Creative Educational Idea (@educationalidea) 's Twitter Profile
Creative Educational Idea

@educationalidea

Creative educational idea

ID: 1077738569274257409

linkhttp://www.youtube.com/creativeeducationalideaananta calendar_today26-12-2018 01:31:13

577 Tweet

5,5K Followers

330 Following

Creative Educational Idea (@educationalidea) 's Twitter Profile Photo

She is not only the youngest in entire country,She has also set a rare record by becoming the first MLA born in 21st century Until now,every MLA/MP was born in the 20th century or Before With no political lineage,Through Personal Talent Maithili Thakur has been elected as an MLA.

She is not only the youngest in entire country,She has also set a rare record by becoming the first MLA born in 21st century
Until now,every MLA/MP was born in the 20th century or Before
With no political lineage,Through Personal Talent Maithili Thakur has been elected as an MLA.
Creative Educational Idea (@educationalidea) 's Twitter Profile Photo

ହଜାର ହଜାର ଶିକ୍ଷକ ଶିକ୍ଷୟିତ୍ରୀ ୨୦୦₹ ଲେଖାଏଁ ଦେଇ ମଧ୍ୟ ୨ଦିନ ହେଲା Certificate ପାଇପାରୁ ନାହାଁନ୍ତି, ତଥାପି BSE ,ODISHA ର କୁମ୍ଭକର୍ଣ୍ଣ ନିଦ ଭାଙ୍ଗୁନାହିଁ। Argus News NandighoshaTV Kanak News Nityananda Gond EducationOdisha

ହଜାର ହଜାର ଶିକ୍ଷକ ଶିକ୍ଷୟିତ୍ରୀ ୨୦୦₹ ଲେଖାଏଁ ଦେଇ ମଧ୍ୟ ୨ଦିନ ହେଲା Certificate ପାଇପାରୁ ନାହାଁନ୍ତି, ତଥାପି BSE ,ODISHA ର କୁମ୍ଭକର୍ଣ୍ଣ ନିଦ ଭାଙ୍ଗୁନାହିଁ।
Argus News NandighoshaTV Kanak News Nityananda Gond EducationOdisha
Creative Educational Idea (@educationalidea) 's Twitter Profile Photo

Examର ଠିକ୍ ଦିନକ ପୂର୍ବରୁ Time ପରିବର୍ତ୍ତନ,Admit Card ପରିବର୍ତ୍ତନ। କ'ଣ ଚାଲିଛି ଏ, OTET Exam ନା ପ୍ରଥମ ଶ୍ରେଣୀ ପରୀକ୍ଷା। ଧନ୍ୟ ତୁମେ BSE ODISHA - ଧନ୍ୟ ତୁମ ନୂତନ ଅଫିସର (S.B.) Argus News Kanak News Kalinga TV News18 Odia NandighoshaTV Prameya News7 OTV Pragativadi Sambad (ସମ୍ବାଦ)

Examର ଠିକ୍ ଦିନକ ପୂର୍ବରୁ Time ପରିବର୍ତ୍ତନ,Admit Card ପରିବର୍ତ୍ତନ।
କ'ଣ ଚାଲିଛି ଏ, OTET Exam ନା ପ୍ରଥମ ଶ୍ରେଣୀ ପରୀକ୍ଷା।
ଧନ୍ୟ ତୁମେ BSE ODISHA - ଧନ୍ୟ ତୁମ ନୂତନ ଅଫିସର (S.B.)
Argus News Kanak News Kalinga TV News18 Odia NandighoshaTV Prameya News7 OTV Pragativadi Sambad (ସମ୍ବାଦ)
Creative Educational Idea (@educationalidea) 's Twitter Profile Photo

