Collector and District Magistrate, Koraput (@dmkoraput) 's Twitter Profile
Collector and District Magistrate, Koraput

@dmkoraput

Official handle of the District Collector, Koraput.

ID: 1137999099167297537

linkhttps://koraput.odisha.gov.in/ calendar_today10-06-2019 08:25:03

11,11K Tweet

21,21K Takipçi

0 Takip Edilen

BDO_NANDAPUR (@bdo_nandapur) 's Twitter Profile Photo

ଆଜି ନନ୍ଦପୁର ପଞ୍ଚାୟତ ସ୍ଥିତ ଅତଣ୍ତା, ମଲିବେଲଗାଁ, ପାଡୁଆ ଓ ଖୁର୍ଜୀ ଗ୍ରାମ ପଞ୍ଚାୟତ ଠାରେ ପରବ ୨୦୨୪ ବହୁ ଆଡମ୍ବର ସହକାରେ ପାଳିତ ହୋଇଛି। ବିଭିନ୍ନ ଖେଳ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି। #PARAB2024 ZP_Koraput Collector and District Magistrate, Koraput

ଆଜି ନନ୍ଦପୁର ପଞ୍ଚାୟତ  ସ୍ଥିତ ଅତଣ୍ତା, ମଲିବେଲଗାଁ, ପାଡୁଆ ଓ ଖୁର୍ଜୀ ଗ୍ରାମ ପଞ୍ଚାୟତ ଠାରେ ପରବ ୨୦୨୪ ବହୁ ଆଡମ୍ବର ସହକାରେ ପାଳିତ ହୋଇଛି। ବିଭିନ୍ନ ଖେଳ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି।
#PARAB2024
ZP_Koraput
Collector and District Magistrate, Koraput
I & PR Department, Odisha (@ipr_odisha) 's Twitter Profile Photo

#ବିକଶିତଓଡ଼ିଶା ଗଠନ ପାଇଁ ପ୍ରସ୍ତୁତ ହେଉଛି ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ। ଲୋକଙ୍କ ଉତ୍ସାହକୁ ଲକ୍ଷ୍ୟ କରି ବିକଶିତ ଓଡ଼ିଶା ଭିଜନ ଡକୁମେଣ୍ଟ ନିମନ୍ତେ ମତାମତ ଦେବାର ଶେଷ ତାରିଖକୁ ୫ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଉପଯୋଗୀ ମତାମତ ପ୍ରଦାନକାରୀ ୪୮ ଘଣ୍ଟା ମଧ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱାକ୍ଷରିତ ପ୍ରମାଣପତ୍ର

#ବିକଶିତଓଡ଼ିଶା ଗଠନ ପାଇଁ ପ୍ରସ୍ତୁତ ହେଉଛି ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ। ଲୋକଙ୍କ ଉତ୍ସାହକୁ ଲକ୍ଷ୍ୟ କରି ବିକଶିତ ଓଡ଼ିଶା ଭିଜନ ଡକୁମେଣ୍ଟ ନିମନ୍ତେ ମତାମତ ଦେବାର ଶେଷ ତାରିଖକୁ ୫ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ଉପଯୋଗୀ ମତାମତ ପ୍ରଦାନକାରୀ ୪୮ ଘଣ୍ଟା ମଧ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱାକ୍ଷରିତ ପ୍ରମାଣପତ୍ର
Collector and District Magistrate, Koraput (@dmkoraput) 's Twitter Profile Photo

ଜିଲ୍ଲାପାଳ, କୋରାପୁଟଙ୍କ ଅଧ୍ୟକ୍ଷତାରେ ଖରିଫ ବିପଣନ ବର୍ଷ ୨୦୨୪-୨୫ ନିମନ୍ତେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କୋରାପୁଟ, ପଟ୍ଟାଙ୍ଗୀ ଓ କୋଟପାଡ଼ର ମାନ୍ୟବର ବିଧାୟକ,କୃଷି ପ୍ରତିନିଧିଗଣ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । CMO Odisha କୃଷି ବିଭାଗ, ଓଡ଼ିଶା

ଜିଲ୍ଲାପାଳ, କୋରାପୁଟଙ୍କ ଅଧ୍ୟକ୍ଷତାରେ ଖରିଫ ବିପଣନ ବର୍ଷ ୨୦୨୪-୨୫ ନିମନ୍ତେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ  କୋରାପୁଟ,  ପଟ୍ଟାଙ୍ଗୀ ଓ କୋଟପାଡ଼ର ମାନ୍ୟବର ବିଧାୟକ,କୃଷି ପ୍ରତିନିଧିଗଣ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

