World Odia Language Conference (@wolc2024) 's Twitter Profile
World Odia Language Conference

@wolc2024

ଭାଷା ହେଉଛି ଗୋଟିଏ ଜାତିର ପରିଚୟ। ଭାଷା ଅତୀତର ଅସ୍ତିତ୍ୱ, ଭାଷା ହିଁ ଭବିଷ୍ୟତ।
#ପ୍ରଥମବିଶ୍ୱଓଡ଼ିଆଭାଷାସମ୍ମିଳନୀ ୨୦୨୪
ଫେବୃଆରୀ ୩ରୁ ୫, ଜନତା ମଇଦାନ, ଭୁବନେଶ୍ୱର
#ଭାଷାହିଁଭବିଷ୍ୟତ

ID: 1749036981760258048

linkhttp://www.worldodiaconference.org calendar_today21-01-2024 11:51:40

200 Tweet

1,1K Followers

12 Following

World Odia Language Conference (@wolc2024) 's Twitter Profile Photo

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ରଙ୍ଗିନ ଆଲୋକମାଳାରେ ଝଲସୁଥିଲା ଭୁବନେଶ୍ୱର। ଦେଖନ୍ତୁ ଭିଡିଓ। #odialanguageconference #1stodialanguageconference #odialanguage #ଓଡ଼ିଆଭାଷାସମ୍ମିଳନୀ #ବିଶ୍ୱଓଡ଼ିଆଭାଷାସମ୍ମିଳନୀ #ଓଡ଼ିଆଭାଷା #ଭାଷାହିଁଭବିଷ୍ୟତ CMO Odisha I & PR Department, Odisha @culturedeptt_od

World Odia Language Conference (@wolc2024) 's Twitter Profile Photo

ଓଡ଼ିଆ ଭାଷାର ମହାପର୍ବ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ଯୋଗ ଦେଇଥିଲେ ଦେଶ ବିଦେଶରେ ରହୁଥିବା ଓଡ଼ିଆ ଭାଇଭଉଣୀ। ସାରା ବିଶ୍ୱରେ ଓଡ଼ିଆ ଭାଷା କିପରି ଆହୁରି ପ୍ରସାରିତ ହୋଇପାରିବ ସେ ଦିଗରେ ପ୍ରବାସୀ ଓଡ଼ିଆମାନେ ବିଶେଷ ପଦକ୍ଷେପ ନେବେ ବୋଲି କହିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ଭାଷା ସମ୍ମିଳନୀରୁ ସେମାନେ ନୂଆ ଅନୁଭବ ହାସଲ କରି

Naveen Patnaik (@naveen_odisha) 's Twitter Profile Photo

ପ୍ରଥମ 'ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ' ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂଆ ଉତ୍ସାହ ଭରିଛି। ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାରରେ ଆମ ଭାଷା, ସାହିତ୍ୟ ଓ ସଂସ୍କୃତି ବିଷୟରେ ସୂଚନା, ସେମାନଙ୍କ ଜ୍ଞାନକୁ ଆହୁରି ପରିବ୍ୟାପ୍ତ କରିଛି। #ଭାଷାହିଁଭବିଷ୍ୟତ #ଓଡ଼ିଆଭାଷାସମ୍ମିଳନୀ #OdiaBhasaSamilani

World Odia Language Conference (@wolc2024) 's Twitter Profile Photo

ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀ ବେଳକୁ ତତ୍କାଳୀନ ଓଡ଼ିଶା ଭାରତବର୍ଷରେ ନୌବାଣିଜ୍ୟ କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ପ୍ରଦର୍ଶନୀରେ ଓଡ଼ିଶାର ଏହି ସମୃଦ୍ଧ ନୌବାଣିଜ୍ୟ ଐତିହ୍ୟକୁ ପ୍ରଦର୍ଶନ କରାଯାଇଥିଲା। ପ୍ରାଚୀନ କାଳରେ ଦକ୍ଷିଣ-ପୂର୍ବ ଏସୀୟ ଦେଶଗୁଡ଼ିକ ସହିତ ଓଡ଼ିଶାର ଯେଉଁ

୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଭାରତରେ ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ଓଡ଼ିଶାକୁ ମାନ୍ୟତା ମିଳିବା ପରେ ଆରମ୍ଭ ହୋଇଥିଲା ଓଡ଼ିଆ ସିନେମାର ଜୟଯାତ୍ରା। ୧୯୩୬ରୁ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ଓଡ଼ିଆ ସିନେମାର ଏହି ଲମ୍ବା ଯାତ୍ରା ଉପସ୍ଥାପନ କରିବା ପାଇଁ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରସରରେ ଆୟୋଜିତ ପ୍ରଦର୍ଶନୀରେ ଏକ ବିଶେଷ କକ୍ଷ

ଭୁବନେଶ୍ୱର ଜନତା ମଇଦାନଠାରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଆୟୋଜିତ ପ୍ରଦର୍ଶନୀକୁ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନେ ବୁଲି ଦେଖିବା ସହ ନୂଆ କଥା ଶିଖିଛନ୍ତି। ସେମାନେ ଯେଉଁ ବିଷୟ ବହିରେ ଚିତ୍ର ମାଧ୍ୟମରେ ଦେଖିଥିଲେ ଓ ପଢ଼ିଥିଲେ ତାହା ଏହି ପ୍ରଦର୍ଶନୀରେ ଅତି ପାଖରୁ ଦେଖି ଖୁସି ହୋଇଥିଲେ। #OdiaLanguageConference

World Odia Language Conference (@wolc2024) 's Twitter Profile Photo

‘‘ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ କାର୍ଯ୍ୟକ୍ରମ ବିଷୟରେ ଓଡ଼ିଶା ତଥା ଦେଶ ବିଦେଶରେ ଥିବା ଓଡ଼ିଆମାନେ କିପରି ଜାଣିବେ ସେନେଇ ବିଶେଷ ପଦକ୍ଷେପ ନିଆଯାଇଥିଲା। ବିଭିନ୍ନ ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରେ ଏହି ଖବର ପରିବେଷଣ ସହିତ କେତେକ ପ୍ରମୁଖ ଅଧିବେଶନର ଲାଇଭଷ୍ଟ୍ରିମିଂ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ଏକ

World Odia Language Conference (@wolc2024) 's Twitter Profile Photo

ଭୁବନେଶ୍ୱର ଜନତା ମଇଦାନଠାରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଆୟୋଜିତ ହୋଇଥିଲା ‘୨୦୩୬ରେ ଓଡ଼ିଶା: ଏକ ନବଦିଗନ୍ତର ସମ୍ଭାବନା’ ଶୀର୍ଷକ ବିଶେଷ ଅଧିବେଶନ। ଏଥିରେ ରାଜ୍ୟ ସରକାରଙ୍କ ମୁଖ୍ୟ ପରାମର୍ଶଦାତା (ଆନୁଷ୍ଠାନିକ ଦକ୍ଷତା ବିକାଶ) ଶ୍ରୀଯୁକ୍ତ ସୁବ୍ରତ ବାଗଚୀ ଯୋଗଦେଇ ଓଡ଼ିଶାର ସାଧାରଣ ଲୋକଙ୍କ ସ୍ୱପ୍ନ ଓ ସମ୍ଭାବନାକୁ ନେଇ ୨୦୩୬

