GOPAL BEHERA
@gopalbeher
Making the miracle happen.
ID: 1622511858296164352
06-02-2023 08:25:55
385 Tweet
39 Followers
38 Following
Pranab Prakash Das ମୁଖ୍ୟମନ୍ତ୍ରୀ ଘୋଷଣା ଦୂର କଥା... ୱାର୍ଡମେମ୍ବର ତାଲିକା ଦେଖି ଆସ ଆଗ BJP Odisha ବାଲା
Pranab Prakash Das ଓଡିଶାବାସୀଙ୍କୁ ଧୋକା ଦେବା ଏମାନଙ୍କର ପ୍ରବୃତ୍ତିରେ ପରିଣତ ହେଲାଣି। ଧୋକାଦିଆଙ୍କୁ ସାବଧାନ ଓ ସତର୍କ ରୁହନ୍ତୁ। #BJPAntiOdisha
Pranab Prakash Das ତୁମେ ଏମିତି 25 ବର୍ଷ ହେଲା ହୀନ ରାଜନୀତି କରୁଛ କିଛି ଫରକ ପଡ଼ିଛି କି କେବେ ??? ଲୋକ କିଏ ଭୁଲ୍ କିଏ ଠିକ୍ ସବୁ ଜାଣିଛନ୍ତି, କିଏ ଦର ବୃଦ୍ଧି କରୁଛି ଓ କିଏ ତାଙ୍କ ପାଇଁ କାମ କରୁଛି ଲୋକ ସବୁ ଜାଣିଛନ୍ତି।
Pranab Prakash Das କଥାରେ ଅଛି ଯିଏ ଯେମିତି କରେ ତାକୁ ସମୟ ସେମିତି ଫେରେଇ ଦିଏ । ବିଜେପି ନେତାଏ ମିଛକୁ ଅସ୍ତ୍ର କରି ଯେଉଁ ଉତପାତ୍ ମଚାଉଛନ୍ତି ତାର ପରିଣାମ ସେମାନେ ଖୁବଶୀଘ୍ର ଭୋଗିବେ... #BJPAntiOdisha
Pranab Prakash Das କୋଟି ଓଡ଼ିଆଙ୍କ ହୃଦୟର ହିରୋ ନବୀନ ପଟ୍ଟନାୟକ #BJDDigitalWing #NaveenOdisha
Pranab Prakash Das ଯଦି ମିଛ କହିବା ପାଇଁ ପଦକ ମିଳୁଥାନ୍ତା, ତେବେ ଓଡିଶା ବିଜେପି ନେତା ପରସ୍ପରକୁ କଡା ଟକ୍କର ଦିଅନ୍ତେ । ଏପରିକି କିଏ ପ୍ରଥମ ସ୍ଥାନରେ ରହିବ, ତାକୁ ବାଛିବା ବିଚାରକଙ୍କ ପାଇଁ ବଡ ମୁସ୍କିଲ ହୋଇଯାଆନ୍ତା । ।
Pranab Prakash Das କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଯଦି ଦମ୍ ଅଛି ତେବେ ଏହି ଆହ୍ୱାନ ଗ୍ରହଣ କରନ୍ତୁ , ଏତେ ଡର କଣ ପାଇଁ? #BJDDigitalWing #NaveenOdisha
Pranab Prakash Das ଦିଲ୍ଲୀରୁ ଉଡି ଆସୁଥିବା ନେତା ଖାଲି ଭାଷଣ ମାରିବେ ହେଲେ ନବୀନ ବାବୁ ହିଁ ଓଡିଶାକୁ ୧ ନମ୍ବର କରିବେ #BJDDigitalWing #NaveenOdisha
Pranab Prakash Das ଆରେ ଭାଇ ! ଓଡିଶାରେ କେବଳ ଗୋଟିଏ ହାୱା ଚାଲେ- ତାହା ନବୀନ ହାୱା । ଅନ୍ୟମାନେ ତ ସେ ହାୱାରେ ଉଡିଯାଆନ୍ତି #BJDDigitalWing #NaveenOdisha
Pranab Prakash Das ରାଜ୍ୟବାସୀଙ୍କୁ ମିଳିବ ମାଗଣା ବିଜୁଳି । ୯୦ ପ୍ରତିଶତ ପରିବାର ହେବେ ଉପକୃତ । ନିର୍ବାଚନୀ ଇସ୍ତାହାରରେ ସବୁଠାରୁ ବଡ ଘୋଷଣା କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ । #BJDDigitalWing #NaveenOdisha #JodiSankha
Pranab Prakash Das ଲେଖିକି ରଖନ୍ତୁ, ବିକାଶକୁ ବିରୋଧ କରିଥିବା ଏହି କୁଚକ୍ରୀ ଗୋଷ୍ଠୀ ପୁଣି ବିଧାନସଭାକୁ ଆସିବେନି, ଜନତା ଏମାନଙ୍କୁ ପ୍ରତ୍ୟାଖ୍ୟାନ କରିବେ। #BJPAntiOdisha