ଦେଖୁଛନ୍ତି ତ ଜନମତ ର ଶକ୍ତି। ସୋସିଆଲ୍ ମିଡିଆରେ ଯେଉଁ ବିରୋଧ ଓ ଜନମତ ସଂଘଠିତ ହେଲା, ସରକାର ବି ଦୋହଲିଗଲେ। ବିରୋଧୀ ଦଳ ବି ଦୋହଲିଗଲା। ତାପରେ ଆସିଲା Naveen Patnaik ଙ୍କ ଚିଠି,ତାପରେ ଚାଲିଲା ତର୍ଜମା ,ସମାଲୋଚନାକୁ ଡରି ସରକାର ଏବେ ଓଲଟିଲେ, ପୁନଃବିଚାର ହେବ ବିଧାୟକଂକ ଦରମା ବିଲ୍ #powerofcommunity #PowerOfPeople

ଦେଖୁଛନ୍ତି ତ ଜନମତ ର ଶକ୍ତି। ସୋସିଆଲ୍ ମିଡିଆରେ ଯେଉଁ ବିରୋଧ ଓ ଜନମତ ସଂଘଠିତ ହେଲା, ସରକାର ବି ଦୋହଲିଗଲେ। ବିରୋଧୀ ଦଳ ବି ଦୋହଲିଗଲା।
ତାପରେ ଆସିଲା Naveen Patnaik ଙ୍କ ଚିଠି,ତାପରେ ଚାଲିଲା ତର୍ଜମା ,ସମାଲୋଚନାକୁ ଡରି ସରକାର ଏବେ ଓଲଟିଲେ, ପୁନଃବିଚାର ହେବ ବିଧାୟକଂକ ଦରମା ବିଲ୍ #powerofcommunity #PowerOfPeople
Creative Educational Idea (@educationalidea) 's Twitter Profile Photo

BIG BREAKING: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ। 1st Women Chief Secretary of Odisha👍 ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ଆସନ୍ତା 31ରେ ସରିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ Anu Garg

BIG BREAKING: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ।
1st Women Chief Secretary of Odisha👍
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
ଆସନ୍ତା 31ରେ ସରିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ
Anu Garg
Creative Educational Idea (@educationalidea) 's Twitter Profile Photo

Delhi walo Thoda Relax feel karo. Hum Odisha walo Apse age nikal Gaye... Compitition କରି AC, Private Vehicle, Buildings କରୁଥିବା ବୁଦ୍ଧିମାନ ଲୋକମାନେ, ଆପଣଙ୍କ ପାଇଁ ଉପହାର 🎁 Please ନିଜ ଜୀବନର‌ ବୟସ ଯେତିକି, ଅନ୍ୟୁନ ସେତିକି ଗଛ(ଆମ୍ବ,ଚାକୁଣ୍ଡା,ନିମ୍ବ,ପଣସ,ବର,ଓସ୍ତ ପରି) ଲଗାନ୍ତୁ & ଯତ୍ନ ନିଅନ୍ତୁ।🙏

Delhi walo Thoda Relax feel karo. Hum Odisha walo Apse age nikal Gaye...
Compitition କରି AC, Private Vehicle, Buildings କରୁଥିବା ବୁଦ୍ଧିମାନ ଲୋକମାନେ, ଆପଣଙ୍କ ପାଇଁ ଉପହାର 🎁
Please ନିଜ ଜୀବନର‌ ବୟସ ଯେତିକି, ଅନ୍ୟୁନ ସେତିକି ଗଛ(ଆମ୍ବ,ଚାକୁଣ୍ଡା,ନିମ୍ବ,ପଣସ,ବର,ଓସ୍ତ ପରି) ଲଗାନ୍ତୁ & ଯତ୍ନ ନିଅନ୍ତୁ।🙏
Creative Educational Idea (@educationalidea) 's Twitter Profile Photo

