Mo Seva Kendra | ମୋ ସେବା କେନ୍ଦ୍ର ଓଡ଼ିଶା (@mosevakendra) 's Twitter Profile
Mo Seva Kendra | ମୋ ସେବା କେନ୍ଦ୍ର ଓଡ଼ିଶା

@mosevakendra

#Odishaone Portal ରେ ଉପଲବ୍ଧ ସମସ୍ତ ସରକାରୀ ସେବାକୁ ନାଗରିକ ମାନଙ୍କ ନିକଟରେ ପହଞ୍ଚିବା ପାଇଁ ରାଜ୍ୟ ସରକାର "ମୋ ସେବା କେନ୍ଦ୍ର " ଯୋଜନା କାର୍ଯ୍ୟକIରି
କରୁଛନ୍ତିl @CMO_Odisha

ID: 1353374441150021632

linkhttps://www.odishaone.gov.in/ calendar_today24-01-2021 16:10:00

127 Tweet

1,1K Followers

234 Following

Mo Seva Kendra | ମୋ ସେବା କେନ୍ଦ୍ର ଓଡ଼ିଶା (@mosevakendra) 's Twitter Profile Photo

ସରକାରୀ ସେବାକୁ ନାଗରିକମାନଙ୍କ ନିକଟ ରେ ସୁବିଧା ରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ' ମୋ ସେବା କେନ୍ଦ୍ର ' ଯୋଜନା କର୍ଯ୍ୟକାରି କରିଛନ୍ତି। ଲୋକଙ୍କ ପାଇଁ, ଲୋକଙ୍କ ସେବାରେ ' ମୋ ସେବା କେନ୍ଦ୍ର ' #mosevakendra #Odisha #OdishaGovernment #government

Odisha One - ଓଡିଶା ୱାନ୍ (@odishaoneportal) 's Twitter Profile Photo

On this auspicious occasion of Maha Shivratri, we extend our warmest wishes to you and your loved ones. May this divine festival fill your life with positivity, peace, and prosperity. Let us immerse ourselves in the reverence of Lord Shiva, seeking his blessings and guidance on

On this auspicious occasion of Maha Shivratri, we extend our warmest wishes to you and your loved ones. May this divine festival fill your life with positivity, peace, and prosperity. Let us immerse ourselves in the reverence of Lord Shiva, seeking his blessings and guidance on
Mo Seva Kendra | ମୋ ସେବା କେନ୍ଦ୍ର ଓଡ଼ିଶା (@mosevakendra) 's Twitter Profile Photo

As we celebrate Women's Day, we extend heartfelt appreciation to the women who inspire us every day. From their leadership to their compassion, women continue to shape our world with their remarkable contributions. Let's uplift their voices and celebrate their triumphs together

Salutations on #ShaheedDiwas to India's great revolutionaries, #BhagatSingh, #Sukhdev, and #Rajguru, who gave their lives to secure our nation's independence. The heroes who gave their lives to defend our country will always have our gratitude. #Moseba #ShaheediDiwas #Odisha

Salutations on #ShaheedDiwas to India's great revolutionaries, #BhagatSingh, #Sukhdev, and #Rajguru, who gave their lives to secure our nation's independence. The heroes who gave their lives to defend our country will always have our gratitude.
#Moseba #ShaheediDiwas #Odisha
Mo Seva Kendra | ମୋ ସେବା କେନ୍ଦ୍ର ଓଡ଼ିଶା (@mosevakendra) 's Twitter Profile Photo

ଓଡିଶାର ଅତୁଳନୀୟ କଳା ଏବଂ ସଂସ୍କୃତି, ଭିନ୍ନ ଐତିହ୍ୟ ହେତୁ ବିଶ୍ୱ ବଜାରରେ ଓଡିଶାର ଏକ ସ୍ୱତନ୍ତ୍ର ପରିଚୟ ରହିଛି | ଉତ୍କଳ ଦିବସ 'ରେ ମାଟି ମା'ର ଅସ୍ମିତା ଅକ୍ଷୁର୍ଣ୍ଣ ରଖି ନୂତନ ଓଡ଼ିଶା ଗଠନ ଉଦ୍ଦେଶ୍ୟରେ ଆସନ୍ତୁ ହେବା ସଂକଳ୍ପବଦ୍ଧ | ଏହି ଉତ୍କଳ ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭେଚ୍ଛା | #odishadivas

