Collector & District Magistrate, Ganjam
@ganjam_admin
Official Page of DM and collector, Ganjam, Odisha
ID: 849871694948818948
http://ganjam.nic.in 06-04-2017 06:29:36
4,4K Tweet
104,104K Followers
91 Following
ପୋଲିଓ ଦିବସ ଅବସରରେ ଗଞ୍ଜାମ ଜିଲ୍ଲାପାଳ ଆଜି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଶିଶୁମାନଙ୍କ ସୁସ୍ଥ ଓ ସୁରକ୍ଷିତ ଭବିଷ୍ୟତ୍ ପାଇଁ ସମସ୍ତ ଅଭିଭାବକ, ଆଶା ଓ ଆଙ୍ଗନବାଡ଼ି କର୍ମୀମାନଙ୍କୁ ଏହି ପୋଲିଓ ଅଭିଯାନରେ ସକ୍ରିୟ ଭାବେ ଯୋଗଦେବା ଓ ସହଯୋଗ କରିବାକୁ ଅନୁରୋଧ କରିଥିଲେ। CMO Odisha
ଆସନ୍ତା ତା: ୧୩.୧୦.୨୦୨୫ ରିଖ ଗଞ୍ଜାମ ଜିଲ୍ଲାରେ ଜିଲ୍ଲା ଏବଂ ବ୍ଳକ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହେବ। ଜିଲ୍ଲା ସ୍ତରୀୟ ଶିବିରରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକଙ୍କ ସହ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗଦେବେ। ବ୍ଲକ ସ୍ତରୀୟ ଶିବିରରେ ବ୍ଲକ ସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତି ରହିବେ। CMO Odisha I & PR Department, Odisha
ଆଜି ଗଞ୍ଜାମ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ରାଜ ଓ ପାନୀୟଜଳ ବିଭାଗର ସମୀକ୍ଷା ବୈଠକ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ। CMO Odisha I & PR Department, Odisha Panchayati Raj and Drinking Water Department
ଗଞ୍ଜାମ ଜିଲ୍ଲାପାଳ ଆଜି ଏମ୍–କେ–ସି–ଜି ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲ, ବ୍ରହ୍ମପୁର ଗସ୍ତ କରି, ଆସନ୍ତା ବାତ୍ୟା ପ୍ରଭାବଜନିତ ବର୍ଷା ଜଳ ନିଷ୍କାସନ ବ୍ୟବସ୍ଥା ସହିତ ଅନ୍ୟାନ୍ୟ ପ୍ରସ୍ତୁତି ନେଇ ପରିସ୍ଥିତିର ତଦାରଖ କରିଥିଲେ। CMO Odisha SRC, Govt of Odisha
ଆଜି ଗଞ୍ଜାମ ଜିଲ୍ଲାପାଳ ଗୋପାଳପୁର ଗସ୍ତ କରି ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ସୁବିଧା ସମ୍ପର୍କିତ ବ୍ୟବସ୍ଥାଗୁଡିକ ତଦାରଖ କରିଥିଲେ। CMO Odisha SRC, Govt of Odisha
ଜିଲ୍ଲାପାଳ, ଗଞ୍ଜାମ ପାତ୍ରପୁର ବ୍ଲକ୍ ଗସ୍ତ କରି ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ସୁବିଧା ସମ୍ପର୍କିତ ବ୍ୟବସ୍ଥାଗୁଡିକ ତଦାରଖ କରିଥିଲେ। ଏହା ସହିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ ହୋଇଥିବା ଲୋକମାନଙ୍କ ସହିତ ଆଲୋଚନା କରିଥିଲେ। CMO Odisha I & PR Department, Odisha India Meteorological Department SRC, Govt of Odisha
ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ବାତ୍ୟା ‘ମୋନ୍ଥା’ ର ପ୍ରଭାବ ଏବଂ ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ସଭାରେ ଆଭାସୀ ମାଧ୍ୟମରେ ଗଞ୍ଜାମ, ଜିଲ୍ଲାପାଳଙ୍କ ସହିତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ। CMO Odisha India Meteorological Department SRC, Govt of Odisha
ଗଞ୍ଜାମ ଜିଲ୍ଲାପାଳ ଆଜି ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଅଗସ୍ତିନୁଆଗାଁ ଗ୍ରାମ ପଞ୍ଚାୟତରେ ବାତ୍ୟା ‘ମୋନ୍ଥା’ ପ୍ରଭାବରେ କ୍ଷତିଗ୍ରସ୍ତ ଚାଷ କ୍ଷେତ୍ରଗୁଡ଼ିକର ନିରୀକ୍ଷଣ କରିଥିଲେ । CMO Odisha India Meteorological Department I & PR Department, Odisha SRC, Govt of Odisha
ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଛତ୍ରପୁର ଷ୍ଟାଡିୟମରୁ ଏକତା ଦୌଡ଼ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ମାନ୍ୟବର ବିଧାୟକ, ଛତ୍ରପୁର ଓ ଜିଲ୍ଲାପାଳ, ଗଞ୍ଜାମ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। CMO Odisha I & PR Department, Odisha Odisha Sports