DURGASHISH
@durgashish
Executive Editor, Argus News
ID: 278935610
08-04-2011 07:54:54
2,2K Tweet
5,5K Takipçi
1,1K Takip Edilen
#ସାମ୍ନାକୁ_ଆସିଲା_ସାଂଘାତିକ_ସତ ମାହାଙ୍ଗାରେ ବିଜୁବାବୁ ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣା I ବିବାଦରେ ପୂର୍ବତନ ବିଧାୟକ ପ୍ରତାପ ଜେନା I ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ମୂର୍ତ୍ତି ଭାଙ୍ଗିଥିବା ଅଭିଯୁକ୍ତ ନନ୍ଦକିଶୋର ମଲିକ ଏବଂ ରାଜା I BJP Odisha Biju Janata Dal Naveen Patnaik Pratap Jena Sarada pradhan
#ଚର୍ଚ୍ଚାରେ_ଅଞ୍ଜନାଙ୍କ_ଆକ୍ରମଣ ଅର୍ଗସ ଷ୍ଟୁଡିଓରେ କଂଗ୍ରେସ ଓ ବିଜେଡି ସରକାରର ପୋଲ୍ ଖୋଲିଦେଲେ ଅଂଜନା ମିଶ୍ର I କହିଲେ କଂଗ୍ରେସ ଯେମିତି , ନବୀନ ବି ସେମିତି I Odisha Congress Biju Janata Dal Naveen Patnaik
#ଦିଲ୍ଲୀରେ_ଧୁମ୍ଧାମ୍ରେ_ପାଳନ_ହେବ_ଓଡ଼ିଶା_ଦିବସ ଆଗାମୀ ବର୍ଷରୁ ଦିଲ୍ଲୀ ସରକାରଙ୍କ ତରଫରୁ ପ୍ରତିବର୍ଷ ପାଳନ ହେବ ଓଡ଼ିଶା ଦିବସ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା... BJP Delhi BJP Odisha Rekha Gupta Mohan Charan Majhi Dharmendra Pradhan
#ଦିଲ୍ଲୀ_ସରକାର_ପାଳିବେ_ଓଡ଼ିଶା_ଦିବସ -ଆଗାମୀ ବର୍ଷଠୁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଆୟୋଜନ କରାଯିବ ଓଡ଼ିଶା ଦିବସ। ସମସ୍ତ ଖର୍ଚ୍ଚ ବହନ କରିବେ ଦିଲ୍ଳୀ ସରକାର। #ArgusNews #DelhiCM #RekhaGupta #lordjagannathtemple #OdishaDiwas #darshan #NewsDelhi #HauzKhas #NationalNews Rekha Gupta
ସରକାର ବଦିଳିବା ପରେ ବଦଳିଲା ଆଭିମୁଖ୍ୟ I ସମ୍ବେଦନଶୀଳତା ଦେଖାଇଲେ ବିଜେପି ସରକାର I ମୃତ ସରକାରୀ କର୍ମଚାରୀଙ୍କ ପରିବାରର ପୋଛିଲେ ଲୁହ I CMO Odisha Mohan Charan Majhi