Biju Janata Dal (@bjd_odisha) 's Twitter Profile
Biju Janata Dal

@bjd_odisha

The Official handle of Biju Janata Dal, Odisha. Join us on : bjdodisha.org.in

ID: 1660202095

calendar_today10-08-2013 13:53:35

22,22K Tweet

393,393K Takipçi

35 Takip Edilen

Biju Janata Dal (@bjd_odisha) 's Twitter Profile Photo

'ଓଡ଼ିଆ ଭାଗବତ'ର ରଚୟିତା ତଥା ପଞ୍ଚସଖାଙ୍କ ମଧ୍ୟରେ ଅନ୍ୟତମ ସାରସ୍ୱତ ସାଧକ ଅତିବଡ଼ି ଜଗନ୍ନାଥ ଦାସଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି। ଓଡ଼ିଆ ଭାଷା, ସାହିତ୍ୟରେ ଅନେକ କାଳଜୟୀ ରଚନା ମାଧ୍ୟମରେ ଜନଜୀବନକୁ ସମୃଦ୍ଧ ତଥା ଶୃଙ୍ଖଳିତ କରିବାରେ ତାଙ୍କର ଅମୂଲ୍ୟ ଯୋଗଦାନ ସର୍ବଦା ସ୍ମରଣୀୟ।

କେନ୍ଦ୍ରାପଡ଼ା ପାଇଁ ସମର୍ପିତ ବିଜୁ ଜନତା ଦଳ। ମହାକାଳପଡ଼ାର ନେତୃବୃନ୍ଦଙ୍କ ସମେତ ଜିଲ୍ଲା ପରିଷଦ ସଦସ୍ୟ ଓ ସରପଞ୍ଚମାନଙ୍କୁ ସଭାପତି ଶ୍ରୀ Naveen Patnaik ଭେଟିଛନ୍ତି। ବିଜେପିର ମିଥ୍ୟା ପ୍ରତିଶ୍ରୁତିକୁ ତୃଣମୂଳସ୍ତରରେ ପହଞ୍ଚାଇବାକୁ ବରିଷ୍ଠ ନେତା ଅତନୁ ସବ୍ୟସାଚୀଙ୍କ ନେତୃତ୍ୱରେ ଆସିଥିବା ପ୍ରମୁଖ ସଦସ୍ୟଙ୍କୁ ସଭାପତି ପରାମର୍ଶ

କେନ୍ଦ୍ରାପଡ଼ା ପାଇଁ ସମର୍ପିତ ବିଜୁ ଜନତା ଦଳ।

ମହାକାଳପଡ଼ାର ନେତୃବୃନ୍ଦଙ୍କ ସମେତ ଜିଲ୍ଲା ପରିଷଦ ସଦସ୍ୟ ଓ ସରପଞ୍ଚମାନଙ୍କୁ ସଭାପତି ଶ୍ରୀ <a href="/Naveen_Odisha/">Naveen Patnaik</a> ଭେଟିଛନ୍ତି। ବିଜେପିର ମିଥ୍ୟା ପ୍ରତିଶ୍ରୁତିକୁ ତୃଣମୂଳସ୍ତରରେ ପହଞ୍ଚାଇବାକୁ ବରିଷ୍ଠ ନେତା ଅତନୁ ସବ୍ୟସାଚୀଙ୍କ ନେତୃତ୍ୱରେ ଆସିଥିବା ପ୍ରମୁଖ ସଦସ୍ୟଙ୍କୁ ସଭାପତି ପରାମର୍ଶ
Biju Janata Dal (@bjd_odisha) 's Twitter Profile Photo

ବିଜୁ ଯୁବ ଜନତା ଦଳ ସଶକ୍ତ ହେଉଛି, ଓଡ଼ିଶାର ସ୍ଵାର୍ଥ ପାଇଁ ଲଢେଇ ଜୋରଦାର ହେଉଛି। ବିଜେଡି ବ୍ୟକ୍ତି ନୁହେଁ ଆଦର୍ଶ ଉପରେ ପ୍ରତିଷ୍ଠିତ। ଶଙ୍ଖ ଭବନରେ ଆୟୋଜିତ ସମାବେଶରେ ସଭାପତି ଶ୍ରୀ Naveen Patnaik ଙ୍କ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆହ୍ଵାନ, ସମସ୍ତଙ୍କ ଭିତରେ ଉତ୍ସାହ ଭରିଛି। #BJDWithOdisha

