ELECTION 2024
@helpfrpeople
ସେବା ହିଁ ଜଗନ୍ନାଥ
ଜୟ ଜଗନ୍ନାଥ 🙏🙏🙏
ID: 919967349200920576
16-10-2017 16:44:43
1,1K Tweet
215 Followers
223 Following
ହିନ୍ଦୁ ସଂଗଠନ ମାଳ ମାଳ ହିନ୍ଦୁ ବାଦି ନେତା ଭି ମାଳ କିନ୍ତୁ ପୂର୍ବ ସରକାର ରେ କେମିତି ହେଉଥିଲା ଗୋ ଚାଲାଣ ଆଉ ସେଥିରୁ ମୁସଲିମ ମାନେ କେତେ ପରିମାଣ ରେ ଅର୍ଥ ଉପାର୍ଜନ କରୁଥିଲେ ଦେଖନ୍ତୁ, ମାନ୍ୟବର ମୁଖ୍ୟମନ୍ତ୍ରୀ Mohan Charan Majhi please action this matter.
ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଅଭିନନ୍ଦନ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ଆପଣଙ୍କ ଚଲାପଥ ସୁକୁସୁମିତ ହେଉ। Narendra Modi
ନୂତନ ବର୍ଷର ଶୁଭେଚ୍ଛା ଓ ଶୁଭକାମନା। Narendra Modi Amit Shah Dharmendra Pradhan Mohan Charan Majhi Suryabanshi Suraj
ଓଡ଼ିଶାର ପ୍ରିୟ CMO Odisha Mohan Charan Majhi ଙ୍କ ଜନ୍ମଦିନରେ ଅଶେଷ ଶୁଭକାମନା। ତାଙ୍କ ସରଳ ବ୍ୟକ୍ତିତ୍ୱ ଓ ସାଧାରଣ ଜନତାଙ୍କ ମଝିରେ ରହି ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନିର୍ବାହ କରିବାର କାର୍ଯ୍ୟଶୈଳୀ ଆମକୁ ଅନେକ ପ୍ରେରଣା ପ୍ରଦାନ କରେ । ପ୍ରଭୁ ଜଗନ୍ନାଥଙ୍କୁ ତାଙ୍କୁ ଦୀର୍ଘାୟୁ କରନ୍ତୁ ।
ଏହି ମହିଳା ଜଣଙ୍କ ସ୍ଵାମୀ ପରିତ୍ୟକ୍ତା ତାଙ୍କ ରାସନ୍ ଦୀର୍ଘଦିନ ହେବ ଆବେଦନ ପରେ ମଧ୍ୟ ହୋଇପାରୁନାହିଁ,କେହି ଜଣେ ଅଫିସର ତଦନ୍ତ ନକରି ସେରହୁଥିବା ଏକ କଚାଭଡ଼ାଘରକୁ କୋଠା କହି ତାଙ୍କର ରାସନ୍ କାର୍ଡକୁ ସ୍ଥଗିତ କରିଦେଇଛନ୍ତି, ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହତାଙ୍କୁ ରାସନ୍କାର୍ଡ ଯୋଗାଇଦିଆଯାଉ। Collector & DM, Jajpur FoodOdisha
ଇଲେକ୍ଟ୍ରି ଖୁଣ୍ଡ ଉପରେ ଗଛ ଡ଼ାଳ ପଡ଼ି ରହିଛି ତୁରନ୍ତ ତାହା ଉପରୁ ଏହାକୁ ସଫା କରାଯାଉ। TP Central Odisha Distribution Ltd ଏହା ବଡ଼ଚଣା ବିଦ୍ୟୁତ୍ ଉପଖଣ୍ଡ ଅନ୍ତର୍ଗତ ନୂଆସୁଙ୍ଗୁଡା ଗ୍ରାମ ଦଳିତ ସାହି ନିକଟ ରେ ।