𝕵𝖆𝖘𝖍𝖎𝖕𝖚𝖗 𝕿𝖎𝖒𝖊𝖘 (@jashipurtimes) 's Twitter Profile
𝕵𝖆𝖘𝖍𝖎𝖕𝖚𝖗 𝕿𝖎𝖒𝖊𝖘

@jashipurtimes

facebook.com/timesjashipur
instagram.com/jashipurtimes/

ID: 1454105720282963969

linkhttps://www.facebook.com/profile.php?id=100071528074051 calendar_today29-10-2021 15:20:10

2,2K Tweet

347 Takipçi

62 Takip Edilen

𝕵𝖆𝖘𝖍𝖎𝖕𝖚𝖗 𝕿𝖎𝖒𝖊𝖘 (@jashipurtimes) 's Twitter Profile Photo

ଶ୍ରୀ ଶ୍ରୀ ହରି ବଳଦେବ ଜୀଉ ମନ୍ଦିର, ଯାହାକୁ ଦ୍ୱିତୀୟ ଶ୍ରୀ କ୍ଷେତ୍ର ଭାବରେ ଜଣାଶୁଣା ଅଟେ, ଓଡ଼ିଶାର ବାରିପଦା ନଗରରେ ଅବସ୍ଥିତ ଏକ ଅତ୍ୟନ୍ତ ପ୍ରମୁଖ ଧାର୍ମିକ ସ୍ଥଳ ଅଟେ। ମନ୍ଦିର, ମୟୂରଭଞ୍ଜର ଏକ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ କେନ୍ଦ୍ର ଏବଂ ଏହି ମନ୍ଦିରର ସ୍ଥାପନା ପଛରେ ମୟୂରଭଞ୍ଜର ରାଜବଂଶର ଦୀର୍ଘ ସଂସ୍କୃତି ଓ ଐତିହ୍ୟ ରହିଛି ।

Susant Kumar Kandi (@susantku_kandi) 's Twitter Profile Photo

ବେତନଟୀ: ପରିଚୟ ପତ୍ର ପାଉନାହାନ୍ତି ଅନାଥ ଦିବ୍ୟାଙ୍ଗ ମହିଳା, ଜନନୀ ସୁରକ୍ଷା ଯୋଜନା ଅପହଞ୍ଚ। ପ୍ରକାଶିତ ଖବରକାଗଜ ଉପରେ ଜିଲ୍ଲା ପ୍ରଶାସନ Collector & District Magistrate Mayurbhanj ଦୃଷ୍ଟିଦେଇ ଆବଶ୍ୟକୀୟ ପଦକ୍ଷେପ ନେବାକୁ ବିନମ୍ର ଅନୁରୋଧ। SSEPD Bishnupadaa Setthi State Commissioner for Persons with Disabilities Nityananda Gond Panchayati Raj and Drinking Water Department Rabi Narayan Naik Ministry of WCD Shubha Sarma

DD News Odia (@ddnewsodia) 's Twitter Profile Photo

➡️ଦୁର୍ଘଟଣାର ଶିକାର ହୋଇଥିବା ଏକ ପରିବାରକୁ ଉଦ୍ଧାର କରି ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ Dr. Krushna Chandra Mahapatra ମାନବିକତାର ପରିଚୟ ଦେଇଛନ୍ତି । ➡️ଆଜି #Cuttack ଜିଲ୍ଲା ତେଲଙ୍ଗାପେଣ୍ଠ ନିକଟରେ ଅନନ୍ତ କୁମାର ସାହୁ ନାମକ ଜଣେ ବ୍ୟକ୍ତି, ତାଙ୍କ ପତ୍ନୀ ଓ ଦୁଇ ପିଲା ଦୁର୍ଘଟଣାର ଶିକାର ହୋଇଥିଲେ । #accident

