
Durga Charan Samal
@durgasamal
PR and Communication Proffessional ⚡⚡ Interest in Social Change ✊
Loves Traveling ⛺ & Music ◾ ◼ ⬛
ID: 90835147
http://www.advento.co.in 18-11-2009 09:23:51
2,2K Tweet
674 Followers
553 Following





ସମ୍ମାନୀୟ CMO Odisha ସାର୍ ଭଦ୍ରକ ଜିଲ୍ଲାର ଟ୍ରାନଜିଟ୍ ପାସ୍ ବ୍ୟବହାର କରି Collector & DM, Jajpur ଙ୍କ ବ୍ୟାସନଗର ତହସିଲ ଅଧିନ ମକୁନ୍ଦୁପୁର ବାଲି ଘାଟରୁ ନକଲି ( ଟିପି ) ରେ ବିପୁଳ ବାଲି ଚୋରାଚାଲାଣ ହେଉଛି। ଏଥିରେ କିଛି ଅଧିକାରୀ ଲିପ୍ତ ଅଛନ୍ତି ଦୟାକରି ଦୃଷ୍ଟି ଦିଅନ୍ତୁ, Pradeep Jena IAS ChiefSecyOdisha Vkpandianfanclub Revenue & DM Department, Government of Odisha



Great initiative by Startup Odisha , instrumental in bringing change in the #startup ecosystem of Odisha.


ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ରକ୍ତହୀନତାରେ ପୀଡ଼ିତହୋଇ ଚିକିତ୍ସିତ ହେଉଥିବା ଟୁନା ଦେହୁରୀ(୭)ଙ୍କୁ #୧୦୮ଆମ୍ବୁଲାନ୍ସ ହେଲ୍ପର ଭଗବାନ ପ୍ରଧାନ ଗୋଟିଏ ୟୁନିଟ୍ A+ ରକ୍ତଦାନ କରି ମାନବିକତାର ପରିଚୟ ଦେଇଛନ୍ତି। NHM Odisha H & FW Dept Odisha CMO Odisha Sabyasachi Biswal 🚑 DM Sambalpur


Winners of HDFC Parivartan Startup Grants announced kalingavoice.com/odisha/winners… HDFC Bank News



୧୦୮ ଆମ୍ବୁଲାନ୍ସ ପରିବାର ଦ୍ଵାରା ଆୟୋଜିତ ଜିକିତ୍ସା ଓଡ଼ିଶା ସ୍କଲାରସିପ ପ୍ରୋଗ୍ରାମରେ ଦଶମ ଏବଂ ଦ୍ଵାଦଶ ଶ୍ରେଣୀରେ ଉନ୍ନତ ପ୍ରଦର୍ଶନ ପାଇଁ କୃତି ଛାତ୍ରଛାତ୍ରୀମାନଙ୍କୁ ଜୟଦେବ ଭବନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବୃତ୍ତି ପ୍ରଦାନ କରାଯାଇଛି । NHM Odisha H & FW Dept Odisha Sabyasachi Biswal 🚑 Ziqitza HealthCare Ltd.



Very beautiful structures erected at Akshara Bhumi. half portion of Middle Structure is not illuminating. Kindly repair and take necessary action. BMC Smart Bhubaneswar CMO Odisha Department of Tourism, Odisha


