Radhika Mohanty (@radhika_mohanty) 's Twitter Profile
Radhika Mohanty

@radhika_mohanty

Jay Sri Krushna .

ID: 893333243147059200

linkhttps://twitter.com/search?l=&q=from%3Aradhika_mohanty&src=typd&lang=en calendar_today04-08-2017 04:50:17

6,6K Tweet

1,1K Followers

426 Following

Manindra Sundar Das (@manindrasundar5) 's Twitter Profile Photo

स्वामी लक्ष्मणानंद जी ने वनवासी कल्याण आश्रम के माध्यम से ओडिशा के वनवासी क्षेत्रों में पुरुषों और महिलाओं को साक्षर बनाने के साथ बालिका शिक्षा पर भी जोर दिया | #swamilaxmanananda #ସ୍ୱାମୀଲକ୍ଷ୍ମଣାନନ୍ଦସରସ୍ୱତୀ #स्वामीलक्ष्मणानंदसरस्वती

स्वामी लक्ष्मणानंद जी  ने वनवासी कल्याण आश्रम के माध्यम से ओडिशा के वनवासी क्षेत्रों में पुरुषों और महिलाओं को साक्षर बनाने के साथ बालिका शिक्षा पर भी जोर दिया |
#swamilaxmanananda
#ସ୍ୱାମୀଲକ୍ଷ୍ମଣାନନ୍ଦସରସ୍ୱତୀ
#स्वामीलक्ष्मणानंदसरस्वती
Aditya maharana-ଆଦିତ୍ୟ (@adityamoharan11) 's Twitter Profile Photo

ସହିଦ୍ ସ୍ୱାମୀ ଲକ୍ଷ୍ମଣାନନ୍ଦ ଜୀଙ୍କର ବଳିଦାନ କେବଳ ଓଡ଼ିଶାର ଜନଜାତି ସଂସ୍କୃତିର ସୁରକ୍ଷା ପାଇଁ ବଡ଼ କାମ କରିନାହିଁ ବରଂ ଇସାଇ ମିଶନାରୀ ଏବଂ ବାମପନ୍ଥୀ ମାଓବାଦୀଙ୍କ ଉଦ୍ଦେଶ୍ୟକୁ ମଧ୍ୟ ନଷ୍ଟ କରିଦେଇଛି। #swamilaxmanananda #ସ୍ୱାମୀଲକ୍ଷ୍ମଣାନନ୍ଦସରସ୍ୱତୀ #स्वामीलक्ष्मणानंदसरस्वती

ସହିଦ୍ ସ୍ୱାମୀ ଲକ୍ଷ୍ମଣାନନ୍ଦ ଜୀଙ୍କର ବଳିଦାନ କେବଳ ଓଡ଼ିଶାର ଜନଜାତି ସଂସ୍କୃତିର ସୁରକ୍ଷା ପାଇଁ ବଡ଼ କାମ କରିନାହିଁ ବରଂ ଇସାଇ ମିଶନାରୀ ଏବଂ ବାମପନ୍ଥୀ ମାଓବାଦୀଙ୍କ  ଉଦ୍ଦେଶ୍ୟକୁ ମଧ୍ୟ ନଷ୍ଟ କରିଦେଇଛି। #swamilaxmanananda #ସ୍ୱାମୀଲକ୍ଷ୍ମଣାନନ୍ଦସରସ୍ୱତୀ #स्वामीलक्ष्मणानंदसरस्वती
Akhil Mohanty (@akhilm1982) 's Twitter Profile Photo

ସ୍ୱାମୀ ଲକ୍ଷ୍ମଣାନନ୍ଦ ଜୀଙ୍କ ଉପରେ8 ଟି ଆକ୍ରମଣ ସତ୍ତ୍ୱେ ପ୍ରଶାସନ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦେଇ ନଥିଲା। ହତ୍ୟା ଦିନ ଏକାକୀ ସୁରକ୍ଷା କର୍ମୀଙ୍କୁ କୌଣସି ବିକଳ୍ପ ବିନା ଛୁଟିରେ ଯିବାକୁ ଅନୁମତି ଦିଆଯାଇଥିଲା। #ସ୍ବାମୀଲକ୍ଷ୍ମଣାନନ୍ଦସରସ୍ବତୀ #swamilaxmanananda

