Sd Yajna (@sdyajna) 's Twitter Profile
Sd Yajna

@sdyajna

simple living,high thinking....

ID: 1306160763954962433

calendar_today16-09-2020 09:19:45

836 Tweet

280 Takipçi

187 Takip Edilen

OJTAA(Odisha Junior Teacher Aspirants Association) (@ojtaa1) 's Twitter Profile Photo

ନିଯୁକ୍ତି ର ନିୟାମକ ପ୍ରସ୍ତୁତ ,ଆପଣ ପ୍ରସ୍ତୁତ ତ?!! ଆଶା ସବୁ ନ୍ୟାୟସଙ୍ଗତ ନିୟମ ଭିତରେ ଥିବ ସମ୍ପୂର୍ଣ୍ଣ ତଥ୍ୟ ସାମ୍ନା କୁ ଆସିନାହିଁ ଆମେ ଖୁବ୍ ଶୀଘ୍ର ଆଣିବୁ ଯଦି କିଛି ଅସଙ୍ଗତି ଥିବ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବୁ। ନିକଟ ଭବିଷ୍ୟତରେ ବିଜ୍ଞପ୍ତି ଆସୁଚି ସଜାଗ ରୁହନ୍ତୁ,ସମସ୍ତ ଡକ୍ୟୁମେଣ୍ଟ ଠିକ୍ ରଖନ୍ତୁ।ସମସ୍ତଙ୍କୁ ଧନ୍ୟବାଦ୍

ନିଯୁକ୍ତି ର ନିୟାମକ ପ୍ରସ୍ତୁତ ,ଆପଣ ପ୍ରସ୍ତୁତ ତ?!!
ଆଶା ସବୁ ନ୍ୟାୟସଙ୍ଗତ ନିୟମ ଭିତରେ ଥିବ ସମ୍ପୂର୍ଣ୍ଣ ତଥ୍ୟ ସାମ୍ନା କୁ ଆସିନାହିଁ ଆମେ ଖୁବ୍ ଶୀଘ୍ର ଆଣିବୁ ଯଦି କିଛି ଅସଙ୍ଗତି ଥିବ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବୁ। ନିକଟ ଭବିଷ୍ୟତରେ ବିଜ୍ଞପ୍ତି ଆସୁଚି ସଜାଗ ରୁହନ୍ତୁ,ସମସ୍ତ ଡକ୍ୟୁମେଣ୍ଟ ଠିକ୍ ରଖନ୍ତୁ।ସମସ୍ତଙ୍କୁ ଧନ୍ୟବାଦ୍
OJTAA(Odisha Junior Teacher Aspirants Association) (@ojtaa1) 's Twitter Profile Photo

ଏବେ ସଂପୂର୍ଣ୍ଣ ନିୟାମକ ଆସିଯାଇଛି 2ଘଣ୍ଟା ହେଲାଣି ଆମର 5ଦାବି ରୁ ସରକାର 3 ଟି ପ୍ରତିଫଳିତ କରିଛନ୍ତି।କେବଳ ଜିଲ୍ଲା ମନୋନୟନ ଆମ ବିରୁଦ୍ଧାଚରଣ କଲା ଯାହାକୁ ନେଇ ଆମେ ପୁନଃ ଦ୍ବାରସ୍ଥ ହେବୁ। NIOS କଥା ସ୍ପଷ୍ଟ ନାହିଁ ସ୍ପଷ୍ଟ ହେଲେ ଆମେ ତାକୁ ନେଇ ପଦକ୍ଷେପ ନେବୁ। ଆଶାୟୀ ମାନଙ୍କୁ ଅଭିନନ୍ଦନ।

OJTAA(Odisha Junior Teacher Aspirants Association) (@ojtaa1) 's Twitter Profile Photo

OSSSC ଭଳି OSEPA ତରଫରୁ ମଧ୍ୟ ଗୋଟେ window ଖୋଲାଯାଉ ଯେଉଁଥିରେ କି .... ଯେଉଁ JT ଆଶାୟୀଙ୍କ ଅନ୍ୟ କୌଣସି govt. Job ହେଇ ଯାଉଛି ସେମାନେ ସେଥିରେ "I am not interested for Junior teacher " choose କରିବେ । ଯାହା ଫଳରେ ତା ତଳ rank ର ପିଲାମାନେ ଚାକିରି ର ସୁଯୋଗ ପାଇବେ ଆଉ ପ୍ରାଥମିକ ଶିକ୍ଷାର ଖାଲି ସ୍ଥାନ ପୂରଣ ହବ।

