𝓚𝓪𝓶𝓪𝓵𝓪𝓴𝓪𝓷𝓽𝓪 (@jenakamalakant) 's Twitter Profile
𝓚𝓪𝓶𝓪𝓵𝓪𝓴𝓪𝓷𝓽𝓪

@jenakamalakant

A man, born with Responsibilities,Sacrifice & Struggle.
ଗୋଟେ ପଟେ ଗାଁ ମାଟିର ଡ଼ାକ ଅନ୍ୟ ପଟେ କର୍ମଭୂମିର ମୋହ,ମଝିରେ ନିଜର ଅସ୍ତିତ୍ୱ ଅଣ୍ଡାଳୁଥିବା ମଣିଷ #Vegetarian. #Gemini

ID: 863838814665678848

linkhttp://mokabita.wordpress.com calendar_today14-05-2017 19:29:57

13,13K Tweet

1,1K Takipçi

471 Takip Edilen

𝓚𝓪𝓶𝓪𝓵𝓪𝓴𝓪𝓷𝓽𝓪 (@jenakamalakant) 's Twitter Profile Photo

ଜମି ବିକି ମଟନ୍ ଖାଇବା ଏବଂ ଖଣି ବିକି ରାଜସ୍ବ ବଢ଼ାଇବା ଏକା କଥା। ଖଣିଜ ପଦାର୍ଥ ଗୁଡ଼ିକୁ ପ୍ରକ୍ରିୟାକରଣ କରି ବିଭିନ୍ନ ଉପକରଣ ନିର୍ମାଣ କରାଯିବ ପାଇଁ ଯଦି ଶିଳ୍ପ ପ୍ରତିଷ୍ଠା କରା ଯାଆନ୍ତା ତେବେ ଏହା ପ୍ରାକୃତିକ ସମ୍ପଦର ସୁବିନିଯୋଗ ହେବା ସହିତ ଉଭୟ ରାଜ୍ୟ ଏବଂ ରାଜ୍ୟବାସୀଙ୍କୁ ସମୃଦ୍ଧ କରିବାରେ ସହାୟକ ହୁଅନ୍ତା #ଖଣିମହାଲୁଟ୍