ଚନ୍ଦନ ପଣ୍ଡା  (Chandan Panda) (@chandanpanda01) 's Twitter Profile
ଚନ୍ଦନ ପଣ୍ଡା (Chandan Panda)

@chandanpanda01

(ମୁଁ ଓଡ଼ିଆ ,ମୋ ଓଡ଼ିଶା)
ସ୍ନାତକୋତ୍ତର ଓଡିଆ(MAOD) ଓ ସାମ୍ବାଦିକତା(MJMC) ,
🌱 ପ୍ରକୃତି ବନ୍ଧୁ -୨୦୨୦-୨୧ 🌱
♡ବନ୍ଦେ ଉତ୍କଳ ଜନନୀ♡

ID: 1064790028096696320

calendar_today20-11-2018 07:58:20

1,1K Tweet

453 Followers

3,3K Following

ଚନ୍ଦନ ପଣ୍ଡା  (Chandan Panda) (@chandanpanda01) 's Twitter Profile Photo

ପବିତ୍ର ଘୋଷଯାତ୍ରାର ଶୁଭେଚ୍ଛା ଓ ଅଭିନନ୍ଦନ... ଜୟ ଜଗନ୍ନାଥ...... ⭕❕⭕

CMO Odisha (@cmo_odisha) 's Twitter Profile Photo

୭୬ ତମ ବନ ମହୋତ୍ସବ ସପ୍ତାହ ପାଳନ ଉପଲକ୍ଷେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଓଡ଼ିଶାର ସମସ୍ତ ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ଅଧିକରୁ ଅଧିକ ଗଛ ଲଗାଇ ଏକ ସ୍ୱଚ୍ଛ ସବୁଜ ସୁନ୍ଦର ପରିବେଶ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି। #VanMahotsav

RSS (@rssorg) 's Twitter Profile Photo

“स्वतंत्रता में स्व और तंत्र है। स्व के आधार पर तंत्र चलता है तब स्वतंत्रता आती है । भारत एक वैशिष्ट्यपूर्ण देश है। वह दुनिया में सुख शांति लाने के लिए जीता है । दुनिया को धर्म देने के लिए जीता है। इसलिए हमारे राष्ट्रध्वज के केंद्र में धर्मचक्र है। ये धर्म सबको साथ लेकर, सबको

Divisional Forest Officer, Keonjhar (T) (@dfokeonjhar) 's Twitter Profile Photo

Launch of Man Elephant coexistence awareness video “Namaskar Gajanan”on the occasion of Ganesh Chaturthi and CM Kissan Assistance launch at Darbar Hall keonjhar by Hon Minister Shri Ganesh Ram Singhkhuntia in presence of MLA Patna Shri Akhil Chandra Nayak CMO Odisha Odisha Forest, Env. and Climate Change Department

ଚନ୍ଦନ ପଣ୍ଡା  (Chandan Panda) (@chandanpanda01) 's Twitter Profile Photo

ମହାଶୟ ଭୁବନେଶ୍ବର ରାଜରାସ୍ତାରେ ଗତକାଲି ସଞ୍ଜରେ କଳ୍ପନାରୁ ରସୁଲଗଡ ପଥରେ ଏ ମଦ୍ୟପ ଭାଇଜଣଙ୍କର ବେପରୁଆ ଗାଡିଚାଳନା ବଡ ବିପଦକୁ ଆମନ୍ତ୍ରଣ କରୁଛି ।ନିଶା ସେବନ କରି ଗାଡି ଚଳାଇବା ଦଣ୍ଡନୀୟ ଅପରାଧ ହୋଇଥିବା ବେଳେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରୁଛୁ । Bibhuti Bhusan Jena Usha Padhee ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport State Transport Authority, Odisha COMMISSIONERATE POLICE

Narendra Modi (@narendramodi) 's Twitter Profile Photo

संघ के शताब्दी समारोह में विशेष डाक टिकट और स्मृति सिक्के जारी कर बहुत गौरवान्वित हूं। RSS

