶ୍ଚିତ! 😌