
benugopalreddy
@benugopalreddy
Advocate & social worker
Reddy Legal Remedies Firm
Volunteer Maa Taratarini Temple
ID: 223765376
07-12-2010 08:13:08
4,4K Tweet
229 Followers
2,2K Following

ଓଡ଼ିଶାର କଲେଜ ଓ ଆଇନ୍ ବିଶ୍ଵବିଦ୍ୟାଳୟରେ କିଛି ଅଯୋଗ୍ୟ ଶିକ୍ଷାବିତ ଶିକ୍ଷାଦାନ ଏବଂ ଅନୁଶାସନ କ୍ଷେତ୍ରରେ ବିଫଳ ହେଉଛନ୍ତି ତାଙ୍କ କାର୍ଯ୍ୟ ସଠିକ ତଦାରଖ କରି ତାଙ୍କୁ ଶିକ୍ଷା ଅନୁଷ୍ଠାନରେ ରହିବାକୁ ଯୋଗ୍ୟ କି ନୁହେଁ ପୁନର୍ବିଚାର ପାଇଁ ପରୀକ୍ଷା କରାଯିବା ଉଚିତ। ଶିକ୍ଷାର ମାନ ରକ୍ଷା ପାଇଁ ଏହା ଆବଶ୍ୟକ। CMO Odisha #education

ବ୍ରହ୍ମପୁର-ଭୁବନେଶ୍ୱର NH-16 ର ରମ୍ଭା ବାଇପାସ ପର୍ଯ୍ୟନ୍ତ ରାସ୍ତା ବେହାଲ। ପଣ୍ଡା ଗ୍ୟାରେଜ ନିକଟ 1 କି.ମି. ରାସ୍ତା ଦୁର୍ଘଟଣା ପ୍ରବଣ, ହଜାର ହଜାର ଗାଡ଼ି ପ୍ରତିଦିନ ଚାଲାଚଳ କରୁଛି। ଦୁର୍ଘଟଣାରୁ ରକ୍ଷା ପାଇଁ ତୁରନ୍ତ ସ୍ଥଳକୁ ଯାଇ ମରାମତି କରାଯାଉ। PMO India Nitin Gadkari MORTHINDIA NHAI #NH16 #Odisha


ଗଞ୍ଜାମ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗରେ ଆବଶ୍ୟକ ଉପଯୁକ୍ତ ଚିକିତ୍ସକ ନାହାନ୍ତି ସରକାର ଓ ଅଧିକାରୀଙ୍କ ଉଦାସୀନତା ସ୍ପଷ୍ଟ #ରୋଗୀଙ୍କ_ଜୀବନ ସଙ୍କଟରେ ଦୟାକରି ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରନ୍ତୁ। CMO Odisha Dr. Mukesh Mahaling ChiefSecyOdisha Health Odisha Ministry of Health #OdishaHealth #Ganjam #GanjamBarAssociation


Encountering error on 26AS site, cannot access credit/TDS details, essential for IT Return filing, PAN-SKOPS5270L, Karuna Bishoyi, kindly resolve, Mob- 96924 38110. Income Tax India Income Tax Odisha Ministry of Finance Nirmala Sitharaman Office


Attention Ministry of Railways East Coast Railway Ashwini Vaishnaw DRM KhurdaRoad Press Trust of India Garden of Rambha Railway Station Dist-Ganjam deteriorating despite Govt sanctioning crores for maintenance.Who's responsible? When will this issue be resolved? Why was oversight by railway ଓଟିଭି

ମମତାରାଣୀ ସ୍ଵାଇଁ (ଶ୍ରବଣ ବାଧାପ୍ରାପ୍ତ) ଜନ୍ମ ତାରିଖ-01/01/1982, ପଞ୍ଜିକରଣ ସଂଖ୍ୟା:213540000025040012893 (11/04/2025) ଠିକଣା-ମଲ୍ଲୀକେଶ୍ୱର, ନାଇକାନିପଲି, ଖଲ୍ଲିକୋଟ,ଗଞ୍ଜାମ ଏପର୍ଯ୍ୟନ୍ତ ଭିନ୍ନକ୍ଷମ ସର୍ଟିଫିକେଟ ପାଇନାହାନ୍ତି।ଦୟାକରି ଶୀଘ୍ର ଦିଆଯାଉ। CMO Odisha SSEPD Department of WCD, Government of Odisha ssk dhh ganjam city hospital H & FW Dept Odisha