World Odia Language Conference (@wolc2024) 's Twitter Profile Photo

ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ, ଇତିହାସ ଓ ଐତିହ୍ୟକୁ ନେଇ କରାଯାଇଥିଲା ବିଶାଳ ପ୍ରର୍ଦଶନୀ। ଏହା ଯୁବପିଢ଼ିଙ୍କୁ ବେଶ୍ ଆକର୍ଷିତ କରିଥିଲା। ସେମାନେ ସମୃଦ୍ଧ ଓଡ଼ିଆ ଭାଷା ସାହିତ୍ୟର ଇତିହାସ ଓ କ୍ରମବିକାଶ ବିଷୟରେ ଜାଣିବା ସହ ‘ଡୋମ୍ ଅଫ୍ ଦ ଫ୍ୟୁଚର’ କକ୍ଷରେ ରୋବୋଟ୍, ଡିଜିଟାଲ କି-ବୋର୍ଡ, ଓଡ଼ିଆ

World Odia Language Conference (@wolc2024) 's Twitter Profile Photo

ଭୁବନେଶ୍ୱରରେ ନିକଟରେ ଶେଷ ହୋଇଛି ଓଡ଼ିଆ ଭାଷାର ମହାପର୍ବ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ। ତିନିଦିନିଆ ଏହି ସମ୍ମିଳନୀରେ ଓଡ଼ିଆ ଭାଷା ସାହିତ୍ୟ, ଇତିହାସ,ଐତିହ୍ୟ ଏବଂ ଆଧୁନିକ ସମୟରେ ଓଡ଼ିଆ ଭାଷାର ପ୍ରୟୋଗ ଓ ପ୍ରସାର ଆଦି ବିଷୟକୁ ନେଇ ବିଭିନ୍ନ ଅଧିବେଶନରେ ଚର୍ଚ୍ଚା କରାଯାଇଥିଲା। ଏଥିରେ ଆଲୋଚିତ ବିଷୟକୁ ଆଧାରକରି ଓଡ଼ିଶା ସରକାର

I & PR Department, Odisha (@ipr_odisha) 's Twitter Profile Photo

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ମୟୁରଭଞ୍ଜ, ବଲାଙ୍ଗିର, କେନ୍ଦୁଝର, ବରଗଡ଼ ଓ ସୁନ୍ଦରଗଡ ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କରିବେ। ୧୨ ଫେଫୃଆରୀ, ୨୦୨୪ #LaxmiBus #Laccmi #NaveenOdisha

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ମୟୁରଭଞ୍ଜ, ବଲାଙ୍ଗିର, କେନ୍ଦୁଝର, ବରଗଡ଼ ଓ ସୁନ୍ଦରଗଡ ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କରିବେ। ୧୨ ଫେଫୃଆରୀ, ୨୦୨୪ #LaxmiBus #Laccmi #NaveenOdisha
CMO Odisha (@cmo_odisha) 's Twitter Profile Photo

#Odisha has approved a new Public Procurement Preference Policy for #MSMEs furthering the #MakeInOdisha initiative to support and empower local business community. This new policy entails several features aimed at fostering growth and development of Small Manufacturing

Science & Tech Dept, Odisha (@scandtechodisha) 's Twitter Profile Photo

S&T Dept through Odisha Bigyan Academy celebrated National Science Day in collaboration with SVM (Auto) College, Jagatsinghpur. Events like essay, debate, quiz, poster presentation & science projects were conducted along with presentations by resource persons on various topics

S&T Dept through Odisha Bigyan Academy celebrated National Science Day in collaboration with SVM (Auto) College, Jagatsinghpur. Events like essay, debate, quiz, poster presentation & science projects were conducted along with presentations by resource persons on various topics
CMO Odisha (@cmo_odisha) 's Twitter Profile Photo

#Odisha Govt is implementing Mukhyamantri Karma Tatpara Abhiyan (MUKTA) - Urban Wage Employment scheme across 115 ULBs. More than 60,000 community-based projects are being implemented at an investment of ₹1,000 Cr with the participation of Mission Shakti groups & slum dweller

Arabinda K Padhee (@arvindpadhee) 's Twitter Profile Photo

In 2009, Odisha was the first State to release the submergence tolerant Swarna-Sub1 rice variety (a significant discovery from STRASA project of IRRI 🌾, funded by the Gates Foundation). I was Director କୃଷି ବିଭାଗ, ଓଡ଼ିଶା then. As Principal Secretary of the Department a decade and half

