Jayant Nayak (@jayantn52944603) 's Twitter Profile
Jayant Nayak

@jayantn52944603

PRO, State Police Headquarters, Cuttack

ID: 1362713228023762945

calendar_today19-02-2021 10:39:42

961 Tweet

79 Followers

158 Following

Odisha Police (@odisha_police) 's Twitter Profile Photo

Recruitment Notice Odisha Police announces recruitment for 1,360 posts of Sepoys/Constables & 177 posts of Jr. Clerks. For detailed advertisement, visit the OdishaPolice website (odishapolice.gov.in) from 23.09.2024, 10:00 AM. Eligible candidates are invited to apply online.

Recruitment Notice

Odisha Police announces recruitment for 1,360 posts of Sepoys/Constables & 177 posts of Jr. Clerks. For detailed advertisement, visit the OdishaPolice website (odishapolice.gov.in) from 23.09.2024, 10:00 AM. Eligible candidates are invited to apply online.
Odisha Police (@odisha_police) 's Twitter Profile Photo

ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ଓଡ଼ିଶା ପୋଲିସ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ଧାର୍ମିକ ସାମାଜିକ ଭାବଧାରାର ଏହି ଅନନ୍ୟ ପର୍ବ ସମସ୍ତଙ୍କ ଜୀବନରେ ଆନନ୍ଦ ଓ ଉଲ୍ଲାସ ଆଣିଦେଉ ।

With an unwavering resolve to make Boudh & Kandhamal maoist free districts,DGP, Odisha reviewed the LWE operations with senior police & CRPF officers, reinforcing #Odisha’s united vision of a safer & brighter future. Together, to ensure a secure, prosperous & maoist free tomorrow.

With an unwavering resolve to make Boudh & Kandhamal maoist free districts,DGP, Odisha reviewed the LWE operations with senior police & CRPF officers, reinforcing #Odisha’s united vision of a safer & brighter future.
Together, to ensure a secure, prosperous & maoist free tomorrow.
Odisha Police (@odisha_police) 's Twitter Profile Photo

Today on the occasion of 65th #PoliceCommemorationDay, DGP and other Senior Officers of Odisha Police paid homage to Police Martyrs of #OdishaPolice State and U.T Police Forces & Central Armed Police Forces who made supreme sacrifice of their lives in the line of duty. #Martyrs

Odisha Police (@odisha_police) 's Twitter Profile Photo

Our police officers tirelessly leading rescue operations in Basudevpur & Kendrapara amidst Cyclone Dana. They are evacuating vulnerable communities and ensuring safety. Together, we will weather this storm. #CycloneDana #RescueEfforts #HeroesInUniform

Ensuring safety of every citizen is our topmost priority. Police deployed at shelter homes to provide protection and assistance as we brace for #CycloneDana. Stay safe, follow official updates. #DisasterPreparedness

ବାତ୍ୟା "ଦାନା" ଚାଲି ଯାଇଛି ସତ କିନ୍ତୁ ଏବେ ମଧ୍ୟ ଓଡ୍ରାଫର କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇ ନାହିଁ। ବାତ୍ୟା ପ୍ରଭାବିତ ବିଭିନ୍ନ ଜିଲ୍ଲାରେ ରାତି ଦିନ ଚାଲିଛି ଗଛ କଟା ଏବଂ ଜୀବନ ଯାତ୍ରାକୁ ସହଜ କରିବାକୁ ପ୍ରୟାସ। କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ଅଞ୍ଚଳରେ ଓଡ୍ରାଫ ଟିମ କାର୍ଯ୍ୟ କରୁଥିବାର କିଛି ଦୃଶ୍ୟ....

IPS probationers of the 2022 batch in Odisha Cadre had a meeting with the DGP, Odisha. Extending a warm welcome to the new entrants, DGP advised them to serve with professionalism and Integrity and wished them a successful career ahead. #IPS2022 #OdishaPolice

IPS probationers of the 2022 batch in Odisha Cadre had a meeting with the DGP, Odisha.
Extending a warm welcome to the new entrants, DGP advised them to serve with professionalism and Integrity and wished them a successful career ahead.