ବ୍ରହ୍ମପୁର ମହାନଗରରେ ବୁଲାଗାଈଗୋରୁ ଓ କୁକୁରମାନଙ୍କ ଲାଗି ଦୈନିକ ଅସୁବିଧା ଗୋପାଳଙ୍କ ଓ ନିଗମଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ଦୁଃଖଦ ପଶୁ ଥଇଥାନ ବିଭାଗର ଅର୍ଥ କେଉଁ ଉଦ୍ଦେଶ୍ୟରେ ଏହାର ନିଷ୍ପକ୍ଷ ତଦନ୍ତ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରୁଛୁ CMO Odisha ChiefSecyOdisha Odisha Vigilance Dept of Animal Husbandry & Dairying, Min of FAH&D


🌹Honored to attend the Opening Ceremony of Civil Judge, Sr Div Court at Digapahandi! A significant milestone for justice & legal services in our region.🌹 Ministry of Law and Justice CMO Odisha Prithiviraj Harichandan Collector & District Magistrate, Ganjam Press Trust of India ଓଟିଭି I & PR Department, Odisha #JusticeSystem #Odisha


🛣️ ସଡ଼କରେ ବିନା ହେଲମେଟରେ ବିପଦପୂର୍ଣ୍ଣ,ବେପାରୁଆ ଗାଡି ଚାଳନା କରୁଥିବା ଗାଡି ଚାଳକଙ୍କ ଉପରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରୁଛନ୍ତି ସମସ୍ତେ କିନ୍ତୁ ଯେଉଁ ରାଲିରେ ଗାଡି ଯାଉଛି ତା ପାଇଁ ନିୟମ କିଛି ନାହିଁ କି❓😂 🚦 State Transport Authority, Odisha Home Department, Govt. of Odisha 🇮🇳 AMITABH THAKUR 🇮🇳 ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport Bibhuti Bhusan Jena

ଦିନକୁ ଦିନ ବ୍ରହ୍ମପୁର ଓ ଆଖପାଖରେ ଆଇନ ଶୃଙ୍ଖଳା ଅବସ୍ଥା ବିପର୍ଯ୍ୟସ୍ତ ହେଉଛି ଗୁଣ୍ଡା ପ୍ରବୃତ୍ତିର ଲୋକମାନେ ମଦ ରାସ୍ତାରେ ଥିବା ଫାଷ୍ଟଫୁଡ୍ ଦୋକାନରେ ପାନ କରୁଛନ୍ତି ଏ ଦୃଶ୍ୟ #ବ୍ରହ୍ମପୁରଷ୍ଟେସନ ରୋଡରେ ଦେଖାଯାଉଛି CMO Odisha Odisha Police DGP, Odisha Home Department, Govt. of Odisha SP BERHAMPUR ଙ୍କୁ ଅନୁରୋଧ କାର୍ଯ୍ୟାନୁଷ୍ଠାନ ହେଉ।

Urgent appeal CMO Odisha @UshaPadhee Dr. Krushna Chandra Mahapatra H & UD Dept Construction NH-16 flyovers #Brahmapur stalled due to fly ash shortage causing public safety concerns & loss of life Requesting immediate intervention to allocate & transport fly ash to concerned departments


#ବ୍ରହ୍ମପୁର ସହରର ମୁଖ୍ୟରାସ୍ତା,ସ୍କୁଲ୍,କଲେଜ,ଅଫିସ, ବସଷ୍ଟାଣ୍ଡ,ରେଳଷ୍ଟେସନ ରୋଡରେ ଭ୍ରମ୍ୟମାଣ ଗାଡ଼ିରେ ଆମିଷ-ନିରାମିଷ ଖାଦ୍ୟ ବିକ୍ରି।ସମସ୍ତଙ୍କର ଖାଦ୍ୟ ବିକ୍ରି ଲାଇସେନ୍ସ ଅଛି କି? ବିପଜ୍ଜନକ ଫୁଡ୍ କଲର୍ ବ୍ୟବହାର ହେଉଛି FoodOdisha Krushna Chandra Patra ତୁରନ୍ତ ଯାଞ୍ଚ କରନ୍ତୁ ଓ ଆବଶ୍ୟକ ପଦକ୍ଷେପ ନିଅନ୍ତୁ Collector & District Magistrate, Ganjam

ଓଡିଶାରେ ଅନେକ ବେସରକାରୀ ସ୍କୁଲ ଅଧ୍ୟାପନ ପାଇଁ ଅଧିକ ଅର୍ଥ ନେଉଛନ୍ତି କିନ୍ତୁ ଶିକ୍ଷାର ଗୁଣବତ୍ତା ନଥିବାରୁ ଛାତ୍ରଛାତ୍ରୀ ଟୁସନ୍ ନେବାକୁ ବାଧ୍ୟ ଏହା ମଧ୍ୟବିତ୍ତ ଓ ଗରୀବ ପାଇଁ ଅନ୍ୟାୟ। ସରକାର ନିୟନ୍ତ୍ରଣ କରି ସ୍କୁଲ ଶିକ୍ଷା ଉପରେ ନିରୀକ୍ଷଣ କରନ୍ତୁCMO Odisha Ministry of Education Ministry of Education ChiefSecyOdisha Swagatika Das

