Shankar (@gshankar108) 's Twitter Profile
Shankar

@gshankar108

सत्यं ज्ञानं अनन्तं ब्रह्म Limitless Consciousness is Ultimate Reality

ID: 1498632488121692160

calendar_today01-03-2022 12:14:29

10,10K Tweet

197 Takipçi

856 Takip Edilen

Shankar (@gshankar108) 's Twitter Profile Photo

ମଣିଷର ଚାଲିଚଳନ ପରିସ୍ଥିତି ଦ୍ୱାରା ନିର୍ଧାରିତ ହୋଇଥାଏ ଓ ତାହା ଅଭ୍ୟାସରେ ପରିଣତ ହୁଏ । ପରିସ୍ଥିତି ପରିବର୍ତ୍ତନ ହେଲେ ମଧ୍ଯ ଅଭ୍ୟାସରେ ପରିବର୍ତ୍ତନ ହୁଏନାହିଁ । କିଛିଲୋକ ଇଂଲିଶରେ ଲେଖିବାବେଳେ ଭୁବନେଶ୍ବରର ସଂକ୍ଷିପ୍ତ ରୂପ ବିବିଏସଆର୍ ଲେଖନ୍ତି । କିନ୍ତୁ ଓଡ଼ିଆରେ ଲେଖିବା ସମୟରେ ମଧ୍ଯ ଭୁବନେଶ୍ବର ନ ଲେଖି ବିବିଏସଆର୍ ଲେଖନ୍ତି !