Srinibas Sahoo (@itssrinibas) 's Twitter Profile
Srinibas Sahoo

@itssrinibas

Awesomeness

ID: 2741896410

calendar_today18-08-2014 11:44:43

718 Tweet

50 Takipçi

2,2K Takip Edilen

Srinibas Sahoo (@itssrinibas) 's Twitter Profile Photo

ନୀଳାଚଳନିବାସାୟ ନିତ୍ୟାୟ ପରମାତ୍ମନେ ବଳଭଦ୍ରସୁଭଦ୍ରାଭ୍ୟାଂ ଜଗନ୍ନାଥାୟ ତେ ନମଃ 🙏

ନୀଳାଚଳନିବାସାୟ ନିତ୍ୟାୟ ପରମାତ୍ମନେ  ବଳଭଦ୍ରସୁଭଦ୍ରାଭ୍ୟାଂ ଜଗନ୍ନାଥାୟ ତେ ନମଃ
🙏
Srinibas Sahoo (@itssrinibas) 's Twitter Profile Photo

ବନସ୍ତେ ଡାକିଲା ଗଜ... ! ବରଷକେ ଥରେ ଆସିଛି ରଜ.... !! ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ଆପଣଙ୍କୁ ତଥା ଆପଣଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା💐 ❤️🙏

ବନସ୍ତେ ଡାକିଲା ଗଜ... !
ବରଷକେ ଥରେ ଆସିଛି ରଜ.... !!

ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ଆପଣଙ୍କୁ ତଥା ଆପଣଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା💐 ❤️🙏
Srinibas Sahoo (@itssrinibas) 's Twitter Profile Photo

ସ୍ଵାଧୀନତା ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। 🇮🇳

Srinibas Sahoo (@itssrinibas) 's Twitter Profile Photo

" ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମପ୍ରଭ, ନିର୍ବିଘ୍ନ କୁରୁମେ ଦେବ ସର୍ବକାର୍ଯ୍ୟସୁ ସର୍ବଦା " ପବିତ୍ର ଗଣେଶ ପୂଜା ଅବସରରେ ସମସ୍ତଙ୍କ ଶୁଭକାମନା

" ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମପ୍ରଭ, ନିର୍ବିଘ୍ନ କୁରୁମେ ଦେବ ସର୍ବକାର୍ଯ୍ୟସୁ ସର୍ବଦା "
ପବିତ୍ର ଗଣେଶ ପୂଜା ଅବସରରେ ସମସ୍ତଙ୍କ ଶୁଭକାମନା
Srinibas Sahoo (@itssrinibas) 's Twitter Profile Photo

I was traveling in this route along with a senior citizen But the bus didn't stop at Rupali Square stoppage. After calling so many times both the staffs didn't respond and behave rudely and dropped us next stoppage.Comprehensive Region Urban Transport H & UD Dept Dr.N.Thirumala Naik

I was traveling in this route along with a senior citizen 
But the bus didn't stop at Rupali Square stoppage. After calling so many times  both the staffs didn't respond and behave rudely and dropped us next stoppage.<a href="/CRUT_BBSR/">Comprehensive Region Urban Transport</a>
<a href="/HUDDeptOdisha/">H & UD Dept</a> <a href="/ThirumalaNaik4/">Dr.N.Thirumala Naik</a>
Srinibas Sahoo (@itssrinibas) 's Twitter Profile Photo

ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ବର । ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମୈଶ୍ରୀ ଗୁରବେ ନମଃ ।। ଆମ ସମାଜକୁ ସତମାର୍ଗରେ ପରିଚାଳିତ କରି ଏକ ସୁସ୍ଥ,ଶାନ୍ତ,ସମୃଦ୍ଧ ଭବିଷ୍ୟତ ଗଢିତୋଳିବା ଦିଗରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସମସ୍ତ ଶିକ୍ଷକ ଏବଂ ଶିକ୍ଷୟିତ୍ରୀମାନଙ୍କୁ ଗୁରୁଦିବସ ଅବସରରେ ମୋର ପ୍ରଣାମ ଓ ଅଭିନନ୍ଦନ ଜଣାଉଛି l

ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ 
ଗୁରୁ ଦେବ ମହେଶ୍ବର ।
ଗୁରୁ ସାକ୍ଷାତ ପରଂବ୍ରହ୍ମ 
ତସ୍ମୈଶ୍ରୀ ଗୁରବେ ନମଃ ।।
ଆମ ସମାଜକୁ ସତମାର୍ଗରେ ପରିଚାଳିତ କରି ଏକ ସୁସ୍ଥ,ଶାନ୍ତ,ସମୃଦ୍ଧ ଭବିଷ୍ୟତ ଗଢିତୋଳିବା ଦିଗରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସମସ୍ତ ଶିକ୍ଷକ ଏବଂ ଶିକ୍ଷୟିତ୍ରୀମାନଙ୍କୁ ଗୁରୁଦିବସ ଅବସରରେ ମୋର ପ୍ରଣାମ ଓ ଅଭିନନ୍ଦନ ଜଣାଉଛି l
Srinibas Sahoo (@itssrinibas) 's Twitter Profile Photo

