Jayaprakash (@jayaprakashone) 's Twitter Profile
Jayaprakash

@jayaprakashone

story writer | zoologist | ହୃଦୟରୁ ସ୍ବାଭିମାନୀ ଓଡିଆ

ID: 1550382871457591296

calendar_today22-07-2022 07:31:45

158 Tweet

3,3K Followers

12 Following

Jayaprakash (@jayaprakashone) 's Twitter Profile Photo

ବରିଷ୍ଠ ଓଡିଆ ଚଳଚ୍ଚିତ୍ର ଅଭିନେତା ଉତ୍ତମ ମାହାନ୍ତି ଙ୍କ ବିୟୋଗ ରେ ମୋ ହୃଦୟରୁ ଶ୍ରଦ୍ଧାଞଳି। ଓଡିଶା କଳା ଓ ସିନେମା ପାଇଁ ତାଙ୍କ ଅବଦାନ ଓ ଜୀବନ୍ତ ଅଭିନୟ ପ୍ରତି ସମୟରେ ଆମ ଓଡିଆଙ୍କ ହୃଦୟରେ ସତେଜ ହୋଇ ରହିବ। ମହାପ୍ରଭୁ ତାଙ୍କ ପରିବାରକୁ ଶକ୍ତି ଓ ସାର୍ମଥ୍ୟ ଦିଅନ୍ତୁ ଜୟ ଜଗନ୍ନାଥ।