SAMBALPUR 360 (@sambalpur360) 's Twitter Profile
SAMBALPUR 360

@sambalpur360

Dedicated to the citizens of Odisha.People to be better informed,find things faster,encourage learning,relevant news,FOLLOW US,LIKE & SHARE OUR NEWS POSTS🙏🙏

ID: 3237908384

calendar_today06-06-2015 13:20:33

414 Tweet

1,1K Takipçi

2,2K Takip Edilen

Siddharth Das (@siddharthdas_11) 's Twitter Profile Photo

My Humble tributes to Baba Saheb Dr. Bhimrao Ramji Ambedkar Ji,The Architect of India's Constitution. On his Birth Anniversary,Let's pledge to safe guard the constitution of India & to abide the preambles of it.🙏 #DrBhimraoRamjiAmbedkar #AmbedkarJayanti #Sambalpur #Odisha #India

ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ଚାଷୀ ଭାଇଙ୍କ ଅକ୍ଷିମୁଠି ଅନୁକୂଳ କୃଷି କ୍ଷେତ୍ରରେ ନୂଆ ସମୃଦ୍ଧି ଆଣିବା ସହ ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଦେଉ।🙏 #ଅକ୍ଷୟ_ତୃତୀୟା #AkshayaTritiya #Sambalpur #SambalpurCity #Odisha #India

ଶ୍ରମିକ ଦିବସ ଅବସରରେ ଶ୍ରମିକ ଭାଇଭଉଣୀ ମାନଙ୍କୁ ଆନ୍ତରିକ ଶୁଭେଚ୍ଛା। ଶ୍ରମିକମାନେ ହେଉଛନ୍ତି ଦେଶର ଶକ୍ତି,ବିକାଶର ମେରୁଦଣ୍ଡ। ଦେଶ ନିର୍ମାଣରେ ଆପଣମାନଙ୍କ କଠିନ ପରିଶ୍ରମ ଓ ବହୁମୂଲ୍ୟ ଅବଦାନ ପ୍ରତି ଆମର ସମ୍ମାନ। ଶ୍ରମିକମାନଙ୍କ ସ୍ୱାର୍ଥ ସୁରକ୍ଷା,କଲ୍ୟାଣ,ସର୍ବାଙ୍ଗୀନ ଉନ୍ନତି ଦିଗରେ ଆମ ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିବା।🙏

ପବିତ୍ର ଶୀତଳ ଷଷ୍ଠୀ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ । ଦେବ ଦମ୍ପତ୍ତିଙ୍କ ଆଶୀର୍ବାଦରୁ ଆମ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ।🙏#ଶୀତଳ_ଷଷ୍ଠୀ #SitalSasthi #Sambalpur #SambalpurCity #Odisha #India #ShitalShasthi

ପବିତ୍ର ଶୀତଳ ଷଷ୍ଠୀ ଅବସରରେ ମହାଦେବ ଓ ମାତା ପାର୍ବତୀଙ୍କ ଦର୍ଶନ ।🙏 #ShitalSasthi #Sambalpur #SambalpurCity #Odisha #India #SitalSasthi

ପବିତ୍ର ଶୀତଳ ଷଷ୍ଠୀ ଅବସରରେ ମହାଦେବ ଓ ମାତା ପାର୍ବତୀଙ୍କ ଦର୍ଶନ ।🙏
#ShitalSasthi #Sambalpur #SambalpurCity #Odisha #India #SitalSasthi
BJD Sambalpur District (@bjd4sbpdistrict) 's Twitter Profile Photo

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ଭିକାଲ ଆର୍ଥ୍ରାଇଟିସ୍ ସମସ୍ୟା ରୁ ପୀଡ଼ିତ ଥିଲେ। ପୂର୍ବତନ ସମ୍ବଲପୁର ଜିଲ୍ଲା ସଭାପତି ସିଦ୍ଧାର୍ଥ ଦାସଙ୍କ ଆହ୍ୱାନ କ୍ରମେ ସମ୍ବଲପୁର ମହାନଗରର ଯୁବ ଓ ମହିଳା ସଂଗଠକ ଏକତ୍ରିତ ହୋଇ ସମଲେଶ୍ୱରୀ ମନ୍ଦିରରେ ନବୀନ ପଟ୍ଟନାୟକଙ୍କ ଆଶୁଆରୋଗ୍ୟ କାମନା କରିଥିଲେ।Naveen Patnaik Siddharth Das