Biju Janata Dal (@bjd_odisha) 's Twitter Profile Photo

ଯୁବଶକ୍ତି ଏକ ହେଉଛି, ଓଡ଼ିଶାବାସୀଙ୍କ ପାଇଁ ହକର ଲଢେଇ ଜୋରଦାର ହେଉଛି। ବିଜେପି ସରକାରର ମିଥ୍ୟା ପ୍ରତିଶ୍ରୁତି ଓ ଜନତାଙ୍କୁ ପ୍ରତାରଣାର ଦୃଢ଼ ଜବାବ ମିଳିବ, ସଭାପତି ଶ୍ରୀ Naveen Patnaik ଙ୍କ ଆହ୍ଵାନରେ ଯୁବସମାଜ ଆଗେଇ ଆସିବ। #BJDWithOdisha #BJD4Odisha

ଯୁବଶକ୍ତି ଏକ ହେଉଛି, ଓଡ଼ିଶାବାସୀଙ୍କ ପାଇଁ ହକର ଲଢେଇ ଜୋରଦାର ହେଉଛି। ବିଜେପି ସରକାରର ମିଥ୍ୟା ପ୍ରତିଶ୍ରୁତି ଓ ଜନତାଙ୍କୁ ପ୍ରତାରଣାର ଦୃଢ଼ ଜବାବ ମିଳିବ, ସଭାପତି ଶ୍ରୀ <a href="/Naveen_Odisha/">Naveen Patnaik</a> ଙ୍କ ଆହ୍ଵାନରେ ଯୁବସମାଜ ଆଗେଇ ଆସିବ।

#BJDWithOdisha
#BJD4Odisha
Biju Janata Dal (@bjd_odisha) 's Twitter Profile Photo

ସତ୍ୟବାଦୀବାସୀଙ୍କ ସେବାରେ ବିଜୁ ଜନତା ଦଳ। ପୂର୍ବତନ ବିଧାୟକ ଶ୍ରୀ ଉମାକାନ୍ତ ସାମନ୍ତରାୟଙ୍କ ସହ ନିର୍ବାଚନମଣ୍ଡଳୀର ନେତୃବୃନ୍ଦ, ଅଧ୍ୟକ୍ଷ ଓ ସରପଞ୍ଚମାନଙ୍କୁ ସଭାପତି ଶ୍ରୀ Naveen Patnaik ଭେଟିଛନ୍ତି। ଏକାଠି ହୋଇ ତୃଣମୂଳସ୍ତରରେ ଦଳ ପାଇଁ କାମ କରିବା ସହ ବିଜେପିର ମିଥ୍ୟା ପ୍ରତିଶ୍ରୁତି ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ

Biju Janata Dal (@bjd_odisha) 's Twitter Profile Photo

ବିଜେପିର ମିଛ ପ୍ରତିଶ୍ରୁତି ଓ ପ୍ରତାରଣା ବିରୋଧରେ ଲଢ଼େଇ ହେଉଛି ଜୋରଦାର। ଗତ ନିର୍ବାଚନରେ ବିଜେପିରୁ ଆସି ବିଜେଡିରେ ସାମିଲ ହୋଇଥିବା ୧୪ ଜଣ ପ୍ରମୁଖ ନେତୃତ୍ୱଙ୍କୁ ସଭାପତି ଶ୍ରୀ Naveen Patnaik ଭେଟିଛନ୍ତି। ବିଜେପିର ମିଛ ପ୍ରଲୋଭନ ବିଷୟରେ ଲୋକଙ୍କୁ ସଚେତନ କରିବା ଏବଂ ତୃଣମୂଳସ୍ତରରେ ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ସଭାପତି

