𝙃𝙞𝙢𝙖𝙣𝙨𝙪 𝙎𝙝𝙚𝙠𝙝𝙖𝙧 𝙏𝙧𝙞𝙥𝙖𝙩𝙝𝙮🇮🇳 (@himansu4bharat) 's Twitter Profile
𝙃𝙞𝙢𝙖𝙣𝙨𝙪 𝙎𝙝𝙚𝙠𝙝𝙖𝙧 𝙏𝙧𝙞𝙥𝙖𝙩𝙝𝙮🇮🇳

@himansu4bharat

Ganjam Bibhag Co-coordinator।Former Dist Coordinater Ghumushar , Dist co coordinater Ganjam । Former SEC Member । @ABVPodisha l Article Writer । nationalist ।

ID: 1229392751957028865

linkhttp://abvp.org calendar_today17-02-2020 13:11:04

3,3K Tweet

144 Followers

222 Following

Dipak Behera (@deepakb12625092) 's Twitter Profile Photo

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ମହୋଦୟ ନିଜ ଦ୍ୱାରା ପ୍ରଦତ୍ତ ନିୟମ କୁ ନିଜେ ଖୋଲା ଖୋଲି ଭାବରେ ଉଲ୍ଲଙ୍ଘନ କରୁଛନ୍ତି। ଓ ତାହା ସହିତ ଯୁକ୍ତ ୩ ତୃତୀୟ ବର୍ଷ ର ସମସ୍ତ ଛାତ୍ର ଓ ଛାତ୍ରୀ ମାନଂକୁ ମାନସିକ ଭାବରେ ଆଘାତ ପହଞ୍ଚାଉଛନ୍ତି।ବର୍ତମାନ ପରୀକ୍ଷା ନିୟନ୍ତ୍ରକଙ୍କ ଉପରେ ପ୍ରଶାସନ ତରଫରୁ କଣ କାର୍ଯ୍ୟାନୁଷ୍ଠାନ? ହବ??

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ମହୋଦୟ ନିଜ ଦ୍ୱାରା ପ୍ରଦତ୍ତ ନିୟମ କୁ ନିଜେ ଖୋଲା ଖୋଲି ଭାବରେ ଉଲ୍ଲଙ୍ଘନ କରୁଛନ୍ତି। ଓ ତାହା ସହିତ ଯୁକ୍ତ ୩ ତୃତୀୟ ବର୍ଷ ର ସମସ୍ତ ଛାତ୍ର ଓ ଛାତ୍ରୀ ମାନଂକୁ ମାନସିକ ଭାବରେ ଆଘାତ ପହଞ୍ଚାଉଛନ୍ତି।ବର୍ତମାନ ପରୀକ୍ଷା ନିୟନ୍ତ୍ରକଙ୍କ ଉପରେ ପ୍ରଶାସନ ତରଫରୁ କଣ କାର୍ଯ୍ୟାନୁଷ୍ଠାନ? ହବ??
𝙃𝙞𝙢𝙖𝙣𝙨𝙪 𝙎𝙝𝙚𝙠𝙝𝙖𝙧 𝙏𝙧𝙞𝙥𝙖𝙩𝙝𝙮🇮🇳 (@himansu4bharat) 's Twitter Profile Photo

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ମହୋଦୟ ନିଜ ଦ୍ୱାରା ପ୍ରଦତ୍ତ ଚିଠି କୁ ନିଜେ ଖୋଲା ଖୋଲି ଭାବରେ ଉଲ୍ଲଙ୍ଘନ କରିଛନ୍ତି। ଯଦ୍ୱାରା ଯୁକ୍ତ ୩ ତୃତୀୟ ବର୍ଷର ବିଦ୍ୟାର୍ଥୀଙ୍କୁ ମାନସିକ ଭାବରେ ଚାପ ପହଞ୍ଚାଯାଇଛି।ନିର୍ଧାରିତ ସମୟର 15ଦିନ ପୂର୍ବରୁ ପରୀକ୍ଷା କରାଇବା କାରଣ କଣ ସ୍ବଷ୍ଟ କରନ୍ତୁ । Berhampur University

