Hemanta kumar Badajena (@hemanta08961849) 's Twitter Profile
Hemanta kumar Badajena

@hemanta08961849

ମୁ କୂଳରେ ପଡ଼ିଥିବା ଗୋଟେ ନିରବ ପଥର ଟିଏ ଯିଏ ନଦୀର ହଜାରେ ନଖରା ଦେଖିଛି....
ଜୟ ଜଗନ୍ନାଥ 🙏
ଶ୍ରୀକ୍ଷେତ୍ର ଟୋକା

ID: 1121638706295623681

linkhttp://www.hemanta.com calendar_today26-04-2019 04:54:41

2,2K Tweet

1,1K Takipçi

1,1K Takip Edilen

Hemanta kumar Badajena (@hemanta08961849) 's Twitter Profile Photo

ପୁରୀ ରଥଯାତ୍ରା ଦଳାଚକଟା ରେ ମୃତାହତ ଘଟଣାରେ ଉପ ମୁଖ୍ୟମନ୍ତ୍ରୀ Pravati Parida ଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କୁ ବିନମ୍ର ନିବେଦନ Narendra Modi Odia Narendra Modi Dharmendra Pradhan Shree Jagannatha Temple Office, Puri

ପୁରୀ ରଥଯାତ୍ରା ଦଳାଚକଟା ରେ ମୃତାହତ ଘଟଣାରେ ଉପ ମୁଖ୍ୟମନ୍ତ୍ରୀ Pravati Parida ଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କୁ ବିନମ୍ର ନିବେଦନ
Narendra Modi Odia Narendra Modi Dharmendra Pradhan Shree Jagannatha Temple Office, Puri
Team ATA Official (@officialteamata) 's Twitter Profile Photo

ଏହି ସରକାର କେବଳ କଥାରେ ଲୋକଙ୍କ ସରକାର ପ୍ରକୃତ ଘଟଣା ଆଜି ସମସ୍ତଙ୍କ ଆଖି ଖୋଲି ଦେଇଛି। ଟ୍ୱିଟର ବା X ରେ ସକ୍ରିୟ ରାହୁନାହାନ୍ତି ଅନେକ ଅଧିକାରୀ ଓ ନେତା ମନ୍ତ୍ରୀ। ଯାହା ପାଇଁ ଆଜି ଗୋଟେ ନାରୀ ଶେଷରେ ଏଭଳି ଅବସ୍ଥାର ଶିକାର ହୋଇଅଛି। CMO Odisha Office of DCM,Odisha (Smt Pravati Parida) ChiefSecyOdisha DGP, Odisha Odisha Police Collector & DM Balasore

Hemanta kumar Badajena (@hemanta08961849) 's Twitter Profile Photo

ଜୁଲାଇ 1 ତାରିଖ ଠାରୁ ଟୁଇଟର X ଆକାଉଣ୍ଟ ରେ ଅଭିଯୋଗ ହେଇଛି | ଆତ୍ମହତ୍ୟା କରିବା ପର୍ଯ୍ୟନ୍ତ ଅଭିଯୋଗ ଟିକୁ ଦେଖି ପାରିଲେ ନାହିଁ 😭 ଦୁଃଖର ବିଷୟ | Biju Janata Dal ସରକାର ସମୟରେ ସଙ୍ଗେ ସଙ୍ଗେ ଆକ୍ସନ ନିଆଯାଉଥିଲା କିନ୍ତୁ BJP Odisha ସରକାର ସମୟରେ X କୁ ଗୁରୁତ୍ୱ ଦେଉନାହାନ୍ତି ଯେଉଁଫଳରେ ଆଜି ଏଭଳି ଅବସ୍ଥା CMO Odisha

Hemanta kumar Badajena (@hemanta08961849) 's Twitter Profile Photo

ରାଜ୍ୟ ସରକାର ଏବେ ନିର୍ଦ୍ଦେଶ ଦିଅନ୍ତୁ ଯେ ସବୁ ସରକାରୀ କର୍ମଚାରୀ ସୋସିଆଲ ମିଡ଼ିଆ ରେ ଆସୁଥିବା ଅଭିଯୋଗ ବିଷୟରେ ଶୁଣିବାକୁ ବାଧ୍ୟ ଆଉ ପର ମୁହୂର୍ତ୍ତ ରେ ଅଭିଯୋଗ ବିଷୟରେ କାର୍ଯ୍ୟାନୁଷ୍ଠାନ କଣ ନିଆଗଲା ସେ ବିଷୟରେ ବି ଜଣେଇବାକୁ ବାଧ୍ୟ ବୋଲି କଡ଼ା ନିର୍ଦ୍ଦେଶ ଦିଅନ୍ତୁ। CMO Odisha Mohan Charan Majhi I & PR Department, Odisha ChiefSecyOdisha

