Collector & DM, Rayagada
@dm_rayagada
Official Twitter Account of Rayagada District Administration, Odisha,
Mail id : [email protected]
ID: 1123848918951972865
https://rayagada.nic.in 02-05-2019 07:17:17
1,1K Tweet
11,11K Followers
153 Following
Today Collector, Rayagada & Sub Collector, Gunupur visited PM JANMAN camp held at Udabgarjang under Kulusing GP, Govt. (SSD) Girls High School, Puttasing and interacted with students. Further visited KGBV at Jaltar and SDH, Gunupur. CMO Odisha I & PR Department, Odisha ST & SC Development Department
ସୁଭଦ୍ରା ଯୋଜନା ବିଷୟରେ ସମଗ୍ର ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ସଠିକ ତଥ୍ୟ ପ୍ରଚାର କରିବା ଉଦ୍ଦ୍ୟେଶ୍ୟରେ ରାୟଗଡ଼ ଜିଲ୍ଲାରେ ଏକ ସାମ୍ବାଦିକ ସମ୍ମିଳନୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। #ସୁଭଦ୍ରାଓଡ଼ିଶା CMO Odisha Department of WCD, Government of Odisha I & PR Department, Odisha
ରାୟଗଡରେ ଜିଲ୍ଲା ସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ -୨୦୨୪ ପାଳିତ ହୋଇଯାଇଅଛି । ଜିଲ୍ଲାପାଳ, ରାୟଗଡ଼ ମୂଖ୍ୟ ଅତିଥି ଭାବରେ ଯୋଗଦାନ କରି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସହିତ ଶିକ୍ଷକ ତଥା ବିଦ୍ୟାର୍ଥୀ ମାନଙ୍କୁ ପୁରସ୍କୃତ କରିଥିଲେ l #teachersday2024 CMO Odisha I & PR Department, Odisha
ନୂଆଁଖାଇ ଆଣେ ନୂଆ ଆଶା, ନୂଆ ସଫଳତା, ନୂଆ ସମୃଦ୍ଧି। ଆମ ମାଟିରପର୍ବ "ନୂଆଁଖାଇ" ଅବସରରେ ଜିଲ୍ଲା ପ୍ରଶାସନ, ରାୟଗଡ଼ ସମସ୍ତଙ୍କ ଜୀବନର ମଙ୍ଗଳ କାମନା କରୁଅଛି। #NuakhaiJuhar #nuakhaiOdisha I & PR Department, Odisha
Welcoming the revolutionary initiative of the Odisha Government. Subhadra Rath was warmly received at various GPs of Rayagada block. Subhadra Yojana's objective is to enhance the economic and social status of our women. #subhadraodisha CMO Odisha Department of WCD, Government of Odisha I & PR Department, Odisha
ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର, ପଞ୍ଚାୟତ ସମିତି କାର୍ଯ୍ୟାଳୟ, କାଶିପୁର ଠାରେ ସମ୍ମାନନୀୟ ଜିଲ୍ଲାପାଳ, ଏସ୍.ପି, ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇ ଯାଇଅଛି।ସମସ୍ତ ପ୍ରକାର ଅଭିଯୋଗର କାର୍ଯ୍ୟାନୁଷ୍ଠାନ ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ଦିଆଯାଇଅଛି। CMO Odisha
ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଶ୍ରୀମତୀ ରୂପା ରୋଷନ ସାହୁଙ୍କ ରାୟଗଡ଼ ଜିଲ୍ଲା ଗ୍ରସ୍ତରେ ଆସି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି ସମୀକ୍ଷା ବୈଠକରେ ଜିଲ୍ଲପାଳଙ୍କ ସମେତ ଜିଲ୍ଲା ସମସ୍ତ ଅଧିକାରୀ ମାନେ ଯୋଗ ଦେଇଥିଲେ। CMO Odisha I & PR Department, Odisha Department of WCD, Government of Odisha
ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର, ପଞ୍ଚାୟତ ସମିତି କାର୍ଯ୍ୟାଳୟ, ମୁନିଗୁଡା ଠାରେ ସମ୍ମାନନୀୟ ଜିଲ୍ଲାପାଳ, ଏସ୍.ପି, ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇ ଯାଇଅଛି। ସମସ୍ତ ପ୍ରକାର ଅଭିଯୋଗର କାର୍ଯ୍ୟାନୁଷ୍ଠାନ ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ଦିଆଯାଇଅଛି। CMO Odisha