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ମହୋଦୟ ନିଜ ଦ୍ୱାରା ପ୍ରଦତ୍ତ ଚିଠି କୁ ନିଜେ ଖୋଲା ଖୋଲି ଭାବରେ ଉଲ୍ଲଙ୍ଘନ କରିଛନ୍ତି। ଯଦ୍ୱାରା ଯୁକ୍ତ ୩ ତୃତୀୟ ବର୍ଷର ବିଦ୍ୟାର୍ଥୀଙ୍କୁ ମାନସିକ ଭାବରେ ଚାପ ପହଞ୍ଚାଯାଇଛି।ନିର୍ଧାରିତ ସମୟର 15ଦିନ ପୂର୍ବରୁ ପରୀକ୍ଷା କରାଇବା କାରଣ କଣ ସ୍ବଷ୍ଟ କରନ୍ତୁ ।

Berhampur University
Mohan Charan Majhi (@mohanmodisha) 's Twitter Profile Photo

ନିଯୁକ୍ତି ମେଳା ଆଣୁଛି ନୂଆ ସୁଯୋଗ। ବଦଳୁଛି ଯୁବପିଢ଼ିଙ୍କ ଭାଗ୍ୟ। ବ୍ୟବସ୍ଥା ଆହୁରି କ୍ରିୟାଶୀଳ ହେଉଛି। ବିକାଶ ପଥରେ ଓଡ଼ିଶା ଆଗକୁ ବଢ଼ୁଛି। #Odisha

SansadTV (@sansad_tv) 's Twitter Profile Photo

पहले नंबर पर अपना नाम देखने की खुशी... 5-6 साल की मेहनत के बाद सफलता पाने की खुशी... अपने साथ पूरे परिवार के सपनों को साकार करने की खुशी... कैसा लगता है जब पता चलता है कि आपको #UPSC परीक्षा में पहली रैंक मिली है, #SHAKTIDUBEY से जानिए. #CSE #Motivation #Aspirants

Avilash Panda (𝙈𝙤𝙙𝙞 𝙆𝙖 𝙋𝙖𝙧𝙞𝙫𝙖𝙧) (@pandaavilash) 's Twitter Profile Photo

ଓଡ଼ିଶାର ମହାମହିମ ରାଜ୍ୟପାଳ Dr. Hari Babu Kambhampati ମହୋଦୟଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭକାମନା । ପ୍ରଭୁ ଶ୍ରୀ ନୀଳମାଧବଙ୍କ ନିକଟରେ ଆପଣଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରୁଛି । Governor Odisha

ଓଡ଼ିଶାର ମହାମହିମ ରାଜ୍ୟପାଳ Dr. Hari Babu Kambhampati ମହୋଦୟଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭକାମନା । ପ୍ରଭୁ ଶ୍ରୀ ନୀଳମାଧବଙ୍କ ନିକଟରେ ଆପଣଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରୁଛି ।

Governor Odisha
Avilash Panda (𝙈𝙤𝙙𝙞 𝙆𝙖 𝙋𝙖𝙧𝙞𝙫𝙖𝙧) (@pandaavilash) 's Twitter Profile Photo

माननीय केंद्रीय मंत्री श्री जी. किशन रेड्डी जी को जन्मदिन की हार्दिक बधाई एवं शुभकामनाएँ।महाप्रभु श्री जगन्नाथ जी से आपके उत्तम स्वास्थ्य, दीर्घायु जीवन की कामना करता हूँ।💐 G Kishan Reddy

माननीय केंद्रीय मंत्री श्री जी. किशन रेड्डी जी को जन्मदिन की हार्दिक बधाई एवं शुभकामनाएँ।महाप्रभु श्री जगन्नाथ जी से आपके उत्तम स्वास्थ्य, दीर्घायु जीवन की कामना करता हूँ।💐

