ZP_ANGUL (@drda_angul) 's Twitter Profile
ZP_ANGUL

@drda_angul

ID: 1433771380357562368

calendar_today03-09-2021 12:39:51

914 Tweet

422 Followers

9 Following

I & PR Department, Odisha (@ipr_odisha) 's Twitter Profile Photo

Chief Minister Shri Mohan Charan Majhi receiving Prime Minister Shri Narendra Modi at Utkarsh Odisha Make in Odisha Conclave 2025 at Janata Maidan Bhubaneswar, 28 January 2025. #UtkarshOdisha

Chief Minister Shri Mohan Charan Majhi receiving Prime Minister Shri Narendra Modi at Utkarsh Odisha Make in Odisha Conclave 2025 at Janata Maidan Bhubaneswar, 28 January 2025. 

#UtkarshOdisha
I & PR Department, Odisha (@ipr_odisha) 's Twitter Profile Photo

Prime Minister Shri Narendra Modi and Chief Minister Shri Mohan Charan Majhi at Utkarsh Odisha Make in Odisha Conclave 2025 at Janata Maidan, 28 January 2025. #UtkarshOdisha #UtkarshOdisha2025

Prime Minister Shri Narendra Modi and Chief Minister Shri Mohan Charan Majhi at Utkarsh Odisha Make in Odisha Conclave 2025 at Janata Maidan, 28 January 2025.

#UtkarshOdisha #UtkarshOdisha2025
I & PR Department, Odisha (@ipr_odisha) 's Twitter Profile Photo

‘‘ଓଡ଼ିଶାରେ ପୁଞ୍ଜି ନିବେଶ ସହିତ ରୋଜଗାର ସୃଷ୍ଟି କରିବା ଲକ୍ଷ୍ୟରେ ‘ଉତ୍କର୍ଷ ଓଡ଼ିଶା’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ରେଳବାଇ କ୍ଷେତ୍ର ପାଇଁ ଓଡ଼ିଶାରେ ବିଭିନ୍ନ ପ୍ରକଳ୍ପ କାମ ହାତକୁ ନିଆଯାଇଛି। ଏହାଛଡ଼ା ଓଡ଼ିଶା କିପରି ଆଇଟି, ଇଲେକ୍ଟ୍ରୋନିକ୍ସ ଏବଂ ସେମିକଣ୍ଡକ୍ଟର ଶିଳ୍ପ କ୍ଷେତ୍ରରେ ଆଗକୁ ଯିବ ସେ ଦିଗରେ ପଦକ୍ଷେପ ନିଆଯାଉଛି।’’

I & PR Department, Odisha (@ipr_odisha) 's Twitter Profile Photo

‘‘ଓଡ଼ିଶାରେ ଥିବା ବନ୍ଦରଗୁଡ଼ିକୁ ଇଣ୍ଡଷ୍ଟ୍ରିଆଲ କ୍ଲଷ୍ଟର ସହିତ ଯୋଡ଼ା ଯାଉଛି। ପୁରୁଣା ବନ୍ଦରଗୁଡ଼ିକର ସଂପ୍ରସାରଣ କରାଯାଇ ଏହାକୁ ଆଧୁନିକ ରୂପ ଦିଆଯିବା ସହ ନୂତନ ବନ୍ଦର ନିର୍ମାଣ କରାଯାଉଛି। ଏହାଦ୍ୱାରା ଓଡ଼ିଶା ‘ବ୍ଲୁ ଇକୋନମି’ କ୍ଷେତ୍ରରେ ସାରା ଦେଶରେ ଏକ ପ୍ରମୁଖ ରାଜ୍ୟ ହୋଇପାରିବ।’’ -ଶ୍ରୀ ନରେନ୍ଦ୍ର ମୋଦୀ, ମାନ୍ୟବର

I & PR Department, Odisha (@ipr_odisha) 's Twitter Profile Photo

The Utkarsh Odisha: Make in Odisha Conclave 2025 has been a remarkable success for the State, with Odisha receiving a mammoth investment intent of nearly INR 20,900 crores in IT/ITeS, electronics, semiconductors, data centres, and other ancillary sectors. These investments are

The Utkarsh Odisha: Make in Odisha Conclave 2025 has been a remarkable success for the State, with Odisha receiving a mammoth investment intent of nearly INR 20,900 crores in IT/ITeS, electronics, semiconductors, data centres, and other ancillary sectors.

