The Adventure Pro (@bhusanasat59356) 's Twitter Profile
The Adventure Pro

@bhusanasat59356

ID: 1666764949446709248

linkhttps://youtube.com/@theadventurepro?si=yCjvuQ0I8QWrx0Hf calendar_today08-06-2023 11:12:27

36 Tweet

2 Followers

13 Following

The Adventure Pro (@bhusanasat59356) 's Twitter Profile Photo

I Vote For Sure ଭୋଟ ଦିଅନ୍ତୁ ନିଜ ପସନ୍ଦ ନିଜେ ବାଛନ୍ତୁ.... ଦେଶର ଉନ୍ନତିରେ ସାମିଲ ହୁଅନ୍ତୁ.... ଆପଣଙ୍କର ଗୋଟିଏ ମୂଲ୍ୟବାନ ଭୋଟ କୁ ନଷ୍ଟ କରନ୍ତୁ ନାହିଁ ..... ଆପଣଙ୍କର ଅନୁପସ୍ଥିତି ଅସାଧୁ ଲୋକଙ୍କ ପାଇଁ ବଳ... Election Commission of India CEO Odisha #election #vote #election2024

The Adventure Pro (@bhusanasat59356) 's Twitter Profile Photo

ଏଥର ଚେନ୍ନାଇ ନାହିଁ ମନେ ମଜା ନାହିଁ ଖାଲି ସଯା.....🤣🤣😂🤣🤣 #ଆଇପିଏଲ #ipl #csk #kkr #rr #srh #just_for_fun IndianPremierLeague Chennai Super Kings

The Adventure Pro (@bhusanasat59356) 's Twitter Profile Photo

ଦିନ ସାରା ଛାଇ ଆଲୋକର ଖେଳ ଆଉ ସନ୍ଧ୍ୟାରେ ଭୟଙ୍କର ଅନ୍ଧାର ...... #ଭୁବନେଶ୍ୱର_climate

ଦିନ ସାରା ଛାଇ ଆଲୋକର ଖେଳ ଆଉ ସନ୍ଧ୍ୟାରେ ଭୟଙ୍କର ଅନ୍ଧାର ......
#ଭୁବନେଶ୍ୱର_climate
The Adventure Pro (@bhusanasat59356) 's Twitter Profile Photo

ଏଇ ଭାସ୍କର ଦୀନ ସାରା ଭାରି କଷ୍ଟ ଦେଉଥିଲା...... ମନେ ମନେ ଲୋକ ତାକୁ ବୋହୁତ ଗାଳି କରୁଥିଲେ... ହେଲେ ସନ୍ଧ୍ୟାରେ ତାର ଏଇ ସୁନ୍ଦର ରୂପ ଦେଖି ସେଇ ଲୋକ ପୁଣି ପ୍ରଶଂସା କରିବାକୁ ଆରମ୍ଭ କଲେ.... #Reality_of_life #naturelove

ଏଇ ଭାସ୍କର ଦୀନ ସାରା ଭାରି କଷ୍ଟ ଦେଉଥିଲା......
ମନେ ମନେ ଲୋକ ତାକୁ ବୋହୁତ ଗାଳି କରୁଥିଲେ...
ହେଲେ ସନ୍ଧ୍ୟାରେ ତାର ଏଇ ସୁନ୍ଦର ରୂପ ଦେଖି ସେଇ ଲୋକ ପୁଣି ପ୍ରଶଂସା କରିବାକୁ ଆରମ୍ଭ କଲେ....
#Reality_of_life 
#naturelove
The Adventure Pro (@bhusanasat59356) 's Twitter Profile Photo

Today's Jajpur climate ଲାଗୁଛି ଆଜି ଯାଜପୁରିଆଙ୍କୁ ଏଇ ବର୍ଷା ଭସେଇ ଦବ.... #jajpur #jajpurmirror #jajpur_climate #otv

The Adventure Pro (@bhusanasat59356) 's Twitter Profile Photo

BJP ସରକାରଙ୍କୁ ଅନେକ ଅନେକ ଶୁଭେଚ୍ଛା .... ମାନନୀୟ ପ୍ରଧାନ ମନ୍ତ୍ରୀ ଆପଣଙ୍କୁ ବିନମ୍ର ଅନୁରୋଧ...ଆମ ପ୍ରିୟ ନବୀନ ପଟ୍ଟନାୟକ ଜଣେ ସ୍ୱଚ୍ଛ ରାଜନେତା ...ମାନ୍ୟବର ପ୍ରଧାନ ମନ୍ତ୍ରୀ ଆପଣଙ୍କୁ ଏତିକି ଅନୁରୋଧ ଆପଣ ତାଙ୍କ ଶେଷ ସମୟରେ ତାଙ୍କ ସହ ଛିଡା ହୁଅନ୍ତୁ ଏବଂ ତାଙ୍କୁ ଆଉ ଗୋଟେ ଥର ମୁଖ୍ୟମନ୍ତ୍ରୀ ହେବାକୁ ଦିଅନ୍ତୁ। Narendra Modi

