SOURAV MOHANTY
@souravmoha
धर्म एव हतो हन्ति धर्मो रक्षति रक्षितः तस्माद्धर्मो न हन्तव्यो मा नो धर्मो हतोऽवधीत्
ID: 1482736594260234240
16-01-2022 15:29:06
201 Tweet
68 Followers
64 Following
Mohan Charan Majhi Nityananda Gond CMO Odisha OSEPA EducationOdisha ମହାଶୟ,ସ୍କୁଲ ଖୋଲିଗଲାଣି,କନିଷ୍ଠ ଶିକ୍ଷକ ନିଯୁକ୍ତି କୁ ନେଇ ସୃଷ୍ଟି ହୋଇଥିବା ଦ୍ଵନ୍ଦ ମାନ୍ୟବର ଉଚ୍ଚନ୍ୟାୟାଳୟ ଙ୍କ ଦ୍ଵାରା ସମାଧାନ ହୋଇସାରିଛି।ଆଉ ବିଳମ୍ବ ନେହେଉ।କୁନି କୁନି ପିଲାଙ୍କ ସ୍ୱାର୍ଥ କୁ ଦୃଷ୍ଟିରେ ରଖି ତୁରନ୍ତ ନିଯୁକ୍ତି ଦିଆଯାଉ।
CMO Odisha Dharmendra Pradhan ChiefSecyOdisha ଓଟିଭି ସାର୍ ବିନମ୍ର ଅନୁରୋଧ। ତୁରନ୍ତ ସମାଧାନ କରିବେ।
ପ୍ରଶିକ୍ଷିତ ମେଧା କନିଷ୍ଠ ଶିକ୍ଷକମାନଙ୍କର ନିଯୁକ୍ତିକୁ ନିୟମିତ(REGULAR)କରି ନିଯୁକ୍ତି ଦିଆଗଲେ ସମାନ କାମ କୁ ସମାନ ଦରମା କଥା ର ଯଥାର୍ଥତା ରହିବ। CMO Odisha Dharmendra Pradhan sir Aparajita Sarangi, 2nd time MP- LS,Bhubaneswar mam Mohan Charan Majhi sir Nityananda Gond sir ChiefSecyOdisha sir .ସବୁ ପ୍ରତିଶୃତି ଭଳି ଆମ ପ୍ରତିଶୃତି କୁ ପୂରଣ କରିବା ହେବେ।
You Kept your words for Odisha #SubhadraYojana. WHAT IS THE STAND FOR "SAME WORK SAME PAY FOR TEACHER" According to your manifesto BJP. Kindly Appoint the Junior Teacher as Regular Salary and Abolish the Contractual/Schematic era.Narendra Modi Mohan Charan Majhi Dharmendra Pradhan
एक है तो सेफ है "SAME WORK SAME PAY" As per the election Manifesto the Current Ruling Party in Odisha said about the same work same pay.Hope the Govt. Abolish the Schematic era for it's Primary teacher beacuse state will see NEP VERY SOON Narendra Modi Mohan Charan Majhi Dharmendra Pradhan
Respected President of India mam,your blissful visit to Uparbeda govt.UP school is a great thing. But the teachers who are working under this department are getting a less amount as compared to other state.The newly recruited 16009 teachers are still working in schematic format 1/2
2/2 Respected President of India mam kindly give the liberty for which the schematic teachers will get the social justice and mam abolish the Contractual system in ODISHA ELEMENTARY EDUCATION. PLZ MADAM KINDLY ABOLISH THE SCHEMATIC ERA.
ରାଉରକେଲା ପୁଲିସ ଜିଲ୍ଲାରେ ଗୃହରକ୍ଷୀ ନିଯୁକ୍ତି ପରୀକ୍ଷା। ଶିକ୍ଷାଗତ ଯୋଗ୍ୟତା ପଞ୍ଚମ ଶ୍ରେଣୀ ପାସ୍ ।ଦିନକୁ ପାରିଶ୍ରମିକ ୬୧୨ ଟଙ୍କା ଅର୍ଥାତ୍ ମାସକୁ ୧୮ ହଜାର ୩୬୦ ଟଙ୍କା। କିନ୍ତୁ କନିଷ୍ଠ ଶିକ୍ଷକର ବହୁତ ଶିକ୍ଷାଗତ ଯୋଗ୍ୟତା ଥାଇ ଦରମା ୧୬୦୦୦ ପୁଣି ଚୁକ୍ତିରେ। ଦୟାକରି ନିୟମିତ କରନ୍ତୁ। ଶିକ୍ଷକ ମାଗୁଛି ହକ୍। Mohan Majhi - People's CM
ଭାରତର ମହାମହିମ ରାଷ୍ଟ୍ରପତି President of India ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମହୋଦୟାଙ୍କୁ ଜନ୍ମଦିନର ହାର୍ଦିକ ଅଭିନନ୍ଦନ।ମହାପ୍ରଭୁ ଶ୍ରୀଜଗନ୍ନାଥ ଆପଣଙ୍କୁ ସୁସ୍ଥ ଓନିରାମୟ ରଖନ୍ତୁ।ଆପଣଙ୍କ ଜନ୍ମଭୂମି ଓଡିଶାରେ ନବନିଯୁକ୍ତ କନିଷ୍ଠଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ଅଭୟ ପ୍ରଦାନକରନ୍ତୁ। #PlzMakeusRegular #PresidentofIndia🙏
କେନ୍ଦ୍ର ଶିକ୍ଷାମନ୍ତ୍ରାଳୟ PG index ରେ ଓଡିଶାକୁ Top5ରେ ରଖିଛନ୍ତି। ଏଥିରେ ଶିକ୍ଷକଙ୍କ ଅବଦାନ ବହୁତ,କିନ୍ତୁ ବିଦ୍ୟାଳୟକୁ ସୁନ୍ଦର ଭାବେ ଗଢିଥିବା ପ୍ରାଥମିକ ଶିକ୍ଷକଙ୍କ ହକ୍ କେବେ?ବିନୀତ ଅନୁରୋଧ ରେଗୁଲାର କରନ୍ତୁ। Mohan Majhi - People's CM ChiefSecyOdisha Nityananda Gond #WewantRegular Dharmendra Pradhan Sir🙏
ଚଳିତ ମାସ 17 ତାରିଖ ରେ ହେବାକୁ ଥିବା ସେବକ ସେବିକା preliminary Exam ପାଇଁ ଓଡିଶା ର ଆଶାୟୀ ମାନେ ଓଡିଶାବନ୍ଦଲାଗି ହଇରାଣ ହୋଇପାରନ୍ତି। ତେଣୁ exam କୁ ଆଊ ଗୋଟେ ଦିନ କରିବା ପାଇଁ ଅନୁରୋଧ। CMO Odisha ChiefSecyOdisha sir Nityananda Gond OTV Kanak News