ଗୁରୁତର ଅନ୍ୟାୟ–ନ୍ୟାୟ କେବେ?15 ବର୍ଷରୁ ଅଧିକ ସମୟ ସେବା କରୁଥିବା contractual କର୍ମଚାରୀମାନେ ଅତ୍ୟଳ୍ପ ଦରମା ପାଉଛନ୍ତି କିନ୍ତୁ ବେଆଇନ ଭାବରେ outsourcing କର୍ମଚାରୀମାନଙ୍କୁ ବେଶି ଦରମାରେ ନିଯୁକ୍ତି ନିୟମ ଉଲ୍ଲଂଘନ ପ୍ରତିଭାର ଅବମୂଲ୍ୟନ ଏହି ଅନ୍ୟାୟକୁ ବନ୍ଦ କରାଯାଉ!ଉଚ୍ଚସ୍ତରୀୟ ତଦନ୍ତ ଆବଶ୍ୟକ CMO Odisha Dr. Krushna Chandra Mahapatra

ଆଦର୍ଶ କଲୋନୀ,ରେଳଷ୍ଟେସନ ରୋଡ ବ୍ରହ୍ମପୁରରେ 1 ଘଣ୍ଟାରୁ ଅଧିକ ସମୟ ହେଲା ବିଦ୍ୟୁତ ବିଛିନ୍ନ #TPSODL ଦ୍ବାରା ନିରବିଛିନ୍ ସେବା ପ୍ରଦାନ କେବେ ବି ନିଶ୍ଚିତ ନୁହେଁ, କିନ୍ତୁ ବିଦ୍ୟୁତ୍ ଶୁଳ୍କରେ କୌଣସି ହ୍ରାସ ନାହିଁ। CMO Odisha Energy Odisha TP Southern Odisha Distribution Ltd Odisha Electricity Regulatory Commission Kanak Vardhan Singh Deo (Modiji Ka Parivar)

🇮🇳ଆଜି ୭୯ତମ ସ୍ଵାଧୀନତା ଦିବସକୁ ବ୍ରହ୍ମପୁର ବାର ଆସୋସିଏସନ୍ ପକ୍ଷରୁ ବଡ ଆଡମ୍ବରରେ ପାଳନ କରାଗଲା ମାନନୀୟା ଜିଲ୍ଲାଜଜ,ସମସ୍ତ ଓକିଲସଂଘ କର୍ମକର୍ତ୍ତା, ଓକିଲବନ୍ଧୁ ଓ ବିଭିନ୍ନ ସ୍କୁଲର ପୁରସ୍କୃତ ଛାତ୍ରଛାତ୍ରୀ ଉପସ୍ଥିତ ହୋଇଥିଲେ 🇮🇳 CMO Odisha Ministry of Law and Justice PIB India Ministry of Information and Broadcasting Prithiviraj Harichandan #IndependenceDay #ଓଡ଼ିଶା


URGENT! CMO Odisha Pravati Parida Collector & District Magistrate, Ganjam Safety concerns raised about proposed Anganwadi Centre at Phulta,Konasi! Proximity to:Cremation ground, Pond,Mill,AWC relocation requests ignored! What's the status? #AnganwadiSafety #Relocation #Phulta #KonsiPanchayat

⚠️ Urgent Attention Needed Roof of Rangipur Co-op Society building is in dangerous condition and may collapse anytime, posing a threat to public safety. Requesting immediate repair/ action.CMO Odisha Krushna Chandra Patra I & PR Department, Odisha Samabaya Bibhag OSCB (The Odisha State Cooperative Bank Ltd)


Urgent attention needed! Kissan Mandi registration in #Odisha delayed due to network issues Requesting CMO Odisha I & PR Department, Odisha Krushna Chandra Patra to resolve network issues or again consider deadline extension #OdishaGovt #KisaanSevaGanjam

#ଗଞ୍ଜାମ ଡୁରା ଗ୍ରାମର ଗରିବ ଭୂମିହୀନ ବିଧବା ପ୍ରତିମା ବେହେରା 2021ରୁ #ଆବାସଯୋଜନା ରେ ଘର ଟି ପାଇବାକୁ ଚେଷ୍ଟା କରୁଛନ୍ତି କୋନିସି RI ତଦନ୍ତ କଲେ କିଛି କାର୍ଯ୍ୟକ୍ଷମ ହୋଇନି ଅଭିଯୋଗ DM20251179401, ତା 29/04/25 ଏ ଗୃହହୀନ ବିଧବାଙ୍କୁ ଆବାସ ଯୋଗାନ୍ତୁ ଅନୁରୋଧ CMO Odisha Department of WCD, Government of Odisha Pravati Parida Collector & District Magistrate, Ganjam