CMO Odisha
କୃଷି ବିଭାଗ, ଓଡ଼ିଶା
Collector and District Magistrate, Koraput (@dmkoraput) 's Twitter Profile Photo

କୋରାପୁଟ ଜିଲ୍ଲାପାଳଙ୍କ ଉପସ୍ଥିତିରେ କୋରାପୁଟର ମାଛରାଠାରେ ରାଗି ଶସ୍ୟ ଅମଳ ପାଇଁ ପାୱାର୍ ରିପର୍ ଏବଂ ଟ୍ରାକ୍ଟର ଚାଳିତ ଶସ୍ୟ କଟା ଏବଂ ସଫେଇ ଯନ୍ତ୍ରର ପ୍ରଦର୍ଶନ କରାଯାଇଛି। ଶ୍ରୀ ଅନ୍ନ ଅଭିଯାନର ବିପୁଳ ସଫଳତା ପରେ ମିଲେଟ ଫସଲରେ ଉନ୍ନତମାନର ଯାନ୍ତ୍ରିକରଣ ପାଇଁ ଏହି ପଦକ୍ଷେପ ନିଆଯାଇଛି। CMO Odisha Shree Anna Abhiyan

କୋରାପୁଟ ଜିଲ୍ଲାପାଳଙ୍କ ଉପସ୍ଥିତିରେ କୋରାପୁଟର ମାଛରାଠାରେ ରାଗି ଶସ୍ୟ ଅମଳ ପାଇଁ ପାୱାର୍ ରିପର୍ ଏବଂ ଟ୍ରାକ୍ଟର ଚାଳିତ ଶସ୍ୟ କଟା ଏବଂ ସଫେଇ ଯନ୍ତ୍ରର ପ୍ରଦର୍ଶନ କରାଯାଇଛି। ଶ୍ରୀ ଅନ୍ନ ଅଭିଯାନର ବିପୁଳ ସଫଳତା ପରେ ମିଲେଟ ଫସଲରେ ଉନ୍ନତମାନର ଯାନ୍ତ୍ରିକରଣ ପାଇଁ ଏହି ପଦକ୍ଷେପ ନିଆଯାଇଛି।

CMO Odisha
Shree Anna Abhiyan
Collector and District Magistrate, Koraput (@dmkoraput) 's Twitter Profile Photo

ଜିଲ୍ଲାପାଳ, କୋରାପୁଟଙ୍କ ଦ୍ଵାରା ଜିଲ୍ଲାସ୍ତରୀୟ ଦକ୍ଷତା ବିକାଶ ମିଶନ ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନୂଆ ଓଡିଶା ଅଧିନରେ ୦୪ଟି ନୂତନ ନିଯୁକ୍ତି ଭିତ୍ତିକ ଦକ୍ଷତା ବିକାଶ ପ୍ରକଳ୍ପର ସମୀକ୍ଷା କରାଯାଇଥିଲା। CMO Odisha Skilled in Odisha - OSDA I & PR Department, Odisha

ଜିଲ୍ଲାପାଳ, କୋରାପୁଟଙ୍କ ଦ୍ଵାରା ଜିଲ୍ଲାସ୍ତରୀୟ ଦକ୍ଷତା ବିକାଶ ମିଶନ ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନୂଆ ଓଡିଶା ଅଧିନରେ ୦୪ଟି ନୂତନ ନିଯୁକ୍ତି  ଭିତ୍ତିକ ଦକ୍ଷତା ବିକାଶ ପ୍ରକଳ୍ପର ସମୀକ୍ଷା କରାଯାଇଥିଲା।

CMO Odisha
Skilled in Odisha - OSDA
I & PR Department, Odisha
Parab.2024 (@parab_2024) 's Twitter Profile Photo

ପଟ୍ଟାଙ୍ଗି ପଞ୍ଚାୟତ ସମିତି ଅନ୍ତର୍ଗତ ପୁକାଳୀ 🏞️ ଏବଂ ରାଲେଗଡ଼ା 🌄 ଠାରେ ପଞ୍ଚାୟତ ସ୍ତରୀୟ "ପରବ ୨୦୨୪" 🎉 ପାଳନର କିଛି ମୁହୂର୍ତ ✨ 📅 ମୁଖ୍ୟ ଇଭେଣ୍ଟ ତାରିଖ - ୧୪ - ୧୮ ଡ଼ିସେମ୍ବର ୨୦୨୪ 📍 ପରବ ପଡିଆ 🏡, କେଚେଲା ରୋଡ 🚗, କୋରାପୁଟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ I & PR Department, Odisha Collector and District Magistrate, Koraput CMO Odisha BDO Pottangi #ପରବ୨୦୨୪