These investments are
I & PR Department, Odisha (@ipr_odisha) 's Twitter Profile Photo

‘‘ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ଦେଶ ବିଦେଶର ବହୁ ଉଦ୍ୟୋଗୀ ଓ ନିବେଶକ ଯୋଗ ଦେଇଛନ୍ତି। ଏହାକୁ ନେଇ ଓଡ଼ିଶାବାସୀଙ୍କ ଭିତରେ ବେଶ୍ ଉତ୍ସାହ ରହିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଓଡ଼ିଶା ବିକଶିତ ହେଉଛି। ଯୁବପିଢ଼ିଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଖୁବଶୀଘ୍ର ନୂଆ ଷ୍ଟାର୍ଟଅପ୍ ନୀତି ଲାଗୁ ହେବାକୁ ଯାଉଛି।’’ – ଶ୍ରୀ

Panchayati Raj and Drinking Water Department (@prdeptodisha) 's Twitter Profile Photo

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ 'ବିକଶିତ ଗାଁ ବିକଶିତ ଓଡ଼ିଶା' ଯୋଜନାର ଶୁଭାରମ୍ଭ | ୦୫ ଫେବୃଆରୀ ୨୦୨୫ Link: youtube.com/live/xUA9hPLm8… #Odisha #ବିକଶିତଓଡ଼ିଶା #ବିକଶିତଗାଁବିକଶିତଓଡ଼ିଶା CMO Odisha Rabi Narayan Naik I & PR Department, Odisha

Panchayati Raj and Drinking Water Department (@prdeptodisha) 's Twitter Profile Photo

ଗ୍ରାମୀଣ ଓଡ଼ିଶାର ସାମଗ୍ରିକ ବିକାଶଧାରାକୁ ତ୍ଵରାନ୍ଵିତ କରି ଏକ ବିକଶିତ ରାଷ୍ଟ୍ର ନିର୍ମାଣ ପାଇଁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଆଜି ଖୋର୍ଦ୍ଧା ଜିଲ୍ଲାସ୍ଥିତ ଜଙ୍କିଆ ମିନି ଷ୍ଟାଡିୟମ୍ ରେ ଆୟୋଜିତ ଏକ ଭବ୍ୟ ସମାରୋହରେ “ବିକଶିତ ଗାଁ ବିକଶିତ ଓଡ଼ିଶା” ଯୋଜନାର ଶୁଭାରମ୍ଭ ହୋଇଛି । ଏହି ନୂତନ

ଗ୍ରାମୀଣ ଓଡ଼ିଶାର ସାମଗ୍ରିକ ବିକାଶଧାରାକୁ ତ୍ଵରାନ୍ଵିତ କରି ଏକ ବିକଶିତ ରାଷ୍ଟ୍ର ନିର୍ମାଣ ପାଇଁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଆଜି ଖୋର୍ଦ୍ଧା ଜିଲ୍ଲାସ୍ଥିତ ଜଙ୍କିଆ ମିନି ଷ୍ଟାଡିୟମ୍ ରେ ଆୟୋଜିତ ଏକ ଭବ୍ୟ ସମାରୋହରେ “ବିକଶିତ ଗାଁ ବିକଶିତ ଓଡ଼ିଶା” ଯୋଜନାର ଶୁଭାରମ୍ଭ ହୋଇଛି । 

ଏହି ନୂତନ
I & PR Department, Odisha (@ipr_odisha) 's Twitter Profile Photo

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଆଜି ସୁଭଦ୍ରା ଯୋଜନାରେ ୧୮ ଲକ୍ଷ ନୂତନ ହିତାଧିକାରୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହି ସହାୟତା ରାଶି ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ହସ୍ତାନ୍ତର କରାଯାଇଛି। ପୂର୍ବରୁ ୩ଟି ପର୍ଯ୍ୟରେ ୮୦ ଲକ୍ଷ ମହିଳା ପ୍ରଥମ କିସ୍ତି ପାଇଥିବା

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଆଜି ସୁଭଦ୍ରା ଯୋଜନାରେ ୧୮ ଲକ୍ଷ ନୂତନ ହିତାଧିକାରୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହି ସହାୟତା ରାଶି ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ହସ୍ତାନ୍ତର କରାଯାଇଛି।

ପୂର୍ବରୁ ୩ଟି ପର୍ଯ୍ୟରେ ୮୦ ଲକ୍ଷ ମହିଳା ପ୍ରଥମ କିସ୍ତି ପାଇଥିବା
I & PR Department, Odisha (@ipr_odisha) 's Twitter Profile Photo