G Kishan Reddy
𝙃𝙞𝙢𝙖𝙣𝙨𝙪 𝙎𝙝𝙚𝙠𝙝𝙖𝙧 𝙏𝙧𝙞𝙥𝙖𝙩𝙝𝙮🇮🇳 (@himansu4bharat) 's Twitter Profile Photo

ରାଜ୍ୟରେ ସ୍ୱଚ୍ଛ ଶାସନକୁ ୧ ବର୍ଷ ପୂରଣ ହୋଇଛି l ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଜୀଙ୍କ ନେତୃତ୍ବରେ ସରକାର ଏକ ବର୍ଷ ମଧ୍ୟରେ କୃଷକ, ମହିଳା,ଯୁବଶକ୍ତିଙ୍କ ନିମନ୍ତେ ଅନେକ କାର୍ଯ୍ୟପନ୍ଥା ଗ୍ରହଣ କରିଛନ୍ତି ଏହି ଅବସରରେ ମୋର ଲେଖା .. #BarsaEkUpalabdhiAnek

ରାଜ୍ୟରେ ସ୍ୱଚ୍ଛ ଶାସନକୁ ୧ ବର୍ଷ ପୂରଣ ହୋଇଛି l ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi  ଜୀ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi  ଜୀଙ୍କ ନେତୃତ୍ବରେ  ସରକାର ଏକ ବର୍ଷ ମଧ୍ୟରେ କୃଷକ, ମହିଳା,ଯୁବଶକ୍ତିଙ୍କ ନିମନ୍ତେ ଅନେକ କାର୍ଯ୍ୟପନ୍ଥା ଗ୍ରହଣ କରିଛନ୍ତି
ଏହି ଅବସରରେ ମୋର ଲେଖା ..
#BarsaEkUpalabdhiAnek
𝙃𝙞𝙢𝙖𝙣𝙨𝙪 𝙎𝙝𝙚𝙠𝙝𝙖𝙧 𝙏𝙧𝙞𝙥𝙖𝙩𝙝𝙮🇮🇳 (@himansu4bharat) 's Twitter Profile Photo

ଜନସଂଘ(ଭାରତୀୟ ଜନତା ପାର୍ଟି)ର ମୂଳଦୁଆ ପକାଇଥିବା ମହାନ ଜନନାୟକ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ଅବସରରେ ତାଙ୍କର ଆଦର୍ଶ ଜୀବନକୁ ଉପସ୍ଥାପନ କରିଛି ।ଶ୍ରୁତି ଖବରକାଗଜରେ ପ୍ରକାଶିତ ମୋର ଲେଖା ନିଶ୍ଚୟ ପଢିବାକୁ ଅନୁରୋଧ #syamaprasadmukherjee #बलिदान_दिवस Suryabanshi Suraj Bhai

ଜନସଂଘ(ଭାରତୀୟ ଜନତା ପାର୍ଟି)ର ମୂଳଦୁଆ ପକାଇଥିବା ମହାନ ଜନନାୟକ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ଅବସରରେ ତାଙ୍କର ଆଦର୍ଶ ଜୀବନକୁ ଉପସ୍ଥାପନ କରିଛି ।ଶ୍ରୁତି ଖବରକାଗଜରେ ପ୍ରକାଶିତ ମୋର ଲେଖା ନିଶ୍ଚୟ ପଢିବାକୁ ଅନୁରୋଧ
#syamaprasadmukherjee
#बलिदान_दिवस

Suryabanshi Suraj Bhai
𝙃𝙞𝙢𝙖𝙣𝙨𝙪 𝙎𝙝𝙚𝙠𝙝𝙖𝙧 𝙏𝙧𝙞𝙥𝙖𝙩𝙝𝙮🇮🇳 (@himansu4bharat) 's Twitter Profile Photo

