
Abhishek Behera.
@abhishe79587568
ସନ୍ମାର୍ଗରେ ଅଭିପ୍ରେରିତ ଜୀବନ..CU'25🎓Love to write...🖊️
Social Activist
@SATTVIC_SOUL
ID: 1181403492151283712
https://litan6214.wixsite.com/abhishekbehera-1 08-10-2019 02:58:49
200 Tweet
300 Takipçi
701 Takip Edilen


CMO Odisha Dr. Krushna Chandra Mahapatra TP Northern Odisha Distribution Limited ଆମ ଘରଟି ମୟୂରଭଞ୍ଜ, ବାରିପଦା,ତକତପୁର ଅଞ୍ଚଳର ୱାର୍ଡ ନମ୍ବର ୨୩! ଘର ବାଡ଼ି ଭିତରେ ଗୋଟିଏ ୧୧ କେଭି ର ଇଲେକ୍ଟ୍ରିକ ଲାଇନ ପୋଲ ବସିଛି ଏବଂ ଘର ଉପର ଦେଇ ଯାଇଛି ! ଏହି ଲାଇନ୍ ତାର ଆଖପାଖ ୨୦ ଟି ଘର ଉପର ଦେଇ ଯାଇଛି lବର୍ଷା ଘଡଘଡି ସମୟରେ ତାରକୁ ତାର ଯୋଡି ଲାଇନ ସ୍ପାର୍କ ମଧ୍ଯ ହୁଏ !


Energy Odisha ChiefSecyOdisha Collector & District Magistrate Mayurbhanj Ministry of Housing and Urban Affairs H & UD Dept ବାରମ୍ବାର SDO Office ଏବଂ Executive Engineer ଙ୍କ ଦ୍ବାରସ୍ଥ ହେଲାପରେ ମଧ୍ୟ ସେମାନେ କୌଣସି କାର୍ଯ୍ୟକ୍ରମ ନିରାପଦ ପନ୍ଥା ଗ୍ରହଣ କରୁନାହାନ୍ତି 🙏 ଜନବସତି ବିପଦରେ ଅଛି ସାର୍ ଆପଣ ହିଁ ତାଙ୍କୁ ସାହା ଭରସା


TP Northern Odisha Distribution Limited CMO Odisha Dr. Krushna Chandra Mahapatra ଦୁଇ ଦୁଇ ଥର Online ଅଭିଯୋଗ କଲା ପରେ ମଧ୍ୟ ପାଖାପାଖି ଏକ ସପ୍ତାହ ରୁ ଉର୍ଦ୍ଧ SDO ଙ୍କ ଅଫିସ ଓ Executive ଇଞ୍ଜିନିୟର ଙ୍କ ଅଫିସ ଗଲାପରେ ମଧ୍ୟ କୌଣସି କାର୍ଯ୍ୟପନ୍ଥା ଗ୍ରହଣ ନ କରିବା ପରିତାପ ର ବିଷୟ


TP Northern Odisha Distribution Limited Collector & District Magistrate Mayurbhanj CMO Odisha Dr. Krushna Chandra Mahapatra ୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଏହାର କୌଣସି ପ୍ରତିକାର ନ କରାଯିବା ଅତ୍ୟନ୍ତ ଦୁଃଖ ର ବିଷୟ ସାଧାରଣ ଜନତାର ବୈଦୁତିକ ସୁରକ୍ଷା ନେଇ ଓଡ଼ିଶା ରେ କୌଣସି ବ୍ୟବସ୍ଥା ହୋଇନାହିଁ?ଯଦି ଡେଡଲାଇନ ଅଛି ତେବେ ଦୟାକରି ଇଲେକ୍ଟ୍ରି ପୋଲ୍ଟିକୁ ସ୍ଥାନାନ୍ତରଣ କରନ୍ତୁ

