Hari Sankar Rout (@haripab) 's Twitter Profile
Hari Sankar Rout

@haripab

Secretary, SWATI

ID: 2820782090

linkhttp://www.swatiodisha.org calendar_today20-09-2014 01:10:41

4,4K Tweet

502 Followers

1,1K Following

Mohan Charan Majhi (@mohanmodisha) 's Twitter Profile Photo

ମହାନ ଜନ ନାୟକ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥିରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଉଛି । ତାଙ୍କ ନେତୃତ୍ୱ, ଦୂରଦର୍ଶିତା ଏବଂ ରାଷ୍ଟ୍ରଭକ୍ତି ଭାରତୀୟ ରାଜନୀତିକୁ ନୂତନ ଦିଗ ଦେଖାଇଥିଲା । ଅଟଳ ଜୀଙ୍କ ଆଦର୍ଶ, ସାଧନା ଓ ସେବାଭାବ ସଦା ସର୍ବଦା ଆମ ପାଇଁ ପ୍ରେରଣାଦାୟୀ ହୋଇ ରହିବ ।

ମହାନ ଜନ ନାୟକ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥିରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଉଛି । ତାଙ୍କ ନେତୃତ୍ୱ, ଦୂରଦର୍ଶିତା ଏବଂ ରାଷ୍ଟ୍ରଭକ୍ତି ଭାରତୀୟ ରାଜନୀତିକୁ ନୂତନ ଦିଗ ଦେଖାଇଥିଲା । ଅଟଳ ଜୀଙ୍କ ଆଦର୍ଶ, ସାଧନା ଓ ସେବାଭାବ ସଦା ସର୍ବଦା ଆମ ପାଇଁ ପ୍ରେରଣାଦାୟୀ ହୋଇ ରହିବ ।
Kanak News (@kanak_news) 's Twitter Profile Photo

#ଦୁଃଖ_ଶୁଣି_ଭୋ_ଭୋ_କାନ୍ଦିଲେ_ବିଡିଓ ବୃଦ୍ଧାଶ୍ରମରେ ପହଞ୍ଚି ଭୋ ଭୋ କାନ୍ଦିଲେ ବିଡିଓ । ଜଣେ ବୃଦ୍ଧ ନିଜ ଦୁଃଖ କହୁଥିବା ବେଳେ ସହିପାରିଲେନି ସରକାରୀ ବାବୁ । ସବୁ ପଚାରି ବୁଝିଲେ, ସମାଧାନ ପାଇଁ ଆଶ୍ବାସନା ଦେଲେ #Odisha #KanakNews #BDO

Hari Sankar Rout (@haripab) 's Twitter Profile Photo

Two days non residential training on SMI in the presence of CDAO, BAO, AAO & Secretary SWATI for progressive farmers, CRP & FPO members at the Mandakia Community Hall, GP- Mandakia, Raikia FA- SWATI Collector Kandhamal କୃଷି ବିଭାଗ, ଓଡ଼ିଶା CMO Odisha

Two days non residential training on SMI in the presence of CDAO, BAO, AAO & Secretary SWATI for progressive farmers, CRP & FPO members at the Mandakia Community Hall, GP- Mandakia, Raikia
FA- SWATI <a href="/DMKandhamal/">Collector Kandhamal</a> <a href="/krushibibhag/">କୃଷି ବିଭାଗ, ଓଡ଼ିଶା</a> <a href="/CMO_Odisha/">CMO Odisha</a>
PCCF WL & CWLW, Odisha (@pccfwl_odisha) 's Twitter Profile Photo

KVIC ଓଡ଼ିଶା ଏବଂ ଉତ୍ତର ଘୁମୁସୁର ବନଖଣ୍ଡର ମିଳିତ ସହଯୋଗରେ ଆୟୋଜିତ ସପ୍ତାହବ୍ୟାପୀ ସଘନ ମହୁ ଉତ୍ପାଦନ ତାଲିମ କାର୍ଯ୍ୟକ୍ରମ ସଫଳତାର ସହ ଶେଷ ହୋଇଯାଇଛି । #BeeKeepingTraining #SustainableLivelihood #ForestConservation

KVIC ଓଡ଼ିଶା ଏବଂ ଉତ୍ତର ଘୁମୁସୁର ବନଖଣ୍ଡର ମିଳିତ ସହଯୋଗରେ ଆୟୋଜିତ ସପ୍ତାହବ୍ୟାପୀ ସଘନ ମହୁ ଉତ୍ପାଦନ ତାଲିମ କାର୍ଯ୍ୟକ୍ରମ ସଫଳତାର ସହ ଶେଷ ହୋଇଯାଇଛି । 
#BeeKeepingTraining #SustainableLivelihood #ForestConservation