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ଭିକାଲ ଆର୍ଥ୍ରାଇଟିସ୍ ସମସ୍ୟା ରୁ ପୀଡ଼ିତ ଥିଲେ। ପୂର୍ବତନ ସମ୍ବଲପୁର ଜିଲ୍ଲା ସଭାପତି ସିଦ୍ଧାର୍ଥ ଦାସଙ୍କ ଆହ୍ୱାନ କ୍ରମେ ସମ୍ବଲପୁର ମହାନଗରର ଯୁବ ଓ ମହିଳା ସଂଗଠକ ଏକତ୍ରିତ ହୋଇ ସମଲେଶ୍ୱରୀ ମନ୍ଦିରରେ ନବୀନ ପଟ୍ଟନାୟକଙ୍କ ଆଶୁଆରୋଗ୍ୟ କାମନା କରିଥିଲେ।<a href="/Naveen_Odisha/">Naveen Patnaik</a> <a href="/SiddharthDas_11/">Siddharth Das</a>
Siddharth Das (@siddharthdas_11) 's Twitter Profile Photo

ପବିତ୍ର #ରଥଯାତ୍ରା ରେ ସମସ୍ତଙ୍କୁ ମୋର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା । ସମସ୍ତଙ୍କ ସୁଖ,ଶାନ୍ତି,ସମୃଦ୍ଧି ଓ ମଙ୍ଗଳମୟ ଜୀବନ ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ମୋର ପ୍ରାର୍ଥନା । ଜୟ ଜଗନ୍ନାଥ 🙏🙏 #RathaYatra #JaiJagannath #RathYatra2025 #Sambalpur #Odisha #India

ପବିତ୍ର ବାହୁଡ଼ାଯାତ୍ରାର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ସମସ୍ତଙ୍କ ସୁଖ,ଶାନ୍ତି,ସମୃଦ୍ଧି ଓ ମଙ୍ଗଳମୟ ଜୀବନ ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ମୋର ପ୍ରାର୍ଥନା ।🙏 ମହାପ୍ରଭୁଙ୍କ କରୁଣା ସଭିଙ୍କ ଉପରେ ରହିଥାଉ।🙏 ଜୟ ଜଗନ୍ନାଥ🙏#BahudaYatra #JaiJagannath #Sambalpur #Odisha #India

ପବିତ୍ର ବାହୁଡ଼ାଯାତ୍ରାର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ସମସ୍ତଙ୍କ ସୁଖ,ଶାନ୍ତି,ସମୃଦ୍ଧି ଓ ମଙ୍ଗଳମୟ ଜୀବନ ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ମୋର ପ୍ରାର୍ଥନା ।🙏 
ମହାପ୍ରଭୁଙ୍କ କରୁଣା ସଭିଙ୍କ ଉପରେ ରହିଥାଉ।🙏
ଜୟ ଜଗନ୍ନାଥ🙏#BahudaYatra #JaiJagannath #Sambalpur #Odisha #India
Siddharth Das (@siddharthdas_11) 's Twitter Profile Photo

ସ୍ବାଗତଂ ମହାନାୟକ ଶ୍ରୀ ନବୀନ ପଟ୍ଟନାୟକ..ସ୍ବାଗତଂ ।🙏 ଜୟ ମାଁ ସମଲେଶ୍ୱରୀ🙏 ଜୟ ଜଗନ୍ନାଥ 🙏 Naveen Patnaik #NaveenPatnaik #Odisha #India