OSSSC ଭଳି OSEPA ତରଫରୁ ମଧ୍ୟ ଗୋଟେ window ଖୋଲାଯାଉ ଯେଉଁଥିରେ କି .... ଯେଉଁ JT ଆଶାୟୀଙ୍କ ଅନ୍ୟ କୌଣସି govt. Job ହେଇ ଯାଉଛି ସେମାନେ ସେଥିରେ "I am not interested for Junior teacher " choose କରିବେ । ଯାହା ଫଳରେ ତା ତଳ rank ର ପିଲାମାନେ ଚାକିରି ର ସୁଯୋଗ ପାଇବେ ଆଉ ପ୍ରାଥମିକ ଶିକ୍ଷାର ଖାଲି ସ୍ଥାନ ପୂରଣ ହବ।
OJTAA(Odisha Junior Teacher Aspirants Association) (@ojtaa1) 's Twitter Profile Photo

ଶୁଭେଛା ଓ ଢେର୍ ସାରା ଅଭିନନ୍ଦନ ମାନନୀୟ ମୁଖ୍ୟମନ୍ତ୍ରୀ ମହୋଦୟ Mohan Charan Majhi ନୂତନ ଉପ ମୁଖ୍ୟମନ୍ତ୍ରୀ Kanak Vardhan Singh Deo (Modiji Ka Parivar) , ମହୋଦୟPravati Parida ମୋଧଦୟା ଆଶା ପ୍ରାଥମିକ ଶିକ୍ଷା ରେ ଥିବା ବିଦ୍ୟାଳୟ,ପରିବେଶ,ଛାତ୍ର,ଶିକ୍ଷକ,ଓ ଶିକ୍ଷକ ଆଶାୟୀ ସମସ୍ତଙ୍କ ସମସ୍ୟା ଦୂର ହେବ।

ଶୁଭେଛା ଓ ଢେର୍ ସାରା ଅଭିନନ୍ଦନ ମାନନୀୟ  ମୁଖ୍ୟମନ୍ତ୍ରୀ ମହୋଦୟ Mohan Charan Majhi
ନୂତନ ଉପ ମୁଖ୍ୟମନ୍ତ୍ରୀ Kanak Vardhan Singh Deo (Modiji Ka Parivar) , ମହୋଦୟPravati Parida  ମୋଧଦୟା
ଆଶା ପ୍ରାଥମିକ ଶିକ୍ଷା ରେ ଥିବା ବିଦ୍ୟାଳୟ,ପରିବେଶ,ଛାତ୍ର,ଶିକ୍ଷକ,ଓ ଶିକ୍ଷକ ଆଶାୟୀ ସମସ୍ତଙ୍କ ସମସ୍ୟା ଦୂର ହେବ।
OJTAA(Odisha Junior Teacher Aspirants Association) (@ojtaa1) 's Twitter Profile Photo

ସମୟ ବଦଳିଛି। 22ବର୍ଷର ମେଧା ବଳି ଭାଗ୍ୟ ସାଥ ଦେଲେ ଚାକିରି ଅନ୍ତ ଘଟିଛି।ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ବହୁତ୍ ଦିନ ପରେ ଐତିହାସିକ ରାୟ ଦେଇଛନ୍ତି। ଏଣୁ ରାୟ ନେଇ କିପରି ଜଲ୍ଦୀ ନିଯୁକ୍ତି ପ୍ରକ୍ରିୟା ସାରିହେବ ଆଉ 20k consider ଦିଗରେ ସମସ୍ତେ ଚେଷ୍ଟା କରନ୍ତୁ।ଏଣୁ ସମସ୍ତ ଆଶାୟୀ ଦ୍ଵନ୍ଦ ନକରି ପ୍ରକ୍ରିୟା ସାରିବାରେ ସହଯୋଗ କରନ୍ତୁ।

ସମୟ ବଦଳିଛି।
22ବର୍ଷର ମେଧା ବଳି ଭାଗ୍ୟ ସାଥ ଦେଲେ ଚାକିରି ଅନ୍ତ ଘଟିଛି।ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ବହୁତ୍ ଦିନ ପରେ ଐତିହାସିକ ରାୟ ଦେଇଛନ୍ତି।
ଏଣୁ  ରାୟ ନେଇ କିପରି ଜଲ୍ଦୀ ନିଯୁକ୍ତି ପ୍ରକ୍ରିୟା ସାରିହେବ ଆଉ 20k consider ଦିଗରେ ସମସ୍ତେ ଚେଷ୍ଟା କରନ୍ତୁ।ଏଣୁ ସମସ୍ତ ଆଶାୟୀ ଦ୍ଵନ୍ଦ ନକରି ପ୍ରକ୍ରିୟା ସାରିବାରେ ସହଯୋଗ କରନ୍ତୁ।
କନିଷ୍ଠ ଶିକ୍ଷକ (@smruti70741880) 's Twitter Profile Photo