ପଟ୍ଟାଙ୍ଗି ପଞ୍ଚାୟତ ସମିତି ଅନ୍ତର୍ଗତ ପୁକାଳୀ 🏞️ ଏବଂ ରାଲେଗଡ଼ା 🌄 ଠାରେ ପଞ୍ଚାୟତ ସ୍ତରୀୟ "ପରବ ୨୦୨୪" 🎉 ପାଳନର କିଛି ମୁହୂର୍ତ ✨

📅 ମୁଖ୍ୟ ଇଭେଣ୍ଟ ତାରିଖ - ୧୪ - ୧୮ ଡ଼ିସେମ୍ବର ୨୦୨୪
📍 ପରବ ପଡିଆ 🏡, କେଚେଲା ରୋଡ 🚗, କୋରାପୁଟ

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ I & PR Department, Odisha Collector and District Magistrate, Koraput CMO Odisha BDO Pottangi  #ପରବ୨୦୨୪
Parab.2024 (@parab_2024) 's Twitter Profile Photo

ସେମିଳିଗୁଡ଼ା ପଞ୍ଚାୟତ ସମିତି ତରଫରୁ ବ୍ଲକ ସ୍ତରୀୟ " ପରବ ୨୦୨୪ " ଉତ୍ସବ କୁ ନୁର୍ତ୍ୟ, ସଙ୍ଗୀତ ଏବଂ ଅନ୍ୟାନ୍ୟ ଚମତ୍କାର ପ୍ରଦର୍ଶନ ସହିତ ପାଳନ କରାଯାଇଅଛି । 📅 ମୁଖ୍ୟ ଇଭେଣ୍ଟ ତାରିଖ - ୧୪ - ୧୮ ଡ଼ିସେମ୍ବର ୨୦୨୪ 📍 ପରବ ପଡିଆ 🏡, କେଚେଲା ରୋଡ 🚗, କୋରାପୁଟ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ CMO Odisha I & PR Department, Odisha Collector and District Magistrate, Koraput

ସେମିଳିଗୁଡ଼ା ପଞ୍ଚାୟତ ସମିତି ତରଫରୁ ବ୍ଲକ ସ୍ତରୀୟ " ପରବ ୨୦୨୪ "   ଉତ୍ସବ କୁ ନୁର୍ତ୍ୟ, ସଙ୍ଗୀତ ଏବଂ ଅନ୍ୟାନ୍ୟ ଚମତ୍କାର ପ୍ରଦର୍ଶନ ସହିତ ପାଳନ କରାଯାଇଅଛି ।

📅 ମୁଖ୍ୟ ଇଭେଣ୍ଟ ତାରିଖ - ୧୪ - ୧୮ ଡ଼ିସେମ୍ବର ୨୦୨୪
📍 ପରବ ପଡିଆ 🏡, କେଚେଲା ରୋଡ 🚗, କୋରାପୁଟ ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ CMO Odisha I & PR Department, Odisha Collector and District Magistrate, Koraput
Collector and District Magistrate, Koraput (@dmkoraput) 's Twitter Profile Photo

ପରବ ପଡିଆ, କୋରାପୁଟଠାରେ ଅନୁଷ୍ଠିତ ହେବାକୁ ଯାଉଛି ଆଦିବାସୀ କଳା, ସଂସ୍କୃତି ଏବଂ ପରମ୍ପରାର ପ୍ରତୀକ ପରବ -୨୦୨୪। ଆନନ୍ଦ ଉଲ୍ଲାସର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିବା ହେବେ। CMO Odisha ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ I & PR Department, Odisha

ପରବ ପଡିଆ, କୋରାପୁଟଠାରେ ଅନୁଷ୍ଠିତ ହେବାକୁ ଯାଉଛି ଆଦିବାସୀ କଳା, ସଂସ୍କୃତି ଏବଂ ପରମ୍ପରାର ପ୍ରତୀକ ପରବ -୨୦୨୪। ଆନନ୍ଦ ଉଲ୍ଲାସର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିବା ହେବେ।

CMO Odisha
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ
I & PR Department, Odisha
Collector and District Magistrate, Koraput (@dmkoraput) 's Twitter Profile Photo

କୋରାପୁଟ ଜିଲ୍ଲା ଅନ୍ତର୍ଗତ ନାରାୟଣପାଟଣାରେ ବ୍ଲକ ସ୍ତରୀୟ 'ପରବ ୨୦୨୪' ଉତ୍ସାହ ଓ ଉଦ୍ଦୀପନାର ସହ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ମହୋତ୍ସବରେ କଳାକାରଙ୍କ ଦ୍ଵାରା ସ୍ଥାନୀୟ ସଂସ୍କୃତି, କଳା ଏବଂ ପରମ୍ପରାର ପ୍ରତୀକ ଢେମସା ନୃତ୍ୟର ପରିବେଷଣ କରାଯାଇଥିଲା। CMO Odisha ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ

କୋରାପୁଟ ଜିଲ୍ଲା ଅନ୍ତର୍ଗତ ନାରାୟଣପାଟଣାରେ ବ୍ଲକ ସ୍ତରୀୟ 'ପରବ ୨୦୨୪' ଉତ୍ସାହ ଓ ଉଦ୍ଦୀପନାର ସହ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ମହୋତ୍ସବରେ କଳାକାରଙ୍କ ଦ୍ଵାରା ସ୍ଥାନୀୟ ସଂସ୍କୃତି, କଳା ଏବଂ ପରମ୍ପରାର ପ୍ରତୀକ ଢେମସା ନୃତ୍ୟର ପରିବେଷଣ କରାଯାଇଥିଲା।

CMO Odisha
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ
Collector and District Magistrate, Koraput (@dmkoraput) 's Twitter Profile Photo

ପଞ୍ଚାୟତ ସମିତି, ସେମିଳିଗୁଡାରେ 'ପରବ-୨୦୨୪' ଅବସରରେ ବ୍ଲକସ୍ତରୀୟ କ୍ରୀଡା ଓ ସାଂସ୍କୃତିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରତିଯୋଗୀମାନେ ଉତ୍ସାହର ସହ ଅଂଶ ଗ୍ରହଣ କରି ନିଜ ପ୍ରତିଭାର ପ୍ରଦର୍ଶନ କରିଛନ୍ତି। CMO Odisha ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ I & PR Department, Odisha

ପଞ୍ଚାୟତ ସମିତି, ସେମିଳିଗୁଡାରେ 'ପରବ-୨୦୨୪'  ଅବସରରେ  ବ୍ଲକସ୍ତରୀୟ କ୍ରୀଡା ଓ ସାଂସ୍କୃତିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରତିଯୋଗୀମାନେ ଉତ୍ସାହର ସହ ଅଂଶ ଗ୍ରହଣ କରି ନିଜ ପ୍ରତିଭାର ପ୍ରଦର୍ଶନ କରିଛନ୍ତି।

CMO Odisha
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ
I & PR Department, Odisha
Collector and District Magistrate, Koraput (@dmkoraput) 's Twitter Profile Photo

ପଞ୍ଚାୟତ ସମିତି, କୋଟପାଡ଼ ପକ୍ଷରୁ ବ୍ଲକ ସ୍ତରୀୟ 'ପରବ -୨୦୨୪' ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉତ୍ସାହ ଏବଂ ଉଦ୍ଦୀପନାର ସହ ମଶାଲ ଶୋଭାଯାତ୍ରା ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। CMO Odisha ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ I & PR Department, Odisha

Collector and District Magistrate, Koraput (@dmkoraput) 's Twitter Profile Photo

'ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା' ଏହି ମୁଖ୍ୟ ଅଭିଯାନରେ ମତାମତ ଦେବାର ଅବଧି ୫ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏଥିରେ ବହୁସଂଖ୍ୟାରେ ଅଂଶଗ୍ରହଣ କରି ବିକଶିତ ଓଡ଼ିଶା ଗଠନରେ ସହଭାଗୀ ହୁଅନ୍ତୁ । #VikshitOdisha CMO Odisha I & PR Department, Odisha

'ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା'

ଏହି ମୁଖ୍ୟ ଅଭିଯାନରେ ମତାମତ ଦେବାର ଅବଧି ୫ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏଥିରେ ବହୁସଂଖ୍ୟାରେ ଅଂଶଗ୍ରହଣ କରି ବିକଶିତ ଓଡ଼ିଶା ଗଠନରେ ସହଭାଗୀ ହୁଅନ୍ତୁ ।
#VikshitOdisha

CMO Odisha
I & PR Department, Odisha
DARPG 🇮🇳 (@darpg_goi) 's Twitter Profile Photo

"We have tried implementing 'Good Governance' with a human touch. The efforts of district administration in generating rural livelihood is based on a low-cost no-dependency model with a special focus on #NariShakti led development." -Shri Keerthi Vasan, DM, Koraput, Odisha

"We have tried implementing 'Good Governance' with a human touch. The efforts of district administration in generating rural livelihood is based on a low-cost no-dependency model with a special focus on #NariShakti led development."

-Shri Keerthi Vasan, DM, Koraput, Odisha