ନୂଆ ବର୍ଷରେ ନୂଆ ଫର୍ମାନ୍ ଏବେ କୁକୁର ଗଣିବେ ମାଷ୍ଟ୍ରେ🤪 ବିହାର ସରକାର ରାସ୍ତା କଡ଼ରେ ଝାଡ଼ା ବସୁଥିବା ଲୋକଙ୍କ ଫଟୋ ଉଠେଇବା ପାଇଁ ଶିକ୍ଷକଙ୍କୁ ଦାୟିତ୍ଵ ଦେଇଥିଲେ ଆଉ ପାଦେ ଆଗେଇ ଦିଲ୍ଲୀ ସରକାର ରାସ୍ତାରେ ବୁଲାକୁକୁର ଗଣିବା ଦାୟିତ୍ଵ ବି ଶିକ୍ଷକଙ୍କୁ ଦେଲେ ଆମେ ଓଡ଼ିଆ କାହିଁକି ପଛରେ ରହିବା ? ତୁରନ୍ତ ଚିଠି କରିଦେଲେ ପୁରୀ ଅଫିସର।

ନୂଆ ବର୍ଷରେ ନୂଆ ଫର୍ମାନ୍
ଏବେ କୁକୁର ଗଣିବେ ମାଷ୍ଟ୍ରେ🤪
ବିହାର ସରକାର ରାସ୍ତା କଡ଼ରେ ଝାଡ଼ା ବସୁଥିବା ଲୋକଙ୍କ ଫଟୋ ଉଠେଇବା ପାଇଁ ଶିକ୍ଷକଙ୍କୁ ଦାୟିତ୍ଵ ଦେଇଥିଲେ
ଆଉ ପାଦେ ଆଗେଇ ଦିଲ୍ଲୀ ସରକାର ରାସ୍ତାରେ ବୁଲାକୁକୁର ଗଣିବା ଦାୟିତ୍ଵ ବି ଶିକ୍ଷକଙ୍କୁ ଦେଲେ
ଆମେ ଓଡ଼ିଆ କାହିଁକି ପଛରେ ରହିବା ?
ତୁରନ୍ତ ଚିଠି କରିଦେଲେ ପୁରୀ ଅଫିସର।
Creative Educational Idea (@educationalidea) 's Twitter Profile Photo

ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ Dress Code କେବଳ ଅପିଲ୍‌ ଥିବା ସତ୍ତ୍ବେ ଶିକ୍ଷାଧିକାରୀ ମାନେ କାହିଁକି ବାଧ୍ୟ କରୁଛନ୍ତି। ଯଦି କରୁଛନ୍ତି ସେଥିପାଇଁ Allowancesର ବ୍ୟବସ୍ଥା କରନ୍ତୁ Uniform ପାଇଁ Police,Doctor,Fire Staff, Para medical staff ସମସ୍ତେ ଟଙ୍କା ପାଉଛନ୍ତି କିନ୍ତୁ ଶିକ୍ଷକ ନିଜ ହାତରୁ କାହିଁକି? District Magistrate Khordha

ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ Dress Code କେବଳ ଅପିଲ୍‌ ଥିବା ସତ୍ତ୍ବେ ଶିକ୍ଷାଧିକାରୀ ମାନେ କାହିଁକି ବାଧ୍ୟ କରୁଛନ୍ତି। ଯଦି କରୁଛନ୍ତି ସେଥିପାଇଁ Allowancesର ବ୍ୟବସ୍ଥା କରନ୍ତୁ
Uniform ପାଇଁ Police,Doctor,Fire Staff, Para medical staff ସମସ୍ତେ ଟଙ୍କା ପାଉଛନ୍ତି
କିନ୍ତୁ ଶିକ୍ଷକ ନିଜ ହାତରୁ କାହିଁକି?
District Magistrate Khordha
Creative Educational Idea (@educationalidea) 's Twitter Profile Photo