Mohan Charan Majhi Nityananda Gond CMO Odisha OSEPA EducationOdisha OJTAA(Odisha Junior Teacher Aspirants Association) ମହାଶୟ,ସ୍କୁଲ ଖୋଲିଗଲାଣି,କନିଷ୍ଠ ଶିକ୍ଷକ ନିଯୁକ୍ତି କୁ ନେଇ ସୃଷ୍ଟି ହୋଇଥିବା ଦ୍ଵନ୍ଦ ମାନ୍ୟବର ଉଚ୍ଚନ୍ୟାୟାଳୟ ଙ୍କ ଦ୍ଵାରା ସମାଧାନ ହୋଇସାରିଛି।ଆଉ ବିଳମ୍ବ ନେହେଉ।କୁନି କୁନି ପିଲାଙ୍କ ସ୍ୱାର୍ଥ କୁ ଦୃଷ୍ଟିରେ ରଖି ତୁରନ୍ତ ନିଯୁକ୍ତି ଦିଆଯାଉ।

Mohan Charan Majhi Nityananda Gond CMO Odisha OSEPA EducationOdisha OJTAA(Odisha Junior Teacher Aspirants Association)
ମହାଶୟ,ସ୍କୁଲ ଖୋଲିଗଲାଣି,କନିଷ୍ଠ ଶିକ୍ଷକ ନିଯୁକ୍ତି କୁ ନେଇ ସୃଷ୍ଟି ହୋଇଥିବା ଦ୍ଵନ୍ଦ ମାନ୍ୟବର ଉଚ୍ଚନ୍ୟାୟାଳୟ ଙ୍କ ଦ୍ଵାରା ସମାଧାନ ହୋଇସାରିଛି।ଆଉ ବିଳମ୍ବ ନେହେଉ।କୁନି କୁନି ପିଲାଙ୍କ ସ୍ୱାର୍ଥ କୁ ଦୃଷ୍ଟିରେ ରଖି ତୁରନ୍ତ ନିଯୁକ୍ତି ଦିଆଯାଉ।
OJTAA(Odisha Junior Teacher Aspirants Association) (@ojtaa1) 's Twitter Profile Photo

BSE ODISHA ର ମନମାନି - ପୂର୍ବ ବର୍ଷ ଗୋଟିଏ ପେପର କୁ ୬00 ଫର୍ମ ପୂରଣ ପାଉଣା ଥିବା ବେଳେ ଏଥର ୯୦୦ କାହିଁକି ? - 2ଟି ପେପର କୁ 1000 ବେଳେ ଏବେ 1400 କାହିଁକି? - CTET ଆହୁରି ଉତ୍କୃଷ୍ଟ ମାନର ପେପର ବ୍ୟବହାର ଉନ୍ନତ ପରୀକ୍ଷା କରୁଥିବା ବେଳେ ସେ 600,1200 ପାଉଣା ନେଉଛନ୍ତି ? - ବୋର୍ଡ ଏତେ ଶୋଷଣ କାହିଁକି କରୁଚି?

BSE ODISHA ର ମନମାନି
- ପୂର୍ବ ବର୍ଷ ଗୋଟିଏ ପେପର କୁ ୬00 ଫର୍ମ ପୂରଣ ପାଉଣା ଥିବା ବେଳେ ଏଥର ୯୦୦ କାହିଁକି ?
- 2ଟି ପେପର କୁ 1000 ବେଳେ ଏବେ 1400 କାହିଁକି?
- CTET ଆହୁରି ଉତ୍କୃଷ୍ଟ ମାନର ପେପର ବ୍ୟବହାର ଉନ୍ନତ ପରୀକ୍ଷା କରୁଥିବା ବେଳେ ସେ 600,1200 ପାଉଣା ନେଉଛନ୍ତି ?
- ବୋର୍ଡ ଏତେ ଶୋଷଣ କାହିଁକି କରୁଚି?
ମନୋଜ କୁମାର କର (@manojku93159790) 's Twitter Profile Photo

