Mahesh Sahoo (@mahesh5700) 's Twitter Profile
Mahesh Sahoo

@mahesh5700

Member of Parliament, Dhenkanal, Odisha

ID: 1137981372142723075

calendar_today10-06-2019 07:14:36

733 Tweet

5,5K Followers

65 Following

Mahesh Sahoo (@mahesh5700) 's Twitter Profile Photo

ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଢେଙ୍କାନାଳ " ଆମ ପ୍ରତିଭା ଆମ ସମ୍ମାନ " ଅନୁଷ୍ଠାନ ଦ୍ବାରା ମେଧାବୀ ଛାତ୍ର ଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା । ମାନ୍ୟବର ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏବଂ ଅନ୍ୟ ଅତିଥିଙ୍କ ସହ ଯୋଗଦେଇ ମେଧାବୀ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକମାନଙ୍କୁ ସମ୍ବର୍ଦ୍ଧିତ କରିଥିଲୁ ।

Congratulate Team India on lifting #T20WorldCup2024 after defeating South Africa in a nail-biting final match. The Indian team has made the entire nation proud with their outstanding performance. BCCI

Congratulate Team India on lifting #T20WorldCup2024 after defeating South Africa in a nail-biting final match. The Indian team has made the entire nation proud with their outstanding  performance.
BCCI
Mahesh Sahoo (@mahesh5700) 's Twitter Profile Photo

ପବିତ୍ର ଗୁରୁ ପୂର୍ଣ୍ଣିମାର ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା ।।

ଅଲମ୍ପିକ୍ ରେ ଲଗାତାର ବ୍ରୋଞ୍ଚ ପଦକ ହାସଲ କରି ବିଶ୍ବ ଦରବାରରେ ଭାରତକୁ ଗର୍ବିତ କରିଥିବାରୁ ଭାରତୀୟ ହକି ଦଳକୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ।

ଓଡିଶାବାସୀଙ୍କ ଅତିପ୍ରିୟ 'ଓଡ଼ିଆ ଭାଗବତ'ର ରଚୟିତା ଅତିବଡ଼ି ଜଗନ୍ନାଥ ଦାସଙ୍କ ଜୟନ୍ତୀରେ ଭକ୍ତି ପୂତ ଶ୍ରଦ୍ଧାଞ୍ଜଳି।

ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ତଥା ବିଶିଷ୍ଟ ଲେଖକ ଶ୍ରୀ ହରିହର ମିଶ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ମର୍ମାହତ । ତାଙ୍କ ପବିତ୍ର ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି।

Mahesh Sahoo (@mahesh5700) 's Twitter Profile Photo

କଣିହାଁର ବଡହୀରା ଗ୍ରାମର ଧରିତ୍ରୀର ନିର୍ଭୀକ, ଦକ୍ଷ ସାମ୍ବାଦିକ ସଚିଦାନନ୍ଦ ପ୍ରଧାନଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଗଭୀର ମର୍ମାହତ ଓ ଦୁଃଖିତ l ଜଗତର ନାଥ ଜଗନ୍ନାଥ ତାଙ୍କର ଅମର ଆତ୍ମାକୁ ଶାନ୍ତିରେ ରଖନ୍ତୁ।। ଓମ୍ ଶାନ୍ତି।।

ଆମ ପ୍ରିୟ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଅନୁଗୁଳ ଜିଲ୍ଲାର ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର । ଶଙ୍ଖ ଭବନରେ ଆୟୋଜିତ ଉକ୍ତ ବୈଠକରେ ଅନୁଗୁଳ ଜିଲ୍ଲାର କାର୍ଯ୍ୟକର୍ତ୍ତାଙ୍କ ସହ ଯୋଗଦେଇ ଥିଲି ।

ଆଜିର ଏ ପବିତ୍ର ଦିବସରେ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଭାରତର ଅନ୍ୟତମ ଜନପ୍ରିୟ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛି ।

