Collector Boudh (@dmboudh) 's Twitter Profile
Collector Boudh

@dmboudh

The Official X handle of Collector Boudh

ID: 738254367422185472

linkhttps://boudh.odisha.gov.in/ calendar_today02-06-2016 06:22:12

6,6K Tweet

10,10K Takipçi

82 Takip Edilen

Collector Boudh (@dmboudh) 's Twitter Profile Photo

ବିକାଶ ମେଳାର-୨୦୨୫ ଉଦଯାପନୀ ଦିବସର ସନ୍ଧ୍ୟା କାର୍ଯ୍ୟକ୍ରମର ମୁଖ୍ୟଅତିଥି ମାନ୍ୟବର ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନଙ୍କ ଉପସ୍ଥିତିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାସହିତ ସରକାରଙ୍କ ବିଭିନ୍ନ ବିଭଗର କର୍ମଚାରୀ ଓ ହିତାଧିକାରୀ ମାନଙ୍କୁ ସମ୍ମାନୀତ କରାଯାଇଛି ।