Siddharth Das (@siddharthdas_11) 's Twitter Profile Photo

ଅଗଷ୍ଟ ୧ : ଗୁରୁ ସତ୍ୟନାରାୟଣ ବହିଦାରଙ୍କର୍ ଜନ୍ମଦିନ୍.."ସମ୍ବଲପୁରୀ ଦିନ୍" ଲାଗି..ସମସ୍ତଙ୍କୁ ମୋର୍ ଜୁହାର୍ !!🙏 ଆମର୍ ଭାଷା..ଆମର୍ ସ୍ୱାଭିମାନ୍ !!!🙏 ଜୟ ମା ସମଲେଶ୍ୱରୀ !!!!🙏 #August_1 #SambalpuriDin #ଗୁରୁ_ସତ୍ୟନାରାୟଣ_ବହିଦାର #ସମ୍ବଲପୁରୀ_ଦିନ୍ #Sambalpur #SambalpurCity #SambalpurDistrict #Odisha #India

Siddharth Das (@siddharthdas_11) 's Twitter Profile Photo

ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା । ବିଶ୍ୱାସ ଓ ସୁରକ୍ଷାର ଏହି ବନ୍ଧନ ସର୍ବଦା ଅତୁଟ ରହିଥାଉ ।🙏#ରାକ୍ଷୀପୂର୍ଣ୍ଣିମା #RakshaBandhan #HappyRakshaBandhan #Sambalpur #SambalpurDistrict #Odisha #India

ସମ୍ବଲପୁରର ବିଶିଷ୍ଟ ଲେଖକ,ଗୀତିକାର ଓ ନାଟ୍ୟକାର ପଦ୍ମଶ୍ରୀ ବିନୋଦ କୁମାର ପଶାୟତଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ। ମାଁ ସମଲେଶ୍ୱରୀଙ୍କୁ ପ୍ରାର୍ଥନା ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ଅମର ଆତ୍ମାଙ୍କୁ ଶାନ୍ତି ଓ ସଦଗତି ଦେବା ସହିତ ଏପରି ଦୁଖଦଃ ସମୟରେ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଧୈର୍ୟ ଓ ଶକ୍ତି ପ୍ରଦାନ କରନ୍ତୁ।#BinodKumarPasayat

ଓଡ଼ିଶାର୍ ମହାନ୍ ତିହାର୍ ନୂଆଁଖାଇର୍ ଉଧେଁ ସମ୍ କୁ ଗୁର୍ଦୁଟେ ଶୁଭେଚ୍ଛା। ଆମର୍ ବଡ୍‌ଖା ତିହାର୍ ନୂଆଁଖାଇର୍ ଶୁଭ୍ଅବସର୍ ନେ ସମ୍‌କର୍ ସୁଖ୍‌,ଶାନ୍ତି ଆର୍ ସମୃଦ୍ଧି ଲାଗି ମାଁ ସମ୍‌ଲେଇଙ୍କର୍ ଠାନେ ମୋର୍ ପ୍ରାର୍ଥନା। ସମ୍ କୁ ମୋର୍ ନୂଆଁଖାଇ ଜୁହାର୍।🙏🏻 ଜୟ ମାଁ ସମଲେଶ୍ବରୀ🙏🏻 #Nuakhai #NuakhaiJuhar #Sambalpur #Odisha #India

ଓଡ଼ିଶାର୍ ମହାନ୍ ତିହାର୍ ନୂଆଁଖାଇର୍ ଉଧେଁ ସମ୍ କୁ ଗୁର୍ଦୁଟେ ଶୁଭେଚ୍ଛା। ଆମର୍ ବଡ୍‌ଖା ତିହାର୍ ନୂଆଁଖାଇର୍ ଶୁଭ୍ଅବସର୍ ନେ ସମ୍‌କର୍ ସୁଖ୍‌,ଶାନ୍ତି ଆର୍ ସମୃଦ୍ଧି ଲାଗି ମାଁ ସମ୍‌ଲେଇଙ୍କର୍ ଠାନେ ମୋର୍ ପ୍ରାର୍ଥନା। ସମ୍ କୁ ମୋର୍ ନୂଆଁଖାଇ ଜୁହାର୍।🙏🏻
ଜୟ ମାଁ ସମଲେଶ୍ବରୀ🙏🏻
#Nuakhai #NuakhaiJuhar #Sambalpur #Odisha #India
Siddharth Das (@siddharthdas_11) 's Twitter Profile Photo

Warm wishes & Greetings to everyone on the auspicious occasion of #EidMiladUnNabi. Birth Anniversary of Prophet Muhammad. His teachings of compassion,truth,equality, universal brotherhood,service to humanity continue to inspire us towards the path of harmony & peace.🙏#Sambalpur