ଗତକାଲି ହିନ୍ଦୋଳ ଏନଏସିରୁ ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରିଅଛୁ । ପଣ୍ଡିତ ଗୋପବନ୍ଧୁ ଦାସ, ସ୍ବର୍ଗତ ତ୍ରୀନାଥ ନାଏକ,ମହାତ୍ମା ଗାନ୍ଧୀ ଓ ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ କର୍ମକର୍ତ୍ତାଙ୍କ ଗହଣରେ ବିଜେପି ସରକାରର ମିଥ୍ୟା ପ୍ରତିଶ୍ରୁତି ବିରୋଧରେ ଜନଜାଗରଣ ସୃଷ୍ଟି କରିଅଛୁ। Biju Janata Dal Naveen Patnaik

ଗତକାଲି  ହିନ୍ଦୋଳ ଏନଏସିରୁ ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରିଅଛୁ । ପଣ୍ଡିତ ଗୋପବନ୍ଧୁ ଦାସ, ସ୍ବର୍ଗତ ତ୍ରୀନାଥ ନାଏକ,ମହାତ୍ମା ଗାନ୍ଧୀ ଓ ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ କର୍ମକର୍ତ୍ତାଙ୍କ ଗହଣରେ ବିଜେପି ସରକାରର ମିଥ୍ୟା ପ୍ରତିଶ୍ରୁତି ବିରୋଧରେ  ଜନଜାଗରଣ ସୃଷ୍ଟି କରିଅଛୁ।
Biju Janata Dal
Naveen Patnaik
Mahesh Sahoo (@mahesh5700) 's Twitter Profile Photo

ଆମ ଢେଙ୍କାନାଳ ମାଟିର ଗର୍ବ ତଥା ଦେଶପାଇଁ ପ୍ରାଣବଳି ଦେଇଥିବା ସର୍ବ କନିଷ୍ଠ ବୀର ଶହୀଦ ବାଜି ରାଉତଙ୍କ ଜନ୍ମ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।

ସେବା ଓ ତ୍ୟାଗର ପ୍ରତୀକ ତଥା ମହାନ ସ୍ଵାଧୀନତା ସଂଗ୍ରାମୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ମୋର ଗଭୀର ଶ୍ରଦ୍ଧାଞ୍ଜଳି । ସାଧାରଣ ଲୋକଙ୍କ ସେବା ପାଇଁ ତାଙ୍କ ସମର୍ପିତ ଜୀବନ ସର୍ବଦା ଆମ ପାଇଁ ପ୍ରେରଣା ହୋଇ ରହିବ ।

ସେବା ଓ ତ୍ୟାଗର ପ୍ରତୀକ ତଥା ମହାନ ସ୍ଵାଧୀନତା ସଂଗ୍ରାମୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ମୋର ଗଭୀର  ଶ୍ରଦ୍ଧାଞ୍ଜଳି । ସାଧାରଣ
ଲୋକଙ୍କ ସେବା ପାଇଁ ତାଙ୍କ ସମର୍ପିତ ଜୀବନ ସର୍ବଦା ଆମ ପାଇଁ ପ୍ରେରଣା ହୋଇ ରହିବ ।
Mahesh Sahoo (@mahesh5700) 's Twitter Profile Photo

ପଦ୍ମ ବିଭୂଷଣ, ଅନ୍ୟତମ ଶ୍ରେଷ୍ଠ ଉଦ୍ୟୋଗପତି ତଥା ଦେଶର ଅମୂଲ୍ୟ ରତ୍ନ ରତନ ଟାଟାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛି । ସଫଳତା ପାଇଁ କଠୋର ପରିଶ୍ରମ, ବହୁ ସମ୍ପତ୍ତିର ଅଧିକାରୀ ହୋଇ ମଧ୍ୟ ଅତ୍ୟନ୍ତ ସରଳ ଜୀବନ ଶୈଳୀ ସଦାବେଳେ ଆମ ପାଇଁ ପ୍ରେରଣା ହୋଇ ରହିବ ।

ଆମ ପ୍ରିୟ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ୭୯ ତମ ଜନ୍ମଦିନ ଅବସରରେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁକିଆବାଉତି ପୀଠରେ ନବୀନ ବାବୁଙ୍କ ଦୀର୍ଘ ଏବଂ ନିରାମୟ ଜୀବନ କାମନା କରି କର୍ମକର୍ତ୍ତାଙ୍କ ସହ ପୂଜା ଅର୍ଚ୍ଚନା କଲୁ । ମହାପ୍ରଭୁଙ୍କ ଆଶୀର୍ବାଦରୁ ନବୀନ ବାବୁଙ୍କ ଚଲାପଥ କୁସୁମିତ ହେଉ । Naveen Patnaik Biju Janata Dal

