Er.Rajesh Kumar Dehury (@kumarra11767331) 's Twitter Profile
Er.Rajesh Kumar Dehury

@kumarra11767331

President Kankadahad Block Journalist Association,
Reporter-Prameya News Paper

ID: 2598096050

calendar_today01-07-2014 14:41:58

568 Tweet

90 Followers

227 Following

Er.Rajesh Kumar Dehury (@kumarra11767331) 's Twitter Profile Photo

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ରେ ଅବକାରୀ ଥାନା ସ୍ଥାପନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟଙ୍କ ନିକଟରେ ଅଞ୍ଚଳ ବାସୀଙ୍କ ପକ୍ଷରୁ ନିବେଦନ। CMO Odisha ChiefSecyOdisha DGP, Odisha District Dhenkanal Kanak Vardhan Singh Deo (Modiji Ka Parivar) Mohan Charan Majhi spdhenkanal

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଗଡପଳାଶୁଣି ଗ୍ରାମ ବିଶ୍ୱାଳ ସାହି ନିକଟରେ ବିପଦପୂର୍ଣ୍ଣ ବିଦ୍ୟୁତ ଖୁଣ୍ଟ,ହାତ ପାହାନ୍ତାରେ ଝୁଲୁଛି ତାର।ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାପାଇଁ ନିବେଦନ। CMO Odisha Kanak Vardhan Singh Deo (Modiji Ka Parivar) ChiefSecyOdisha District Dhenkanal TP Central Odisha Distribution Ltd Mohan Charan Majhi

ଢେଙ୍କାନାଳ ଜିଲ୍ଲାର କଙ୍କଡାହାଡ଼ ବ୍ଲକ ଅନ୍ତର୍ଗତ ମହାବିରୋଡ଼ ବିଦ୍ୟୁତ ସବଷ୍ଟେସନ ଚାଲିଛି ଅବ୍ୟବସ୍ଥାରେ ।ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାପାଇଁ ନିବେଦନ । CMO Odisha ChiefSecyOdisha Kanak Vardhan Singh Deo (Modiji Ka Parivar) District Dhenkanal TP Central Odisha Distribution Ltd Mohan Charan Majhi

କଙ୍କଡାହାଡ଼ ଠାରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ସ୍ଥାପନ ନେଇ ମୁଖ୍ୟମନ୍ତ୍ରୀ ମହୋଦୟଙ୍କ ଉଦ୍ଧେଶ୍ୟରେ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ଜରିଆରେ କଙ୍କଡାହାଡ଼ ବ୍ଲକ ସାମ୍ବାଦିକ ସଂଘ ତରଫରୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । CMO Odisha Dharmendra Pradhan Mohan Charan Majhi Kanak Vardhan Singh Deo (Modiji Ka Parivar) ChiefSecyOdisha District Dhenkanal

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ତହସିଲ ଅନ୍ତର୍ଗତ କରଗୋଳା ଖଳିନାଳ ଚାଷ ଜମି ରାସ୍ତା ଖୋଳି ଦେଲା ଠିକାସଂସ୍ଥା।ବେନିୟମ ଭାବେ ରାସ୍ତା ଖୋଳି ମାଟି ଉତ୍ତୋଳନ।ପୂର୍ତ୍ତ ବିଭାଗ ରାସ୍ତା କାମରେ ମାଟି ବ୍ୟବହୃତ। CMO Odisha ChiefSecyOdisha District Dhenkanal Works Department, Odisha Mohan Charan Majhi Prithiviraj Harichandan

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଝିଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ତୋରଡ଼ାନାଳୀ ଗ୍ରାମର ଯଦୁମଣି ଦାସଙ୍କ ଦୁଇଟି କିଡ଼ନୀ ନଷ୍ଟ ହୋଇ ଯାଇଛି।ଜିଲ୍ଲାପାଳ ମହୋଦୟ ଦୃଷ୍ଟି ଦେବାପାଇଁ ନିବେଦନ। CMO Odisha Dr. Mukesh Mahaling Mohan Charan Majhi District Dhenkanal ChiefSecyOdisha Ministry of Health