Warm wishes &amp; Greetings to everyone on the auspicious occasion of #EidMiladUnNabi. Birth Anniversary of Prophet Muhammad. His teachings of compassion,truth,equality, universal brotherhood,service to humanity continue to inspire us towards the path of harmony &amp; peace.🙏#Sambalpur
Siddharth Das (@siddharthdas_11) 's Twitter Profile Photo

ବିଜୁ ଜନତା ଦଳ ର ବରିଷ୍ଠ ନେତା ତଥା ନୂଆପଡ଼ା ରୁ ଚାରି ଥର ର ବିଧାୟକ,ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ରାଜେନ୍ଦ୍ର ଢୋଲକିଆଙ୍କ ଅକାଳ ବିୟୋଗ ଖବର ପାଇ ମୁଁ ଅତ୍ୟନ୍ତ ଦୁଃଖିତ। ମାଁ ସମଲେଶ୍ୱରୀଙ୍କ ନିକଟରେ ତାଙ୍କ ଅମର ଆତ୍ମା ର ଶାନ୍ତି ଓ ସଦଗତି ନିମନ୍ତେ ମୋର ପ୍ରାର୍ଥନା।🙏 ଓଁ ଶାନ୍ତି!🙏 #RajendraDholakia #Nuapada #Odisha #India

ପବିତ୍ର ବିଶ୍ଵକର୍ମା ପୂଜା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ।🙏 Lord Vishwakarma craft our life divinely,Sculpt it to perfection & Engineer it to function smoothly.🙏 #VishwakarmaPuja #Sambalpur #SambalpurCity #Odisha #India

ପବିତ୍ର ବିଶ୍ଵକର୍ମା ପୂଜା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ।🙏
Lord Vishwakarma craft our life divinely,Sculpt it to perfection &amp; Engineer it to function smoothly.🙏
#VishwakarmaPuja #Sambalpur #SambalpurCity #Odisha #India
Siddharth Das (@siddharthdas_11) 's Twitter Profile Photo

ମୋର ଘନିଷ୍ଠ ବନ୍ଧୁ,ବରିଷ୍ଠ ରାଜନେତା, ସୁନ୍ଦରଗଡ଼ ଜିଲ୍ଲା ର ବୀରମିତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ରୁ ୪ଥର ର ବିଧାୟକ ହୋଇଥିବା ଶ୍ରୀ ଜର୍ଜ ତିର୍କୀଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ମର୍ମାହତ। ଜର୍ଜ ତିର୍କୀଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି। ଓଁ ଶାନ୍ତି🙏#GeorgeTirkey

ପବିତ୍ର ମହାଳୟା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମା' ଙ୍କ ଆଶୀର୍ବାଦ ଆମ ସମସ୍ତଙ୍କ ଜୀବନରେ ସୁଖ,ଶାନ୍ତି ଓ ସମୃଦ୍ଧି ଆଣିଦେଉ।🙏 ଜୟ ମାଁ ଦୁର୍ଗା🙏 ଜୟ ମାଁ ସମଲେଶ୍ୱରୀ🙏 ଜୟ ମାଁ ପାଟଣେଶ୍ୱରୀ🙏 #Mahalaya #Sambalpur #Odisha #India #JaiMaaDurga #JaiMaaSamaleswari #JaiMaaPatneswari

ପବିତ୍ର ମହାଳୟା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମା' ଙ୍କ ଆଶୀର୍ବାଦ ଆମ ସମସ୍ତଙ୍କ ଜୀବନରେ ସୁଖ,ଶାନ୍ତି ଓ ସମୃଦ୍ଧି ଆଣିଦେଉ।🙏
ଜୟ ମାଁ ଦୁର୍ଗା🙏
ଜୟ ମାଁ ସମଲେଶ୍ୱରୀ🙏
ଜୟ ମାଁ ପାଟଣେଶ୍ୱରୀ🙏
#Mahalaya #Sambalpur #Odisha #India #JaiMaaDurga #JaiMaaSamaleswari #JaiMaaPatneswari