𝕵𝖆𝖘𝖍𝖎𝖕𝖚𝖗 𝕿𝖎𝖒𝖊𝖘 (@jashipurtimes) 's Twitter Profile Photo

ପ୍ରକାଶିତ ଖବର ଅନୁସାରେ ଶିକାରୀଙ୍କଠୁ ବଞ୍ଚି ଆସିଥିବା ଅମୂଳ୍ୟ ବନ୍ୟଜନ୍ତୁଟିକୁ ଚିକିତ୍ସା ନାମରେ ମାରିଦିଆଯାଇଛି ।ଆମ ବନ୍ୟଜୀବନ ଓ ପରିବେଶ ର ସଂରକ୍ଷଣ ଉପରେ ଗଭୀର ପ୍ରଶ୍ନ ଉଠାଏ, ଅନୁରୋଧ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ Ganesh Ram Singkhuntia ଙ୍କୁ ଏହି ଘଟଣା ଉପରେ ଯଥାଯଥ ଯାଞ୍ଚ କରି, ଦାୟୀ ଉପରେ କଢ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ।

ବଙ୍ଗଳାଦେଶୀ ମାନେ ସବୁ ଯୋଜନା ଲାଭବାନ ହେଉଛନ୍ତି ; କିନ୍ତୁ ସ୍ଥାନୀୟ ଲୋକଙ୍କ ପାଇଁ ଘର, ଭତ୍ତା, ରାସନ କିଛି ମିଳୁନି। system ନ ବଦଳିଲେ ଯାଇକି ହିତାଧିକାରୀ ଲାଭବାନ ହେବେ। CMO Odisha Collector & District Magistrate Mayurbhanj Panchayati Raj and Drinking Water Department Mohan Charan Majhi Dr. Krushna Chandra Mahapatra Kanak Vardhan Singh Deo (Modiji Ka Parivar) Bibhuti Bhusan Jena FoodOdisha

ବଙ୍ଗଳାଦେଶୀ ମାନେ ସବୁ ଯୋଜନା ଲାଭବାନ ହେଉଛନ୍ତି ; କିନ୍ତୁ ସ୍ଥାନୀୟ ଲୋକଙ୍କ ପାଇଁ ଘର, ଭତ୍ତା, ରାସନ କିଛି ମିଳୁନି। system ନ ବଦଳିଲେ ଯାଇକି ହିତାଧିକାରୀ ଲାଭବାନ ହେବେ।
CMO Odisha
Collector & District Magistrate Mayurbhanj
Panchayati Raj and Drinking Water Department
Mohan Charan Majhi
Dr. Krushna Chandra Mahapatra
Kanak Vardhan Singh Deo (Modiji Ka Parivar)
Bibhuti Bhusan Jena
FoodOdisha
𝕵𝖆𝖘𝖍𝖎𝖕𝖚𝖗 𝕿𝖎𝖒𝖊𝖘 (@jashipurtimes) 's Twitter Profile Photo

Low Voltage ସମସ୍ୟା ଯୋଗୁଁ ମୋଟରେ ପାଣି ଉଠୁନି । 👉 ଶତାଧିକ ପରିବାର ପାନୀୟଜଳ ରୁ ବଞ୍ଚିତ। TP Northern Odisha Distribution Limited Bibhuti Bhusan Jena CMO Odisha Collector & District Magistrate Mayurbhanj Panchayati Raj and Drinking Water Department ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ନିବେଦନ। Satyanaryan Majhi Dr. Krushna Chandra Mahapatra

Low Voltage ସମସ୍ୟା ଯୋଗୁଁ ମୋଟରେ ପାଣି ଉଠୁନି ।
👉 ଶତାଧିକ ପରିବାର ପାନୀୟଜଳ ରୁ ବଞ୍ଚିତ।
TP Northern Odisha Distribution Limited Bibhuti Bhusan Jena CMO Odisha Collector & District Magistrate Mayurbhanj Panchayati Raj and Drinking Water Department ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ନିବେଦନ। Satyanaryan Majhi Dr. Krushna Chandra Mahapatra
𝕵𝖆𝖘𝖍𝖎𝖕𝖚𝖗 𝕿𝖎𝖒𝖊𝖘 (@jashipurtimes) 's Twitter Profile Photo

- ଭଙ୍ଗା ଚାଳିଆରେ ପ୍ରାଥମିକ ଶିକ୍ଷା - ବର୍ଷା ହେଲେ ସ୍କୁଲ ଛୁଟି; ରାତିରେ ପାଲଟିଯାଏ ଗୁହାଳ Collector & District Magistrate Mayurbhanj Hemakanta Say CMO Odisha DIET, Mayurbhanj EducationOdisha Nityananda Gond BDO THAKURMUNDA Padma Charan Haiburu ପ୍ରକାଶିତ ଖବରକାଗଜ ଉପରେ ଜିଲ୍ଲା ପ୍ରଶାସନ ମହୋଦୟ ଦୃଷ୍ଟି ଦେବାକୁ ବିନମ୍ର ଅନୁରୋଧ। Satyanaryan Majhi