ସାମ୍ପ୍ରତିକ ଓଡ଼ିଶା ରାଜନୀତି ପରିସ୍ଥିତିକୁ ନେଇ 'ଆମ ଘର ହାଲଚାଲ' ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନିଜ ଲେଖନୀରେ ଓଡ଼ିଶାର ଜନସାଧାରଣଙ୍କୁ ଅବଗତ କରାଉଥିବା ଚର୍ଚ୍ଚିତ ଲେଖକ ତଥା ରାଜନୀତିଜ୍ଞ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ଭର୍ତ୍ତୃହରି ମହତାବ କେବେ ଲେଖା ଉପସ୍ଥାପନା କରିବେ? Prajatanra Samaja Live ଓଟିଭି

𝙃𝙞𝙢𝙖𝙣𝙨𝙪 𝙎𝙝𝙚𝙠𝙝𝙖𝙧 𝙏𝙧𝙞𝙥𝙖𝙩𝙝𝙮🇮🇳 (@himansu4bharat) 's Twitter Profile Photo

୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ '#ପୁଷ୍କରା' ପୁରସ୍କୃତ ହେବା ଓଡ଼ିଶାବାସୀଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ। ଏହି ସଫଳତା ଆମ ରାଜ୍ୟର ଚଳଚ୍ଚିତ୍ର ଜଗତ ପ୍ରତିଭାକୁ ଜାତୀୟ ସ୍ତରରେ ପ୍ରତିଷ୍ଠିତ କରିଛି। ଏଥିରେ ଅଭିନୟ କରିଥିବା SABYASACHI MISHRA 🇮🇳 ଭାଇଙ୍କୁ ବହୁତ ବହୁତ ଅଭିନନ୍ଦନ 🧡🙏 #GoldenHeart

𝙃𝙞𝙢𝙖𝙣𝙨𝙪 𝙎𝙝𝙚𝙠𝙝𝙖𝙧 𝙏𝙧𝙞𝙥𝙖𝙩𝙝𝙮🇮🇳 (@himansu4bharat) 's Twitter Profile Photo

ରାଜ୍ୟରେ ଚାଲିଥିବା କିଛି ୱେବ୍ ଚ୍ୟାନେଲ ରେ ମନ ଇଚ୍ଛା ବିବାଦୀୟ କଥା, ସମ୍ବେଦନଶୀଳ ପ୍ରସଙ୍ଗ ସହ କିଛି ଯାତ୍ରା କଳାକାର ଙ୍କ ଭିଡିଓ ଦେଖା ଯାଉଛି । ସମାଜ କୁ ସମୃଦ୍ଧ କରିବା ସହ ସୁସ୍ଥ ସମାଜ ଗଠନ ରେ ଆମ ଭୂମିକା ରହୁ। ନିଜର TRP ଫାଇଦା ହାସଲ ପାଇଁ Social Media କୁ କଳୁଷିତ ରୁ ଦୂରରେ ରୁହନ୍ତୁ । ଓଟିଭି CMO Odisha

𝙃𝙞𝙢𝙖𝙣𝙨𝙪 𝙎𝙝𝙚𝙠𝙝𝙖𝙧 𝙏𝙧𝙞𝙥𝙖𝙩𝙝𝙮🇮🇳 (@himansu4bharat) 's Twitter Profile Photo

ଲୋକଙ୍କ ସରକାର ଏ ପଦକ୍ଷେପ ପ୍ରଶସଂନୀୟ। କିନ୍ତୁ ସାଧାରଣ ରେ ପ୍ରଶ୍ନ ଉଠେ ଯେ ସରକାର ଙ୍କ ନିର୍ଦ୍ଦେଶ କୁ ଖାତିର୍ କରୁନାହାନ୍ତି ଅଧିକାରୀ ମାନେ। ଯଦି କରୁଛନ୍ତି, ଏତେ ଅଭିଯୋଗ ଆସୁଛି କିପରି??? ଏହି ସମୟରେ ପ୍ରଶାସନ ଓ ଶାସନର ସମନ୍ଵୟ ଅଭାବ ଦେଖା ଦେଇଛି । ଓଟିଭି Kanak News NandighoshaTV