Hemanta kumar Badajena (@hemanta08961849) 's Twitter Profile Photo

ଆଶା ସେ ଝିଅଟି ନ୍ୟାୟ ପାଉ.. ଅନେକ ପୀଡ଼ିତା ନ୍ୟାୟ ଅପେକ୍ଷାରେ, ସେ ତାଲିକାରେ ଆଉ ଜଣେ ଯୋଡି ନ ହେଇ ଯାଉ 🙏 CMO Odisha Mohan Charan Majhi

ଆଶା ସେ ଝିଅଟି ନ୍ୟାୟ ପାଉ.. ଅନେକ ପୀଡ଼ିତା ନ୍ୟାୟ ଅପେକ୍ଷାରେ, ସେ ତାଲିକାରେ ଆଉ ଜଣେ ଯୋଡି ନ ହେଇ ଯାଉ 🙏
CMO Odisha
Mohan Charan Majhi
Hemanta kumar Badajena (@hemanta08961849) 's Twitter Profile Photo

Kiit କେଶ ରେ ସେତେ ବେଳେ ଥେଇ ଥେଇ ହେଇ ନାଚୁଥିବା ABVP ର ମୁଣ୍ଡି ମାନେ ସୌମ୍ୟାଶ୍ରୀ ପାଇ ଚୁପ୍ ରହିଛନ୍ତି କଣ ପାଇଁ ???

Team ATA Official (@officialteamata) 's Twitter Profile Photo

ଆଜିର ଡିଜିଟାଲ ଦୁନିଆରେ ସମସ୍ୟା ବାବଦରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ସମାଧାନର ସୂତ୍ର ଖୋଜିବାର ସବୁଠାରୁ ଅଧିକ ଉପଯୋଗୀ ମାଧ୍ୟମ ହେଇଛି ଟ୍ୱିଟର ବା X । ସ୍ୱଚ୍ଛ ଓ ତ୍ୱରିତ ଶାସନ ପାଇଁ ଟିମ ଆଟାର ପ୍ରତିନିଧି ଦଳ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବହୁମୂଲ୍ୟ ସମୟରୁ 5 ମିନିଟ ସାକ୍ଷାତ ପାଇଁ ଅନୁମତି ମାଗୁଅଛି। CMO Odisha

ଆଜିର ଡିଜିଟାଲ ଦୁନିଆରେ ସମସ୍ୟା ବାବଦରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ସମାଧାନର ସୂତ୍ର ଖୋଜିବାର ସବୁଠାରୁ ଅଧିକ ଉପଯୋଗୀ ମାଧ୍ୟମ ହେଇଛି ଟ୍ୱିଟର ବା X । ସ୍ୱଚ୍ଛ ଓ ତ୍ୱରିତ ଶାସନ ପାଇଁ ଟିମ ଆଟାର ପ୍ରତିନିଧି ଦଳ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବହୁମୂଲ୍ୟ ସମୟରୁ 5 ମିନିଟ ସାକ୍ଷାତ ପାଇଁ ଅନୁମତି ମାଗୁଅଛି। CMO Odisha
Hemanta kumar Badajena (@hemanta08961849) 's Twitter Profile Photo

ବାସ୍ତବରେ କହିବାକୁ ଗଲେ Biju Janata Dal ସରକାର ରେ ଜଣେ ମୁଖିଆ ଥିଲେ ଏ BJP Odisha ସରକାର ରେ ହଜାରେ ମୁଖିଆ ସେଥିପାଇଁ 24 ବର୍ଷରେ ଯାହା ହୋଇନଥିଲା ତାହା 1 ବର୍ଷ ରେ ହେଉଛି |

Hemanta kumar Badajena (@hemanta08961849) 's Twitter Profile Photo

ମନେ ପଡନ୍ତି ପାଣ୍ଡିଆନ କାର୍ଯ୍ୟାନୁଷ୍ଠାନ ଭୟରେ ଅଫିସର,ନେତାମନ୍ତ୍ରୀ tweeter ,online/ offline କମ୍ପ୍ଲେନ ର Reply ଦେଇ ସମାଧାନ କରୁଥିଲେ ହେଲେ ଏବେ ?

