Bikash Patra (@bikash_oficial) 's Twitter Profile
Bikash Patra

@bikash_oficial

Be Realistic

ID: 1201504854406860806

calendar_today02-12-2019 14:14:28

902 Tweet

250 Takipçi

651 Takip Edilen

Bikash Patra (@bikash_oficial) 's Twitter Profile Photo

Even after repeated requests/complaints, the garbage collector from BMC is not heeding it. This is very unfortunate. Please take action accordingly. BMC Mayor BBSR Sulochana Das goo.gl/maps/SupH2vwmL…

Motivational Panktiyaan (@mpanktiya) 's Twitter Profile Photo

बेहतरीन उपाय, जब नगर निगम गड्ढे न भरे तो उसमें पेड़ लगा दो...

बेहतरीन उपाय, जब नगर निगम गड्ढे न भरे
तो उसमें पेड़ लगा दो...
Bikash Patra (@bikash_oficial) 's Twitter Profile Photo

International research says that #Pharmacists are best at treating minor illnesses. Able to provide good treatment at low cost. Government of India should also give priority to pharmacists for the benefit of the poor people of the society. Ministry of Health NHMINDIA Narendra Modi

International research says that #Pharmacists are best at treating minor illnesses. Able to provide good treatment at low cost. Government of India should also give priority to pharmacists for the benefit of the poor people of the society. <a href="/MoHFW_INDIA/">Ministry of Health</a> <a href="/NHMINDIA1/">NHMINDIA</a> <a href="/narendramodi/">Narendra Modi</a>
Bikash Patra (@bikash_oficial) 's Twitter Profile Photo

ବ୍ୟକ୍ତିକୈନ୍ଦ୍ରିକ ଏକ ଅଭିଶାପ।।। ପରିବାର,ଅନୁଷ୍ଠାନ,ଦଳ, ରାଷ୍ଟ୍ର ଅଥବା ଯେ କୌଣସି କ୍ଷେତ୍ରରେ ବ୍ୟତିକୈନ୍ଦ୍ରିକ କେବେ ବି ଗ୍ରହଣୀୟ ନୁହେଁ। ବ୍ୟକ୍ତିକୈନ୍ଦ୍ରିକ ଚିନ୍ତାଧାରା ସର୍ବଦା ବିନାଶ ରେ ହିଁ ଲକ୍ଷ୍ୟ ପ୍ରାପ୍ତି ହୁଏ। ମୁଁ ସର୍ବ ମୁଁ ଶକ୍ତିମାନ । ମୁଁ ହିଁ ହର୍ତ୍ତା ମୁଁ ହିଁ ବିଧାତା। ଏ ମୁଁ ହିଁ ପରିସମାପ୍ତି ।

Bikash Patra (@bikash_oficial) 's Twitter Profile Photo

ଯେଉଁ ଶବ୍ଦ ର କୌଣସି ସୀମା ନାହିଁ।। ପୃଥିବୀର କୌଣସି ଶବ୍ଦ ନାହିଁ ଏ ଛୋଟ ଶବ୍ଦ କୁ ବ୍ୟାଖ୍ୟା କରିବା ପାଇଁ।। ମୋ ଭାଗ୍ୟରେ ଗୋଟିଏ ହେଲେବି ଅଭାବ ନଥାନ୍ତା... ଯଦି ମୋ ଭାଗ୍ୟ ଲେଖିବାର ଅଧିକାର ମୋ ବାପା ଙ୍କୁ ଦିଆଯାଇଥାନ୍ତା ❣️ ବାପା ଏକ ଶବ୍ଦ ନୁହେଁ , ବାପା ତ୍ୟାଗର ପ୍ରତୀକ।। ।।।ବାପା।।।

Bikash Patra (@bikash_oficial) 's Twitter Profile Photo

#ରେଭେନ୍ସା ନାମ ପରିବର୍ତ୍ତନ କଣ ଏକ ସ୍ପୃହା ରେ ସୀମିତ ,ଭାବାବେଗ ସହ ଖେଳ ନୁହେଁ ତ?? Dr Sudhanshu Sarangi

#ରେଭେନ୍ସା ନାମ ପରିବର୍ତ୍ତନ କଣ ଏକ ସ୍ପୃହା ରେ ସୀମିତ ,ଭାବାବେଗ ସହ ଖେଳ ନୁହେଁ ତ??

<a href="/SarangiSudhansu/">Dr Sudhanshu Sarangi</a>
Bikash Patra (@bikash_oficial) 's Twitter Profile Photo

#ଅଶ୍ରୁଳ_ଶ୍ରଦ୍ଧାଞ୍ଜଳି ଗୋଟେ ଯୁଗ ର ଅବସାନ।ବିଶିଷ୍ଟ ଶିଳ୍ପପତି,ଟାଟା ଗ୍ରୁପ ଅଧ୍ୟକ୍ଷ ରତନ ଟାଟାଙ୍କ ଦେହାନ୍ତ ଖବର ଶୁଣି ସମଗ୍ର ବିଶ୍ଵ ସ୍ତବ୍ଧ।ତାଙ୍କର ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ତଥା ପରୋପକାର ମନୋଭାବ ସାରା ବିଶ୍ୱରେ ଅଗଣିତ ଜୀବନକୁ ପ୍ରଭାବିତ କରିଛି | ଜୟ ଜଗନ୍ନାଥ #ratantata

Bikash Patra (@bikash_oficial) 's Twitter Profile Photo

ଓଡ଼ିଶା ର ଜନନାୟକ ତଥା ଲୋକପ୍ରିୟ ପୂର୍ବତନ ମୁଖ୍ୟମନ୍ତ୍ରୀ Naveen Patnaik ସାର୍ ଙ୍କୁ ଜନ୍ମଦିନ ର ହାର୍ଦିକ ଶୁଭେଛା ଓ ଅଭିନନ୍ଦନ।

Bikash Patra (@bikash_oficial) 's Twitter Profile Photo

ଅଭି ନା ଯାଓ ଛୋଡ କର, କେ ଦିଲ୍ ଅଭି ଭରା ନେହିଁ।।। ଭାରତୀୟ ସଙ୍ଗୀତ ଜଗତର ଅନ୍ୟତମ ଶ୍ରେଷ୍ଠ କଣ୍ଠଶିଳ୍ପୀ, ପଦ୍ମବିଭୂଷଣ ଆଶା ଭୋସଲେଙ୍କ ପରଲୋକ।। #ashabhosle

ଅଭି ନା ଯାଓ ଛୋଡ କର,
କେ ଦିଲ୍ ଅଭି ଭରା ନେହିଁ।।।

ଭାରତୀୟ ସଙ୍ଗୀତ ଜଗତର ଅନ୍ୟତମ ଶ୍ରେଷ୍ଠ କଣ୍ଠଶିଳ୍ପୀ, ପଦ୍ମବିଭୂଷଣ ଆଶା ଭୋସଲେଙ୍କ ପରଲୋକ।। #ashabhosle