Bishnupriya🇮🇳 (@khayali_bini) 's Twitter Profile
Bishnupriya🇮🇳

@khayali_bini

ଭାରତୀୟ, भारतीय🇮🇳 ସମ୍ବଲପୁରୀ ନନୀ🌹... Former Student @iimcdkl , Love Music🎶, Cricket 🏏and Art... 🖌️
कभी कभी मेरी कलम भी कविताएँ लिखती हैं 🖊️

ID: 903676395972210688

calendar_today01-09-2017 17:50:17

4,4K Tweet

823 Followers

522 Following

ଗାଁ ଡାକ୍ତର👨‍⚕️💉💊 (@drakshays) 's Twitter Profile Photo

ନିଜର ମାନସିକ ସ୍ୱାସ୍ଥ୍ୟ ବିଷୟରେ ଆଲୋଚନା କରିବାକୁ ପଛଘୁଞ୍ଚା ଦିଅନ୍ତୁନି। କୌଣସି ଅସୁବିଧା ହେଲେ,ନିଜର ବନ୍ଧୁ ପ୍ରିୟଜନଙ୍କ ସହ ଆଲୋଚନା କରନ୍ତୁ। ଆବଶ୍ୟକସ୍ଥଳେ ବିଶେଷଜ୍ଞମାନଙ୍କ ପରାମର୍ଶ ନିଅନ୍ତୁ। Feel free to DM me in need. Being a Mental Healthcare Provider,I assure to help you from my Side🙏 #Mentalhealth

ନିଜର ମାନସିକ ସ୍ୱାସ୍ଥ୍ୟ ବିଷୟରେ ଆଲୋଚନା କରିବାକୁ ପଛଘୁଞ୍ଚା ଦିଅନ୍ତୁନି। କୌଣସି ଅସୁବିଧା ହେଲେ,ନିଜର ବନ୍ଧୁ ପ୍ରିୟଜନଙ୍କ ସହ ଆଲୋଚନା କରନ୍ତୁ। ଆବଶ୍ୟକସ୍ଥଳେ ବିଶେଷଜ୍ଞମାନଙ୍କ ପରାମର୍ଶ ନିଅନ୍ତୁ।

Feel free to DM me in need. Being a Mental Healthcare Provider,I assure to help you from my Side🙏
#Mentalhealth
NFDC-National Film Archive of India (@nfaiofficial) 's Twitter Profile Photo

Remembering #AkshayaMohanty on his birth anniversary. A prominent name in #Odia music and cinema, with soulful film music, Bhajans, folk songs & Ballads, his contribution is immense. Beloved composer-singer is fondly known as #KhokaBhai, check out this medley video: Akashvani आकाशवाणी

Life and Time Odisha (@lifetimeodisha) 's Twitter Profile Photo

#ସ୍ମୃତି_ତୁମେ_ଅକ୍ଷୟ ଓଡ଼ିଆ ସଙ୍ଗୀତ ଜଗତର ବେତାଜ ବାଦଶାହ ଅକ୍ଷୟ ମହାନ୍ତିଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି #ଖୋକାଭାଇ #AkshayaMohanty #Odisha #LifeandTimeOdisha

#ସ୍ମୃତି_ତୁମେ_ଅକ୍ଷୟ 
ଓଡ଼ିଆ ସଙ୍ଗୀତ ଜଗତର ବେତାଜ ବାଦଶାହ ଅକ୍ଷୟ ମହାନ୍ତିଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି 

#ଖୋକାଭାଇ #AkshayaMohanty #Odisha #LifeandTimeOdisha
Bishnupriya🇮🇳 (@khayali_bini) 's Twitter Profile Photo

ସ୍ମୃତି ତୁମେ.... ❤️❤️ ଆଉ ସ୍ମୃତିରେ ସବୁବେଳେ #ଅକ୍ଷୟ_ମହାନ୍ତି, ତାଙ୍କ ଗୀତ... ଜୟନ୍ତୀରେ ସଭିଙ୍କ ପ୍ରିୟ #ଖୋକାଭାଇ ଙ୍କୁ ଶ୍ରଦ୍ଧାଞ୍ଜଳି... ଯେତେଦିନ ଯାଏଁ ସଂଗୀତ ଥିବ ଖୋକା ଭାଇ ଥିବେ... 💐💐💐💐 🙏🙏🙏🙏 #AkshayaMohanty

