
Collector and District Magistrate, Koraput
@dmkoraput
Official handle of the District Collector, Koraput.
ID: 1137999099167297537
https://koraput.odisha.gov.in/ 10-06-2019 08:25:03
11,11K Tweet
21,21K Takipçi
0 Takip Edilen

କୋରାପୁଟ ଜିଲ୍ଲା ଅନ୍ତର୍ଗତ ନାରାୟଣପାଟଣାରେ ବ୍ଲକ ସ୍ତରୀୟ 'ପରବ ୨୦୨୪' ଉତ୍ସାହ ଓ ଉଦ୍ଦୀପନାର ସହ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ମହୋତ୍ସବରେ କଳାକାରଙ୍କ ଦ୍ଵାରା ସ୍ଥାନୀୟ ସଂସ୍କୃତି, କଳା ଏବଂ ପରମ୍ପରାର ପ୍ରତୀକ ଢେମସା ନୃତ୍ୟର ପରିବେଷଣ କରାଯାଇଥିଲା। CMO Odisha ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ
