Dhanurjaya Muduli (@dhanurjayamudu3) 's Twitter Profile
Dhanurjaya Muduli

@dhanurjayamudu3

social worker

ID: 1390938307605843971

calendar_today08-05-2021 07:55:57

1,1K Tweet

571 Followers

417 Following

Lok Unnati Sangathan (@lokunnati) 's Twitter Profile Photo

#DistrictBalangir #BlockSaintala ଲୋକ ଉନ୍ନତି ସଂଗଠନ ତରଫରୁ ଜାମପଦର ଗ୍ରାମ ର ଯୁବା ଯୁବତୀ ଙ୍କୁ ସୋସିଆଲ ମିଡ଼ିଆ କାର୍ଯ୍ୟ ଉପରେ ଉପରେ ଆଲୋଚନା ଓ ତାଲିମ ଦିଆଗଲା। #EGovernance #SocialMediaForGood #Learning #SocialDiary

#DistrictBalangir   #BlockSaintala
ଲୋକ ଉନ୍ନତି ସଂଗଠନ ତରଫରୁ ଜାମପଦର ଗ୍ରାମ ର ଯୁବା ଯୁବତୀ ଙ୍କୁ ସୋସିଆଲ ମିଡ଼ିଆ କାର୍ଯ୍ୟ ଉପରେ ଉପରେ ଆଲୋଚନା ଓ ତାଲିମ ଦିଆଗଲା।
#EGovernance
#SocialMediaForGood #Learning #SocialDiary
JANA JAGARANA MANCHA. Rayagada (@jana_jagarana) 's Twitter Profile Photo

ଚନ୍ଦ୍ରପୁର ବ୍ଲକ ସ୍ଥିତ ବିଜାପୁର ଗ୍ରା:ପର ଶ୍ରୀପୁର,ଗ୍ରାମର ରାସ୍ତା ଭୁସଖଳନ ଯୋଗୁଁ ଲୋକଙ୍କ ଯାତାୟତ ପିଲାମାନଙ୍କ ସ୍କୁଲ ଆମ୍ବୁଲାନ୍ସ ସେବାରେ ବାଧା ପ୍ରାପ୍ତ ହେଉଛି। ତେଣୁ Odisha Rural ଙ୍କୁ ଅନୁରୋଧ ତୁରନ୍ତ ଏହାର ସମାଧାନ କଲେ ଗ୍ରାମବାସୀ ଉପକୃତ ହେବେ। Collector & DM, Rayagada Works Department, Odisha CMO Odisha #RuralDevelopment #Road #LSDG

Upendra Mahananda (@upendramahanan6) 's Twitter Profile Photo

#BrownToGreen "ପଡ଼ିଆ ରୁ ବଢିଆ"- ରାଇସ ଫାଲୋ ମ୍ୟାନେଜମେଣ୍ଟ ଯୋଜନା ଅଧୀନରେ ରାଜ୍ୟର ପ୍ରତ୍ୟେକ ଚାଷୀଙ୍କୁ ଦ୍ୱିତୀୟ ଫସଲ ଚାଷ ସକାଶେ ଯଥାଶୀଘ୍ର ମାଗଣା ବିହନ ଯୋଗେଇ ଦେବା ନିମନ୍ତେ ମାନ୍ୟବର ମନ୍ତ୍ରୀ Kanak Vardhan Singh Deo (Modiji Ka Parivar)ଙ୍କୁ ଅନୁରୋଧ। DM Sambalpur କୃଷି ବିଭାଗ, ଓଡ଼ିଶା MSSRF OTV #Agriculture #SecondCropping #Odisha #SDGs

Mahila Sangram Samiti, Sundargarh (@msssundargarh) 's Twitter Profile Photo

Mahila Jana Sangharsha Samiti, Sambalpur Kanak Vardhan Singh Deo (Modiji Ka Parivar) DM Sambalpur କୃଷି ବିଭାଗ, ଓଡ଼ିଶା MSSRF OTV CMO Odisha #BrownToGreen "ପଡ଼ିଆ ରୁ ବଢିଆ"- ରାଇସ ଫାଲୋ ମ୍ୟାନେଜମେଣ୍ଟ ଯୋଜନା ଅଧୀନରେ ରାଜ୍ୟର ପ୍ରତ୍ୟେକ ଚାଷୀଙ୍କୁ ଦ୍ୱିତୀୟ ଫସଲ ଚାଷ ସକାଶେ ଯଥାଶୀଘ୍ର ମାଗଣା ବିହନ ଯୋଗେଇ ଦେବା ନିମନ୍ତେ ମାନ୍ୟବର ମନ୍ତ୍ରୀ Kanak Vardhan Singh Deo (Modiji Ka Parivar)ଙ୍କୁ ଅନୁରୋଧ। DM Sambalpur କୃଷି ବିଭାଗ, ଓଡ଼ିଶା MSSRF OTV #Agriculture #SecondCropping #Odisha #SDGs