संघ के शताब्दी समारोह में विशेष डाक टिकट और स्मृति सिक्के जारी कर बहुत गौरवान्वित हूं।

RSS
Dharitri Live (@dharitrilive1) 's Twitter Profile Photo

ପ୍ରକୃତି ହିଁ ଭଗବାନ : ଧରିତ୍ରୀ ୟୁଥ କନକ୍ଲେଭର ପ୍ରଥମ ଦିନ ( ଗ୍ରୀନ ହିରୋଜ୍‌) କାର୍ଯ୍ୟକ୍ରମରେ ଅଭିଭାଷଣରେ କହିଛନ୍ତି ଧରିତ୍ରୀ ଓ ଓଡ଼ିଶାପୋଷ୍ଟର ସମ୍ପାଦକ ତଥାଗତ ସତପଥୀ Tathagata🌶️Satpathy Dharitri Youth Conclave #DharitriYouthConclave2025 #DYC2025 #ClimateAction #DharitriYouthConclave #DharitriClimateInitiatives

ପ୍ରକୃତି ହିଁ ଭଗବାନ : ଧରିତ୍ରୀ ୟୁଥ କନକ୍ଲେଭର ପ୍ରଥମ ଦିନ ( ଗ୍ରୀନ ହିରୋଜ୍‌) କାର୍ଯ୍ୟକ୍ରମରେ ଅଭିଭାଷଣରେ କହିଛନ୍ତି ଧରିତ୍ରୀ ଓ ଓଡ଼ିଶାପୋଷ୍ଟର ସମ୍ପାଦକ ତଥାଗତ ସତପଥୀ

Tathagata🌶️Satpathy Dharitri Youth Conclave

#DharitriYouthConclave2025 #DYC2025 #ClimateAction #DharitriYouthConclave #DharitriClimateInitiatives
ଚନ୍ଦନ ପଣ୍ଡା  (Chandan Panda) (@chandanpanda01) 's Twitter Profile Photo

ଭାରତୀୟ ନୈତିକତା ଏବଂ ପରମ୍ପରା ଆଧାରରେ ଏକ ବୌଦ୍ଧିକ ଜନ ଆନ୍ଦୋଳନ ସୃଷ୍ଟି କରିଥିବା Prajna Pravah ପକ୍ଷରୁ ଆହୁତ ଅଭ୍ୟାସ ବର୍ଗରେ ଯୋଗଦାନ କଲି । ଆମର ସଂସ୍କୃତି,ସଂସ୍କାର,ଐତିହ୍ୟ ଓ ପ୍ରାଚୀନତାକୁ ନୂତନତ୍ବ ସହ ସାଥିରେ ନେଇ କିଭଳି ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଠନ କରିବା ଏ ଦିଗରେ ନିରନ୍ତର ଶିକ୍ଷାପ୍ରାପ୍ତ ହେଲା । RSS

ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ଆମ ବଞ୍ଚୋ ମଣ୍ଡଳ ପକ୍ଷରୁ ଆହୁତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ-୨୦୨୬ରେ ଅଂଶୀଦାର ହୋଇ ପ୍ରଶିକ୍ଷଣ ନେବା ସହ ସାମାଜିକ ଗଣମାଧ୍ୟମର ପ୍ରାସଙ୍ଗିକତା ଉପରେ ବକ୍ତବ୍ଯ ରଖିଲି ।

ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ଆମ ବଞ୍ଚୋ ମଣ୍ଡଳ ପକ୍ଷରୁ ଆହୁତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ-୨୦୨୬ରେ  ଅଂଶୀଦାର ହୋଇ ପ୍ରଶିକ୍ଷଣ ନେବା ସହ ସାମାଜିକ ଗଣମାଧ୍ୟମର ପ୍ରାସଙ୍ଗିକତା ଉପରେ ବକ୍ତବ୍ଯ ରଖିଲି ।