Hemanta kumar Badajena (@hemanta08961849) 's Twitter Profile Photo

ବଗିଚାରେ ଖିଲି ଖିଲି ହସୁଥିବା ଗୋଲାପ ଆଜି🌹 ଏତେ ବର୍ଷା ହେଇକି ମଧ୍ୟ ପାଣି ବିନା ମରିଗଲା।।🍂 ( ସେ ନ୍ୟାୟ ଅନ୍ୟାୟ ହିସାବ ରୁ କଣ ବା ମିଳିବ ଆଉ ଥରେ କଣ ସେ ଗୋଲାପ ସତେଜ ହେଇଯିବ......!!😔) highlight

ବଗିଚାରେ ଖିଲି ଖିଲି ହସୁଥିବା ଗୋଲାପ ଆଜି🌹
ଏତେ ବର୍ଷା ହେଇକି ମଧ୍ୟ ପାଣି ବିନା ମରିଗଲା।।🍂

( ସେ ନ୍ୟାୟ ଅନ୍ୟାୟ ହିସାବ ରୁ କଣ ବା ମିଳିବ ଆଉ ଥରେ କଣ ସେ ଗୋଲାପ ସତେଜ ହେଇଯିବ......!!😔)

highlight
Fight_For_Right 👊🏻 (@rescue_man_98) 's Twitter Profile Photo

ଓଡିଶା ସରକାରଙ୍କୁ ନିବେଦନ ପୁଣିଥରେ Pradeep Jena IAS ସାରଙ୍କୁ ChiefSecyOdisha ପଦ ଦିଆଯାଉ, କାହିଁକିନା ତାଙ୍କ ସମୟରେ ବୋହୁତ ଗୁଡ଼ିଏ ସମସ୍ୟା ଟୁଇଟର(ଏ୍ସ) ମାଧ୍ୟମରେ ସମାଧାନ କରିପାରିଛନ୍ତି, ଟୁଇଟ ଯିବାମାତ୍ରେ ସଙ୍ଗେ ସାଙ୍ଗେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲେ CMO Odisha Mohan Charan Majhi I & PR Department, Odisha Kanak Vardhan Singh Deo (Modiji Ka Parivar)

ଓଡିଶା ସରକାରଙ୍କୁ ନିବେଦନ ପୁଣିଥରେ Pradeep Jena IAS ସାରଙ୍କୁ ChiefSecyOdisha ପଦ ଦିଆଯାଉ, କାହିଁକିନା ତାଙ୍କ ସମୟରେ ବୋହୁତ ଗୁଡ଼ିଏ ସମସ୍ୟା ଟୁଇଟର(ଏ୍ସ) ମାଧ୍ୟମରେ ସମାଧାନ କରିପାରିଛନ୍ତି, ଟୁଇଟ ଯିବାମାତ୍ରେ ସଙ୍ଗେ ସାଙ୍ଗେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲେ CMO Odisha Mohan Charan Majhi I & PR Department, Odisha Kanak Vardhan Singh Deo (Modiji Ka Parivar)
Hemanta kumar Badajena (@hemanta08961849) 's Twitter Profile Photo

ପୁରୀ ଜିଲ୍ଲା ପ୍ରଶାସନ ଦୃଷ୍ଟି ଆକର୍ଷଣ କରି ଏହି ଗରିବ ପିଲାଟିକୁ ସାହାଯ୍ୟ କରିବାକୁ ବିନମ୍ର ନିବେଦନ 🙏 CMO Odisha Collector and District Magistrate Puri Chanchal Rana ChiefSecyOdisha Panchayat Samiti Kanas BJP Odisha

ପୁରୀ ଜିଲ୍ଲା ପ୍ରଶାସନ ଦୃଷ୍ଟି ଆକର୍ଷଣ କରି ଏହି ଗରିବ ପିଲାଟିକୁ ସାହାଯ୍ୟ କରିବାକୁ ବିନମ୍ର ନିବେଦନ 🙏
CMO Odisha Collector and District Magistrate Puri Chanchal Rana ChiefSecyOdisha Panchayat Samiti Kanas BJP Odisha
Hemanta kumar Badajena (@hemanta08961849) 's Twitter Profile Photo

ପୁରୀ ଜିଲ୍ଲା କଣାସ ବ୍ଲକ ରେ ଥିବା ଆଦର୍ଶ ବିଦ୍ୟାଳୟ ରେ ନା ଅଛି ପିଇବା ପାଇଁ ପାଣି ନା ଅଛି ପଢିବାକୁ ବହି ନା ଅଛନ୍ତି ପଢେଇବା ପାଇଁ ଶିକ୍ଷକ ଏଥି ପ୍ରତ ଦୃଷ୍ଟି ଦେବାକୁ ବିନମ୍ର ନିବେଦନ 🙏 CMO Odisha Collector and District Magistrate Puri Nityananda Gond EducationOdisha Panchayat Samiti Kanas ChiefSecyOdisha