JANA JAGARANA MANCHA. Rayagada (@jana_jagarana) 's Twitter Profile Photo

Dear Sir,Kudunji Prepaka from Talaramba village under K.Singpur block not get widow allowances but she didnot getting the last two years struggling.Requesting SSEPD to look into this matter.CMO Odisha DSSO Rayagada Odisha Collector & DM, Rayagada OTV #SocialSecurityRights #Pension #RuralIssues

JJM, MAYURBHANJ (@jjmmayurbhanj) 's Twitter Profile Photo

#Mission404 Hand holding support to Sarapanchs to digitally sound in social media as well as on twitter. Typing skill in odia, setting, Using valid hashtags and use of other social media. Mahila Shramajeebee Mancha, Odisha #DigitalLiteracy #SocialMediaForGood #Egovernance #VikshitBharat

#Mission404
Hand holding support to  Sarapanchs to digitally sound in social media as well as on twitter. Typing skill in odia, setting, Using valid hashtags and use of other social media.
Mahila Shramajeebee Mancha, Odisha
#DigitalLiteracy #SocialMediaForGood
#Egovernance #VikshitBharat
Mahila Jana Kalyana Sangathan, Deogarh (@mjksdeogarh) 's Twitter Profile Photo

ବାରକୋଟ ବ୍ଳକ ଗରଗଡ଼ବାହାଲ ଗ୍ରାମର ସବିତା ନାଏକ ସ୍ଵାମୀଙ୍କ ଦେହାନ୍ତ ଏକବର୍ଷ ବିତିଗଲାଣି କିନ୍ତୁ ତାଙ୍କ ସ୍ତ୍ରୀ ସବିତା ଜାତୀୟ ପରିବାର ମଙ୍ଗଳ ଯୋଜନାର ସହାୟତା ପାଇନାହାନ୍ତି | ତୁରନ୍ତ ଦୃଷ୍ଟି ଦେବାକୁ Barkote Panchayat Samiti ଙ୍କୁ ଅନୁରୋଧ | #WidowRights #SocialSecurity Collector Deogarh

ବାରକୋଟ ବ୍ଳକ ଗରଗଡ଼ବାହାଲ ଗ୍ରାମର ସବିତା ନାଏକ ସ୍ଵାମୀଙ୍କ ଦେହାନ୍ତ ଏକବର୍ଷ ବିତିଗଲାଣି କିନ୍ତୁ ତାଙ୍କ ସ୍ତ୍ରୀ ସବିତା  ଜାତୀୟ ପରିବାର ମଙ୍ଗଳ ଯୋଜନାର ସହାୟତା ପାଇନାହାନ୍ତି | ତୁରନ୍ତ ଦୃଷ୍ଟି ଦେବାକୁ  Barkote Panchayat Samiti ଙ୍କୁ ଅନୁରୋଧ |
#WidowRights
#SocialSecurity
Collector Deogarh
Mahila Sangram Samiti, Sundargarh (@msssundargarh) 's Twitter Profile Photo

ଉର୍ମି ବନିତା ସିଂହ ମହିଲା ହିଂସା,ମହିଳା ଙ୍କ ମାନସିକ ଶାରୀରିକ ସ୍ବାସ୍ଥ୍ୟ, ଆଂଚଳିକ ସମସ୍ୟା ସମାଧାନ, ମାହିଲା ନେତୃତ୍ୱ ଇତ୍ୟାଦି ଦିଗରେ କାମ କରି ଆଜି କେବଳ ସବଡେଗା ନୁହ ଓଡ଼ିଶା ରେ ମଧ୍ୟ ଉଦାହରଣ ପାଲଟିଛନ୍ତି।#Womenempowerment #traditionalgame #WomensRightsAreHumanRights ,#womenLeadership #WCDOdisha

ଉର୍ମି ବନିତା ସିଂହ ମହିଲା ହିଂସା,ମହିଳା ଙ୍କ ମାନସିକ ଶାରୀରିକ ସ୍ବାସ୍ଥ୍ୟ, ଆଂଚଳିକ ସମସ୍ୟା ସମାଧାନ, ମାହିଲା ନେତୃତ୍ୱ ଇତ୍ୟାଦି ଦିଗରେ କାମ କରି ଆଜି କେବଳ ସବଡେଗା ନୁହ ଓଡ଼ିଶା ରେ ମଧ୍ୟ ଉଦାହରଣ ପାଲଟିଛନ୍ତି।#Womenempowerment #traditionalgame #WomensRightsAreHumanRights ,#womenLeadership #WCDOdisha
NVS KALAHANDI (@kalahandinvs) 's Twitter Profile Photo

