Hemendra Behera (@hemendrabehera4) 's Twitter Profile
Hemendra Behera

@hemendrabehera4

ଜୟ ଜଗନ୍ନାଥ 🙏

ID: 1458816917225938945

calendar_today11-11-2021 15:23:12

219 Tweet

22 Followers

310 Following

Hemendra Behera (@hemendrabehera4) 's Twitter Profile Photo

କାର୍ତ୍ତିକ ପୁର୍ଣିମା ଓ ବୋଇତ ବନ୍ଦାଣ ପର୍ବ ଉପଲକ୍ଷେ ଆପଣ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ମହାପ୍ରଭୁ ଜଗନ୍ନାଥ ସମସ୍ତଙ୍କର ମଙ୍ଗଳକାମନା କରନ୍ତୁ ଆଉ ଖୁସି ରେ ରଖନ୍ତୁ. ଜୟ ଜଗନ୍ନାଥ 🙏🙏🙏🙏.

ଏକା ଏକା କିଛି ସମୟ ନିରୋଳା ରେ କଟାଇବାର ମଜା କିଛି ନିଆରା ଲାଗେ.

ପୁଅର ଜନ୍ମ ଦିନର ତାକୁ ଅନେକ ଅନେକ ଶୁଭେଚ୍ଛା ଓ ଆଶ୍ରିବାଦ ଭଗବାନ ତାକୁ ଘଣ୍ଟଘୋଡାଇ ରଖନ୍ତୁ ଆଉ ଭଲ ମଣିଷ ଟିଏ ଗଢିତୋଳନ୍ତୁ. ଜୟ ଜଗନ୍ନାଥ.

ameesha patel (@ameesha_patel) 's Twitter Profile Photo

#GADAR 2 shoot mode .. Tara Singh Sunny Deol and Sakeena (me) in deep conversations… Any guesses what we are talking about ??? 💖💖💞💞🌈🌈🧿

#GADAR 2 shoot mode .. Tara Singh <a href="/iamsunnydeol/">Sunny Deol</a> and Sakeena (me) in deep conversations… Any guesses what we are talking about ??? 💖💖💞💞🌈🌈🧿
Hemendra Behera (@hemendrabehera4) 's Twitter Profile Photo

ପ୍ରେମ ର ସଂଜ୍ଞା କଣ କହିବେ କି...? ସମସ୍ତେ କୁହନ୍ତୁ ଆଉ ମୁଁ ବି କହିବି..

Hemendra Behera (@hemendrabehera4) 's Twitter Profile Photo

ଜୀବନ ସଙ୍ଘର୍ଷମୟ ତଥାପି ଆଗକୁ ବଢ଼ିବାର ପ୍ରୟାସ ଜାରିରହିଛ.. ସୁପ୍ରଭାତ ଓଡିଶା 🙏