#IPS2022 #OdishaPolice
Odisha Police (@odisha_police) 's Twitter Profile Photo

ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କଲା ERSS ଟିମ ଗତକାଲି ବିଳମ୍ବିତ ରାତିରେ ବୌଦ୍ଧ ଜିଲ୍ଲା ଚାରିଛକ ନିକଟରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ସମ୍ପର୍କରେ ଜଣେ ବ୍ୟକ୍ତି ୧୧୨ କୁ କଲ୍ କରି ଜଣାଇଥିଲେ। ଏହା ସହ ୪ ଜଣ ବ୍ୟକ୍ତି କାର ଭିତରେ ଗୁରୁତର ଆହତ ହୋଇ କାର ଭିତରେ ଫସି ରହିଥିବା ସଂକ୍ରାନ୍ତରେ ସୂଚନା ଦେଇଥିଲେ।

Odisha Police (@odisha_police) 's Twitter Profile Photo

ଓଡ଼ିଶା ପୋଲିସ ପାଇଁ ଗର୍ବ ଓ ଗୌରବ, ଗଞ୍ଜାମ ଜିଲ୍ଲାର ପାଟପୁର ଥାନା। ଆଜି କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହା ଅଖିଳ ଭାରତୀୟ ମହାନିର୍ଦ୍ଦେଶକ/ ମହାନିରୀକ୍ଷକ ସମ୍ମିଳନୀ-୨୦୨୪ ରେ ପାଟପୁର ଥାନାକୁ ଦ୍ଵିତୀୟ ଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ କରିଛନ୍ତି। ଏହି ସଫଳତା ପାଇଁ ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ

Odisha Police (@odisha_police) 's Twitter Profile Photo

A proud moment for #OdishaPolice! Pattapur PS, Ganjam, has been ranked as the 2nd best Police Station in India for 2024 by गृहमंत्री कार्यालय, HMO India. DGP, Odisha Y.B. Khurania expressed happiness, pride and felt deeply honoured by the recognition. IIC Pattapur police station received the

A proud moment for #OdishaPolice!

Pattapur PS, Ganjam, has been ranked as the 2nd best Police Station in India for 2024 by गृहमंत्री कार्यालय, HMO India. DGP, Odisha Y.B. Khurania expressed happiness, pride and felt deeply honoured by the recognition. IIC Pattapur police station received the
Odisha Police (@odisha_police) 's Twitter Profile Photo

ଆପଣମାନଙ୍କ ସୁରକ୍ଷା ଆମ ଦାୟିତ୍ୱ। ବିପଦରେ ପଡ଼ିଥିବା ଲୋକଙ୍କୁ ଜରୁରୀକାଳୀନ ସେବା ଯୋଗାଇବା ଆମ କର୍ତ୍ତବ୍ୟ। ଆମେ ଅଛୁ ଆପଣଙ୍କ ସାଥିରେ ସବୁବେଳେ ଓ ସବୁ ସମୟରେ। ଦିନ ହେଉ ଅବା ରାତିରେ 112 ଅଛି ଆପଣଙ୍କ ସାଥୀରେ। ଜନତାଙ୍କ ସେବାରେ ସମର୍ପିତ ଓଡ଼ିଶା ପୋଲିସ ।

Bargarh Police (@bargarhpolice) 's Twitter Profile Photo

"ADIVASI FESTIVAL" Community Policing Program held at vill- Tamper under Jharbandh PS.Over 650 villagers, youths & students attended ,cultural programmes, bhoji etc and distributed, blankets,free medical camp, football set, cricket set, Dagli,sarees,and notebooks to the students.

"ADIVASI FESTIVAL" Community Policing Program held at vil. Pujaripali under Jagdalpur PS. Over 400 villagers attended cultural programs, bhoji medical camp & distributed blankets, sports set, Dagli,sarees & notebooks among the students. Odisha Police DGP, Odisha @DIGPNRSAMBALPUR

"ADIVASI FESTIVAL" Community Policing Program held at vil. Pujaripali under Jagdalpur PS. Over 400 villagers attended cultural programs, bhoji medical camp & distributed blankets, sports set, Dagli,sarees & notebooks among the students.
Odisha Police DGP, Odisha @DIGPNRSAMBALPUR
Odisha Police (@odisha_police) 's Twitter Profile Photo

With an unwavering resolve to make Kalahandi maoist free district, DGP, Odisha reviewed the LWE operations with senior police & CRPF officers, reinforcing #Odisha’s united vision of a safer & brighter future. Together, to ensure a secure, prosperous & maoist free tomorrow.

