Sub-Collector & SDM, Padampur (@padampursdm) 's Twitter Profile
Sub-Collector & SDM, Padampur

@padampursdm

ID: 1706201643568812032

calendar_today25-09-2023 06:59:58

62 Tweet

105 Followers

28 Following

Collector & DM, Bargarh (@dmbargarh) 's Twitter Profile Photo

ବୈଶାଖ ମେଳାର ପଞ୍ଚମ ଦିବସରେ ମୁଖ୍ୟ ଅତିଥି ଭାବେ ପଦମପୁର ଅତିରିକ୍ତ ଜିଲ୍ଲାପାଳ କୃଣାଲ ମୋତିରାମ ଚୌହାନଙ୍କ ସମେତ ଛତିଶଗଡ଼ର ମହାସମୁନ୍ଦ ସାଂସଦ ରୂପ୍ କୁମାରୀ ଚୌଧୁରୀ, ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ, ବ୍ଲକ ଅଧ୍ୟକ୍ଷା ଭାବନା ସିଂ ଓ ଧନୁଯାତ୍ରା କମିଟିର ଆବାହକ ସୁରେଶ୍ୱର ଶତପଥୀ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

CEO Odisha (@odishaceo) 's Twitter Profile Photo

ଆପଣଙ୍କ ମତଦାନର ପ୍ରକ୍ରିୟାକୁ ସହଜ କରିବାପାଇଁ ଭାରତ ନିର୍ବାଚନ ଆୟୋଗ ଆଣିଛନ୍ତି ସକ୍ଷମ ଆପ୍ (SAKSHAM APP) ଯାହା ସାହାଯ୍ୟରେ ଭୋଟରମାନେ ନିଜକୁ ଦିବ୍ୟାଙ୍ଗ(PwD) ଭାବେ ଚିହ୍ନଟ କରି ମତଦାନ କେନ୍ଦ୍ରରେ ଅନେକ ପ୍ରକାରର ସହାୟତା ପାଇପାରିବେ।✨ Election Commission of India PIB India I & PR Department, Odisha All India Radio News DD News Odia DD ODIA

Collector & DM, Bargarh (@dmbargarh) 's Twitter Profile Photo

ଆଜି ଝାରବନ୍ଧ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ,ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଜିଲ୍ଲlପାଳ, ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଶୁଣିବା ସହିତ ଭିନ୍ନକ୍ଷମ ବ୍ୟକ୍ତି ଙ୍କୁ ତିନି ଚକିଆ ସାଇକେଲ ପ୍ରଦାନ କରାଯାଇଥିଲା l CMO Odisha I & PR Department, Odisha

Sub-Collector & SDM, Padampur (@padampursdm) 's Twitter Profile Photo

ବୁଥ୍ ସ୍ତରୀୟ ଅଧିକାରୀ ମାନଙ୍କ ପାଇଁ ଜାତୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ପ୍ରଥମ ଦିନ (ତା.୧୫/୦୭/୨୦୨୫)। ୦୨- ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ

ବୁଥ୍ ସ୍ତରୀୟ ଅଧିକାରୀ ମାନଙ୍କ ପାଇଁ ଜାତୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ପ୍ରଥମ ଦିନ (ତା.୧୫/୦୭/୨୦୨୫)।
୦୨- ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ
Sub-Collector & SDM, Padampur (@padampursdm) 's Twitter Profile Photo

୦୧- ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ୍ ସ୍ତରୀୟ ଅଧିକାରୀ ମାନଙ୍କ ପାଇଁ ଜାତୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ପ୍ରଥମ ଦିନ। (ତା.୧୫/୦୭/୨୦୨୫)।

୦୧- ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ୍ ସ୍ତରୀୟ ଅଧିକାରୀ ମାନଙ୍କ ପାଇଁ ଜାତୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ପ୍ରଥମ ଦିନ। (ତା.୧୫/୦୭/୨୦୨୫)।
Sub-Collector & SDM, Padampur (@padampursdm) 's Twitter Profile Photo

Training programme conducted for Booth Level Officers to ensure smooth, transparent, and efficient electoral process. Commitment to free and fair elections continues. Dt.16/07/2025.