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଦଶୀପୁର ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳି ନହେଲେ ଆନ୍ଦୋଳନ କରିବା ପାଇଁ ବିଇଓଙ୍କୁ ଦାବିପତ୍ର ଦେଲେ ପରିଚାଳନା କମିଟିର କର୍ମକର୍ତ୍ତା।ଜିଲ୍ଲାପାଳ ମହୋଦୟ ଦ୍ରୁଷ୍ଟି ଦେବାପାଇଁ ନିବେଦନ। CMO Odisha Nityananda Gond ChiefSecyOdisha Mohan Charan Majhi District Dhenkanal

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ଅଞ୍ଚଳରେ ଗତକାଲି ରାତି ୧୨ ରୁ ଆଜି ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ(୧୮ ଘଣ୍ଟା) ବିଦ୍ୟୁତ ସେବା ନଥିଲା ।ଆଜି ସନ୍ଧ୍ୟା ୬ ରୁ ୭ ପର୍ଯ୍ୟନ୍ତ ଲାଇନ ଥିଲା ।ସନ୍ଧ୍ୟା ୭ ରୁ ପୁଣି ବିଦ୍ୟୁତ ଉଭାନ।ଟାଟା କର୍ତ୍ତୃପକ୍ଷ ଦୃଷ୍ଟି ଦେବେ କି ? CMO Odisha District Dhenkanal TP Central Odisha Distribution Ltd

Er.Rajesh Kumar Dehury (@kumarra11767331) 's Twitter Profile Photo

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ କୁଟୁରିଆ ପଂଚାୟତ ଧଉରାବଣି ଗାଁରେ ୧୪ ଦିନ ହେଲାଣି ଟ୍ରାନ୍ସଫର୍ମର ଅଚଳ ।ଗାଁ ସମ୍ପୂର୍ଣ୍ଣ ଅନ୍ଧାର ।ବିଦ୍ୟୁତ ବିଭାଗ ଦୃଷ୍ଟି ଦେବାପାଇଁ ନିବେଦନ। CMO Odisha TP Central Odisha Distribution Ltd District Dhenkanal Mohan Charan Majhi

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ପାକଟମୁଣ୍ଡା ଗ୍ରାମରେ ବିଦ୍ୟୁତ ଖୁଣ୍ଟ ରୁ ତାର ଚୋରି ।ଗ୍ରାମ ଏବେ ଅନ୍ଧାର ।ବିଭାଗ ଦୃଷ୍ଟି ଦେବାପାଇଁ ନିବେଦନ । CMO Odisha Mohan Charan Majhi District Dhenkanal TP Central Odisha Distribution Ltd

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଅନ୍ତର୍ଗତ କଙ୍କଡାହାଡ଼-ରେକୁଟି ପୂର୍ତ୍ତ ବିଭାଗ ରାସ୍ତା ନିମ୍ନ ମାନର, ମୋରମ ଚୋରି ରେ ହେଉଛି କାମ ।ଏଥିପ୍ରତି ଦୃଷ୍ଟି ଦେବାପାଇଁ ନିବେଦନ । CMO Odisha ChiefSecyOdisha District Dhenkanal Dharmendra Pradhan Mohan Charan Majhi Prithiviraj Harichandan

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଭେଜିଆ ଗାଁର ସାଗର ଦେହୁରୀ ଅର୍ଥ ଅଭାବରୁ ଚିକିତ୍ସା ହେଇ ପାରୁ ନାହିଁ ।୨ ବର୍ଷ ହେଲାଣି ଯକ୍ଷ୍ମା ରୋଗରେ ପୀଡିତ ।ପ୍ରଶାସନ ଦୃଷ୍ଟି ଦେବାପାଇଁ ନିବେଦନ। CMO Odisha Mohan Charan Majhi Dr. Mukesh Mahaling District Dhenkanal