ସ୍ମୃତି ତୁମେ.... ❤️❤️
ଆଉ ସ୍ମୃତିରେ ସବୁବେଳେ #ଅକ୍ଷୟ_ମହାନ୍ତି, ତାଙ୍କ ଗୀତ... 
ଜୟନ୍ତୀରେ ସଭିଙ୍କ ପ୍ରିୟ #ଖୋକାଭାଇ ଙ୍କୁ ଶ୍ରଦ୍ଧାଞ୍ଜଳି... ଯେତେଦିନ ଯାଏଁ ସଂଗୀତ ଥିବ ଖୋକା ଭାଇ ଥିବେ... 
💐💐💐💐 🙏🙏🙏🙏 #AkshayaMohanty
Bishnupriya🇮🇳 (@khayali_bini) 's Twitter Profile Photo

ଆଲୋକର ପର୍ବ ଦୀପାବଳୀର ସଭିଙ୍କୁ ଅନେକ ଶୁଭେଚ୍ଛା ଓ ଶୁଭକାମନା... ସଭିଙ୍କ ଜୀବନ ଆଲୋକମୟ ହେଉ... 🎇🎆✨🙏🙏 #HappyDiwali #ଦୀପାବଳୀ #शुभ_दीपावली

ଆଲୋକର ପର୍ବ ଦୀପାବଳୀର ସଭିଙ୍କୁ ଅନେକ ଶୁଭେଚ୍ଛା ଓ ଶୁଭକାମନା... ସଭିଙ୍କ ଜୀବନ ଆଲୋକମୟ ହେଉ... 🎇🎆✨🙏🙏 #HappyDiwali #ଦୀପାବଳୀ #शुभ_दीपावली
Jyotsna (@jyotsna_jj) 's Twitter Profile Photo

ରାତିର ଆୟୁଷ ବଢେ ଜହ୍ନ ରୁ ଜୋଛନା ସରେ ପାହାନ୍ତି ପହରେ ସ୍ମୃତି ଅସରନ୍ତି ସରିବି ସରେନା ଜିଅଁନ୍ତି ମରନ୍ତି ବହଳ କୁହୁଡି ଧାରେ.. #ଜ୍ୟୋତ୍ସ୍ନାୟିତ

Jyotsna (@jyotsna_jj) 's Twitter Profile Photo

|| ଗତ ସମ୍ପର୍କ || ତାରା ବି କାଳେ ମରିଯାଆନ୍ତି ଲକ୍ଷେ ତାରାରୁ ମରିଗଲେ କେହି, ରାତି କଣ କିଛି ଅଲଗା ଦିଶେ? ଜହ୍ନ ବି କୋଉ ହିସାବ ମାଗେ? ଜହ୍ନକୁ ବି ତ ପୁଣି ଗ୍ରହଣ ଗ୍ରାସେ, କଇଁ କଣ କୁହ ଜଗି ବସେ ଅନ୍ଧାରରୁ ଉଇଁବ ସେ କେବେ ନାଗର ବେଶେ? #ଜ୍ୟୋତ୍ସ୍ନାୟିତ

|| ଗତ ସମ୍ପର୍କ ||

ତାରା ବି କାଳେ ମରିଯାଆନ୍ତି
 ଲକ୍ଷେ ତାରାରୁ ମରିଗଲେ କେହି, ରାତି କଣ କିଛି ଅଲଗା ଦିଶେ? 
ଜହ୍ନ ବି କୋଉ ହିସାବ ମାଗେ?
ଜହ୍ନକୁ ବି ତ ପୁଣି ଗ୍ରହଣ ଗ୍ରାସେ,
କଇଁ କଣ କୁହ ଜଗି ବସେ 
ଅନ୍ଧାରରୁ ଉଇଁବ ସେ କେବେ ନାଗର ବେଶେ?

#ଜ୍ୟୋତ୍ସ୍ନାୟିତ
Mufaddal Vohra (@mufaddal_vohra) 's Twitter Profile Photo

MS Dhoni masterclass on this day 17 years ago - an unbeaten 183* in 145 balls in the run chase against Sri Lanka. The highest ever score by a wicketkeeper in ODI history!

Bishnupriya🇮🇳 (@khayali_bini) 's Twitter Profile Photo

#InternationalMensDay💐 ଜୀବନ ପଥ ଦେଖାଉଥିବା "ବାପା"ଙ୍କୁ, ମା'ର ଗେହ୍ଲା "ପୁଅ"କୁ, ଅଭୟ ଦେଉଥିବା "ଭାଇ"କୁ, ସାରା ଜୀବନର ସାଥି "ସ୍ୱାମୀ"କୁ, ପ୍ରେମ କରୁଥିବା "ପ୍ରେମିକ"କୁ, ଜୀବନ ଜଞ୍ଜାଳରେ ନିଜକୁ ଭୁଲି ଯାଇଥିବା, ପରିବାର ପାଇଁ ନିଜକୁ ଧୂପ ପରି ଜାଳି ଦେଇଥିବା, ଲୁହ ଚାପି ହସୁଥିବା ସବୁ ପୁରୁଷଙ୍କୁ ପୁରୁଷ ଦିବସର ଶୁଭେଚ୍ଛା💐🙏