ସ୍ୱାମୀ ଲକ୍ଷ୍ମଣାନନ୍ଦ ଜୀଙ୍କ ଉପରେ8 ଟି ଆକ୍ରମଣ ସତ୍ତ୍ୱେ ପ୍ରଶାସନ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦେଇ ନଥିଲା। ହତ୍ୟା ଦିନ ଏକାକୀ ସୁରକ୍ଷା କର୍ମୀଙ୍କୁ କୌଣସି ବିକଳ୍ପ ବିନା ଛୁଟିରେ ଯିବାକୁ ଅନୁମତି ଦିଆଯାଇଥିଲା।
#ସ୍ବାମୀଲକ୍ଷ୍ମଣାନନ୍ଦସରସ୍ବତୀ
#swamilaxmanananda
Akhil Mohanty (@akhilm1982) 's Twitter Profile Photo

ସ୍ୱାମୀ ଲକ୍ଷ୍ମଣାନନ୍ଦ ଜୀ ସରସ୍ୱତୀ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଥିଲେ। ତାଙ୍କ କାର୍ଯ୍ୟକଳାପ ଦ୍ୱାରା ଏହା ସ୍ପଷ୍ଟ ଭାବରେ ଦର୍ଶାଯାଇଛି । ଯାହା ପର୍ଯ୍ୟାୟକ୍ରମେ କନ୍ଧମାଳ ଲୋକଙ୍କ ଜୀବନ ଶୈଳୀକୁ ବଦଳାଇ ଦେଇଛି| #ସ୍ବାମୀଲକ୍ଷ୍ମଣାନନ୍ଦସରସ୍ବତୀ #swamilaxmanananda

ସ୍ୱାମୀ ଲକ୍ଷ୍ମଣାନନ୍ଦ ଜୀ ସରସ୍ୱତୀ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଥିଲେ। ତାଙ୍କ କାର୍ଯ୍ୟକଳାପ ଦ୍ୱାରା ଏହା ସ୍ପଷ୍ଟ ଭାବରେ ଦର୍ଶାଯାଇଛି । ଯାହା ପର୍ଯ୍ୟାୟକ୍ରମେ କନ୍ଧମାଳ ଲୋକଙ୍କ ଜୀବନ ଶୈଳୀକୁ ବଦଳାଇ ଦେଇଛି|
#ସ୍ବାମୀଲକ୍ଷ୍ମଣାନନ୍ଦସରସ୍ବତୀ
#swamilaxmanananda
Akhil Mohanty (@akhilm1982) 's Twitter Profile Photo

ସେତେବେଳେ ଫୁଲବାଣୀର ଅବସ୍ଥା ବଡ଼ ଭୟଙ୍କର ଥିଲା । ବିଦେଶାଗତ ଖ୍ରୀଷ୍ଟିୟାନ୍ ପାଦ୍ରୀମାନେ ନାନା କୂଟ ଚକ୍ରାନ୍ତ କରି ହିନ୍ଦୁମାନଙ୍କୁ ଖ୍ରୀଷ୍ଟିୟାନ୍ କରୁଥିଲେ । #ସ୍ବାମୀଲକ୍ଷ୍ମଣାନନ୍ଦସରସ୍ବତୀ

ସେତେବେଳେ ଫୁଲବାଣୀର ଅବସ୍ଥା ବଡ଼ ଭୟଙ୍କର ଥିଲା । ବିଦେଶାଗତ ଖ୍ରୀଷ୍ଟିୟାନ୍ ପାଦ୍ରୀମାନେ ନାନା କୂଟ ଚକ୍ରାନ୍ତ କରି ହିନ୍ଦୁମାନଙ୍କୁ ଖ୍ରୀଷ୍ଟିୟାନ୍ କରୁଥିଲେ ।
#ସ୍ବାମୀଲକ୍ଷ୍ମଣାନନ୍ଦସରସ୍ବତୀ
Dr. Durga Prasan Nayak (@durgapnayak) 's Twitter Profile Photo