ପୁରୀ ଜିଲ୍ଲା କଣାସ ବ୍ଲକ ରେ ଥିବା ଆଦର୍ଶ ବିଦ୍ୟାଳୟ ରେ ନା ଅଛି ପିଇବା ପାଇଁ ପାଣି ନା ଅଛି ପଢିବାକୁ ବହି ନା ଅଛନ୍ତି ପଢେଇବା ପାଇଁ ଶିକ୍ଷକ ଏଥି ପ୍ରତ ଦୃଷ୍ଟି ଦେବାକୁ ବିନମ୍ର ନିବେଦନ 🙏
CMO Odisha Collector and District Magistrate Puri Nityananda Gond EducationOdisha Panchayat Samiti Kanas ChiefSecyOdisha
Team ATA Official (@officialteamata) 's Twitter Profile Photo

ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଏବେ ଟ୍ୱିଟର କର୍ମଶାଳା ଆୟୋଜନ ହୋଇ ଜନ ସଚେତନତା ବ୍ୟାପକ କରାଯାଉଛି। ଆପଣ ଏଥିରେ ସମିଲ ହେବାକୁ ଅନୁରୋଧ। ଶାସକ ଶାସିତଙ୍କ ମଧ୍ୟରେ ସେତୁ ହୋଇ ନିଜ ଅଞ୍ଚଳର ଓ ବ୍ୟକ୍ତିଗତ ସମସ୍ୟା ପ୍ରଶାସନ ପାଖରେ ପହଞ୍ଚାଇବା ଆମର ବର୍ତ୍ତମାନର ପ୍ରଧାନ ସାମାଜିକ ଦାୟିତ୍ୱବୋଧତା ଅଟେ। ଧନ୍ୟବାଦ Chandrasekhar CMO Odisha

ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଏବେ ଟ୍ୱିଟର କର୍ମଶାଳା ଆୟୋଜନ ହୋଇ ଜନ ସଚେତନତା ବ୍ୟାପକ କରାଯାଉଛି। ଆପଣ ଏଥିରେ ସମିଲ ହେବାକୁ ଅନୁରୋଧ। ଶାସକ ଶାସିତଙ୍କ ମଧ୍ୟରେ ସେତୁ ହୋଇ ନିଜ ଅଞ୍ଚଳର ଓ ବ୍ୟକ୍ତିଗତ ସମସ୍ୟା ପ୍ରଶାସନ ପାଖରେ ପହଞ୍ଚାଇବା ଆମର ବର୍ତ୍ତମାନର ପ୍ରଧାନ ସାମାଜିକ ଦାୟିତ୍ୱବୋଧତା ଅଟେ। ଧନ୍ୟବାଦ Chandrasekhar
CMO Odisha
Hemanta kumar Badajena (@hemanta08961849) 's Twitter Profile Photo

ହେଇ ଦେଖ ହୋ ଏଇଟା କୁଆଡେ ଉପ ମୁଖ୍ୟମନ୍ତ୍ରୀ Pravati Parida ଙ୍କ ଘର ପାଖ ଘଟଣା ଯିଏ କୁଆଡେ ସାଧାରଣ ମହିଳାରୁ ସିଧା ଯାଇ ଉପ ମୁଖ୍ୟମନ୍ତ୍ରୀ ହେଇଛନ୍ତି 😡😡😡 ବୋଲି କହି କହି ବୁଲନ୍ତି Narendra Modi Dharmendra Pradhan Mohan Charan Majhi BJP Odisha Collector and District Magistrate Puri

ହେଇ ଦେଖ ହୋ ଏଇଟା କୁଆଡେ ଉପ ମୁଖ୍ୟମନ୍ତ୍ରୀ Pravati Parida ଙ୍କ ଘର ପାଖ ଘଟଣା ଯିଏ କୁଆଡେ ସାଧାରଣ ମହିଳାରୁ ସିଧା ଯାଇ ଉପ ମୁଖ୍ୟମନ୍ତ୍ରୀ ହେଇଛନ୍ତି 😡😡😡 ବୋଲି କହି କହି ବୁଲନ୍ତି
Narendra Modi Dharmendra Pradhan Mohan Charan Majhi BJP Odisha Collector and District Magistrate Puri
Hemanta kumar Badajena (@hemanta08961849) 's Twitter Profile Photo

ମାନନୀୟ ମୁଖ୍ୟମନ୍ତ୍ରୀ Mohan Charan Majhi ମହୋଦୟ ଦୃଷ୍ଟି ଦେବାକୁ ବିନମ୍ର ଅନୁରୋଧ 🙏