ଓଡ଼ିଶାର ଗଡ଼ଜାତ ଅଞ୍ଚଳର ଅତ୍ୟାଚାରୀ ଶାସନ ବିରୁଦ୍ଧରେ ସଂଗ୍ରାମ କରିଥିଲେ ବିଶିଷ୍ଟ ଜନନେତା ପବିତ୍ର ମୋହନ ପ୍ରଧାନ। ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପବିତ୍ର ମୋହନଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ଅନୁଷ୍ଠିତ ସଭାରେ ଯୋଗଦେଇ ବିଶିଷ୍ଟ ଅତିଥିଗଣ ତାଙ୍କର ତ୍ୟାଗପୂତ ଜୀବନାଦର୍ଶ ସମ୍ବନ୍ଧରେ ଆଲୋକପାତ କରିଥିଲେ।

ମହାକୁମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ପ୍ରୟାଗରାଜ୍ ଗସ୍ତ କରି ତ୍ରିବେଣୀ ସଙ୍ଗମ ସ୍ଥଳରେ ପବିତ୍ର ବୁଡ଼ ପକାଇ ପୂଜା ଓ ଆରତି କରିଛନ୍ତି। ଏହା କେବଳ ଗଙ୍ଗା, ଯମୁନା, ସରସ୍ଵତୀର ସଙ୍ଗମ ସ୍ଥଳ ନୁହେଁ, ଏହା ହେଉଛି ବିଶ୍ଵାସ, ପରମ୍ପରା ଓ ଦିବ୍ୟତ୍ୱର ସଙ୍ଗମ ସ୍ଥଳ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି

ମହାକୁମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ପ୍ରୟାଗରାଜ୍ ଗସ୍ତ କରି ତ୍ରିବେଣୀ ସଙ୍ଗମ ସ୍ଥଳରେ ପବିତ୍ର ବୁଡ଼ ପକାଇ ପୂଜା ଓ ଆରତି କରିଛନ୍ତି।
ଏହା କେବଳ ଗଙ୍ଗା, ଯମୁନା, ସରସ୍ଵତୀର ସଙ୍ଗମ ସ୍ଥଳ ନୁହେଁ, ଏହା ହେଉଛି ବିଶ୍ଵାସ, ପରମ୍ପରା ଓ ଦିବ୍ୟତ୍ୱର ସଙ୍ଗମ ସ୍ଥଳ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି
I & PR Department, Odisha (@ipr_odisha) 's Twitter Profile Photo

ଆଗାମୀ ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରା-୨୦୨୫କୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ରଥଯାତ୍ରା ପରିପ୍ରେକ୍ଷୀରେ ସମ୍ଭାବ୍ୟ ଜନଗହଳି ଓ ଭିଡ଼ ନିୟନ୍ତ୍ରଣକୁ ଦୃଷ୍ଟିରେ ଏହାର ସୁପରିଚାଳନା ଓ ସୁବ୍ୟବସ୍ଥା ନିମନ୍ତେ

ZP_ANGUL (@drda_angul) 's Twitter Profile Photo

Prize distribution to Sanitation workers, active VWSC Members and best FTK testing members at District level program,Angul.

Prize distribution to Sanitation workers, active VWSC Members and best FTK testing members at District level program,Angul.
ZP_ANGUL (@drda_angul) 's Twitter Profile Photo

One the eve of International Women’s Day Celebration, Mahila Sabha in all GPs of Angul District organised on 08 March, 2025

One the eve of International Women’s Day Celebration, Mahila Sabha in all GPs of Angul District organised on 08 March, 2025
Panchayati Raj and Drinking Water Department (@prdeptodisha) 's Twitter Profile Photo

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କ କରକମଳରେ ଆଜି ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରୁ ହେବ 'ବିକାଶ ବାହନ' ଯାତ୍ରାର ରାଜ୍ଯସ୍ତରୀୟ ଶୁଭାରମ୍ଭ। 'ବିକାଶ ବାହନ' ବିକାଶର ବାର୍ତ୍ତା ନେଇ ଆପଣଙ୍କ ଅଞ୍ଚଳରେ ପହଞ୍ଚୁଛି। ଆସନ୍ତୁ, ଏହି ସେବା ଓ ବିକାଶ ଯାତ୍ରାରେ ସାମିଲ

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ <a href="/MohanMOdisha/">Mohan Charan Majhi</a> ଙ୍କ କରକମଳରେ ଆଜି ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରୁ ହେବ 'ବିକାଶ ବାହନ' ଯାତ୍ରାର ରାଜ୍ଯସ୍ତରୀୟ ଶୁଭାରମ୍ଭ। 

'ବିକାଶ ବାହନ' ବିକାଶର ବାର୍ତ୍ତା ନେଇ ଆପଣଙ୍କ ଅଞ୍ଚଳରେ ପହଞ୍ଚୁଛି। ଆସନ୍ତୁ, ଏହି ସେବା ଓ ବିକାଶ ଯାତ୍ରାରେ ସାମିଲ