Biju Janata Dal (@bjd_odisha) 's Twitter Profile Photo

ସରକାରୀ କାର୍ଯ୍ୟକ୍ରମରେ ବିଜେପି ନେତାଙ୍କୁ ସାମିଲ କରିବାକୁ ଜିଲ୍ଲାର ମୁଖ୍ୟ ପ୍ରଶାସନିକ ଅଧିକାରୀଙ୍କୁ ଦିଆଯାଉଛି ଖୋଲାଖୋଲି ନିର୍ଦ୍ଦେଶ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମାଲକାନଗିରିର ଜିଲ୍ଲାପାଳ ଏବଂ ଏସପିଙ୍କୁ ଜାରି ହୋଇଥିବା ଚିଠି ବିଜେପି ସରକାରର ଅସଲ ମୁଖା ଖୋଲି ଦେଇଛି। #BJPAntiOdisha

ବିଶିଷ୍ଟ ଗାନ୍ଧିବାଦୀ ସର୍ବୋଦୟ ନେତା ଶଙ୍କର ସନୟାଲ ସଭାପତି ଶ୍ରୀ Naveen Patnaik ଙ୍କୁ ଭେଟିଛନ୍ତି। ବିଭିନ୍ନ ସାମ୍ପ୍ରତିକ ବିଷୟରେ ଦୁହେଁ ଆଲୋଚନା କରିବା ସହ ସଭାପତି ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ ଜୀବନ କାମନା କରିଛନ୍ତି। #Odisha

ବିଶିଷ୍ଟ ଗାନ୍ଧିବାଦୀ ସର୍ବୋଦୟ ନେତା ଶଙ୍କର ସନୟାଲ ସଭାପତି ଶ୍ରୀ <a href="/Naveen_Odisha/">Naveen Patnaik</a> ଙ୍କୁ ଭେଟିଛନ୍ତି। ବିଭିନ୍ନ ସାମ୍ପ୍ରତିକ ବିଷୟରେ ଦୁହେଁ ଆଲୋଚନା କରିବା ସହ ସଭାପତି ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ ଜୀବନ କାମନା କରିଛନ୍ତି। #Odisha
Biju Janata Dal (@bjd_odisha) 's Twitter Profile Photo

ଜଗତସିଂହପୁରବାସୀଙ୍କ ଅଧିକାର ପାଇଁ ଏକାଠି ହୋଇ ଲଢିବ ବିଜୁ ଜନତା ଦଳ। ଜିଲ୍ଲାର ନେତୃବୃନ୍ଦଙ୍କ ସମେତ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ସହ ସଭାପତି ଶ୍ରୀ Naveen Patnaik ଭେଟି ଆଲୋଚନା କରିଛନ୍ତି। ତୃଣମୂଳସ୍ତରରେ ସଙ୍ଗଠନକୁ ମଜଭୁତ କରିବା ସହିତ ଏକ୍ ହୋଇ ଜନତାଙ୍କ ଅଧିକାର ପାଇଁ ଲଢେଇ କରିବାକୁ ସଭାପତି ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।

Biju Janata Dal (@bjd_odisha) 's Twitter Profile Photo

ହିନ୍ଦୋଳବାସୀଙ୍କ ହକ୍ ପାଇଁ ଲଢେଇ ହେବ ଜୋରଦାର। ସଭାପତି ଶ୍ରୀ Naveen Patnaik ଙ୍କୁ ଏନ୍ଏସିର ସଦସ୍ୟ ଓ ନେତୃବୃନ୍ଦ ଭେଟିଛନ୍ତି। ଲୋକଙ୍କ ସେବା ପାଇଁ ପ୍ରତିଟି ସ୍ତରରେ ଉଦ୍ୟମ ଜାରି ରଖିବାକୁ ସଭାପତି ପରାମର୍ଶ ଦେଇଛନ୍ତି। #BJDWithOdisha #BJD4Odisha

Biju Janata Dal (@bjd_odisha) 's Twitter Profile Photo

ଦେବଗଡ଼ବାସୀଙ୍କ ପାଇଁ ଦଳ ସବୁବେଳେ ସମର୍ପିତ। ନିର୍ବାଚନମଣ୍ଡଳୀର ନେତୃବୃନ୍ଦ ସଭାପତି ଶ୍ରୀ Naveen Patnaik ଙ୍କୁ ଭେଟିଛନ୍ତି। ତୃଣମୂଳସ୍ତରରେ ସମସ୍ତେ ଏକ ହୋଇ ଲୋକଙ୍କ ଅଧିକାର ପାଇଁ ଲଢ଼େଇ କରିବାକୁ ସଭାପତି ପରାମର୍ଶ ଦେଇଛନ୍ତି। #BJDWithOdisha #BJD4Odisha