ମୋ ସେବା କେନ୍ଦ୍ର ତରଫରୁ ମହାବିଷୁବ ପଣା ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷର ଶୁଭେଚ୍ଛା #festivesession #festival #oriyanewyear #Odisha

ମୋ ସେବା କେନ୍ଦ୍ର ତରଫରୁ  ମହାବିଷୁବ ପଣା ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷର ଶୁଭେଚ୍ଛା

#festivesession #festival #oriyanewyear #Odisha
Mo Seva Kendra | ମୋ ସେବା କେନ୍ଦ୍ର ଓଡ଼ିଶା (@mosevakendra) 's Twitter Profile Photo

ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦରୁ ପ୍ରତ୍ଯେକଟି ଜୀବନ ମଙ୍ଗଳମୟ ହେଉ। #ରାମନବମୀ

Let's unite on World Environment Day and strive for a more pristine environment. The Earth needs humans, not the other way around. Inspiring each other to create a future worth living in, let's get in touch with nature. #environmentday #environment #nature #odishaone

Let's unite on World Environment Day and strive for a more pristine environment. The Earth needs humans, not the other way around. Inspiring each other to create a future worth living in, let's get in touch with nature.
#environmentday #environment #nature #odishaone
Mo Seva Kendra | ମୋ ସେବା କେନ୍ଦ୍ର ଓଡ଼ିଶା (@mosevakendra) 's Twitter Profile Photo

ବସୁମତିର ପର୍ବ, ମେଘ ଓ ମାଟିର ପର୍ବ ରଜ ପର୍ବ ଆପଣ ମାନଙ୍କ ପାଇଁ ଖୁସି ଓ ସମୃଦ୍ଧି ଆଣିଦେଉ ଶୁଭେଚ୍ଛା ମୋ ସେବାକେନ୍ଦ୍ର ତରଫରୁ ଓଡ଼ିଶାର କୃଷି ଭିତ୍ତକଗଣ ପର୍ବ ରଜ ଉପଲକ୍ଷେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା . . #Raja2024 #raja

ବସୁମତିର ପର୍ବ, ମେଘ ଓ ମାଟିର ପର୍ବ ରଜ ପର୍ବ ଆପଣ ମାନଙ୍କ ପାଇଁ ଖୁସି ଓ ସମୃଦ୍ଧି ଆଣିଦେଉ ଶୁଭେଚ୍ଛା ମୋ ସେବାକେନ୍ଦ୍ର ତରଫରୁ
ଓଡ଼ିଶାର କୃଷି ଭିତ୍ତକଗଣ ପର୍ବ ରଜ ଉପଲକ୍ଷେ  ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା
.
.
#Raja2024 #raja
Mo Seva Kendra | ମୋ ସେବା କେନ୍ଦ୍ର ଓଡ଼ିଶା (@mosevakendra) 's Twitter Profile Photo

ଓଡ଼ିଶା ସରକାରଙ୍କ ମୋ ସେବା କେନ୍ଦ୍ର ତରଫରୁ ଡକ୍ଟର ମୁକେଶ ମହାଲିଙ୍ଗଙ୍କୁ ବିଭାଗର ମାନ୍ୟବର ମନ୍ତ୍ରୀଭାବେ ଦାୟିତ୍ବ ମିଳିଥିବାରୁ ସ୍ୱାଗତ ଜଣାଉଛୁ।

ପବିତ୍ର ଦେବ, ସ୍ନାନପୁର୍ଣିମା ଅବସରରେ ହାଦ୍ଦର୍କି ଶୁଭେଚ୍ଛା ଓ ଶୁଭକାମନା

A doctor is bestowed with an eye to see and treat weakness in mankind. He is the one who can give us hope when we are in doom. Happy Doctors' Day! . . . . . #DoctorsDay #doctors #healthy #Moseba #Odisha #service #Apply #Login

A doctor is bestowed with an eye to see and treat weakness in mankind.
He is the one who can give us hope when we are in doom.
Happy Doctors' Day!
.
.
.
.
.
#DoctorsDay #doctors #healthy #Moseba #Odisha #service #Apply #Login
Mo Seva Kendra | ମୋ ସେବା କେନ୍ଦ୍ର ଓଡ଼ିଶା (@mosevakendra) 's Twitter Profile Photo

ପବିତ୍ର ବାହୁଡା ଯାତ୍ରାର ଶୁଭେଚ୍ଛା ଓ ଶୁଭକାମନା | ଜୟ ଜଗନ୍ନାଥ #jayjagannath #BahudaYatra #Odisha