ପବିତ୍ର ମହାଳୟା ଓ ମା' ଦୂର୍ଗାଙ୍କର ଶୁଭ ଆଗମନ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ମା'ଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଏବଂ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ ଏତିକି ପ୍ରାର୍ଥନା।

ଦୀପଂ ଜ୍ୟୋତି ପରଂବ୍ରହ୍ମ ଦୀପଂ ଜ୍ୟୋତି ଜନାର୍ଦ୍ଦନ ଦୀପଂ ଜ୍ୟୋତି ହରେତ୍ ପାପ ଦୀପଂ ଜ୍ୟୋତି ନମୋଽସ୍ତୁତେ । ଆଲୋକର ପର୍ବ ଦୀପାବଳି ଅବସରରେ ମୋ ପରିବାର ତରଫରୁ ଆପଣଙ୍କୁ ତଥା ଆପଣଙ୍କ ସପରିବାର ଙ୍କୁ ଢେର ସାରା ଶୁଭେଚ୍ଛା ଓ ଶୁଭ କାମନା

ଦୀପଂ ଜ୍ୟୋତି ପରଂବ୍ରହ୍ମ 
ଦୀପଂ ଜ୍ୟୋତି ଜନାର୍ଦ୍ଦନ 
ଦୀପଂ ଜ୍ୟୋତି ହରେତ୍ ପାପ
ଦୀପଂ ଜ୍ୟୋତି ନମୋଽସ୍ତୁତେ ।
ଆଲୋକର ପର୍ବ ଦୀପାବଳି ଅବସରରେ ମୋ ପରିବାର ତରଫରୁ ଆପଣଙ୍କୁ ତଥା ଆପଣଙ୍କ ସପରିବାର ଙ୍କୁ ଢେର ସାରା ଶୁଭେଚ୍ଛା ଓ ଶୁଭ କାମନା
Srinibas Sahoo (@itssrinibas) 's Twitter Profile Photo

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। #KartikaPurnima #କାର୍ତ୍ତିକପୂର୍ଣ୍ଣିମା

Srinibas Sahoo (@itssrinibas) 's Twitter Profile Photo

ଲୋକାଭିରାମଂ ରଣରଙ୍ଗଧୀରଂ ରାଜୀବନେତ୍ରଂ ରଘୁବଂଶନାଥମ୍। କାରୁଣ୍ୟରୂପଂ କରୁଣାକରଂ ତଂ ଶ୍ରୀରାମଚନ୍ଦ୍ରଂ ଶରଣଂ ପ୍ରପଦ୍ୟେ॥ ପ୍ରଭୁ ରାମ ମର୍ଯ୍ୟାଦା ପୁରୁଷୋତ୍ତମ ଅଟନ୍ତି, ଜୀବନର ସମସ୍ତ କ୍ଷେତ୍ରରେ ମର୍ଯ୍ୟାଦାର ପାଳନ କରିବାହିଁ ତାଙ୍କୁ ସତ୍ୟ ଅର୍ଥରେ ସ୍ମରଣ କରିବା ଅଟେ। ସମସ୍ତଙ୍କୁ ପବିତ୍ର ପର୍ବ ରାମନବମୀର ହାର୍ଦ୍ଦିକ ଶୁଭେଚ୍ଛା।🚩

ଲୋକାଭିରାମଂ ରଣରଙ୍ଗଧୀରଂ
ରାଜୀବନେତ୍ରଂ ରଘୁବଂଶନାଥମ୍।
କାରୁଣ୍ୟରୂପଂ କରୁଣାକରଂ ତଂ
ଶ୍ରୀରାମଚନ୍ଦ୍ରଂ ଶରଣଂ ପ୍ରପଦ୍ୟେ॥
ପ୍ରଭୁ ରାମ ମର୍ଯ୍ୟାଦା ପୁରୁଷୋତ୍ତମ ଅଟନ୍ତି, ଜୀବନର ସମସ୍ତ କ୍ଷେତ୍ରରେ ମର୍ଯ୍ୟାଦାର ପାଳନ କରିବାହିଁ ତାଙ୍କୁ ସତ୍ୟ ଅର୍ଥରେ ସ୍ମରଣ କରିବା ଅଟେ।
ସମସ୍ତଙ୍କୁ ପବିତ୍ର ପର୍ବ ରାମନବମୀର ହାର୍ଦ୍ଦିକ ଶୁଭେଚ୍ଛା।🚩