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଜଣେ ଉତ୍ସର୍ଗୀକୃତ କାର୍ଯ୍ୟକର୍ତ୍ତା ତଥା ମହାନ ଯୋଦ୍ଧା ଥିଲେ ଯିଏ ବନବାସୀଙ୍କ କଲ୍ୟାଣ ପାଇଁ ତଥା ଓଡିଶା ପ୍ରାନ୍ତରେ ଖ୍ରୀଷ୍ଟିଆନ ମିଶନାରୀମାନଙ୍କ ଦ୍ୱାରା ଧର୍ମ ପରିବର୍ତ୍ତନକୁ ବନ୍ଦ କରିବା ପାଇଁ ନିରନ୍ତର କାର୍ଯ୍ୟ କରିଥିଲେ।#swamilaxmanananda #ସ୍ୱାମୀଲକ୍ଷ୍ମଣାନନ୍ଦସରସ୍ୱତୀ

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଜଣେ ଉତ୍ସର୍ଗୀକୃତ କାର୍ଯ୍ୟକର୍ତ୍ତା ତଥା ମହାନ ଯୋଦ୍ଧା ଥିଲେ ଯିଏ ବନବାସୀଙ୍କ କଲ୍ୟାଣ ପାଇଁ ତଥା ଓଡିଶା ପ୍ରାନ୍ତରେ ଖ୍ରୀଷ୍ଟିଆନ ମିଶନାରୀମାନଙ୍କ ଦ୍ୱାରା ଧର୍ମ ପରିବର୍ତ୍ତନକୁ ବନ୍ଦ କରିବା ପାଇଁ ନିରନ୍ତର କାର୍ଯ୍ୟ କରିଥିଲେ।#swamilaxmanananda #ସ୍ୱାମୀଲକ୍ଷ୍ମଣାନନ୍ଦସରସ୍ୱତୀ
Akhil Mohanty (@akhilm1982) 's Twitter Profile Photo

ବନବାସୀର ଆଭୂଷଣ ଫିଙ୍ଗିଦେଇ ସେମାନଙ୍କୁ ବିଧବା ସଜାଇ ଦେଲେ।ଏ ଦେଶର ମହାପୁରୁଷମାନଙ୍କ ପ୍ରତି ଥିବା ଭକ୍ତିଭାବନାକୁ ଦୂରେଇ ଦେଇ ସେମାନଙ୍କ ମନରେ ଘୃଣାର ଭାବନା ଉଦ୍ରେକ କରାଇଲେପୂର୍ବପୁରୁଷମାନଙ୍କର ଗୁଣାବଳୀକୁ ବିକୃତ କରି ସେମାନଙ୍କ ସ୍ଥାନରେ ବିଦେଶୀ ମହାପୁରୁଷମାନଙ୍କୁ ବସାଇ ଦେଲେ । #ସ୍ବାମୀଲକ୍ଷ୍ମଣାନନ୍ଦସରସ୍ବତୀ #swamilaxmanananda

ବନବାସୀର ଆଭୂଷଣ ଫିଙ୍ଗିଦେଇ ସେମାନଙ୍କୁ ବିଧବା ସଜାଇ ଦେଲେ।ଏ ଦେଶର ମହାପୁରୁଷମାନଙ୍କ ପ୍ରତି ଥିବା ଭକ୍ତିଭାବନାକୁ ଦୂରେଇ ଦେଇ ସେମାନଙ୍କ ମନରେ ଘୃଣାର ଭାବନା ଉଦ୍ରେକ କରାଇଲେପୂର୍ବପୁରୁଷମାନଙ୍କର ଗୁଣାବଳୀକୁ ବିକୃତ କରି ସେମାନଙ୍କ ସ୍ଥାନରେ ବିଦେଶୀ ମହାପୁରୁଷମାନଙ୍କୁ ବସାଇ ଦେଲେ ।
#ସ୍ବାମୀଲକ୍ଷ୍ମଣାନନ୍ଦସରସ୍ବତୀ
#swamilaxmanananda
Akhil Mohanty (@akhilm1982) 's Twitter Profile Photo