Training programme conducted for Booth Level Officers to ensure smooth, transparent, and efficient electoral process. Commitment to free and fair elections continues.
Dt.16/07/2025.
CEO Odisha (@odishaceo) 's Twitter Profile Photo

ଘର ବଦଳାଇଛନ୍ତି କିନ୍ତୁ ଭୋଟର ପରିଚୟ ପତ୍ରରେ ପୁରୁଣା ଘର ଠିକଣା ରଖିଛନ୍ତି କି ? ଏବେ ଠିକଣା ଅଦ୍ୟତନ କରନ୍ତୁ, ଫର୍ମ ୮ ପୂରଣ କରି, voters.eci.gov.in ରେ କ୍ଲିକ୍ କରି! #ECI #CEOOdisha #Form8 #Voterhelpline #Bhubaneswar

ଘର ବଦଳାଇଛନ୍ତି କିନ୍ତୁ ଭୋଟର ପରିଚୟ ପତ୍ରରେ ପୁରୁଣା ଘର ଠିକଣା ରଖିଛନ୍ତି କି ?
ଏବେ ଠିକଣା ଅଦ୍ୟତନ କରନ୍ତୁ, ଫର୍ମ ୮ ପୂରଣ କରି, voters.eci.gov.in ରେ କ୍ଲିକ୍ କରି!

#ECI #CEOOdisha #Form8 #Voterhelpline #Bhubaneswar
Collector & DM, Bargarh (@dmbargarh) 's Twitter Profile Photo

#ତ୍ରିରଙ୍ଗା_ଶୋଭାଯାତ୍ରା #ଘରେ_ଘରେ_ତ୍ରିରଙ୍ଗା_ଅଭିଯାନ #ବରଗଡ଼ #HarGharTiranga2025 #AzadiKaAmritMahotsav #HarGharTiranga #bargarh

Sub-Collector & SDM, Padampur (@padampursdm) 's Twitter Profile Photo

Independence means every voice matters. This 15th August, Padampur pledges to stand together for growth in every block, every village, every home. Happy Independence day,2025.🫡

Sub-Collector & SDM, Padampur (@padampursdm) 's Twitter Profile Photo

Commemorating the 150th birth anniversary of Sri Sardar Vallabhbhai Patel with a Padayatra echoing his message of national unity, integration, courage and collective responsibility. 🇮🇳

Collector & DM, Bargarh (@dmbargarh) 's Twitter Profile Photo

ଆଜି ଝାରବନ୍ଧ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ, ଉପଜିଲ୍ଲାପାଳ ପଦମପୁର ଓ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ l CMO Odisha I & PR Department, Odisha

ଆଜି ଝାରବନ୍ଧ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି  l ଏହି ଶିବିରରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ, ଉପଜିଲ୍ଲାପାଳ ପଦମପୁର ଓ  ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ  l CMO Odisha I & PR Department, Odisha
Sub-Collector & SDM, Padampur (@padampursdm) 's Twitter Profile Photo

On the night of 9th Dec, the Sub-Collector along with two Addl. Tahasildars, JMOs of Mining department & police conducted a joint enforcement drive against illegal sand mining. 3 Hyva trucks and 1 excavator were seized. Collector & DM, Bargarh Revenue & DM Department, Government of Odisha Steel & Mines, Odisha Bargarh Police

On the night of 9th Dec, the Sub-Collector along with two Addl. Tahasildars,  JMOs of Mining department & police conducted a joint enforcement drive against illegal sand mining. 3 Hyva trucks and 1 excavator were seized.

Collector & DM, Bargarh Revenue & DM Department, Government of Odisha Steel & Mines, Odisha Bargarh Police
Sub-Collector & SDM, Padampur (@padampursdm) 's Twitter Profile Photo

Proud of Team #Bijepur for their dedication.Even in the face of challenges, this #Administration stands resolutely with the vulnerable and marginalized. Collector & DM, Bargarh Revenue & DM Department, Government of Odisha #Landdemarcation youtu.be/PZqcaKhhy54?si…