#InternationalMensDay💐 ଜୀବନ ପଥ ଦେଖାଉଥିବା "ବାପା"ଙ୍କୁ, ମା'ର ଗେହ୍ଲା "ପୁଅ"କୁ, ଅଭୟ ଦେଉଥିବା "ଭାଇ"କୁ, ସାରା ଜୀବନର ସାଥି "ସ୍ୱାମୀ"କୁ, ପ୍ରେମ କରୁଥିବା "ପ୍ରେମିକ"କୁ, ଜୀବନ ଜଞ୍ଜାଳରେ ନିଜକୁ ଭୁଲି ଯାଇଥିବା, ପରିବାର ପାଇଁ ନିଜକୁ ଧୂପ ପରି ଜାଳି ଦେଇଥିବା, ଲୁହ ଚାପି ହସୁଥିବା ସବୁ ପୁରୁଷଙ୍କୁ ପୁରୁଷ ଦିବସର ଶୁଭେଚ୍ଛା💐🙏
Bishnupriya🇮🇳 (@khayali_bini) 's Twitter Profile Photo

ଚାଲିଗଲେ ସେ #ଅଦିନମେଘ ରେ #ଅମଡ଼ାବାଟ ରେ #ନବଜନ୍ମ ନେଇ ପୁଣି କହିବେ ଗପ #ମଲାଜହ୍ନ ର... ବିଦାୟ #ଝରଣା_ଦାସ 🙏😢💐.. ଓଁ ଶାନ୍ତି... #JharanaDas ଜୀବନ ଯମୁନାରେ ଜୁଆର ଉଠେରେ.........

ଚାଲିଗଲେ ସେ #ଅଦିନମେଘ ରେ #ଅମଡ଼ାବାଟ ରେ #ନବଜନ୍ମ ନେଇ ପୁଣି କହିବେ ଗପ #ମଲାଜହ୍ନ ର... 
ବିଦାୟ #ଝରଣା_ଦାସ 🙏😢💐..  ଓଁ ଶାନ୍ତି... #JharanaDas
ଜୀବନ ଯମୁନାରେ ଜୁଆର ଉଠେରେ.........
Sangram Keshari Senapati (ଗପୁ) (@ssgapu22) 's Twitter Profile Photo

#ଲେଥା ଉପରେ ଅନେକ ଆଲୋଚନା ପରେ ଶେଷରେ ବ୍ଲଗ୍‍ଟିଏ କରାଗଲା । foodgraphy.gapu.in/2022/12/letha-… ଫଟୋ: Dr.Chandra Sekhar Khuntia🇮🇳 Modi ka Parivaar💞, Bishnupriya🇮🇳, Manas R Dash, and video from Manaswini.

Ajay Devgn (@ajaydevgn) 's Twitter Profile Photo

Jab badhega ek kadam badlaav ki taraf, tab banegi nayi misaal. Presenting the official Hindi trailer of #Daman In cinemas on 3rd Feb, 2023. youtu.be/MOckS35r8yE @Babushaansai Dipanwit Dashmohapatra @Vishgwl @Debiprasadlenk7 Kumar Mangat Pathak Abhishek Pathak

Vidyut Jammwal (@vidyutjammwal) 's Twitter Profile Photo

Ummeed ki ek bemisaal kahani. Presenting the official Hindi trailer of #Daman In cinemas on 3rd Feb 2023 #damaninhindi Link: bit.ly/Daman_HindiTra… @Babushaansai Kumar Mangat Pathak Abhishek Pathak Panorama Studios

ତାପସ (@tapasr10) 's Twitter Profile Photo

ଦୀର୍ଘ ବ୍ୟବଧାନ ପରେ ତୋ ସହରରେ ଅଦିନିଆ ବାଦଲ ଆଉ ମୁଁ... ଅସରାଏ ବର୍ଷି ବାଦଲ ଭାସିଯିବ ଦୂର ଦିଗବଳୟକୁ; ଆଞ୍ଜୁଳାଏ ସ୍ମୃତି ସାଉଁଟି ମୁଁ ବି ଫେରିଯିବି ଦିଗନ୍ତ ଆର ପାଖରେ ଦିଶୁଥିବା ଆଉ ଏକ ସହରକୁ #ଯାଯାବର #ତାପସତ୍ୱ