
GAJAMANI BAG ଗଜମଣି ବାଗ
@gajamani767
I love to develop Fraternity, Communal Harmony, Secularism, Non-violence & Honour to our holy Constitution for establishing PEACE in the society.
ID: 1458334321299783683
10-11-2021 07:25:12
627 Tweet
503 Followers
877 Following

ଅଧିକାଂଶ କର୍ମଚାରୀଙ୍କ ରୁଣକିସ୍ତିଥାଏ| ରୁଣକିସ୍ତି ମାସର ଏକତାରିଖରେ ନକଟିଲେ ବ୍ୟାଙ୍କ୍ ତିନିହଜାର ରୁ ସାଢେଚାରିହଜାର ଟଙ୍କା ପର୍ଯ୍ୟନ୍ତ ପେନାଲ୍ଟିକରେ| ସିଭିଲ୍ ମଧ୍ୟ ଖରାପହୁଏ| ତେଣୁ କର୍ମଚାରୀମାନଙ୍କୁ ପ୍ରତିମାସ ଏକ ତାରିଖରେ ବେତନଦେବାକୁ ଓ.ଏ.ଭି.ଏସ୍ କୁ ଅନୁରୋଧ| #salarymatter Nityananda Gond Odisha Adarsha Vidyalaya Sangathan School & Mass Dept