I & PR Department, Odisha (@ipr_odisha) 's Twitter Profile Photo

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡରେ ନବନିର୍ମିତ ବାବାସାହେବ ଭୀମ୍‌ରାଓ ଆମ୍ବେଦକର ବସ୍ ଟର୍ମିନାଲର ଲୋକାର୍ପଣ କରିବେ। ୧ ମାର୍ଚ୍ଚ, ୨୦୨୪

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡରେ ନବନିର୍ମିତ ବାବାସାହେବ ଭୀମ୍‌ରାଓ ଆମ୍ବେଦକର ବସ୍ ଟର୍ମିନାଲର ଲୋକାର୍ପଣ କରିବେ। ୧ ମାର୍ଚ୍ଚ, ୨୦୨୪
CMO Odisha (@cmo_odisha) 's Twitter Profile Photo

ରାଜ୍ୟର ଉତ୍ତମ ଗମନାଗମନ ସେବାରେ ଯୋଡ଼ି ହେଉଛି ନୂଆ ଏକ ଅଧ୍ୟାୟ। ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ବାବାସାହେବ ଭୀମରାଓ ଆମ୍ବେଦକର ବସ୍ ଟର୍ମିନାଲର କରିବାକୁ ଯାଉଛନ୍ତି ଶୁଭାରମ୍ଭ।#NabinOdisha #OdishaOnTheMove #BaramundaBusStand #AmbedkarBusTerminal

ରାଜ୍ୟର ଉତ୍ତମ ଗମନାଗମନ ସେବାରେ ଯୋଡ଼ି ହେଉଛି ନୂଆ ଏକ ଅଧ୍ୟାୟ। ମୁଖ୍ୟମନ୍ତ୍ରୀ ଶ୍ରୀ <a href="/Naveen_Odisha/">Naveen Patnaik</a> ବାବାସାହେବ ଭୀମରାଓ ଆମ୍ବେଦକର ବସ୍ ଟର୍ମିନାଲର କରିବାକୁ ଯାଉଛନ୍ତି ଶୁଭାରମ୍ଭ।#NabinOdisha #OdishaOnTheMove #BaramundaBusStand #AmbedkarBusTerminal
CMO Odisha (@cmo_odisha) 's Twitter Profile Photo

ଓଡ଼ିଶାର ବରପୁତ୍ରଙ୍କୁ ସମ୍ମାନ, ବାଲେଶ୍ୱର ଶଙ୍ଖାରିରେ 'ମନ୍ମଥ ଓ ମନୋଜ ସ୍ମାରକୀ' ହୋଇଛି ଲୋକାର୍ପିତ। #NabinOdisha #OdishaOnTheMove

Naveen Patnaik (@naveen_odisha) 's Twitter Profile Photo

ଭାଷା ଆମ ଗୌରବ, ଆମ ବୈଭବ। ଭାଷା ଆମ ପରିଚୟକୁ କରିଛି ସମୃଦ୍ଧ। ଆମ ଭାଷାର ଗରିମା ଅକ୍ଷୁର୍ଣ୍ଣ ରଖି ମର୍ଯ୍ୟଦା ସ୍ୱରୂପ ଆଜି ଆମେ ପାଳନ କରୁଛେ 'ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଦିବସ'। ଏହା ପଛରେ ଥିବା ମହାପୁରୁଷମାନଙ୍କ ଅତୁଳନୀୟ ଅବଦାନକୁ ମୁଁ ସମ୍ମାନ ଜଣାଉଛି। ଆସନ୍ତୁ ଓଡ଼ିଆ ଭାଷାର ବହୁଳ ବ୍ୟବହାର ଦିଗରେ ଯତ୍ନବାନ ହେବା, ଆମ ଭାଷା