𝙃𝙞𝙢𝙖𝙣𝙨𝙪 𝙎𝙝𝙚𝙠𝙝𝙖𝙧 𝙏𝙧𝙞𝙥𝙖𝙩𝙝𝙮🇮🇳 (@himansu4bharat) 's Twitter Profile Photo

"ଶ୍ରୀ ଶ୍ରୀ କଳା ରୁଦ୍ରମଣିଙ୍କୁ ଭଜ ହେ... ଗଞ୍ଜାମ କଳା ଓ ସଂସ୍କୃତି ର ମାଟି, ଏହାକୁ ବଜାଇ ରଖିଛି ଆମ 'ଗଞ୍ଜାମ ପ୍ରସିଦ୍ଧ ଦଣ୍ଡଯାତ୍ରା' ।ଏହାରି ବିଧିକୁ ନେଇ 'ଦୈନିକଆଶା' ପ୍ରକାଶିତ ମୋର ସ୍ଵତନ୍ତ୍ର ଲେଖା। Suryabanshi Suraj Muna Bhai ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ Omm Priyadarshi Chhotaray #DainikaAsha #MyArticle #DandaJatra

"ଶ୍ରୀ ଶ୍ରୀ କଳା ରୁଦ୍ରମଣିଙ୍କୁ ଭଜ ହେ...
ଗଞ୍ଜାମ କଳା ଓ ସଂସ୍କୃତି ର ମାଟି, ଏହାକୁ ବଜାଇ ରଖିଛି ଆମ  'ଗଞ୍ଜାମ ପ୍ରସିଦ୍ଧ ଦଣ୍ଡଯାତ୍ରା' ।ଏହାରି ବିଧିକୁ ନେଇ 'ଦୈନିକଆଶା' ପ୍ରକାଶିତ ମୋର ସ୍ଵତନ୍ତ୍ର ଲେଖା।
Suryabanshi Suraj Muna Bhai
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ Omm Priyadarshi Chhotaray

#DainikaAsha
#MyArticle
#DandaJatra
𝙃𝙞𝙢𝙖𝙣𝙨𝙪 𝙎𝙝𝙚𝙠𝙝𝙖𝙧 𝙏𝙧𝙞𝙥𝙖𝙩𝙝𝙮🇮🇳 (@himansu4bharat) 's Twitter Profile Photo

"ଆମ ପୋଷାକ, ଆମ ପରିଚୟ" ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ଦିବସ ରୁ ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ଆମ ଓଡ଼ିଆ ସଂସ୍କୃତିର ବିଭିନ୍ନ ପରିଚାୟକକୁ ସମ୍ମାନ ଜଣାଇ 'ଓଡ଼ିଆ ପକ୍ଷ' ର ପାଳନ କରାଯାଉଛି। ଓଡ଼ିଆ ପକ୍ଷ -୨୦୨୬ , ତୃତୀୟ ଦିନରେ "ଆମ ପୋଷାକ ଆମ ପରିଚୟ" ପର୍ବ ଅବସରରେ Suryabanshi Suraj Bhai🙏

"ଆମ ପୋଷାକ, ଆମ ପରିଚୟ"

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ଦିବସ ରୁ ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ଆମ ଓଡ଼ିଆ ସଂସ୍କୃତିର ବିଭିନ୍ନ ପରିଚାୟକକୁ ସମ୍ମାନ ଜଣାଇ 'ଓଡ଼ିଆ ପକ୍ଷ' ର ପାଳନ କରାଯାଉଛି।  ଓଡ଼ିଆ ପକ୍ଷ -୨୦୨୬ , ତୃତୀୟ ଦିନରେ "ଆମ ପୋଷାକ ଆମ ପରିଚୟ" ପର୍ବ ଅବସରରେ

Suryabanshi Suraj Bhai🙏