Dear Sir DM KALAHANDI , Anganwadi center in Patharla colony village of Kalahandi district has problems like Drinking water,Toilet and need repair of AWC roof .Please take appropriate steps for the child's future. #anganwadi #child #Grassrootnarratives Department of WCD, Government of Odisha Panchayati Raj and Drinking Water Department

MJSM Nayagarh (@mnayagarh) 's Twitter Profile Photo

ନୟାଗଡ଼ ଜିଲ୍ଲା ,ଦଶପଲ୍ଲା ବ୍ଲକ ର ଗରିବ ଚାଷୀଙ୍କ ଜୀବନ ଜୀବିକା ରେ ସୁଧାର ଓ ପୁଷ୍ଟି ହିନତା ରୁ ମୁକ୍ତି ଦେବାପାଇଁ ଦିତୀୟ ଚାଷ ପାଇଁ ମାଗଣା ବିହନ ଯୋଗାଇଦେବା ପାଇଁ ଆନୁଷ୍ଠାନିକ ଭାବରେ Collector & DM Nayagarh କୃଷି ବିଭାଗ, ଓଡ଼ିଶା ଙ୍କୁ ନିବେଦନ ! #agriculturescorecard

ନୟାଗଡ଼ ଜିଲ୍ଲା ,ଦଶପଲ୍ଲା ବ୍ଲକ ର ଗରିବ ଚାଷୀଙ୍କ ଜୀବନ ଜୀବିକା ରେ ସୁଧାର ଓ ପୁଷ୍ଟି ହିନତା ରୁ ମୁକ୍ତି ଦେବାପାଇଁ ଦିତୀୟ ଚାଷ ପାଇଁ ମାଗଣା ବିହନ ଯୋଗାଇଦେବା ପାଇଁ ଆନୁଷ୍ଠାନିକ ଭାବରେ Collector & DM Nayagarh କୃଷି ବିଭାଗ, ଓଡ଼ିଶା ଙ୍କୁ ନିବେଦନ !
#agriculturescorecard
Mahila Shramajeebee Mancha, Odisha (@msmo40845837) 's Twitter Profile Photo

#BrownToGreen- ପଡ଼ିଆ ରୁ ବଢିଆ Hon'ble Kanak Vardhan Singh Deo (Modiji Ka Parivar), please support farmers with free seeds under the #RFM scheme to start timely #SecondCropping. କୃଷି ବିଭାଗ, ଓଡ଼ିଶା ICRISAT IRRI 🌾 MSSRF NandighoshaTV #Agriculture #Odisha #SustainableAgriculture #ViksitBharat #SDGs

Odisha Shramajeebee Mancha (@osm91165819) 's Twitter Profile Photo

#BrownToGreen- ପଡ଼ିଆ ରୁ ବଢିଆ Hon'ble Kanak Vardhan Singh Deo (Modiji Ka Parivar), please support farmers with free seeds under the #RFM scheme to start timely #SecondCropping. କୃଷି ବିଭାଗ, ଓଡ଼ିଶା ICRISAT IRRI 🌾 MSSRF NandighoshaTV #Agriculture #Odisha #SustainableAgriculture #ViksitBharat #SDGs

Loka Bikash Mancha Koraput (@lokabikashmanc1) 's Twitter Profile Photo

କୁନ୍ଦ୍ରା ବ୍ଲକ ଅନ୍ତର୍ଗତ, କୁନ୍ଦ୍ରା ପଞ୍ଚାୟତର ପରଜାଗୁଡା ଗ୍ରାମରେ ପିଇବା ପାଣିର ସମସ୍ୟା,ଆମେ ଅନୁରୋଧ କରୁଛୁ Rural Water Supply and Sanitation, Odisha ଏବଂ SE RWS&S KORAPUT,ଏଥି ପ୍ରତି ଦୃଷ୍ଟି ଦେବେ ଏବଂ ଏହି ସମସ୍ୟାର ସମାଧାନ କରିବେ ବୋଲି ଆଶା, CMO Odisha Collector and District Magistrate, Koraput BDO_KUNDRA #Watercrisis #savewatersavelife #Rightforall