D.EL.ED ନିୟମିତ ନୁହଁ,NIOS ଜରିଆରେ। ତାହା କେବଳ ସରକାରୀ,ବେସରକାରୀ ଅଣତାଲିମ୍ ପ୍ରାପ୍ତ ଶିକ୍ଷକମାନଙ୍କୁ ଯୋଗ୍ୟ କରିବାକୁ ଉଦ୍ଦିଷ୍ଟ ଥିଲା। ପାଠ୍ୟକ୍ରମ ନିୟମିତ ସହ ସମାନ ନୁହଁ ଲେଖାଥିଲା। ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ନିର୍ଦ୍ଦେଶ ଦେଲେ ସେମାନେ ନୂଆ ନିଯୁକ୍ତି ଅଯୋଗ୍ୟ। ଆଉ Sambad (ସମ୍ବାଦ) ସରକାର ସୁଯୋଗ ଦେଲେନି ଲେଖା କେତେଦୂର ଠିକ୍

D.EL.ED ନିୟମିତ ନୁହଁ,NIOS ଜରିଆରେ।
ତାହା କେବଳ ସରକାରୀ,ବେସରକାରୀ ଅଣତାଲିମ୍ ପ୍ରାପ୍ତ ଶିକ୍ଷକମାନଙ୍କୁ ଯୋଗ୍ୟ କରିବାକୁ ଉଦ୍ଦିଷ୍ଟ ଥିଲା।
ପାଠ୍ୟକ୍ରମ ନିୟମିତ ସହ ସମାନ ନୁହଁ ଲେଖାଥିଲା।
ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ନିର୍ଦ୍ଦେଶ ଦେଲେ ସେମାନେ ନୂଆ ନିଯୁକ୍ତି ଅଯୋଗ୍ୟ।
ଆଉ Sambad (ସମ୍ବାଦ) ସରକାର ସୁଯୋଗ ଦେଲେନି ଲେଖା କେତେଦୂର ଠିକ୍
OJTAA(Odisha Junior Teacher Aspirants Association) (@ojtaa1) 's Twitter Profile Photo

କନିଷ୍ଠ ଶିକ୍ଷକ ନିଯୁକ୍ତି :- ଚୟନିତ ପିଲାଙ୍କୁ ଯାହା ହଉ ଯେମିତି ହଉ ଖୁବଶିଘ୍ର ନିଯୁକ୍ତି ଦିଆଯାଉ। ନ୍ୟାୟାଳୟ ଙ୍କ ନିର୍ଦ୍ଦେଶ ଅନୁସାରେ ନିଯୁକ୍ତି ରେ ରହିବା ଫାଙ୍କା ସ୍ଥାନ କୁ ୧,୨,ସ୍ତର କରି ପୂରଣ କରାଯାଉ। କାରଣ EducationOdisha OSEPA ଙ୍କ ପାରଦର୍ଶିତା ଅଭାବ କାର୍ଯ୍ୟ ଯୋଗୁଁ ଅନେକ ଫାଙ୍କା ରହିବା ସମ୍ଭାବନା ସୃଷ୍ଟ।

କନିଷ୍ଠ ଶିକ୍ଷକ ନିଯୁକ୍ତି :-
ଚୟନିତ ପିଲାଙ୍କୁ ଯାହା ହଉ ଯେମିତି ହଉ ଖୁବଶିଘ୍ର ନିଯୁକ୍ତି ଦିଆଯାଉ।
ନ୍ୟାୟାଳୟ ଙ୍କ ନିର୍ଦ୍ଦେଶ ଅନୁସାରେ ନିଯୁକ୍ତି ରେ ରହିବା ଫାଙ୍କା ସ୍ଥାନ କୁ ୧,୨,ସ୍ତର କରି ପୂରଣ କରାଯାଉ।
କାରଣ EducationOdisha OSEPA ଙ୍କ ପାରଦର୍ଶିତା ଅଭାବ କାର୍ଯ୍ୟ ଯୋଗୁଁ ଅନେକ ଫାଙ୍କା ରହିବା ସମ୍ଭାବନା ସୃଷ୍ଟ।
Sd Yajna (@sdyajna) 's Twitter Profile Photo

ସେମାନେ ଶିକ୍ଷକ କହିଲେ ବୁଝନ୍ତି ଈଶ୍ୱର।ଧନ୍ୟବାଦ ଆପଣମାନଙ୍କୁ।