ଢେଙ୍କାନାଳ ଜିଲ୍ଲାର କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ଅଞ୍ଚଳରେ ୯ ଘଣ୍ଟା ହେଲାଣି ବିଦ୍ୟୁତ ସେବା ନାହିଁ । TP Central Odisha Distribution Ltd District Dhenkanal

Er.Rajesh Kumar Dehury (@kumarra11767331) 's Twitter Profile Photo

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଗଡ଼ପଳାଶୁଣି ଷ୍ଟେଟ ବ୍ୟାଙ୍କ ଏଟିଏମ ଅଚଳ,ଲୋକ ହନ୍ତସନ୍ତ।ଏହି ଏକମାତ୍ର ଏଟିଏମ ଉପରେ ୧୦ ପଞ୍ଚାୟତ ବାସିନ୍ଦା ନିର୍ଭରଶୀଳ।ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାପାଇଁ ନିବେଦନ। CMO Odisha District Dhenkanal State Bank of India ChiefSecyOdisha

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ କୁଟୁରିଆ ପଞ୍ଚାୟତ ଗୋଳାଗାଡ଼ିଆ ଗାଁ ଟ୍ରାନ୍ସଫର୍ମର ୫ ଦିନ ହେଲାଣି ବଜ୍ରପାତରେ ପୋଡ଼ିଗଲା ।ବିଦ୍ୟୁତ ବିଭାଗ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଦେବାପାଇଁ ନିବେଦନ। CMO Odisha ChiefSecyOdisha District Dhenkanal TP Central Odisha Distribution Ltd

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ କୁଟୁରିଆ ଗାଁରେ ମାଙ୍କଡ଼ ଆତଙ୍କ ।ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାପାଇଁ ନିବେଦନ। CMO Odisha ChiefSecyOdisha District Dhenkanal DFO DHENKANAL Odisha Forest, Env. and Climate Change Department Mohan Charan Majhi

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଗଡ଼ପଳାଶୁଣି ପଞ୍ଚାୟତ ଜରଡା-ଦେହୁରୀହତା ଜଳବିଭାଜିକା ପ୍ରକଳ୍ପରେ ଅନିୟମିତତା ଘଟଣା ।ମାନ୍ୟବର ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦେବାପାଇଁ ନିବେଦନ। CMO Odisha ChiefSecyOdisha Mohan Charan Majhi District Dhenkanal

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ କୁଟୁରିଆ ପଞ୍ଚାୟତ ବାଘମୁଣ୍ଡା ମୁଣ୍ଡାସାହିରେ ଦୀର୍ଘ ୧ ମାସ ହେଲାଣି ଅନ୍ଧାର ।ଖୁଣ୍ଟ ନ ସଜାଡି ବିଦ୍ୟୁତ ସଂଯୋଗ କାଟିଦେଲେ ।ଏଥିପ୍ରତି ଦୃଷ୍ଟି ଦେବାପାଇଁ ନିବେଦନ। CMO Odisha Mohan Charan Majhi ChiefSecyOdisha District Dhenkanal TP Central Odisha Distribution Ltd

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ପଙ୍ଗାତିରା ପଂଚାୟତ ଝୁଲାଖୁଣ୍ଟିଆ ଟ୍ରାନ୍ସଫର୍ମର ୫ ଦିନ ହେଲାଣି ଅଚଳ ।ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାପାଇଁ ନିବେଦନ । CMO Odisha Mohan Charan Majhi ChiefSecyOdisha District Dhenkanal TP Central Odisha Distribution Ltd

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଦଶୀପୁର ଗ୍ରାମ ଯାତ୍ରା ମଣ୍ଡପ ନିକଟରେ ଗଛରେ ଗୁଡେଇ ଟଣା ଯାଇଛି ଏଲଟି ଲାଇନ ।ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାପାଇଁ ନିବେଦନ। CMO Odisha Mohan Charan Majhi ChiefSecyOdisha District Dhenkanal TP Central Odisha Distribution Ltd