With an unwavering resolve to make Kalahandi maoist free district, DGP, Odisha reviewed the LWE operations with senior police & CRPF officers, reinforcing #Odisha’s united vision of a safer & brighter future.
Together, to ensure a secure, prosperous & maoist free tomorrow.
Odisha Police (@odisha_police) 's Twitter Profile Photo

ନୂଆପଡ଼ା ଜିଲ୍ଲାରେ DGP, Odisha ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ। • ମାଓ ଦମନ ରଣନୀତିର କଲେ ସମୀକ୍ଷା। • ସାମିଲ ହୋଇଥିଲେ ଓଡ଼ିଶା ପୋଲିସର ବରିଷ୍ଠ ଅଧିକାରୀ। • ସ୍ଥିତି ସମୀକ୍ଷା ଓ ଯବାନଙ୍କ ମନୋବଳ ବଢ଼ାଇଲେ ଡିଜିପି। • ନକ୍ସଲ ବିରୋଧୀ ଅଭିଯାନକୁ ଆହୁରି ବ୍ୟାପକ କରିବାକୁ ଡିଜିପିଙ୍କ ନିର୍ଦ୍ଦେଶ।

Odisha Police (@odisha_police) 's Twitter Profile Photo

Hoisting the Tricolour across the uninhabited islands of India during this Republic Day, is a historic initiative by Hon'ble Prime Minister, and Odisha Police is proud to have represented Odisha by hoisting it across 10 such Islands of the State! Bande Utkala Janani Jai Hind!!

Odisha Police (@odisha_police) 's Twitter Profile Photo

ଦେଶର ଜନବସତି ବିହିନ ଦ୍ୱୀପ ଗୁଡିକରେ ପବିତ୍ର ଗଣତନ୍ତ୍ର ଦିବସ ଅବସରରେ, ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ତ୍ରିରଙ୍ଗା ଉଡାଇବାର ବିଲକ୍ଷଣ ନିଷ୍ପତ୍ତିକୁ, ଓଡିଶାବାସୀଙ୍କ ତରଫରୁ ୧୦ଟି ଦ୍ୱୀପରେ ଜାତୀୟ ପତାକା ଉଡ଼ାଇ ଓଡିଶା ପୋଲିସ ଅତ୍ୟନ୍ତ ଗର୍ବିତ। ବନ୍ଦେ ଉତ୍କଳ ଜନନୀ ଜୟ ହିନ୍ଦ!!

Mohan Charan Majhi (@mohanmodisha) 's Twitter Profile Photo

ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୂର ଖୁରାନିଆଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା। ରାଜ୍ୟରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ତାଙ୍କର ପ୍ରତିବଦ୍ଧତା, ସେବାଭାବ ଓ ନିଷ୍ଠା ଅତ୍ୟନ୍ତ ପ୍ରଶଂସନୀୟ। ମହାପ୍ରଭୁଙ୍କ ନିକଟରେ ତାଙ୍କର ସୁସ୍ଥ ଓ ଦୀର୍ଘ ଜୀବନ କାମନା କରୁଛି।

ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୂର ଖୁରାନିଆଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା। ରାଜ୍ୟରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ତାଙ୍କର ପ୍ରତିବଦ୍ଧତା, ସେବାଭାବ ଓ ନିଷ୍ଠା ଅତ୍ୟନ୍ତ ପ୍ରଶଂସନୀୟ। ମହାପ୍ରଭୁଙ୍କ ନିକଟରେ ତାଙ୍କର ସୁସ୍ଥ ଓ ଦୀର୍ଘ ଜୀବନ  କାମନା କରୁଛି।
Odisha Police (@odisha_police) 's Twitter Profile Photo

ଭାରତ ସରକାରଙ୍କ ପକ୍ଷରୁ ଚାଲିଛି ଅପରେସନ୍ ସିନ୍ଦୂର ଓ ଜାରି ହୋଇଛି ହାଇ ଆଲର୍ଟ। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ଉପକୂଳ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ରାଜ୍ୟ ପୋଲିସ ପକ୍ଷରୁ ଦିନ ରାତି ଚାଲିଛି ପାଟ୍ରୋଲିଂ। ଟ୍ରଲର ଏବଂ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ କରାଯାଉଛି ଯାଞ୍ଚ । ଯେକୌଣିସି ଆତଙ୍କବାଦୀ ଆକ୍ରମଣକୁ ପ୍ରତିହିତ କରିବାକୁ ଆମେ