TP Northern Odisha Distribution Limited Collector & District Magistrate Mayurbhanj CMO Odisha Dr. Krushna Chandra Mahapatra ୭୨ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଏହାର କୌଣସି ପ୍ରତିକାର ନ କରାଯିବା ଅତ୍ୟନ୍ତ ଦୁଃଖ ର ବିଷୟ ସାଧାରଣ ଜନତାର ବୈଦୁତିକ ସୁରକ୍ଷା ନେଇ ଓଡ଼ିଶା ରେ କୌଣସି ବ୍ୟବସ୍ଥା ହୋଇନାହିଁ ? ସାଧାରଣ ଜନତା ର ମୃତ୍ୟୁ ହେଲେ ଆପଣ ଦାୟୀ ରହିବେ?TP Northern Odisha Distribution Limited


ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ୍ ଅନ୍ତର୍ଗତ ଖଗସା ହାଇସ୍କୁଲରେ ମଧ୍ୟାହ୍ନ ଭୋଜନ ବଣ୍ଟନରେ ଅବ୍ୟବସ୍ଥା ଦେଖା ଦେଇଛି, ପିଲାଙ୍କୁ ମିଳୁନି ସଠିକ ଭାବେ ଖାଦ୍ୟ, ଫଳରେ ଗ୍ରାମବାସୀ କରୁଛନ୍ତି ବିକ୍ଷୋଭ, ଏ ସମସ୍ୟାଟି ପାଇଁ Collector & DM, Balangir ଜିଲ୍ଲାପାଳ ମହୋଦୟ ଦୃଷ୍ଟି ଦେବାକୁ ବିନମ୍ର ଅନୁରୋଧ। Mohan Charan Majhi EducationOdisha Nityananda Gond


ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଏବେ ଟ୍ୱିଟର କର୍ମଶାଳା ଆୟୋଜନ ହୋଇ ଜନ ସଚେତନତା ବ୍ୟାପକ କରାଯାଉଛି। ଆପଣ ଏଥିରେ ସମିଲ ହେବାକୁ ଅନୁରୋଧ। ଶାସକ ଶାସିତଙ୍କ ମଧ୍ୟରେ ସେତୁ ହୋଇ ନିଜ ଅଞ୍ଚଳର ଓ ବ୍ୟକ୍ତିଗତ ସମସ୍ୟା ପ୍ରଶାସନ ପାଖରେ ପହଞ୍ଚାଇବା ଆମର ବର୍ତ୍ତମାନର ପ୍ରଧାନ ସାମାଜିକ ଦାୟିତ୍ୱବୋଧତା ଅଟେ। ଧନ୍ୟବାଦ Chandrasekhar CMO Odisha


ମାନନୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କିଛି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ପାଳନ କରି ଜନସାଧାରଣଙ୍କୁ ସେବା ଯୋଗାଇ ଦେଇଥିବା ସମୟରେ ଅଧିକାଂଶ ଅଧିକାରୀ ଏହାକୁ ପାଳନ କରିନାହାନ୍ତି। ଏଥିପାଇଁ ମନ୍ତ୍ରୀ ମହୋଦୟ ସାଧାରଣ ଜନତାଙ୍କ ହିତରେ କଣ ପଦକ୍ଷେପ ନେବେ ? Dr. Mukesh Mahaling CMO Odisha Governor Odisha


ସାର ମୁଁ Binay Ray at Karanja block Baliapal Balasore ସାର ମୋର ଘର ଉପରେ 11kvଲାଇନ ଯାଇଛି କିନ୍ତୁ ଦୁଃଖର ବିଷୟ ଅନ୍ୟ ବାଟରେ ନିଆନଗଲେ ମୁଁ ଚିର ଉପକୃତ ହେବି ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶକୁ ମାନୁନାହାନ୍ତି କି Tpnodl Balasore Collector & DM Balasore Kanak Vardhan Singh Deo (Modiji Ka Parivar) TP Northern Odisha Distribution Limited Energy Odisha