ଆମ ପ୍ରିୟ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ୭୯ ତମ ଜନ୍ମଦିନ ଅବସରରେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁକିଆବାଉତି ପୀଠରେ ନବୀନ ବାବୁଙ୍କ ଦୀର୍ଘ ଏବଂ ନିରାମୟ ଜୀବନ କାମନା କରି କର୍ମକର୍ତ୍ତାଙ୍କ ସହ ପୂଜା ଅର୍ଚ୍ଚନା  କଲୁ । ମହାପ୍ରଭୁଙ୍କ ଆଶୀର୍ବାଦରୁ ନବୀନ ବାବୁଙ୍କ ଚଲାପଥ କୁସୁମିତ ହେଉ ।
Naveen Patnaik
Biju Janata Dal
Mahesh Sahoo (@mahesh5700) 's Twitter Profile Photo

ଆଜି ଲକ୍ଷ୍ମୀ ପୂଜାର ଅନ୍ତିମ ଦିବସରେ ଓଡାପଡା ବ୍ଲକ ଓ ହିନ୍ଦୋଳ ବ୍ଲକର ବିଭିନ୍ନ ପୂଜା ମଣ୍ଡପ ବୁଲି କର୍ମକର୍ତ୍ତାଙ୍କୁ ଭେଟିବା ସହ ମାଙ୍କ ଆଶୀର୍ବାଦ ଭିକ୍ଷା କରି ଥିଲି।

ମୋର ପ୍ରିୟ ବନ୍ଧୁ ତଥା ତାଳଚେର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟାପକ ଡଃ ନିମାଇ ଚରଣ ପ୍ରଧାନଙ୍କ ସ୍ବର୍ଗାରୋହଣ ଖବର ପାଇ ମୁଁ ଅତ୍ୟନ୍ତ ମର୍ମାହତ । ତାଙ୍କ ପବିତ୍ର ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି ।

ଆଜି ହିନ୍ଦୋଳ ବ୍ଲକର ବାଉଁଶପୋଖରୀ ସମିତି ସଭ୍ୟ ଶ୍ରୀ ଚୈତନ୍ଯ ବେହେରାଙ୍କ ଅକାଳ ବିୟୋଗ ଖବର ପାଇ ତାଙ୍କ ବାସଭବନରେ ପହଞ୍ଚି ପବିତ୍ର ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲି ।

ଓଡିଶାର ସ୍ବାଭିମାନ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜନ୍ମ ଜୟନ୍ତୀରେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ

ସଦାବେଳେ ମୋ ଦୁଃଖ ସମୟ ସାଥି ଓ ମୋ ରାଜନୈତିକ ଚଲାପଥର ଅନ୍ୟତମ ମାର୍ଗଦର୍ଶକ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ଜଣେ ପରୋପକାରୀ ଭଲ ମଣିଷ ଭାବେ ସେ ସଦାସର୍ବଦା ଆମ ହୃଦୟରେ ରହିବେ । ଏ ଦୁଃଖ ସମୟରେ ପରିବାରଜନଙ୍କୁ ସମବେଦନା ଜଣାଇବା ସହ ସ୍ବର୍ଗତ ଆତ୍ମାର ସଦଗତି କାମନା କରୁଛି । Dharmendra Pradhan

ସଦାବେଳେ ମୋ ଦୁଃଖ ସମୟ ସାଥି ଓ ମୋ ରାଜନୈତିକ ଚଲାପଥର ଅନ୍ୟତମ ମାର୍ଗଦର୍ଶକ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ଜଣେ ପରୋପକାରୀ ଭଲ ମଣିଷ ଭାବେ ସେ ସଦାସର୍ବଦା ଆମ ହୃଦୟରେ ରହିବେ । ଏ ଦୁଃଖ ସମୟରେ ପରିବାରଜନଙ୍କୁ ସମବେଦନା ଜଣାଇବା ସହ ସ୍ବର୍ଗତ ଆତ୍ମାର ସଦଗତି କାମନା କରୁଛି ।
Dharmendra Pradhan