Biju Janata Dal (@bjd_odisha) 's Twitter Profile Photo

Humble tributes to distinguished engineer, Bharat Ratna and statesman M. #Visvesvaraya on his birth anniversary. May his high ideals and pioneering work in the field of engineering inspire all engineers of our country to dedicate themselves to nation building. #EngineersDay

ପବିତ୍ର ବିଶ୍ୱକର୍ମା ପୂଜାର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରଭୁ ବିଶ୍ୱକର୍ମାଙ୍କ ଆଶୀର୍ବାଦ ନୂଆ ଜ୍ଞାନର ଆଲୋକ ଆଲୋକିତ କରିବା ସହ ଜୀବନକୁ ମଙ୍ଗଳମୟ କରୁ। #ViswakarmaPuja

Warm wishes and greetings to all on #EidMiladUnNabi, the birthday of Prophet Muhammad. May his teachings of compassion, humanity, tolerance and universal brotherhood guide us to a peaceful world.

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଓ କୋଇଲା ରୟାଲିଟି ସଂଶୋଧନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଅନ୍ତୁ ମୁଖ୍ୟମନ୍ତ୍ରୀ। କୋଇଲା ରୟାଲିଟି ସଂଶୋଧନ ନ'ହେବାରୁ ଓଡ଼ିଶା ବାର୍ଷିକ ୧୦ ହଜାର କୋଟି ଟଙ୍କା ହରାଉଛି। ଗତ ମାସରେ କେନ୍ଦ୍ର ଆଇନ ମନ୍ତ୍ରୀ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ସଂସଦରେ କହି

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଓ କୋଇଲା ରୟାଲିଟି ସଂଶୋଧନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଅନ୍ତୁ ମୁଖ୍ୟମନ୍ତ୍ରୀ। 
 
କୋଇଲା ରୟାଲିଟି ସଂଶୋଧନ ନ'ହେବାରୁ ଓଡ଼ିଶା ବାର୍ଷିକ ୧୦ ହଜାର କୋଟି ଟଙ୍କା ହରାଉଛି। 
 
ଗତ ମାସରେ କେନ୍ଦ୍ର ଆଇନ ମନ୍ତ୍ରୀ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ସଂସଦରେ କହି
Biju Janata Dal (@bjd_odisha) 's Twitter Profile Photo

ସୁଭଦ୍ରା ଯୋଜନା ନାଁରେ ଓଡ଼ିଶାର ମହିଳାଙ୍କୁ ପ୍ରବଞ୍ଚନା କରିଛି ବିଜେପି। ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ଭୁଲିଯାଇଛି ବିଜେପି। ବିଭିନ୍ନ ମାନଦଣ୍ଡ ଯୋଗୁଁ ଯୋଜନାରୁ ରାଜ୍ୟର ଅନେକ ମହିଳା ବାଦ୍ ପଡ଼ିବେ ବୋଲି ଦଳର ନେତ୍ରୀ ଲୋପାମୁଦ୍ରା ବକ୍ସିପାତ୍ର କହିଛନ୍ତି। #BJPAntiOdisha

ସୁଭଦ୍ରା ଯୋଜନା ନାଁରେ ଓଡ଼ିଶାର ମହିଳାଙ୍କୁ ପ୍ରବଞ୍ଚନା କରିଛି ବିଜେପି। 
 
ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ଭୁଲିଯାଇଛି ବିଜେପି। 
 
ବିଭିନ୍ନ ମାନଦଣ୍ଡ ଯୋଗୁଁ ଯୋଜନାରୁ ରାଜ୍ୟର ଅନେକ ମହିଳା ବାଦ୍ ପଡ଼ିବେ ବୋଲି ଦଳର ନେତ୍ରୀ ଲୋପାମୁଦ୍ରା ବକ୍ସିପାତ୍ର କହିଛନ୍ତି। #BJPAntiOdisha
Biju Janata Dal (@bjd_odisha) 's Twitter Profile Photo