- ଭଙ୍ଗା ଚାଳିଆରେ ପ୍ରାଥମିକ ଶିକ୍ଷା
- ବର୍ଷା ହେଲେ ସ୍କୁଲ ଛୁଟି; ରାତିରେ ପାଲଟିଯାଏ ଗୁହାଳ
Collector & District Magistrate Mayurbhanj Hemakanta Say CMO Odisha DIET, Mayurbhanj EducationOdisha Nityananda Gond BDO THAKURMUNDA Padma Charan Haiburu
ପ୍ରକାଶିତ ଖବରକାଗଜ ଉପରେ ଜିଲ୍ଲା ପ୍ରଶାସନ ମହୋଦୟ ଦୃଷ୍ଟି ଦେବାକୁ ବିନମ୍ର ଅନୁରୋଧ। Satyanaryan Majhi
𝕵𝖆𝖘𝖍𝖎𝖕𝖚𝖗 𝕿𝖎𝖒𝖊𝖘 (@jashipurtimes) 's Twitter Profile Photo

#EducationForAll #ZeroDropOut Udula ବିଜ୍ଞାପିତ ଅଂଚଳର ୱାର୍ଡ଼ ନଂ-୭ରେ ବସବାସ କରୁଥିବା ଏକ ଆଦିବାସି ପରିବାର ଦିବାକର ମୁର୍ମୁ ଓ ତାଙ୍କ ପତ୍ନୀ ଙ୍କର ଦେହାନ୍ତ ହେବା ଫଳରେ ତାଙ୍କର ତିନିଟି ପିଲା ବହୁ ସମସ୍ୟାରେ ଅଛନ୍ତି। ସାହାଯ୍ୟ ପାଇଁ EducationOdisha ITDA, KAPTIPADA, UDALA BDO_Udala Collector & District Magistrate Mayurbhanj ଙ୍କୁ ଅନୁରୋଧ।

ପାଣିରେ ବୁଡୁଛି ସିଟି ସ୍କାନ , MRI ମେସିନ ; ଏତେ ଦାମୀ ଜିନିଷକୁ ଅବହେଳା। ଦାୟିତ୍ୱରେ ଥିବା ମେଡ଼ିକାଲ କତ୍ତୃପକ୍ଷଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ। Dr. Mukesh Mahaling H & FW Dept Odisha Collector & District Magistrate Mayurbhanj Dr. Krushna Chandra Mahapatra Naba Charan Majhi CMO Odisha KALINGA KESHARI JENA କଳିଙ୍ଗ କେଶରୀ ଜେନା Satyanaryan Majhi

ପ୍ରତ୍ୟେକ ପଞ୍ଚାୟତରେ ଏକ ଭଲ ବିଦ୍ୟାଳୟ ଦାବି! CMO Odisha Mohan Charan Majhi Nityananda Gond EducationOdisha Dharmendra Pradhan Directorate of Higher Secondary Education, Odisha Collector & District Magistrate Mayurbhanj Suryabanshi Suraj Ganesh Ram Singkhuntia Bord Of Secondary Education,Odisha ଏହି ପ୍ରସ୍ତାବ ମାଧ୍ୟମରେ ଶିକ୍ଷାର ମାନଦଣ୍ଡକୁ ବଢ଼ାଇବ ଆପଣ କଣ ଭାବୁଛନ୍ତି? ନିଜ ମତାମତ କମେଣ୍ଟ କରନ୍ତୁ। Satyanaryan Majhi

ପ୍ରତ୍ୟେକ ପଞ୍ଚାୟତରେ ଏକ ଭଲ ବିଦ୍ୟାଳୟ ଦାବି!
CMO Odisha Mohan Charan Majhi Nityananda Gond EducationOdisha Dharmendra Pradhan  Directorate of Higher Secondary Education, Odisha Collector & District Magistrate Mayurbhanj Suryabanshi Suraj Ganesh Ram Singkhuntia
Bord Of Secondary Education,Odisha
ଏହି ପ୍ରସ୍ତାବ ମାଧ୍ୟମରେ ଶିକ୍ଷାର ମାନଦଣ୍ଡକୁ ବଢ଼ାଇବ
ଆପଣ କଣ ଭାବୁଛନ୍ତି? ନିଜ ମତାମତ କମେଣ୍ଟ କରନ୍ତୁ। Satyanaryan Majhi
𝕵𝖆𝖘𝖍𝖎𝖕𝖚𝖗 𝕿𝖎𝖒𝖊𝖘 (@jashipurtimes) 's Twitter Profile Photo

