#kalyani🥰🌹 (@kalyani17494021) 's Twitter Profile
#kalyani🥰🌹

@kalyani17494021

Nature lover#Whatever happens will happen as per his will.🙏
मेरी छोटीसी दुनिया में आपका स्वागत है
ସମସ୍ତଙ୍କର ମଙ୍ଗଳ ହେଉ ଏହାହିଁ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା🙏

ID: 1303282915808337922

calendar_today08-09-2020 10:44:05

9,9K Tweet

3,3K Followers

176 Following

#kalyani🥰🌹 (@kalyani17494021) 's Twitter Profile Photo

ଗାଁରେ ରହୁଥିବା ଲୋକଙ୍କର ନଜର ସହର ଉପରେ ଥାଏ, ସହରରେ ରହୁଥିବା ଲୋକଙ୍କର ଆଖି ବିଦେଶୀ ଭୂମି ଉପରେ ଥାଏ, ବିଦେଶରେ ରହୁଥିବା ଲୋକଙ୍କର ଆଖି ଚନ୍ଦ୍ର ଏବଂ ତାରା ଉପରେ ଥାଏ, ତଥାପି କେହି ଖୁସି ନୁହଁନ୍ତି।" ଯେଉଁମାନେ ନିଜ ଉପରେ ନିଜ ପରିବାର ଉପରେ ଧ୍ୟାନ ଦିଅନ୍ତି, ପ୍ରକୃତରେ ସେମାନେ ହିଁ ଖୁସି !! 🙏ଜୟ ଜଗନ୍ନାଥ 🙏 ଶୁଭ ସକାଳ 🚩🚩