ଏ ଦେଶର ଜ୍ଞାନ ବିଜ୍ଞାନ ଇତ୍ୟାଦି ସବୁ ବିଦେଶୀମାନଙ୍କ କୃପାର ଦାନ ବୋଲି କହିଲେ । ସେମାନେ ଏଦେଶର ଇତିହାସକୁ ବିକୃତ କରି ମିଥ୍ୟାକଥା ସବୁ ଲେଖ୍ ଯୁବପୀଢ଼ୀକୁ ବିଭ୍ରାନ୍ତ କରାଇଲେ । ଏ ସବୁ ଯୋଗୁଁ ଫୁଲବାଣୀରେ ଅଶାନ୍ତିର ବନ୍ୟାପ୍ରବାହିତ ହେଲା । #ସ୍ବାମୀଲକ୍ଷ୍ମଣାନନ୍ଦସରସ୍ବତୀ #swamilaxmanananda

ଏ ଦେଶର ଜ୍ଞାନ ବିଜ୍ଞାନ ଇତ୍ୟାଦି ସବୁ ବିଦେଶୀମାନଙ୍କ କୃପାର ଦାନ ବୋଲି କହିଲେ । ସେମାନେ ଏଦେଶର ଇତିହାସକୁ ବିକୃତ କରି ମିଥ୍ୟାକଥା ସବୁ ଲେଖ୍ ଯୁବପୀଢ଼ୀକୁ ବିଭ୍ରାନ୍ତ କରାଇଲେ । ଏ ସବୁ ଯୋଗୁଁ ଫୁଲବାଣୀରେ ଅଶାନ୍ତିର ବନ୍ୟାପ୍ରବାହିତ ହେଲା ।
#ସ୍ବାମୀଲକ୍ଷ୍ମଣାନନ୍ଦସରସ୍ବତୀ
#swamilaxmanananda
Akhil Mohanty (@akhilm1982) 's Twitter Profile Photo

ଏ ସବୁ ଶୁଣି ସ୍ଵାମୀଜୀଙ୍କ ମନରେ ପ୍ରବଳ ଦୁଃଖ ହେଲା।ସେ ଚିନ୍ତା କଲେ ସତରେ କ’ଣ ଏ ଦେଶ ବିଧର୍ମୀ ମାନଙ୍କର ହୋଇଯିବ। ଆବାହମାନକାଳରୁ ବାସ କରି ଆସୁଥିବା ଏଦେଶର ପୁତ୍ରରୂପି ହିନ୍ଦୁ ସମାଜ କ’ଣ ଲୁପ୍ତହୋଇଯିବ। ମୁନି ଋଷିମାନଙ୍କ ଦ୍ବାରା ସ୍ଥାପନ କରାଯାଇଥିବା ଏ ପବିତ୍ର ପାରିବାରିକ ବନ୍ଧନ କ’ଣ ନଷ୍ଟ ହୋଇଯିବ? #ସ୍ବାମୀଲକ୍ଷ୍ମଣାନନ୍ଦସରସ୍ବତୀ

ଏ ସବୁ ଶୁଣି ସ୍ଵାମୀଜୀଙ୍କ ମନରେ ପ୍ରବଳ ଦୁଃଖ ହେଲା।ସେ ଚିନ୍ତା କଲେ ସତରେ କ’ଣ ଏ ଦେଶ ବିଧର୍ମୀ ମାନଙ୍କର ହୋଇଯିବ। ଆବାହମାନକାଳରୁ ବାସ କରି ଆସୁଥିବା ଏଦେଶର ପୁତ୍ରରୂପି ହିନ୍ଦୁ ସମାଜ କ’ଣ ଲୁପ୍ତହୋଇଯିବ। ମୁନି ଋଷିମାନଙ୍କ ଦ୍ବାରା ସ୍ଥାପନ କରାଯାଇଥିବା ଏ ପବିତ୍ର ପାରିବାରିକ ବନ୍ଧନ କ’ଣ ନଷ୍ଟ ହୋଇଯିବ?
#ସ୍ବାମୀଲକ୍ଷ୍ମଣାନନ୍ଦସରସ୍ବତୀ
SWAYAMSEVAK . ସ୍ଵୟଂସେବକ : (@sevak_odi) 's Twitter Profile Photo