ପିଲାଙ୍କ ଟଙ୍କା ନେଇ ବେଫିକର୍ OSSC & OSSSC Mohan Charan Majhi Pravati Parida Office of DCM,Odisha (Smt Pravati Parida) CMO Odisha ଆଉ କେତେ‌ଦିନ‌ କାମଚଳା ନିଯୁକ୍ତି Agency & ବ୍ୟବସ୍ଥା ?? ଓଡ଼ିଶା ଆଶାୟୀ କ'ଣ ଏତେ ଶସ୍ତା ? Bhakta Charan Das Naveen Patnaik ଆପଣଙ୍କର କିଛି ଉତ୍ତର ଦାୟିତ୍ଵ ଅଛି କି ନାହିଁ ? Narendra Modi Dharmendra Pradhan

ପିଲାଙ୍କ ଟଙ୍କା ନେଇ ବେଫିକର୍ OSSC & OSSSC
Mohan Charan Majhi Pravati Parida Office of DCM,Odisha (Smt Pravati Parida) CMO Odisha
ଆଉ କେତେ‌ଦିନ‌ କାମଚଳା ନିଯୁକ୍ତି Agency & ବ୍ୟବସ୍ଥା ??
ଓଡ଼ିଶା ଆଶାୟୀ କ'ଣ ଏତେ ଶସ୍ତା ?
Bhakta Charan Das Naveen Patnaik
ଆପଣଙ୍କର କିଛି ଉତ୍ତର ଦାୟିତ୍ଵ ଅଛି କି ନାହିଁ ?
Narendra Modi Dharmendra Pradhan
Creative Educational Idea (@educationalidea) 's Twitter Profile Photo

କି ମାନସିକତା ଏସବୁ ?? ଯୁବ ବର୍ଗ ବେକାର। କିନ୍ତୁ ଏଠି ଅବସରପ୍ରାପ୍ତଙ୍କୁ ସନ୍ତୁଷ୍ଟିକରଣ ଚାଲିଛି। ତାହା ପୁଣି Police 🚨 60ବର୍ଷ ପରେ ଜଣେ Police Duty କରିବ ?? Body Fitness ଚୁଲିରୁ ଗଲା.. Work Efficiency ରେ ନିଆଁ ଲାଗିଲା🙆 CMO Odisha Mohan Charan Majhi Bhakta Charan Das Naveen Patnaik Pravati Parida

କି ମାନସିକତା ଏସବୁ ??
ଯୁବ ବର୍ଗ ବେକାର। କିନ୍ତୁ ଏଠି ଅବସରପ୍ରାପ୍ତଙ୍କୁ ସନ୍ତୁଷ୍ଟିକରଣ ଚାଲିଛି।
ତାହା ପୁଣି Police 🚨
60ବର୍ଷ ପରେ ଜଣେ Police Duty କରିବ ??
Body Fitness ଚୁଲିରୁ ଗଲା.. Work Efficiency ରେ ନିଆଁ ଲାଗିଲା🙆
CMO Odisha Mohan Charan Majhi Bhakta Charan Das Naveen Patnaik
Pravati Parida
Creative Educational Idea (@educationalidea) 's Twitter Profile Photo

ଶିକ୍ଷକ & ଶିକ୍ଷା ବିରୋଧୀ ସଚିବମାନଙ୍କୁ ଉଚିତ୍ ଜବାବ - ହାଇକୋର୍ଟ 👨‍⚖️ ଏବେ ନିର୍ଦ୍ଦେଶ ନମାନିଲେ ଗିରଫଦାରୀ ✌️

ଶିକ୍ଷକ & ଶିକ୍ଷା ବିରୋଧୀ ସଚିବମାନଙ୍କୁ ଉଚିତ୍ ଜବାବ - ହାଇକୋର୍ଟ 👨‍⚖️

ଏବେ ନିର୍ଦ୍ଦେଶ ନମାନିଲେ ଗିରଫଦାରୀ ✌️
Creative Educational Idea (@educationalidea) 's Twitter Profile Photo