माननीय Nitin Gadkari जी एवं NHAI से निवेदन है कि NH-49 (बिशोई से केन्दुझर मार्ग) की हालत बेहद खराब और असुरक्षित हो चुकी है। 👉 रोज़ दुर्घटनाओं का खतरा बना रहता है। कृपया इस सड़क की तत्काल मरम्मत एवं चौड़ीकरण हेतु आवश्यक कदम उठाएं। #Odisha #NH49 #RoadSafety #Kendujhar

𝕵𝖆𝖘𝖍𝖎𝖕𝖚𝖗 𝕿𝖎𝖒𝖊𝖘 (@jashipurtimes) 's Twitter Profile Photo

- ନଜର ଦେବ କି ଶିକ୍ଷା ବିଭାଗ ? - ମହମବତି ଆଲୁଅରେ ପରୀକ୍ଷା ଦେଲେ । - ଛାତ୍ରୀ ନିବାସର ପାଚେରି ନାହିଁ । - ଗହ୍ମାପୁର ସ୍କୁଲ୍‌ରେ ନାହିଁ ଖେଳପଡ଼ିଆ । EducationOdisha Nityananda Gond DISTRICT EDUCATION OFFICE MAYURBHANJ Collector & District Magistrate Mayurbhanj Hemakanta Say DIET, Mayurbhanj ପ୍ରକାଶିତ ଖବର ଉପରେ ଜିଲ୍ଲା ପ୍ରଶାସନ ମହୋଦୟ ଦୃଷ୍ଟି ଦେବାକୁ ବିନମ୍ର ଅନୁରୋଧ।

- ନଜର ଦେବ କି ଶିକ୍ଷା ବିଭାଗ ?
- ମହମବତି ଆଲୁଅରେ ପରୀକ୍ଷା ଦେଲେ ।
- ଛାତ୍ରୀ ନିବାସର ପାଚେରି ନାହିଁ ।
- ଗହ୍ମାପୁର ସ୍କୁଲ୍‌ରେ ନାହିଁ ଖେଳପଡ଼ିଆ ।
EducationOdisha Nityananda Gond DISTRICT EDUCATION OFFICE MAYURBHANJ Collector & District Magistrate Mayurbhanj Hemakanta Say DIET, Mayurbhanj ପ୍ରକାଶିତ ଖବର ଉପରେ ଜିଲ୍ଲା ପ୍ରଶାସନ ମହୋଦୟ ଦୃଷ୍ଟି ଦେବାକୁ ବିନମ୍ର ଅନୁରୋଧ।
𝕵𝖆𝖘𝖍𝖎𝖕𝖚𝖗 𝕿𝖎𝖒𝖊𝖘 (@jashipurtimes) 's Twitter Profile Photo

NH-49 Jashipur Market Road Just a bit of rain and it turns into a death trap – 2 ft deep pit in the middle of the road, 📍 Near New Bus Stand - Many injured in the past 2 days! NHAI please take emergency action. Ganesh Ram Singkhuntia Nitin Gadkari #NH49 #Jashipur #Odisha

𝕵𝖆𝖘𝖍𝖎𝖕𝖚𝖗 𝕿𝖎𝖒𝖊𝖘 (@jashipurtimes) 's Twitter Profile Photo

ଉଦ୍ଧାରକାରୀ ଛାତ୍ରଙ୍କ କଥା ଭୁଲିଗଲେ, ସବୁ ଭୋଟ ବ୍ୟାଙ୍କ ସାଉଁଟିବାରେ ବ୍ୟସ୍ତ। ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ 🙏 CMO Odisha Mohan Charan Majhi H & FW Dept Odisha Dr. Mukesh Mahaling Suryabanshi Suraj Pratap Chandra Sarangi Dr. Hari Babu Kambhampati Governor Odisha