ବିଜେପି ଇତିହାସକୁ ବିକୃତ କରିବାର ହୀନ ଉଦ୍ୟମ କରୁଛି। ମହାମନିଷୀଙ୍କୁ ଅପବାଦରେ ପକାଉଛି ବିଜେପି। ପ୍ରଧାନମନ୍ତ୍ରୀଙ୍କ ଆଗରେ ଓଡ଼ିଶାରେ ଇନଷ୍ଟିଚ୍ୟୁଟ୍ ଅଫ୍ ଏମିନେନ୍ସ ସ୍ଥାପନ କରିବାକୁ ବିଜେପି ଦାବି ରଖିବ କି ବୋଲି ଦଳର ମୁଖପାତ୍ର ଡଃ ଲେନିନ୍ ମହାନ୍ତି ପ୍ରଶ୍ନ କରିଛନ୍ତି। #BJPAntiOdisha

ବିଜେପି ଇତିହାସକୁ ବିକୃତ କରିବାର ହୀନ ଉଦ୍ୟମ କରୁଛି।

ମହାମନିଷୀଙ୍କୁ ଅପବାଦରେ ପକାଉଛି ବିଜେପି।

ପ୍ରଧାନମନ୍ତ୍ରୀଙ୍କ ଆଗରେ ଓଡ଼ିଶାରେ ଇନଷ୍ଟିଚ୍ୟୁଟ୍ ଅଫ୍ ଏମିନେନ୍ସ ସ୍ଥାପନ କରିବାକୁ ବିଜେପି ଦାବି ରଖିବ କି ବୋଲି ଦଳର ମୁଖପାତ୍ର ଡଃ ଲେନିନ୍ ମହାନ୍ତି ପ୍ରଶ୍ନ କରିଛନ୍ତି। #BJPAntiOdisha
Biju Janata Dal (@bjd_odisha) 's Twitter Profile Photo

ଗତ ୧୦ ବର୍ଷରେ ଓଡ଼ିଶାର ବିକାଶକୁ କେନ୍ଦ୍ର ଅଗ୍ରାଧିକାର ନୁହେଁ, ବରଂ ଅବହେଳା କରିଛନ୍ତି। ଆନ୍ଧ୍ର ଓ ବିହାରକୁ ସ୍ୱତନ୍ତ୍ର ଅନୁଦାନ, କିନ୍ତୁ ୨୦ ସାଂସଦ ଜିତିଥିବା ଓଡ଼ିଶାକୁ ହେଉଛି ଅଣଦେଖା। ରାଜ୍ୟ ଖଣିଜ ଟିକସ ବିରୋଧରେ କେନ୍ଦ୍ର ସରକାରଙ୍କ ରିଭ୍ୟୁ ପିଟିସନ ପ୍ରତ୍ୟାହାର ପାଇଁ ଓଡ଼ିଶାର ବିଜେପି ନେତାମାନେ ମୁହଁ ଖୋଲୁନାହାନ୍ତି

ଗତ ୧୦ ବର୍ଷରେ ଓଡ଼ିଶାର ବିକାଶକୁ କେନ୍ଦ୍ର ଅଗ୍ରାଧିକାର ନୁହେଁ, ବରଂ ଅବହେଳା କରିଛନ୍ତି।

ଆନ୍ଧ୍ର ଓ ବିହାରକୁ ସ୍ୱତନ୍ତ୍ର ଅନୁଦାନ, କିନ୍ତୁ ୨୦ ସାଂସଦ ଜିତିଥିବା ଓଡ଼ିଶାକୁ ହେଉଛି ଅଣଦେଖା।

ରାଜ୍ୟ ଖଣିଜ ଟିକସ ବିରୋଧରେ କେନ୍ଦ୍ର ସରକାରଙ୍କ ରିଭ୍ୟୁ ପିଟିସନ ପ୍ରତ୍ୟାହାର ପାଇଁ ଓଡ଼ିଶାର ବିଜେପି ନେତାମାନେ ମୁହଁ ଖୋଲୁନାହାନ୍ତି