We have just paid 42k something in December and has Taken Classplus Classplus Lite 7yrs Subscription. But in interval of just 3months we are facing similar issues again. I Mailed to Team on 16th Jan till now after 7days there is no solution Consumer Affairs Consumer VOICE

We have just paid 42k something in December and has Taken Classplus Classplus Lite 7yrs Subscription.
But in interval of just 3months we are facing similar issues again.
I Mailed to Team on 16th Jan till now after 7days there is no solution
Consumer Affairs Consumer VOICE
Creative Educational Idea (@educationalidea) 's Twitter Profile Photo

ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ Mohan Charan Majhi & ଶିକ୍ଷାମନ୍ତ୍ରୀ Nityananda Gond ଉଭୟ ଅନୁସୂଚିତ ଜନଜାତି ସଂପ୍ରଦାୟର। ଉଚ୍ଚଶିକ୍ଷା ମନ୍ତ୍ରୀ Suryabanshi Suraj ଅନୁସୂଚିତ ଜାତିର କିନ୍ତୁ ଦୁର୍ଭାଗ୍ୟକୁ SC-ST ଶିକ୍ଷକ ଆଶାୟୀ ରାଜରାସ୍ତାରେ। ଦୀର୍ଘ ୯ ବର୍ଷ ହେଲା ନିଯୁକ୍ତି ବିଜ୍ଞାପନ ନାହିଁ, ଏହାର ଉତ୍ତର ମିଳିବ ତ !!

ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ Mohan Charan Majhi & ଶିକ୍ଷାମନ୍ତ୍ରୀ Nityananda Gond  ଉଭୟ ଅନୁସୂଚିତ ଜନଜାତି ସଂପ୍ରଦାୟର। ଉଚ୍ଚଶିକ୍ଷା ମନ୍ତ୍ରୀ Suryabanshi Suraj ଅନୁସୂଚିତ ଜାତିର
କିନ୍ତୁ ଦୁର୍ଭାଗ୍ୟକୁ SC-ST ଶିକ୍ଷକ ଆଶାୟୀ ରାଜରାସ୍ତାରେ।
ଦୀର୍ଘ ୯ ବର୍ଷ ହେଲା ନିଯୁକ୍ତି ବିଜ୍ଞାପନ ନାହିଁ, ଏହାର ଉତ୍ତର ମିଳିବ ତ !!
ayush (@ayush1527507) 's Twitter Profile Photo

ଦୟାକରି ସର୍, ଆମକୁ ଯଥୋଚିତ ସୁରକ୍ଷା ଦିଆଯାଉ ଏବଂ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ମୋର ଅଭିଯୋଗ ଆଧାରରେ କେସ୍‌ ରେଜିଷ୍ଟର କରି ଖୁବ ଶୀଘ୍ର ତଦନ୍ତ ଓ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯାଉ।ଏହି ଗ୍ରୁପ୍‌ରେ ଯେଉଁମାନେ ଦୋଷୀ ଅଛନ୍ତି ସେମାନଙ୍କ ବିରୋଧରେ ମଧ୍ୟ ଆଇନୁସାରେ ପଦକ୍ଷେପ ଗ୍ରହଣ କରାଯାଉ.CMO Odisha

ଦୟାକରି ସର୍, ଆମକୁ ଯଥୋଚିତ ସୁରକ୍ଷା ଦିଆଯାଉ ଏବଂ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ମୋର ଅଭିଯୋଗ ଆଧାରରେ କେସ୍‌ ରେଜିଷ୍ଟର କରି ଖୁବ ଶୀଘ୍ର ତଦନ୍ତ ଓ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯାଉ।ଏହି ଗ୍ରୁପ୍‌ରେ ଯେଉଁମାନେ ଦୋଷୀ ଅଛନ୍ତି ସେମାନଙ୍କ ବିରୋଧରେ ମଧ୍ୟ ଆଇନୁସାରେ ପଦକ୍ଷେପ ଗ୍ରହଣ କରାଯାଉ.CMO Odisha