ଚନ୍ଦନ ପଣ୍ଡା (Chandan Panda)
@chandanpanda01
(ମୁଁ ଓଡ଼ିଆ ,ମୋ ଓଡ଼ିଶା)
ସ୍ନାତକୋତ୍ତର ଓଡିଆ(MAOD) ଓ ସାମ୍ବାଦିକତା(MJMC) ,
🌱 ପ୍ରକୃତି ବନ୍ଧୁ -୨୦୨୦-୨୧ 🌱
♡ବନ୍ଦେ ଉତ୍କଳ ଜନନୀ♡
ID: 1064790028096696320
20-11-2018 07:58:20
1,1K Tweet
453 Followers
3,3K Following
୭୬ ତମ ବନ ମହୋତ୍ସବ ସପ୍ତାହ ପାଳନ ଉପଲକ୍ଷେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଓଡ଼ିଶାର ସମସ୍ତ ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ଅଧିକରୁ ଅଧିକ ଗଛ ଲଗାଇ ଏକ ସ୍ୱଚ୍ଛ ସବୁଜ ସୁନ୍ଦର ପରିବେଶ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି। #VanMahotsav
Launch of Man Elephant coexistence awareness video “Namaskar Gajanan”on the occasion of Ganesh Chaturthi and CM Kissan Assistance launch at Darbar Hall keonjhar by Hon Minister Shri Ganesh Ram Singhkhuntia in presence of MLA Patna Shri Akhil Chandra Nayak CMO Odisha Odisha Forest, Env. and Climate Change Department
ମହାଶୟ ଭୁବନେଶ୍ବର ରାଜରାସ୍ତାରେ ଗତକାଲି ସଞ୍ଜରେ କଳ୍ପନାରୁ ରସୁଲଗଡ ପଥରେ ଏ ମଦ୍ୟପ ଭାଇଜଣଙ୍କର ବେପରୁଆ ଗାଡିଚାଳନା ବଡ ବିପଦକୁ ଆମନ୍ତ୍ରଣ କରୁଛି ।ନିଶା ସେବନ କରି ଗାଡି ଚଳାଇବା ଦଣ୍ଡନୀୟ ଅପରାଧ ହୋଇଥିବା ବେଳେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରୁଛୁ । Bibhuti Bhusan Jena Usha Padhee ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport State Transport Authority, Odisha COMMISSIONERATE POLICE
ପ୍ରକୃତି ହିଁ ଭଗବାନ : ଧରିତ୍ରୀ ୟୁଥ କନକ୍ଲେଭର ପ୍ରଥମ ଦିନ ( ଗ୍ରୀନ ହିରୋଜ୍) କାର୍ଯ୍ୟକ୍ରମରେ ଅଭିଭାଷଣରେ କହିଛନ୍ତି ଧରିତ୍ରୀ ଓ ଓଡ଼ିଶାପୋଷ୍ଟର ସମ୍ପାଦକ ତଥାଗତ ସତପଥୀ Tathagata🌶️Satpathy Dharitri Youth Conclave #DharitriYouthConclave2025 #DYC2025 #ClimateAction #DharitriYouthConclave #DharitriClimateInitiatives