ମିଶନାରୀମାନଙ୍କ ଷଡଯନ୍ତ୍ରର ଖୁଲାସା କରିଥିଲେ, ଯେଉଁ କାରଣରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ଜୀ କେବଳ ମିଶନାରୀଙ୍କ ଟାର୍ଗେଟରେ ପରିଣତ ହୋଇନଥିଲେ ବରଂ ରାଜ୍ୟ ତଥା କେନ୍ଦ୍ର ସରକାର ମଧ୍ୟ ସେମାନଙ୍କ ବଢୁଥିବା ପ୍ରଭାବ ତଥା ବନବସୀଙ୍କ ମଧ୍ୟରେ ପ୍ରବେଶକୁ ନେଇ ଚିନ୍ତିତ ହେବାକୁ ଲାଗିଲେ। #ସ୍ବାମୀଲକ୍ଷ୍ମଣାନନ୍ଦସରସ୍ବତୀ #swamilaxmanananda

ମିଶନାରୀମାନଙ୍କ ଷଡଯନ୍ତ୍ରର ଖୁଲାସା କରିଥିଲେ, ଯେଉଁ କାରଣରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ଜୀ କେବଳ ମିଶନାରୀଙ୍କ ଟାର୍ଗେଟରେ ପରିଣତ ହୋଇନଥିଲେ ବରଂ ରାଜ୍ୟ ତଥା କେନ୍ଦ୍ର ସରକାର ମଧ୍ୟ ସେମାନଙ୍କ ବଢୁଥିବା ପ୍ରଭାବ ତଥା ବନବସୀଙ୍କ ମଧ୍ୟରେ ପ୍ରବେଶକୁ ନେଇ ଚିନ୍ତିତ ହେବାକୁ ଲାଗିଲେ।
#ସ୍ବାମୀଲକ୍ଷ୍ମଣାନନ୍ଦସରସ୍ବତୀ
#swamilaxmanananda
Akhil Mohanty (@akhilm1982) 's Twitter Profile Photo

ରାତିରେ ଭଲ ନିଦ ହେଲାନାହିଁ।ରାତ୍ରିର ଚତୁର୍ଥ ପ୍ରହରରେ ସେ ସେହି ଶୁଭ ବସ୍ତ୍ର ପରିହିତ ସନ୍ଥଙ୍କୁ ଦେଖୁଲେ।ଏଥର କିନ୍ତୁ ସେ ବହୁତ ପ୍ରଶନ୍ନ ଥିଲେ।ହସ ହସ ମୁହଁରେ ପଚାରିଲେ, “ଲକ୍ଷ୍ମଣାନନ୍ଦ! ବର୍ତମାନ ତୁମ ଜୀବନର ଶୁଭ ମୁହୁର୍ଭ ଉପସ୍ଥିତ ହୋଇଅଛି।ତୁମେ ତୁମ କଥା ଚିନ୍ତା କର।ତୁମ ଆଗରେ ଦୁଇଟି ମାର୍ଗ । #ସ୍ବାମୀଲକ୍ଷ୍ମଣାନନ୍ଦସରସ୍ବତୀ

ରାତିରେ ଭଲ ନିଦ ହେଲାନାହିଁ।ରାତ୍ରିର ଚତୁର୍ଥ ପ୍ରହରରେ ସେ ସେହି ଶୁଭ ବସ୍ତ୍ର ପରିହିତ ସନ୍ଥଙ୍କୁ ଦେଖୁଲେ।ଏଥର କିନ୍ତୁ ସେ ବହୁତ ପ୍ରଶନ୍ନ ଥିଲେ।ହସ ହସ ମୁହଁରେ ପଚାରିଲେ, “ଲକ୍ଷ୍ମଣାନନ୍ଦ! ବର୍ତମାନ ତୁମ ଜୀବନର ଶୁଭ ମୁହୁର୍ଭ ଉପସ୍ଥିତ ହୋଇଅଛି।ତୁମେ ତୁମ କଥା ଚିନ୍ତା କର।ତୁମ ଆଗରେ ଦୁଇଟି ମାର୍ଗ ।
#ସ୍ବାମୀଲକ୍ଷ୍ମଣାନନ୍ଦସରସ୍ବତୀ