
Chandrasekhar
@itzsekhar
Service to mankind is service to God
🙏🏻ଜୟ ଜଗନ୍ନାଥ 🙏🏻🚩
ID: 1755551185120223232
08-02-2024 11:16:51
1,1K Tweet
112 Takipçi
1,1K Takip Edilen


Dear Mr. Raghuram Iyer, IAS, on behalf of Team ATA Official we Welcome you to #Kendrapara District as District Collector & DM. We hope under your leadership Kendrapara will develop in a better way. CMO Odisha Pravati Parida Kanak Vardhan Singh Deo (Modiji Ka Parivar) Collector and District Magistrate Kendrapara🇮🇳 SubcollectorKendrapara


ରାସନ୍ କାର୍ଡରେ ନାମ ଯଥାଶୀଘ୍ର ସଂଯୋଗ କରି ଏବଂ AIIMS ରେ ଟ୍ରିଟମେଣ୍ଟ ହେଉଥିବା ଝିଅକୁ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରୁଛୁ🙏🏻 CMO Odisha Mohan Charan Majhi Krushna Chandra Patra Prithiviraj Harichandan FoodOdisha Sub Collector, Khordha H & FW Dept Odisha Dr. Mukesh Mahaling Pravati Parida ChiefSecyOdisha

Heartfelt congratulations to Divya Deshmukh on clinching the prestigious FIDE Women’s World Cup! At just 19, her poise and brilliance on the board are extraordinary. Both women have made the nation proud! Divya Deshmukh Koneru Humpy #DivyaDeshmukh #KoneruHumpy #womeninchess

ସଡ଼କ ରେ ଏମିତି ବିପଦପୂର୍ଣ୍ଣ,ବେପାରୁଆ ଗାଡି ଚାଳନା ଏବଂ ବିନା ହେଲମେଟରେ ଗାଡି ଧରି ରାସ୍ତା ମଝିରେ reel କରୁଥିବା ଏ ଗାଡି ଚାଳକ ଙ୍କ ଉପରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ | ଗାଡି ନମ୍ବର :OD05BK4537 State Transport Authority, Odisha Home Department, Govt. of Odisha 🇮🇳 AMITABH THAKUR 🇮🇳 Dipti Ranjan patra ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport Bibhuti Bhusan Jena

କେନ୍ଦ୍ରାପଡ଼ା ସହରସାରା ପ୍ରତିଦିନ ବନ୍ଧୁକଧରି ଆତଙ୍କରାଜ ଖେଳାଉଛନ୍ତି। ଉକ୍ତ ଆତଙ୍କରାଜ କୁ ଭିଡିଓ କରି REELS ମାଧ୍ୟମରେ INSTAGRAM ରେ ଛାଡି ସହରବାସୀଙ୍କୁ ଭୟବିତ କରୁଛନ୍ତି। କେନ୍ଦ୍ରାପଡ଼ା ସହରବାସୀ ଘରୁ ବାହାରିବାକୁ ଭୟମନେ କରୁଛନ୍ତି।ତେଣୁ Home Department, Govt. of Odisha କୁ ନିବେଦନ ସହରରେ ଆଇନ ଶୃଙ୍ଖଳା ରକ୍ଷାକରନ୍ତୁ DGP, Odisha OD29M0729

ମାନନୀୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଦେଶ ପରେ ଢେଙ୍କାନାଳ ମୁଖ୍ୟ ସ୍ୱାସ୍ଥ୍ୟ ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଟ୍ୱିଟର/ X ରେ ସକ୍ରିୟ ନାହାନ୍ତି। ଏଥିପାଇଁ ଅନେକ ସମସ୍ୟାର ସମାଧାନ ହୋଇ ପାରୁନାହିଁ। ଲୋକଙ୍କ ସରକାରରେ ଲୋକଙ୍କ ଅଭିଯୋଗ ଶୁଣିବାକୁ ବିଭାଗୀୟ ଅଧିକାରୀଙ୍କୁ ବିଶେଷ ଅନୁରୋଧ। CDM&PHO Dhenkanal Dr. Mukesh Mahaling CMO Odisha

କେନ୍ଦ୍ରାପଡ଼ା ଉତ୍ସବ କୁ ଆମ କେନ୍ଦ୍ରାପଡ଼ା ରେ ମହା ଆଡ଼ମ୍ବରରେ ପାଳନ କରିବାକୁ ଜିଲ୍ଲା ପ୍ରଶାସନ କୁ ନିବେଦନ.... ଜିଲ୍ଲାର ସଂସ୍କୃତି, ପରମ୍ପରା, ଏବଂ ପର୍ଯଟନ କିଛି ଆୟୋଜନ କରିବାକୁ ନିବେଦନ। ରସାବଳି ଷ୍ଟଲ୍ କରାଯାଉ। Mohan Charan Majhi Collector and District Magistrate Kendrapara🇮🇳 SubcollectorKendrapara KENDRAPARA MUNICIPALITY Dr. Krushna Chandra Mahapatra #kendraparautsav9

ଆମେ ବହୁତ ମାତ୍ରାରେ ମର୍ମାହତ,,,😢 ଛଅ ଦିନ ତଳେ ଆମ ଭଉଣୀ ସୁସ୍ଥ ହେବାର କଥା ଆପଣଙ୍କ ପାଖରୁ ଶୁଣି ବହୁତ ମାତ୍ରାରେ ଖିସି ଥିଲୁ। ଏହାର ପ୍ରକୃତ ଉତ୍ତର ଦାୟୀ କିଏ ? ଓଡିଶା ବାସୀଙ୍କ ଦାବି ଏହାର ବିଚାର ବିଭାଗୀୟ ତଦନ୍ତ କରାଯାଉ। ଯାହା ଦ୍ୱାରା ଆମ ଭଉଣୀର ପ୍ରକୃତ ମୃତ୍ୟୁର ରହସ୍ୟ ଉନ୍ମୋଚନ ହୋଇପାରିବ। Governor Odisha CMO Odisha