Loka Bikash Mancha Koraput (@lokabikashmanc1) 's Twitter Profile Photo

#ଦ୍ୱିତୀୟ_ଫସଲ_ଚାଷ,ର ଉପକାରିତା ଏବଂ ଚାଷର ଗୁଣବତା ଓ ଲାଭ ଉପରେ ପ୍ରଚାର,ପ୍ରସାର କରିବା ନିମନ୍ତେ #Radio_Dhimsha କେନ୍ଦ୍ରର କର୍ମକର୍ତାଙ୍କ ସହିତ ଆଲୋଚନା #secondcrops #BrownToGreen #RadioDhimsha

#ଦ୍ୱିତୀୟ_ଫସଲ_ଚାଷ,ର ଉପକାରିତା ଏବଂ ଚାଷର ଗୁଣବତା ଓ ଲାଭ ଉପରେ ପ୍ରଚାର,ପ୍ରସାର କରିବା ନିମନ୍ତେ #Radio_Dhimsha କେନ୍ଦ୍ରର କର୍ମକର୍ତାଙ୍କ ସହିତ ଆଲୋଚନା
#secondcrops
#BrownToGreen
#RadioDhimsha
Odisha Shramajeebee Mancha (@osm91165819) 's Twitter Profile Photo

#BrownToGreen - ପଡ଼ିଆ ରୁ ବଢିଆ Regular interactions with district-level stakeholders are strengthening ground-level advocacy for timely support with seeds for #SecondCropping. Thanks to our #GrassrootLeaders for leading us from the ground. କୃଷି ବିଭାଗ, ଓଡ଼ିଶା #Agriculture #ViksitBharat

#BrownToGreen - ପଡ଼ିଆ ରୁ ବଢିଆ
Regular interactions with district-level stakeholders are strengthening ground-level advocacy for timely support with seeds for #SecondCropping.
Thanks to our #GrassrootLeaders for leading us from the ground.
କୃଷି ବିଭାଗ, ଓଡ଼ିଶା

#Agriculture #ViksitBharat
NVS KALAHANDI (@kalahandinvs) 's Twitter Profile Photo

କଳାହାଣ୍ଡି ଜିଲ୍ଲା ମଦନରାମପୁର ବ୍ଳକର ଆମଗାଁ ଗ୍ରାମରେ ସଂଗଠନ ଦ୍ୱାରା ମହିଳାମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଏକ ଗାଁ କମିଟି ଗଠନ କରାଯାଇ ଗ୍ରାମ୍ୟ ସମସ୍ୟାଗୁଡିକୁ ସରକାରୀ ସ୍ତରରେ ଉପସ୍ଥାପନ ଓ ସମାଧାନ କରିବା ପାଇଁ ଆଲୋଚନା କରାଯାଇଥିଲା। Atmashakti Trust Mahila Shramajeebee Mancha, Odisha Odisha Shramajeebee Mancha 12 Baje 12 minute

କଳାହାଣ୍ଡି ଜିଲ୍ଲା ମଦନରାମପୁର ବ୍ଳକର ଆମଗାଁ ଗ୍ରାମରେ ସଂଗଠନ ଦ୍ୱାରା ମହିଳାମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଏକ ଗାଁ କମିଟି ଗଠନ କରାଯାଇ ଗ୍ରାମ୍ୟ ସମସ୍ୟାଗୁଡିକୁ ସରକାରୀ ସ୍ତରରେ ଉପସ୍ଥାପନ ଓ ସମାଧାନ କରିବା ପାଇଁ ଆଲୋଚନା କରାଯାଇଥିଲା। Atmashakti Trust Mahila Shramajeebee Mancha, Odisha Odisha Shramajeebee Mancha 12 Baje 12 minute
Loka Bikash Mancha Koraput (@lokabikashmanc1) 's Twitter Profile Photo

She is Tula kumbhar,at kumbhar Limka,GP-Padampur, block - koraput,Now she is 85,Years old, & getting ,1000/, so we urge to SSEPD & DSSO SSEPD KORAPUT pls look into it, bcz she is eligible for getting Rs-3500/,as a pension,as per the age,CMO Odisha,Collector and District Magistrate, Koraput,BDO KORAPUT BLOCK ,

12 Baje 12 minute (@12_baje) 's Twitter Profile Photo

PRI leaders must champion biodiversity as part of governance. CMO Odisha support eco-leadership at grassroots. Kindly review the following link: docs.google.com/document/d/1kw… #PRILeadership #EcoGovernance #IndigenousKnowledge

PRI leaders must champion biodiversity as part of governance.
CMO Odisha support eco-leadership at grassroots.
Kindly review the following link: docs.google.com/document/d/1kw…

#PRILeadership #EcoGovernance #IndigenousKnowledge