The Adventure Pro (@bhusanasat59356) 's Twitter Profile Photo

ମୁଁ ସନ୍ନ୍ୟାସ ନେବାକୁ ଯାଉଛି ଆପଣ ମାନେ ଖୁସି ତ? #vkpandian #Odishaassemblyelection

The Adventure Pro (@bhusanasat59356) 's Twitter Profile Photo

ଆଜି ରଜ ଆସିଛି ଏହି ମଣିଷ ସମାଜ ଆଜି ଖୁସୀ ମନାଉଚି ଆଉ ସେହି ଖୁସି ପାଇଁ ସେ ଆଜି ହଜାର ହଜାର ପଶୁ ପକ୍ଷୀଙ୍କୁ ମାରିଦେଉଛି.... #the_bitter_truth #raja_festival

ଆଜି ରଜ ଆସିଛି ଏହି ମଣିଷ ସମାଜ ଆଜି ଖୁସୀ ମନାଉଚି ଆଉ ସେହି ଖୁସି ପାଇଁ ସେ ଆଜି ହଜାର ହଜାର ପଶୁ ପକ୍ଷୀଙ୍କୁ ମାରିଦେଉଛି....
#the_bitter_truth 
#raja_festival
The Adventure Pro (@bhusanasat59356) 's Twitter Profile Photo

ଗୋଟେ ଭଲ ଜୀବନଟି ବଞ୍ଚିବାକୁ ହେଲେ ଏହା ସ୍ବୀକାର କରିବା ଜରୁରୀ ଅଟେ କି ସବୁକିଛି ସମସ୍ତଙ୍କୁ ମିଳି ନ ଥାଏ ..... #reality_of_life

The Adventure Pro (@bhusanasat59356) 's Twitter Profile Photo

ଆଜି T20 ଫାଇନାଲ ଆଉ ଇଣ୍ଡିଆ ବି ଫାଇନାଲ ରେ ଅଛି ଏଥିରେ ବେଶୀ ଖୁସି ହେବାର କିଛି ସବୁଠି ଜିତି ଜିତି ଯିବ ଆଉ ଫାଇନାଲ ରେ ଏମିତି ହାରିବ ଯେ ବିଷ ପିଦେବକୁ ଇଚ୍ଛା ହବ . #harsh_reality #T20WorldCup2024 #India #support_india

The Adventure Pro (@bhusanasat59356) 's Twitter Profile Photo

ପ୍ରଭୂ ଜଗନ୍ନାଥଙ୍କ ଫୁଲୁରି ତେଲର ପ୍ରସ୍ତୁତି ପ୍ରଣାଳୀ.... ପ୍ରସ୍ତୁତି ପାଇଁ ୧ ବର୍ଷର ସମୟ ଲାଗେ... #ଜଗନ୍ନାଥ #jagannth

The Adventure Pro (@bhusanasat59356) 's Twitter Profile Photo

ପବିତ୍ର ରଥଯାତ୍ରା ର ଅନେକ ଅନେକ ଶୁଭେଚ୍ଛା ଜୟ ଜଗନ୍ନାଥ 🙏

The Adventure Pro (@bhusanasat59356) 's Twitter Profile Photo

ଏଥର ଶ୍ରୀ ଅର୍ଣ୍ଣ ଯୋଜନା ରେ ୨ ଟଙ୍କାରେ ଆହାର ମିଳିବ କି?? #BJP #odishapolitics #OTV #kanaknews

The Adventure Pro (@bhusanasat59356) 's Twitter Profile Photo

ଲୁହ ସିନା ଶୋଇଯାଏ ଶାନ୍ତିର ଶେଯରେ, କୋହ କିନ୍ତୁ ରହିଯାଏ ପ୍ରତି ନିଃଶ୍ବାସ ରେ । ଦେହ ସିନା ଜଳିଯାଏ ଚିତାର ଅଗ୍ନିରେ, ଆତ୍ମା କିନ୍ତୁ ବଞ୍ଚି ରହେ ବନ୍ଧୁର ମନରେ । ମୁଁ ସତ୍ୟ ବନ୍ଧୁତ୍ୱ ଦିବସ ରେ ମୋର ପ୍ରିୟ ବନ୍ଧୁ ମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି🥰 #happyfriendshiday #FriendshipDay2024 #friendsforlife

The Adventure Pro (@bhusanasat59356) 's Twitter Profile Photo

ନବୀନ ବାବୁ ଆପଣ ଏବେ ଯେମିତି ଲୋକଙ୍କ ସହ ମିସୁଚନ୍ତି ଯଦି ସେମିତି ପୂର୍ବ ୬ ମାସ ବି କରିଥାନ୍ତେ ତାହାଲେ ଆଜି ବି ଆମ ଛୁଆ ଆମ ମୁଖ୍ୟମନ୍ତ୍ରୀଙ୍କର ନାମ ନବୀନ ପଟ୍ଟନାୟକ କହିଥାନ୍ତେ। Naveen Patnaik